ପାଣି ପାଇଁ ୩ ଘଣ୍ଟା ରାସ୍ତା ଅବରୋଧ: ଜଳ ଯୋଗାଣ ଅଧିକାରୀଙ୍କ ପ୍ରତିଶୃତି ପରେ ହଟିଲା ଅବରୋଧ
ମୋହନା ୨୩।୧( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ କେଶରା ଗ୍ରାମ ରେ ପାନୀୟ ଜଳ ସଙ୍କଟ। ପାଣି ପାଇଁ ରାସ୍ତା ଅବରୋଧ କରିଲେ କେଶରା ଗ୍ରାମର ମାଝୀ ସାହି ବାସିନ୍ଦା । ଗତ…
ବାଇକ୍କୁ ଧକ୍କା ଦେଲା ପିକ୍ଅପ୍: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ମୋହନା,୧୯ା୨(ମନ୍ମଥ ମିଶ୍ର): ମୋହନା ଥାନା ଅନ୍ତର୍ଗତ ଗୋବୁରିଗୁଡା ଗାଁ ନିକଟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁଇ ବାଇକ୍ ଆରୋହୀ ନିଜ ଗାଁ ଗୋବରୀଗୁଡ଼ାକୁ ଯିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ପିକ୍ଅପ୍ ( ଓଡି ୨ବି ଜେଡ୍ ୭୦୯୬ )…
ଆବାସିକ ବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ: ଅବହେଳାକୁ ଦାୟୀକଲେ ପରିବାର
ପାରଳାଖେମୁଣ୍ଡି,୧୭ା୨(ଗିରିଧାରୀ ପରିଚ୍ଛା): ସରକାର ଆଦିବାସୀ ପିଲାଙ୍କ ଶିକ୍ଷାର ଉନ୍ନତି ଦିଗରେ ବିଭିନ୍ନ ଯୋଜନା କରି ପ୍ରଚୁର ଅର୍ଥ ଖର୍ଚ୍ଚ କରୁଛନ୍ତି। ତେବେ ଏଥିରୁ ସେମାନେ ବିଶେଷ ଉପକୃତ ହେଉନାହାନ୍ତି। ବିଭାଗୀୟ କର୍ମଚାରୀଙ୍କ ଅବହେଳାରୁ ନିରୀହ ପିଲାଙ୍କ ମୃତ୍ୟୁ ହେବାପରି ଘଟଣା ବିଭିନ୍ନ…
ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କଲେ ମହିଳା, ସୁରକ୍ଷା ଓ ଯତ୍ନ ପାଇଁ …
ପାରଳାଖେମୁଣ୍ଡି,୧୪ା୨(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଜଣେ ମହିଳା ଶିଶୁକନ୍ୟାକୁ ପାଇଥିଲେ। କେ. ସିରିଶା ନାମ୍ନୀ ମହିଳା ସେହି ଶିଶୁଟିକୁ ଶୁକ୍ରବାର ଜିଲା ମୁଖ୍ୟ ଚିକିତ୍ସାଳଳୟରେ ଚିକିତ୍ସା ଲାଗି…
ହଷ୍ଟେଲରେ ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ମାମଲା: ସୁପରିଟେଣ୍ଡେଣ୍ଟ ନିଲମ୍ବିତ
ପାରଳାଖେମୁଣ୍ଡି,୧୩ା୨(ଗିରିଧାରୀ ପରିଛା): ଗଜପତି ଜିଲାରେ ଥିବା ଅନ୍ବେଷା ହଷ୍ଟେଲର ଛାତ୍ରୀଛାତ୍ରଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗର ତଦନ୍ତ ପରେ ସୁପରିଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କୁ ନିଲମ୍ବିତ କରାଯାଇଛି। ଜିଲାପାଳ ବିଜୟ କୁମାର ସାହୁ ତାଙ୍କ ଚିଠି ନଂ. ୫୬୨/୨୫ରେ ତାଙ୍କୁ ବୁଧବାର ନିଲମ୍ବନ କରିଥିବା…
ଚିକିତ୍ସା କରିବା ସତ୍ତ୍ୱେ ରୋଗ ଭଲ ହେଲା ନାହିଁ, ଶେଷରେ ବିଷ ପିଇ ଆତ୍ମହତ୍ୟା କରିଦେଲେ
ମୋହନା.୧୨।୨( ମନ୍ମଥ ମିଶ୍ର): ରୋଗ ଭଲ ନ ହେବାରୁ ବିଷ ପିଇ ଆତ୍ମହତ୍ୟା l ଗଜପତି ଜିଲା ମୋହନା ଥାନା ମଳାସପଦର ପଞ୍ଚାୟତ ରୁଜାଙ୍ଗି ଗାଁରେ ରୋଗ ଭଲ ନ ହେବାରୁ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ…
