ଢେଙ୍କାନାଳ

ହୀନସ୍ତା କରୁଛି ହନୁ

କାମାକ୍ଷାନଗର, ୧୪।୮(ସୁଧୀର ପରିଡ଼ା): ଏକ ହନୁ ମାଙ୍କଡ଼ ପାଇଁ ଢେଙ୍କାନାଳ ଜିଲା କାମାକ୍ଷାନଗର ସହରରେ କିଛିଦିନ ହେଲା ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଛି। ଖାଦ୍ୟ ଅନ୍ବେଷଣରେ ପଲରୁ ଅଲଗା ହୋଇ ସହରକୁ ଚାଲି ଆସିଥିବା ଉକ୍ତ ହନୁ କେତେବେଳେ ପଥଚାରୀଙ୍କ...

କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

ଢେଙ୍କାନାଳ,୧୨।୮: ଢେଙ୍କାନାଳସ୍ଥିତ କପିଳାସ ପ୍ରାଣୀ ଉଦ୍ୟାନରେ ଶନିବାର ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାଣୀ ଉଦ୍ୟାନରେ ଥିବା ୬ ହାତୀଙ୍କୁ ଚନ୍ଦନ, ସିନ୍ଦୂର ଲଗାଇ ଚାନ୍ଦୁଆ ପକାଇ ପୂଜାର୍ଚ୍ଚନା କରି ଉଦ୍ୟାନ ପରିସରରେ ବୁଲାଯାଇଥିଲା ।...

ରୋଜଗାରିଆ ପୁଅ ରୋଗରେ

ପାଲଲହଡ଼ା,୧୨ା୮(ଦିବ୍ୟଜ୍ୟୋତି ଦାଶ): ରୋଜଗାରିଆ ପୁଅ ଏବେ ରୋଗଗ୍ରସ୍ତ। ୬ ମାସ ହେଲା ମାନସିକ ବିକୃତି ଦେଖାଦେଇଥିବାରୁ ଉପାୟଶୂନ୍ୟ ହୋଇପଡ଼ିଛନ୍ତି ବୃଦ୍ଧ ମାତା ପିତା। ଚିକିତ୍ସା ପାଇଁ ଅନେକଥର ଚେଷ୍ଟା କରିଛନ୍ତି। ହେଲେ ଆର୍ଥିକ ଦୁରବସ୍ଥା ଯୋଗୁ ପୁଅକୁ ଭଲ କରିବା...

ଜୀବନରେଖାରେ ବିପନ୍ନ ଜୀବନ

କାମାକ୍ଷାନଗର, ୧୧।୮(ଅମ୍‌ଜାଦ ଖାନ୍‌): ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଦେଇ ଜାତୀୟ ରାଜପଥ ୫୩କୁ ସଂଯୋଗ କରୁଥିବା ଆଳତୁମା-ମାଳପୁରା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉନାହିଁ। ପୌରାଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହନୁମାନ ବଜାରଠାରୁ ଜିରିଡ଼ାମାଳି ପର୍ଯ୍ୟନ୍ତ ଏହି ବ୍ୟସ୍ତବହୁଳ...

୩ ହୋଟେଲରେ ପୋଲିସ ଚଢ଼ାଉ

ଢେଙ୍କାନାଳ, ୮।୮ରତନ ନାୟାର): ଢେଙ୍କାନାଳ ସହରରେ ଥିବା ୩ ପ୍ରମୁଖ ହୋଟେଲରେ ମଙ୍ଗଳବାର ରାତି ୧୦ଟାରେ ପୋଲିସ ଅଚାନକ ଚଢ଼ାଉ କରିଛି। ଏକ ହୋଟେଲରୁ ୨ ଯୋଡ଼ା ଅବିବାହିତ ଯୁବତୀଯୁବକଙ୍କୁ ଥାନାକୁ ଆଣି ପୋଲିସ ଅଟକ ରଖିଛି। ସେମାନେ କଟକ,...

ପର କରିଦେଲା ପରିବାର

କାମାକ୍ଷାନଗର,୮ା୮ (ସୁଧୀର ପରିଡ଼ା): ବୟସ ଆଣି ବୃଦ୍ଧାବସ୍ଥାରେ ପହଞ୍ଚାଇଲାଣି। ଶରୀର ଦୁର୍ବଳ ହୋଇଗଲାଣି। ଖଟି ଖାଇବା ଆଉ ସମ୍ଭବ ନୁହେଁ। ହେଲେ ଏକଥା ଜାଣି ବି ପର କରିଦେଲେ ପରିବାର ଲୋକେ। ଘରୁ ତଡ଼ିଦେଲେ ବୋହୂ ଓ ପୁଅ। ଏପରି...

