Odisha Elections 2024

ଗଜପତି

ଗଜପତି ସୀମାରେ ହାତୀପଲ

ପାରଳାଖେମୁଣ୍ଡି ,୧୫।୧୨(ଡି.ଏନ୍‌.ଏ.): ଗଜପତି ଜିଲା କାଶୀନଗର ରେଞ୍ଜ ଅନ୍ତର୍ଗତ ମିନିଙ୍ଗା ବିଟ୍‌ ନିକଟ – ଆଳତି ଗ୍ରାମକୁ ୪ ଟିକିଆ ହାତୀ ପଲ ପଶି ଆସି ଥିବା ଦେଖିବାକୁ ମିଳିଛି। ଧାନ ଫସଲ ଖାଇବାକୁ ଜଙ୍ଗଲରୁ ହାତୀ ପଳାଇ ଆସୁଛନ୍ତି।...

ବ୍ୟବସାୟୀଙ୍କ ଘରେ ଚଢ଼ାଉ, ବିପୁଳ ରକ୍ତ ଚନ୍ଦନ କାଠ ଜବତ

ପାରଳାଖେମୁଣ୍ଡି,୧୫।୧୨(ଡି.ଏନ୍‌.ଏ): ପାରଳାଖେମୁଣ୍ଡି ସ୍ଥିତ ବାଳିକା ବିଦ୍ୟାଳୟ ନିକଟ ଜନୈକ ବ୍ୟବସାୟୀ ଜି ରାମା ରାଓଙ୍କ ଘରେ ରେଡ୍‌ ହୋଇଛି। ପୋଲିସ , ଅବକାରୀ ଓ ଜଙ୍ଗଲ ବିଭାଗର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମିଳିତ ଚଢାଉ କରିଥିବା ସୂଚନା ମିଳିଛି। ରାମା ରାଓ...

ବିବାହ ଭୋଜିରୁ ଫେରୁଥିବା ବେଳେ ବସ୍‌ ଦୁର୍ଘଟଣା, ୪୦ ଆହତ

ରାୟଗଡ଼(ଗଜପତି),୧୪ା୧୨(ଡି.ଏନ.ଏ.): ଗଜପତି ଜିଲା ରାୟଗଡ଼ ଥାନା ବମିକା ଛକ ନିକଟରେ ମଙ୍ଗଳବାର ଏକ କନ୍ୟା ଯାତ୍ରୀ ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୫ ଶିଶୁଙ୍କ ସମେତ ପ୍ରାୟ ୪୦ ଯାତ୍ରୀ ଆହତ ହୋଇଛନ୍ତି। ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି।...

ଦରମା ବଦଳରେ ବାଧ୍ୟତାମୂଳକ ଅବସର

ପାରଳାଖେମୁଣ୍ଡି,୧୨ା୧୨(ଡି.ଏନ୍‌.ଏ.): ଗଜପତି ଜିଲାର ପୂର୍ବତନ ଜିଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀଙ୍କ ସମେତ ଅନ୍ୟ ୩ ଜଣ ଭଲିବଲ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ମିଳିଛି। ନିଜ ପ୍ରାପ୍ୟ ଦରମା ନ ପାଇବାରୁ ନ୍ୟାୟାଳୟରେ ଆଶ୍ରୟ ନେବାରୁ ସରକାରଙ୍କ ଆକ୍ରୋଶର ଶିକାର...

୨୦୦ ଫୁଟ ତଳକୁ ଓଲଟିଲା ପିକ୍‌ଅପ୍‌ ଭ୍ୟାନ

ପାରଳାଖେମୁଣ୍ଡି,୧୧ା୧୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ବ୍ଲକ ବୁରଖତ ଗ୍ରାମ ନିକଟ ଘାଟି ରାସ୍ତାରେ ଶନିବାର ଏକ ପିକ୍‌ଅପ୍‌ ଭ୍ୟାନ ୨୦୦ ଫୁଟ ତଳକୁ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଆହତ...