ଗାଁକୁ ପକ୍କା ରାସ୍ତାଟିଏ ନାହିଁ, ମୃତଦେହକୁ ୯ କି.ମି. କାନ୍ଧରେ ବୋହିଲେ ଗ୍ରାମବାସୀ
ଗଜପତି,୧୧ା୨(ଗିରିଧାରୀ ପରିଛା)- ଗଜପତି ଜିଲା ଗୁମ୍ମା ବ୍ଲକର ବାରୁସିଂ ଗ୍ରାମ ସରକାରଙ୍କ ଦୃଷ୍ଟି ଆଡୁଆଳରେ ରହିଛି। ଗ୍ରାମକୁ ପକ୍କା ରାସ୍ତା ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ମଙ୍ଗଳବାର ଆମ୍ବୁଲାନ୍ସ ଗ୍ରାମକୁ ଯାଇ ନ ପବାରୁ ଗ୍ରାମବାସୀ…
ହଷ୍ଟେଲରେ ଅଘଟଣ: ନିଆଁ ଲାଗି ଛାତ୍ରୀ ଗୁରୁତର
ଗଜପତି,୧୦ା୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଛାତ୍ରୀନିବାସରେ ଅଭାବନୀୟ ଘଟଣା ଘଟିଛି। ଦେହରେ ନିଆଁ ଲାଗି ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଛାତ୍ରୀଜଣକ…
ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ
ଗଜପତି, ୪।୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବ୍ରହ୍ମପୁରରୁ ପାରଳାଖେମୁଣ୍ଡି…
ଆଇନଜୀବୀଙ୍କୁ ଏସିଡ୍ ମାଡ଼ ମାମଲା: ମାଷ୍ଟର ମାଇଣ୍ଡ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଗିରଫ
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା): ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ଜଙ୍ଗମ ସାହିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ଏସିଡ୍ ମାଡ଼ ଘଟଣାରେ ପୋଲିସ ମାଷ୍ଟର ମାଇଣ୍ଡ ସମେତ ୨ଜଣଙ୍କୁ ଗିରଫ କରିଛି। ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡାରୁ ଉଭୟଙ୍କୁ ଗିରଫ କରି ପୋଲିସ ପାରଳାଖେମୁଣ୍ଡି ଆଣିଛି।…
ଫୋନ୍କରି ଡାକ୍ତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଲେ ସ୍ବାସ୍ଥ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି,୨ା୨(ଗିରିଧାରୀ ପରିଛା):ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ ଲାଗିଥିବା ସମୟରେ ସେ ନିଜ କର୍ତ୍ତବ୍ୟରେ ଅବହେଳା ନ କରି ରୋଗୀ ଚିକିତ୍ସା କରୁଛନ୍ତି। କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଓ ଆନ୍ତରିକତା ପାଇଁ ସେ ସମସ୍ତଙ୍କ…
ନିଜେ ରୋଗୀ ହୋଇ ଡାକ୍ତର କରୁଛନ୍ତି ରୋଗୀ ସେବା, Video Viral
ଗଜପତି,୧ା୨(ଗିରିଧାରୀ ପରିଚ୍ଛା): ଡ୍ୟୁଟିରେ ଥିବା ଡାକ୍ତର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ଓ ନିଜ ଦେହରେ ସାଲାଇନ୍ ଲାଗିଥିବା ସମୟରେ ରୋଗୀ ଚିକିତ୍ସା ପାଇଁ ଆସିଥିବା ବେଳେ ନିଜ କର୍ତ୍ତବ୍ୟକୁ ଅବହେଳା ନକରି ରୋଗୀ ସେବା କରୁଥିବା ଦେଖି ତାଙ୍କର ନିଷ୍ଠା…
Archives