ଏକୁଲ ବିକାଶରେ ‘ପିଛୁଳି’ ବେଡ଼ି

କାମାକ୍ଷାନଗର,୭।୮(ସୁଧୀର ପରିଡ଼ା): ସରକାରୀସ୍ତରରେ ନିରନ୍ତର ଉଦ୍ୟମ ସତ୍ତ୍ୱେ ଏବେ ବି ମୁଖ୍ୟସ୍ରୋତ ସହ ଯୋଡ଼ି ହୋଇପାରିନାହିଁ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତର ଏକୁଲ। ପ୍ରବାହିତ ବଣୁଆ ନାଳ ‘ପିଛୁଳି’ ପାଇଁ ବର୍ଷା ଦିନେ ଅକଥନୀୟ କଷ୍ଟ ଭୋଗୁଛନ୍ତି...

ଢେଙ୍କାନାଳ, ମେରାମୁଣ୍ଡଳୀ ଷ୍ଟେଶନର ହେବ ପୁନର୍ବିକାଶ

ଢେଙ୍କାନାଳ, ୮ା୬(ରତନ ନାୟାର): ଅମୃତ ଭାରତ ଷ୍ଟେଶନ ଯୋଜନାରେ ରବିବାର ଭାରତର ୫୦୮ ରେଳଷ୍ଟେଶନ ପୁନର୍ବିକାଶର ଶିଳାନ୍ୟାସ କରାଯାଇଛି । ନୂଆ ଦିଲ୍ଲୀରୁ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶିଳାନ୍ୟାସ କରିଥିଲେ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ...

ଜନ୍ମରୁ ଦିବ୍ୟାଙ୍ଗ ଅଶ୍ରୁମୋଚନ, ନିଟ୍‌ରେ ସଫଳ

ଢେଙ୍କାନାଳ ଅଫିସ,୬ା୮(ରତନ ନାୟାର)ଜନ୍ମରୁ ଦିବ୍ୟାଙ୍ଗ। ବଙ୍କା ହୋଇଯାଇଛି ଦୁଇ ହାତ। ଗୋଡ଼ରେ ବି ସମାନ ସମସ୍ୟା। ସ୍ବାଭାବିକ ଜୀବନ ଜିଇବା କାଠିକର ପାଠ। ହେଲେ ଦୃଢ଼ ମନୋବଳ ଆଗରେ ହାରିଯାଇଛି ଭିନ୍ନକ୍ଷମତା। ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୩,୭୦୦ ର଼୍ୟାଙ୍କ୍‌...

ନନ୍ଦିନୀଙ୍କ ପାଇଁ ଓଡ଼ିଶା ଗର୍ବିତ

ଢେଙ୍କାନାଳ, ୫ା୮(ରତନ ନାୟାର): ନନ୍ଦିନୀ ଶତପଥୀ ଥିଲେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ତାଙ୍କ ପାଇଁ ଓଡ଼ିଶା ଗର୍ବିତ। ପୂର୍ବତନ ମୁଖ୍ୟମନ୍ତ୍ରୀ, ମହାନ ଜନନାୟିକା ତଥା ସୁସାହିତି୍ୟକା ନନ୍ଦିନୀ ଦେବୀଙ୍କ ସପ୍ତଦଶ ପୁଣ୍ୟତିଥିରେ ଏଭଳି ମତପ୍ରକାଶ ପାଇଛି। ଢେଙ୍କାନାଳର ସାମାଜିକ ସଙ୍ଗଠନ...

ବିଦ୍ୟାଳୟ ଖୋଲିବା ଦାବିରେ ତେଜିଲା ଆନ୍ଦୋଳନ

ଢେଙ୍କାନାଳ,୪।୮(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଗ୍ରାମ ପଞ୍ଚାୟତ ବନ୍ଧନୂଆଗାଁରେ ୩ ବର୍ଷ ହେଲା ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ଶୁକ୍ରବାର ଗ୍ରାମବାସୀ, ଅଭିଭାବକ ଏବଂ ଛାତ୍ରୀଛାତ୍ର ରାସ୍ତା ଅବରୋଧ କରି ଧାରଣାରେ ବସି...

ଅସୁରକ୍ଷିତ ଅହିରାଜ

ଢେଙ୍କାନାଳ,୪ା୮(ରତନ ନାୟାର): ଢେଙ୍କାନାଳର ବିସ୍ତୀର୍ଣ୍ଣ ସଂରକ୍ଷିତ ଜଙ୍ଗଲରେ କ୍ରମାଗତ ଭାବେ ଅହିରାଜଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଶୀତଳ ପରିବେଶ ଏହି ପ୍ରଜାତିର ସର୍ପଙ୍କ ପାଇଁ ବିଶେଷ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ଏମାନଙ୍କ ସଂରକ୍ଷଣ ଲାଗି ରାଜ୍ୟସ୍ତରରେ ଅଦ୍ୟାବଧି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri