ରଜ ବଜାର ପାଇଁ ଅସମ୍ଭାଳ ଭିଡ଼
ଢେଙ୍କାନାଳ ଅଫିସ,୧୪।୬ (ରତନ ନାୟାର) ଗଣପର୍ବ ରଜ ଉପଲକ୍ଷେ ଲୁଗାପଟା କିଣିବା ଲାଗି ଜନସାଧାରଣଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି। ଏହାକୁ ନେଇ ଢେଙ୍କାନାଳର ପ୍ରମୁଖ ବଜାରରେ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଅସମ୍ଭାଳ ଭିଡ଼ ଜମିଥିବାବେଳେ ଟ୍ରାଫିକ୍ ଜାମ୍ ହୋଇଥିଲା।…
ଗ୍ରାମାଞ୍ଚଳରେ ଗଣମହୋତ୍ସବ
(ସୁଧୀର କୁମାର ପରିଡ଼ା) କାମାକ୍ଷାନଗର, ୧୪।୬ ରଜ ମହୋତ୍ସବ ପାଇଁ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳ ଜିଲା କାମାକ୍ଷାନଗର। ବ୍ଲକର ଆଳତୁମା, ବାଙ୍ଗୁରା, ମାଳପୁରାରେ ଜାକଜମକର ସହ ଏହି ମହୋତ୍ସବ ପାଳନ କରାଯାଉଛି। ୩ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ…
ଟାଟା ଷ୍ଟିଲ୍ ପ୍ଲାଣ୍ଟରେ ଫାଟିଲା ଷ୍ଟିମ୍ ଲାଇନ୍ ପାଇପ୍
ରତନ ନାୟାର/କାର୍ତ୍ତିକ ସାହୁ ଢେଙ୍କାନାଳ ଅଫିସ/କଟକ ଅଫିସ, ୧୪ା୬: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନରେନ୍ଦ୍ରପୁରସ୍ଥିତ ଟାଟା ଷ୍ଟିଲ୍ ମେରାମଣ୍ଡଳୀ କମ୍ପାନୀରେ ମଙ୍ଗଳବାର ବଡ଼ଧରଣର ଦୁର୍ଘଟଣା ଘଟିଛି। ଅପରାହ୍ନ ପ୍ରାୟ ୧ଟାରେ କାରଖାନାର ବ୍ଲାଷ୍ଟ ଫର୍ନେଶ ଷ୍ଟିମ୍ ଲାଇନ୍ ଫାଟି ଉତ୍ତପ୍ତ…
ଟାଟା ଷ୍ଟିଲ୍ କାରଖାନାରେ ଗ୍ୟାସ ପାଇପ୍ ଲାଇନ୍ ଫାଟି ୧୯ ଆହତ
ଢେଙ୍କାନାଳ,୧୩।୬: ଢେଙ୍କାନାଳ ଜିଲା ଓଡାପୋଡା ବ୍ଲକ୍ ଟାଟା ଷ୍ଟିଲ୍ ମେରାମୁଣ୍ଡଳୀ କାରଖାନା ପରିସରରେ ମଙ୍ଗଳବାର ଏକ ଅଘଟଣ ଘଟିଯାଇଛି। ଦିନ ୧ଟାରେ କାରଖାନାରେ ବ୍ଲାଷ୍ଟ ଫର୍ଣ୍ଣେସ ଗ୍ୟାସ ପାଇପ୍ ଲାଇନ୍ ଫାଟିଯାଇଛି। ଏହି ଘଟଣାରେ ୧୯ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।…
ହାତୀ ଉପଦ୍ରବ ବଢୁଛି
ଢେଙ୍କାନାଳ ଅଫିସ,୧୨।୬: ଢେଙ୍କାନାଳ ଜିଲାରେ ହାତୀ-ମଣିଷ ସଂଘର୍ଷ ରୋକିବାରେ ବିଫଳ ହୋଇଛି ବନ ବିଭାଗ। ଏହାକୁ ନେଇ ଅସନ୍ତୋଷ ତୀବ୍ର ରୂପ ଧାରଣ କଲାଣି। ବାରମ୍ବାର ଦାବି ସତ୍ତ୍ୱେ ସମସ୍ୟାର ସମାଧାନ ହେଉ ନ ଥିବାରୁ ଧନଜୀବନ ହାନି ବଢ଼ିବାରେ ଲାଗିଛି।…
ସଞ୍ଜ ନଇଁଲେ ଶୂନ୍ଶାନ୍
ଢେଙ୍କାନାଳ ଅଫିସ, ୧୦।୬: ଘରୁ ଗୋଡ଼ କାଢ଼ିଲେ ଘାରୁଛି ଭୟ। ଗଁା ରାସ୍ତାରେ ଗଲାବେଳେ ପତ୍ରଟେ ହଲିଲେ ଥରିଯାଉଛି ଛାତି। ସଞ୍ଜ ନଇଁଲେ ଶୂନ୍ଶାନ୍ ହୋଇଉଠୁଛି ପରିବେଶ। ଚାଷବାସ, ପାଠପଢ଼ା, ଜରୁରୀ କାର୍ଯ୍ୟ ସବୁ ଏକପ୍ରକାର ବନ୍ଦ ହୋଇଯାଇଛି। ଗୋଠଛଡ଼ା ଦନ୍ତା…
‘ମହିଳାଙ୍କ ଆଦର୍ଶ ନନ୍ଦିନୀ ଦେବୀ’
ଢେଙ୍କାନାଳ ଅଫିସ, ୧୦।୬: ଢେଙ୍କାନାଳରେ ବିଭିନ୍ନ ସଙ୍ଗଠନ ଓ ଅନୁଷ୍ଠାନ ପକ୍ଷରୁ ଶୁକ୍ରବାର ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ, ମହାନ ଜନନାୟିକା ଓ ସୁସାହିତି୍ୟକା ନନ୍ଦିନୀ ଶତପଥୀଙ୍କ ୯୨ତମ ଜୟନ୍ତୀ ପାଳିତ ହୋଇଯାଇଛି। ମଧ୍ୟାହ୍ନରେ ଷ୍ଟାଡିୟମ୍ ପରିସରରେ ଥିବା ନନ୍ଦିନୀ ଦେବୀଙ୍କ…
‘ମହିଳା ସଶକ୍ତୀକରଣର ପ୍ରଥମ ମାର୍ଗଦର୍ଶୀ ନନ୍ଦିନୀ ଦେବୀ’
ଢେଙ୍କାନାଳ ଅଫିସ, ୧୦।୬: ନନ୍ଦିନୀ ଦେବୀ ନାରୀଶକ୍ତି ଓ ନାରୀ ସ୍ବାଭିମାନର ପ୍ରତୀକ ଥିଲେ। ସେ ଓଡ଼ିଶାରେ ପ୍ରଥମେ ଯୌତୁକ ନିରୋଧୀ ଆଇନ ପ୍ରଣୟନ କରିଥିଲେ। ହାଇସ୍କୁଲସ୍ତରରେ ଗରିବ ଛାତ୍ରୀଛାତ୍ରଙ୍କ ପାଇଁ ବୁକ୍ ବ୍ୟାଙ୍କ ବ୍ୟବସ୍ଥା ପ୍ରଚଳନ କରିଥିଲେ। ମହିଳା ସଶକ୍ତୀକରଣ…
ଭରିଗଲାଣି ଢେଙ୍କାନାଳ ରକ୍ତ ଭଣ୍ଡାର
ଢେଙ୍କାନାଳ ଅଫିସ,୬ା୬: ବାଲେଶ୍ୱର ଜିଲା ବାହାନାଗା ରେଳ ଦୁର୍ଘଟଣାରେ ଆହତ ଯାତ୍ରୀମାନଙ୍କ ଚିକିତ୍ସାବେଳେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଢେଙ୍କାନାଳରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହେଉଛି। ପ୍ରଥମ ୨ଦିନ ମଧ୍ୟରେ ପ୍ରାୟ…
ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଦେବସ୍ନାନ ନିତି ପାଳିତ
ଢେଙ୍କାନାଳ ଅଫିସ,୪।୬: ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଦେବସ୍ନାନ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଭୋର ୫:୩୦ ସମୟରେ ପହଣ୍ଡି ଆରମ୍ଭ ହୋଇଥିଲା। ଠାକୁରଙ୍କୁ କ୍ଷୀର,ଗୁଡ,ଘିଅ,ଦହି,ମହୁ ଓ ପଇଡରେ ୧୦୮ଢାଳ ଜଳରେ ସ୍ନାନ କରାଯାଇଥିଲା। ଠାକୁରଙ୍କୁ…
ରୋଗୀଙ୍କୁ ନିମ୍ନମାନର ଖାଦ୍ୟ
ଢେଙ୍କାନାଳ ଅଫିସ, ୪।୬: ରୋଗୀସେବାରେ ଅବ୍ୟବସ୍ଥାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ନିମ୍ନମାନର ଖାଦ୍ୟ ଯୋଗାଣକୁ ନେଇ ପୁଣିଥରେ ଚର୍ଚ୍ଚାକୁ ଆସିଛି। ଜିଲାପାଳ ସରୋଜ କୁମାର ସେଠୀ ଖୋଦ୍ ଏହାକୁ ଧରିଛନ୍ତି। ଏହାପରେ ରୋଗୀଙ୍କୁ ଖାଦ୍ୟ…
ଦୁବାଇ ଗଲା ଢେଙ୍କାନାଳ ‘ଆମ୍ରପଲ୍ଲି’
ଢେଙ୍କାନାଳ ଅଫିସ,୨।୬: ଚଳିତବର୍ଷ ଢେଙ୍କାନାଳରେ ପ୍ରଚୁର ଆମ୍ବ ଫଳିଛି। ୫୦ ହଜାର ମେଟ୍ରିକ୍ ଟନ୍ ସହ ଉତ୍ପାଦନରେ ରାଜ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି ଜିଲା। କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ ଫଳର ଚାହିଦା…
Archives


