ଢେଙ୍କାନାଳ

ଯାଞ୍ଚରେ କଟକଣା ବଢ଼ାଉଛି ଦୁର୍ଘଟଣା

ଢେଙ୍କାନାଳ, ୨୬।୭(ରତନ ନାୟାର): କେନ୍ଦ୍ରୀୟ ଗାଇଡ୍‌ଲାଇନ୍‌ ଅନୁଯାୟୀ ପରିଚାଳିତ ହେଉଛି ଶିଳ୍ପାନୁଷ୍ଠାନ। କେନ୍ଦ୍ର ସରକାର ଯେଉଁ ନିୟମ ଜାରି କରିବେ, ତାହାକୁ ମାନିବାକୁ ରାଜ୍ୟ ବାଧ୍ୟ। ହେଲେ କମ୍ପାନୀକୁ ସୁହାଇବା ଭଳି ନିୟମ ଏବେ ଶ୍ରମିକ ଓ କର୍ମଚାରୀଙ୍କ ଜୀବନ ପ୍ରତି…

କୂଅ ଭିତରେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ପରଜଙ୍ଗ, ୨୨ା୭(ନିଗମାନନ୍ଦ ଦଳବେହେରା): କୂଅ ସଫେଇ ଚାଲିଥିବା ବେଳେ ଅଣନିଃଶ୍ୱାସୀ ହୋଇ ଖସିପଡ଼ିଲେ ଶ୍ରମିକ। ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ମାଲିକ ମଧ୍ୟ ଫସିଗଲେ। ଶ୍ୱାସରୁଦ୍ଧ ହୋଇ ଘଟଣାସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି…

ଭାଙ୍ଗିଲା ପାର୍କ ପାଚେରି, ଭାସିଲା ବଜାର

କାମାକ୍ଷାନଗର,୨୧।୭(ସୁଧୀର ପରିଡ଼ା): ଲଘୁଚାପଜନିତ ଲଗାଣବର୍ଷାରେ ପଦାରେ ପଡ଼ିଛି ଅବ୍ୟବସ୍ଥା। କେଉଁଠି ନିର୍ମାଣାଧୀନ ପାର୍କ ପାଚେରି ଭାଙ୍ଗିପଡ଼ିଛି ତ ଅନ୍ୟ କେଉଁଠି ନର୍ଦ୍ଦମା ପାଣି ସୁଅରେ ବେହାଲ ହୋଇଛି ଜୀବନଯାତ୍ରା। ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଏବଂ ବର୍ଷ ବର୍ଷ ଧରି ଡ୍ରେନେଜ୍‌ ବ୍ୟବସ୍ଥାରେ…

ଗୋରୁପଲ ପାଇଁ କଲବଲ

କାମାକ୍ଷାନଗର, ୨୧।୭(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ସହର କାମାକ୍ଷାନଗର ଏନ୍‌ଏସିରେ ବୁଲାଗୋରୁଙ୍କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ସହରାଞ୍ଚଳର ଅଧିକାଂଶ ବ୍ୟସ୍ତବହୁଳ ସଡ଼କରେ ଗାଈ, ବଳଦ, ଷଣ୍ଢ ନିର୍ବିଘ୍ନରେ ବିଚରଣ କରୁଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ, ବିଦ୍ୟାଳୟ ସମ୍ମୁଖ ସମେତ…

ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୧୯।୭(ସୁଧୀର ପରିଡ଼ା): ଛତୁଚାଷର ହବ୍‌ ପାଲଟିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର ଉପଖଣ୍ଡ। ଅଞ୍ଚଳର ଅନୁକୂଳ ଜଳବାୟୁ ଛତୁ ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାବେଳେ ବର୍ଷସାରା ଏହାର ଚାହିଦା ରହୁଛି। ତେଣୁ ଯୁବପିଢ଼ି ଏବେ ଏହି ଚାଷ କରିବାକୁ ବିଶେଷ…

ହତ୍ୟା କରି ଫିଙ୍ଗିଦେଇଥିଲେ ସ୍ବାମୀ

ଭୁବନ, ୧୯।୭(ବିପିନ ବିହାରୀ ସେଠୀ): ସ୍ବାମୀ ଘରକୁ ଆଣିଲେ ଦ୍ୱିତୀୟ ସ୍ତ୍ରୀ। ଏହାକୁ ନେଇ ସୃଷ୍ଟି ହୋଇଥିଲା ଦାମ୍ପତ୍ୟ ଜୀବନରେ ଝଡ଼। କଜିଆ ଉଗ୍ରରୂପ ନେବା ପରେ ପ୍ରଥମ ସ୍ତ୍ରୀଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଥିଲେ ସ୍ବାମୀ। ପ୍ରମାଣ ନଷ୍ଟ…

ଅଜଣା ଜନ୍ତୁ ଠାବ ପାଇଁ ଲାଗିଲା କ୍ୟାମେରା

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋର ସମୟରେ ଚାଷୀ ସାଧୁଚରଣ ରାଉତଙ୍କ ଗୁହାଳରେ ଥିବା ୪୨ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କୌଣସି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକ ମୃତ୍ୟୁ ହୋଇଥିବା ସନ୍ଦେହ…

ପାଇକ ପୁରୁଣାକୋଟ ରାସ୍ତାରେ ୩୮ ହାତୀ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ପାଇକ ପୁରୁଣାକୋଟ ଗ୍ରାମ ରାସ୍ତାରେ ୨ଦିନ ହେବ ୩୮ ହାତୀ ଚଳପ୍ରଚଳ କରୁଥିବାରୁ ଅଞ୍ଚଳବାସୀ ଓ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ହାତୀପଲ ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳରୁ ହିନ୍ଦୋଳ ରେଞ୍ଜ…

ବର୍ଷା ଆସିଲେ ଦାଣ୍ଡରେ ହୁଡ଼ା

ପରଜଙ୍ଗ, ୧୭।୭(ନିଗମାନନ୍ଦ ଦଳବେହେରା): ଆଷାଢ଼ ଆସିଲେ ଚିନ୍ତା ବଢ଼େ। ବର୍ଷାପାଣି ଯେପରି ଘରେ ନ ପଶିବ, ସେଥିଲାଗି ସଜାଗ ହୋଇଯାଆନ୍ତି ଗାଁ ଲୋକେ। ଏଥିଲାଗି ଘର ସମ୍ମୁଖ ଦାଣ୍ଡରେ ମାଟିରେ ହୁଡ଼ା ବାନ୍ଧନ୍ତି। ପଞ୍ଚାୟତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳା…

କାଦୁଅରେ ହାତୀଙ୍କ କ୍ରୀଡ଼ା

କମିଛି ଅସହ୍ୟ ତାତି। ପରିବେଶରେ ଶୀତଳତା ଭରିଛି ମୌସୁମୀ ବର୍ଷା। ଏହା ଯେ କେବଳ ମଣିଷଙ୍କ ପାଇଁ ଆଶ୍ୱସ୍ତି ଆଣିନାହିଁ, ଅଧିକନ୍ତୁ ଗରମରେ ସନ୍ତୁଳି ହେଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ଭରିଦେଇଛି ଅସୀମ ଖୁସି। ଢେଙ୍କାନାଳ ଜିଲାର କପିଳାସ ପ୍ରାଣୀ ଉଦ୍ୟାନର ହାତୀ…

ପୁଣି ଏକ ଦନ୍ତା ଅସୁସ୍ଥ

ସାତମାଇଲ, ୧୫।୭(ସୁଶାନ୍ତ ପତି): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍‌ ଅନ୍ତର୍ଗତ ଡେଙ୍ଗବୋରେଇ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇପଡ଼ିଛି। ଏହା ଜଣାପଡ଼ିବା ପରେ ବନାଞ୍ଚଳ ଅଧିଜାରୀ ଲୋହିତ କୁମାର ରଥ ସଦଳବଳ ପହଞ୍ଚତ୍ ହାତୀର ସ୍ବାସ୍ଥ୍ୟାବସ୍ଥା ତଦାରଖ…

ସୁସ୍ଥ ଲୋକକୁ ସଜାଇଦେଲେ ରୋଗୀ

ଢେଙ୍କାନାଳ, ୧୫।୭(ରତନ ନାୟାର): ‘ମୁଁ ଆଜ୍ଞା ସୁସ୍ଥ ଲୋକ । ପ୍ରତିଦିନ ପରିଶ୍ରମ କରେ। ବାହାବା ନେବା ପାଇଁ ‘୫-ଟି’ ସଚିବଙ୍କ ଆଗରେ ମିଛରେ ରୋଗୀ ସଜେଇ ଦେଲେ। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?