ବିଦ୍ୟୁତ୍ ଆଘାତରେ ୪ ହାତୀ ମୃତ
ଗୁଣପୁର/ପାରଳାଖେମୁଣ୍ଡି,୧୩ା୫(ଡି.ଏନ୍.ଏ.): ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ପାର୍ବତୀପୁର ମାନ୍ୟମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ହାତୀ ମୃତଦେହଗୁଡ଼ିକ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର ନିକଟରେ ପଡ଼ି ରହିଛି। ତେଣୁ ବିଦ୍ୟୁତ୍ ଆଘାତରେ ହାତୀ ମୃତ୍ୟୁ ଘଟିଥିବା...
ଖୁଆଇଦେଲେ ଅବୈଧ ଔଷଧ, ମୃତ୍ୟୁସହ ଲଢ଼ୁଛି ଶିଶୁ
ପାରଳାଖେମୁଣ୍ଡି,୧୨ା୫(ଡି.ଏନ୍.ଏ.): ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ବେପରୁଆ ମନୋଭାବ ଯୋଗୁ ମୃତ୍ୟୁ ସହ ଲଢୁଛି ୧୧ ମାସର ଶିଶୁ। ପ୍ରାୟ ବର୍ଷେ ତଳର ଅବୈଧ ଔଷଧ ଖୁଆଇ ଦେବାରୁ ଶିଶୁପୁତ୍ରର ଅବସ୍ଥା ସଙ୍କଟାପନ୍ନ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ...
ସରକାରୀ ଯୋଜନାଠାରୁ ବହୁ ଦୂରରେ ବେତାଗଣ୍ଡା ଗାଁ
ଆର.ଉଦୟଗିରି,୧୧ା୫(ଡି.ଏନ.ଏ.): ମୋହନା ବ୍ଲକ ଗୁରୁଝୁଳୀ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବେତାଗଣ୍ଡା ଗାଁ। ଏହି ଗାଁକୁ ଯିବାକୁ ହେଲେ ଅଡ଼ବା ହରଭଙ୍ଗି ଡ୍ୟାମ୍ ନିକଟ ପଣସଡିହ ଗ୍ରାମଠାରୁ ପ୍ରାୟ ୨୦ କିମି ଦୂର ଘଞ୍ଚ ଜଙ୍ଗଲ, ପାହାଡ଼ ପର୍ବତ...
ବିଦ୍ୟୁତ୍ ଆଘାତରେ ୪ ହାତୀଙ୍କ ଜୀବନ ଗଲା
ଗୁଣୁପୁର/ପାରଳାଖେମୁଣ୍ଡି,୧୨ା୫(ଡି.ଏନ୍.ଏ.): ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲା କାତ୍ରାଗାଡ଼ା ନିକଟରେ ଶୁକ୍ରବାର ୪ ହାତୀଙ୍କ ମୃତଦେହ ଠାବ ହୋଇଛି। ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି ସ୍ପଷ୍ଟ ହୋଇ ନ ଥିବା ବେଳେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା...
ଛେଳିଗଡ ଜଳସେଚନ ପ୍ରକଳ୍ପ ପରିଦର୍ଶନ କଲେ ୫ଟି ସଚିବ
ଗଜପତି,୧୦।୫: ୫ଟି ସଚିବ ଭି କେ ପାଣ୍ଡିଆନ ବୁଧବାର ସକାଳେ ଜିରାଙ୍ଗ ସ୍ଥିତ ଏସିଆର ଦ୍ୱିତୀୟ ବୃହତମ ବୁଦ୍ଧ ମନ୍ଦିର ବୁଲି ଦେଖିବା ସହ ବୁଦ୍ଧ ଧର୍ମାବଲମ୍ବୀଙ୍କ ସହ ଆଲୋଚନା କରିଥିଲେ। ପରେ ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ପଞ୍ଚାୟତରେ...
ଗଜପତିରେ ଲଜ୍ଜା, ଗର୍ଭବତୀ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି,୬।୫: ଗଜପତି ଜିଲା ରାୟଗଡ଼ ବ୍ଲକ ଆବାସିକ ବିଦ୍ୟାଳୟରେ ଛାତ୍ରୀ ଗର୍ଭବତୀ ହୋଇ ମୃତ୍ୟୁବରଣ କରିବା ଭଳି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି । ଜିଲାର ଲକ୍ଷ୍ମୀପୁର ନିକଟସ୍ଥ କ୍ଷେତଡ଼ କାନ୍ୟାଶ୍ରମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶୁକ୍ରବାର...
ପରିତ୍ୟକ୍ତ ଅବସ୍ଥାରେ ସୀତାସାଗର
ପାରଳାଖେମୁଣ୍ଡି, ୬।୫ (ଡି.ଏନ୍.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ସୀତାସାଗର ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଏହାର ପାର୍ଶ୍ୱତଟ ବର୍ତ୍ତମାନ ମଦ୍ୟପମାନଙ୍କ ଏକ ପ୍ରମୁଖ ଆଡ୍ଡାସ୍ଥଳୀ ହୋଇଥିବା ଦେଖିବାକୁ ମିଳୁଛି। ଯେଉଁ ସୀତାସାଗର ଦିନେ ପାରଳାଖେମୁଣ୍ଡି ସହରର ଐତିହ୍ୟ ତଥା...
ନାବାଳିକାଙ୍କୁ ବଳାତ୍କାରଭିଯୋଗ, ଯୁବକ ଗିରଫ
ପାରଳାଖେମୁଣ୍ଡି,୨।୫(ଡି.ଏନ୍.ଏ): ଗଜପତି ଜିଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କୁ ବଳପୂର୍ବକ ଜଣେ ଯୁବକ ଜଙ୍ଗଲକୁ ଟାଣି ନେଇ ବଳାତ୍କାର କରିଥିବା ସୋମବାର ଅଭିଯୋଗ ହୋଇଥିଲା। ଆର୍.ଉଦୟଗିରି ପୋଲିସ ନଂ ୪୯/୨୩ରେ ମାମଲା ରୁଜୁ କରି ଉକ୍ତ ଯୁବକଙ୍କୁ ଗିରଫ...
ମହିଳା ଏସ୍ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ: ଦୋଷ ମୁକ୍ତ ପୋଇଁ ଅଭିଯୋଗକାରୀଙ୍କୁ ଅପହରଣ
ପାରଳାଖେମୁଣ୍ଡି,୨୮।୪(ବ୍ୟୁରୋ): ରକ୍ଷକ ସାଜିଲା ବକ୍ଷକ। ମହିଳା ଏସ୍ଆଇଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣା ପରେ ତାକୁ ଫେରାଇ ଦେଇଥିଲେ । ସ୍ଥାନୀୟ ଖବରଦାତାଙ୍କଙ୍କ ହସ୍ତକ୍ଷେପ ପରେ...
ବହୁ ଚର୍ଚ୍ଚିତ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: କୋର୍ଟରେ ସମସ୍ତ ଦସ୍ତାବିଜ ଦାଖଲ
ପାରଳାଖେମୁଣ୍ଡି,୨୭।୪(ଡି.ଏନ.ଏ.): ବହୁ ଚର୍ଚ୍ଚିତ ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାର ଫାଇଲ ରିଓପନ ମାମଲାରେ ଗୁରୁବାର ସମସ୍ତ ଦସ୍ତାବିଜ ଦାଖଲ କରାଯାଇଛି। ସୌମ୍ୟରଞ୍ଜନଙ୍କ ବାପାଙ୍କ ପକ୍ଷରୁ ତାଙ୍କ ଓକିଲ ରଜତ ପାତ୍ର ମାମଲା ସମ୍ପର୍କିତ ସମସ୍ତ ଦସ୍ତାବିଜ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟରେ...
ସୌଦାମିନୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରି ଜିଲାପାଳଙ୍କ କାର୍ଯ୍ୟଳୟ ଘେରାଉ
ଗଜପତି,୨୫।୪(ଡି.ଏନ.ଏ): ଗଜପତି ଜିଲା ନବୋଦୟ ଛାତ୍ରୀ ସୌଦାମିନୀ ରୋଇତ ମୃତ୍ୟୁ ଘଟଣାର ୬୫ ଦିନ ପରେ ମଧ୍ୟ ପୋଲିସ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛି। ଏହି ଅଭିଯୋଗରେ ମୃତ ଛାତ୍ରୀ ସୌଦାମିନୀଙ୍କ ପରିବାର ଲୋକଙ୍କୁ...
ଜିଏସଟି ଠକେଇ ମାମଲା: ସିମେଣ୍ଟ ଏଜେନ୍ସିରେ ଚଢ଼ାଉ
ପାରଳାଖେମୁଣ୍ଡି,୨୫।୪(ଡି.ଏନ.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡ ସ୍ଥିତ ସୁମିତ୍ରା ଅଲ୍ଟ୍ରାଟେକ ସିମେଣ୍ଟ ଏଜେନ୍ସିରେ ବ୍ରହ୍ମପୁର ଜିଏସଟି ଏନଫୋର୍ସମେଣ୍ଟ ୟୁନିଟ କାର୍ଯ୍ୟାଳୟ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୭ ଜଣିଆ ଟିମ୍ ସାମିଲ୍ ଥିବା ଜଣାପଡିଛି। ଏଜେନ୍ସିର ମୁଖ୍ୟ...
Archives