ଏଟିଏମ୍‌ ତାଡି ଟଙ୍କା ଲୁଟୁଥିଲେ ଦୁର୍ବୃତ୍ତ, ଆଉ ଶେଷରେ…

ପାରଳାଖେମୁଣ୍ଡି,୭।୧୨(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି କ୍ରିଷ୍ଣା ସିନେମା ହଲ ନିକଟରେ ଥିବା ଏସ୍‌ବିଆଇ ଏଟିଏମରୁ ସୋମବାର ରାତିରେ ଲୁଟ୍‌ ଉଦ୍ୟମ ହୋଇଛି। ଦୁର୍ବୃତ୍ତ ଏଟିଏମ୍‌ ତାଡ଼ି ଟଙ୍କା ବାହାର କରୁଥିବା ବେଳେ ଖବରପାଇ ପାଟ୍ରୋଲିଂ କରୁଥିବା ପୋଲିସ ୩ ଜଣଙ୍କୁ...

ଭିଜିଲାନ୍ସ ଜାଲରେ ନୂଆଗଡ ଫରେଷ୍ଟର

ପାରଳାଖେମୁଣ୍ଡି,୭।୧୨(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକକାଳୀନ ତାଙ୍କ ପାରଳାଖେମୁଣ୍ଡି ଗାନ୍ଧୀନଗର, ହରିଶ୍ଚନ୍ଦ୍ରପୁର ପୈତୃକ ବାସଭବନ, ପାତପାଟନାସ୍ଥିତ ବାସଭବନ ସହ ନୂଆଗଡ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ପ୍ରାଥମିକ ତଦନ୍ତରେ...

ଗଜପତିରେ ପହଞ୍ଚିଲା ଏନଡିଆରଏଫ୍‌ , ଓଡ୍ରାଫ ଟିମ୍‌

ପାରଳାଖେମୁଣ୍ଡି,୩।୧୧(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ଶୁକ୍ରବାର ବାତ୍ୟାର ରୂପ ନେଇପାରେ। ତେବେ ବାତ୍ୟାର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛନ୍ତି। ଆଜି ସକାଳେ ପଞ୍ଚାୟତ ସମିତି ଅଫିସ ଠାରେ ଏନଡିଆରଏଫ୍‌ ୨୦ ଜଣିଆ ଟିମ୍‌ ଓ ୨୭ ଜଣିଆ...

ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ, ଜଣେ ଗୁରୁତର

ପାରଳାଖେମୁଣ୍ଡି,୨।୧୨(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ା ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୂର୍ବ ଶତ୍ରୁତାକୁ ନେଇ କାତିରେ ଆକ୍ରମଣ ଫଳରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକହେଲେ ପୂର୍ଣ୍ଣଚନ୍ଦ୍ର ଦଳେଇ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି...

୪୮୭ ଏକର ଜମିରେ ଚାଷ ହୋଇଥିଲା ଗଞ୍ଜେଇ

ଆର୍‌.ଉଦୟଗିରି,୨୮ା୧୧(ଡି.ଏନ.ଏ.): ଗଜପତି ଜିଲାର ଆର୍‌.ଉଦୟଗିରି, ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ୪୮୭ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରି ଦିଆଯାଇଛି। ସ୍ଥାନୀୟ ପୋଲିସ, ଅବକାରୀ, ବନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ କ୍ରମେ...

ବିରଳ ବଜ୍ରକାପ୍ତା ଜବତ

ପାରଳାଖେମୁଣ୍ଡି,୨୭।୧୧(ଡି.ଏନ୍‌.ଏ) : ଗଜପତି ଜିଲା ଆଦବା ଥାନା ଗୁରୁଜୁଳି ପଞ୍ଚାୟତର ଚିଢାଙ୍ଗପଙ୍ଖା ଗ୍ରାମରୁ ଏକ ବିରଳ ବଜ୍ରକାପ୍ତା ଜବତ କରାଯାଇଛି। ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚିଢାଙ୍ଗପଙ୍ଖା...

କାଠପୋଲ ଛଡା ଆଉ ବାଟ ନାହିଁ

ପାରଳାଖେମୁଣ୍ଡି,୨୬।୧୧(ଡି.ଏନ୍‌.ଏ.): ସ୍ବାଧୀନତାର ୭୪ ବର୍ଷ ପରେ ମଧ୍ୟ ଗଜପତି ଜିଲା ରାୟଗଡ଼ ବ୍ଲକ ଜଳଙ୍ଗ ପଞ୍ଚାୟତର ଡୁମ୍ବା ଗାଁ ଅବହେଲିତ। ଗମନାଗମନ ପାଇଁ ଗାଁକୁ ରାସ୍ତା ନାହିଁ। ଏକରି କି ଗାଁ ନିକଟରେ ଥିବା ନାଳ ଉପରେ କାଠ ତିଆରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri