ଗଜପତି

ଲୋକେ ପିଉଛନ୍ତି ଦୂଷିତ ପାଣି

ଆର.ଉଦୟଗିରି/ପାରଳାଖେମୁଣ୍ଡି, ୧୪ା୨(ଡି.ଏନ.ଏ.) ମୋହନା ବ୍ଲକ ଅନ୍ତର୍ଗତ ଗୁଲୁବା ପଞ୍ଚାୟତର ଦୁରିଙ୍ଗିଗୁଡା ଗ୍ରାମରେ ପାନୀୟ ଜଳ ଯୋଗାଣ ଯୋଜନା ଫେଲ୍‌ ମାରିଛି। ରାଜ୍ୟ ସରକାର ରାଜ୍ୟବାସୀଙ୍କ ହିତ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରିଚାଲିଛନ୍ତି। କିନ୍ତୁ ଉପାନ୍ତ ଗ୍ରାମଗୁଡିକରେ...

ଗଜପତିରେ ନିର୍ବାଚନୀ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ପାରଳାଖେମୁଣ୍ଡି,୧୪ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଶରଧାପୁର ଗ୍ରାମରେ ଦେଖାଦେଇଛି ରାଜନୈତିକ ହିଂସା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣରେ ଗୁରୁତର ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀ ସିଏଚ୍‌ ପ୍ରସାଦ ରାଓ। ଆକ୍ରୋଶ ମୂଳକ...

ଗଜପତି ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ

ଆର.ଉଦୟଗିରି,୧୩।୨(ଡି.ଏନ.ଏ.) ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକଙ୍କ ୧ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କାର ସମ୍ପତ୍ତିକୁ ଶନିବାର ପୋଲିସ ବାଜ୍ୟାପ୍ତ କରିଛି। ରାଇପଙ୍କା ଗ୍ରାମ ସ୍ଥିତ ସରକାରୀ ଜମିରେ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଅଭିନନ୍ଦନ

ପାରଳାଖେମୁଣ୍ଡି,୯ା୨(ଡି.ଏନ୍‌.ଏ.):ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିର ଯୁକ୍ତ ୨(କଳା) ପ୍ରଥମ ବର୍ଷର ଛାତ୍ର ଅଭିନନ୍ଦନ ଡି.ଲାଲ୍‌କୁମାର ୮ସେକେଣ୍ଡରେ ୨୮ ରାଜ୍ୟର ନାମ କହି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି। ପାରଳାଖେମୁଣ୍ଡି ସହର କାବିଟି ସାହି ନିବାସୀ ଅଭିନନ୍ଦନ...

ଦୁଇ ଭାଇ ସରପଞ୍ଚ ପ୍ରାର୍ଥୀ

ପାରଳାଖେମୁଣ୍ଡି, ୭ା୨(ଡି.ଏନ୍‌.ଏ.) ଗଜପତି ଜିଲା ଗୁମ୍ମା ବ୍ଲକ ଭୁବନି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୨ ଭାଇଙ୍କ ସମେତ ମୋଟ ୮ ଜଣ ପ୍ରାର୍ଥୀ ହୋଇଛନ୍ତି। ଏହି ପଞ୍ଚାୟତର ଏଲିଅ ଗମାଙ୍ଗ ଓ ତାଙ୍କ ସାନଭାଇ ଯଜ୍ଞ ଗମାଙ୍ଗ ପ୍ରାର୍ଥୀ...

୨୪ ଚୋରି ବାଇକ୍‌ ଜବତ କଲା ପୋଲିସ

ପାରଳାଖେମୁଣ୍ଡି,୪ା୨(ଡି.ଏନ୍‌.ଏ.): ଗଜପତି ଜିଲା ପୋଲିସ ଚୋରା ବାଇକ୍‌ ବିକ୍ରି ଘଟଣାର ପର୍ଦ୍ଦାଫାଶ କରିଛି। ସେରଙ୍ଗ ପୋଲିସ ୨୪ଟି ଚୋରା ବାଇକ୍‌ ଜବତ କରିବା ସହ ୭ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଖବରଦାତା ସମ୍ମିଳନୀରେ ଏସ୍‌ପି ଜୟରାମ ଶତପଥୀ ସୂଚନା ଦେଇଛନ୍ତି।...

ଭୋଟ ନ ଦେଲେ ଘର ଉଚ୍ଛେଦ ଧମକ

ପାରଳାଖେମୁଣ୍ଡି,୪ା୨(ଡି.ଏନ୍‌.ଏ.): କାଶୀନଗର ବ୍ଲକ ହାଡୁଭଙ୍ଗୀ ଗ୍ରାମରେ ଶାସକ ଦଳ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଗାଁ ଲୋକେ ସରକାରୀ ଜମି ଜବରଦଖଲ କରି ରହିଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଡିସେମ୍ବରରେ ଉଚ୍ଛେଦ...

ସରପଞ୍ଚ ପଦବୀ ଲାଗି ଆଈ-ନାତୁଣୀଙ୍କ ମଧ୍ୟରେ ଲଢ଼େଇ

ପାରଳାଖେମୁଣ୍ଡି,୩ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଗୁରାଣ୍ଡି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଆଈ-ନାତୁଣୀଙ୍କ ମଧ୍ୟରେ ଲଢ଼େଇ ହେଉଛି। ଆଈ ମନୋରମା ଜେନା ଏବଂ ନାତୁଣୀ ଶିଳ୍ପା ପାତ୍ର ଉଭୟେ ନିଜ ନିଜ ଢଙ୍ଗରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି।...

ରାସ୍ତା, ପାଣି, ଅଙ୍ଗନଓ୍ବାଡି ଗୃହ ଦିଅ; ଭୋଟ ନିଅ

ଆର. ଉଦୟଗିରି,୩୦ା୧(ଡି.ଏନ୍‌.ଏ.): ଗଜପତି ଜିଲାର ବିକାଶ କେବଳ କାଗଜ କଲମରେ ହିଁ ପ୍ରଚାର ପ୍ରସାରରେ ଅଟକି ରହିଛି। ଭାରତ ସ୍ବାଧୀନ ହେବାର ଦୀର୍ଘବର୍ଷ ବିତିଲାଣି ହେଲେ ଏଥି ମଧ୍ୟରେ ଅନେକ ନେତା ମନ୍ତ୍ରୀଙ୍କୁ ଅଭିଯୋଗ ଦେଇ ଦେଇ ଜନତା ଥକି...

ଗଜପତି ଷ୍ଟାଡିୟମଠାରେ ଜିଲାପାଳ କଲେ ପତାକା ଉତ୍ତୋଳନ

ପାରଳାଖେମୁଣ୍ଡି,୨୬।୧: ଗଜପତି ଷ୍ଟାଡିୟମଠାରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କୋଭିଡ୍‌ କଟକଣାରେ ପାଳିତ ହୋଇଯାଇଛି। ଜିଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପରେଡ ଅଭିବାଦନ ଗ୍ରହଣ କରିଛନ୍ତି। ପରେ ଜିଲାର...

ଘାଟିରୁ ଖସିଲା ବସ୍‌, ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ପାରଳାଖେମୁଣ୍ଡି,୨୧ା୧(ଡି.ଏନ୍‌.ଏ.): ଗଜପତି ଜିଲା ରାଇଗଡ଼ ଥାନା ଅନ୍ତର୍ଗତ ରାଶିବାଡ଼ି ଘାଟିରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଛି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ବସ୍‌ ଚାଳକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ପାରଳାଖେମୁଣ୍ଡି...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ପାରଳାଖେମୁଣ୍ଡି,୧୭।୧(ଡି.ଏନ୍‌.ଏ): ବିହାରର ବିରପୁରରେ ସେନା ତାଲିମ କେନ୍ଦ୍ରରେ ଘଟିଥିବା ବିଦ୍ୟୁତ୍‌ ଦୁର୍ଘଟଣାରେ ୩ ଯବାନଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ଥିବା ଗଜପତି ଜିଲା ରାୟଗଡ ବ୍ଲକ କୁରୁବୁଗା ଗାଁର ପର୍ଶୁରାମ ସବରଙ୍କ ମରଶରୀର ରବିବାର ବିଳମ୍ବିତ ରାତିରେ ଗାଁରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri