ଢେଙ୍କାନାଳ

ନିହଲପ୍ରସାଦରେ ନଗଡ଼ାର ଚିତ୍ର: ସତ୍ୟ ଶଯ୍ୟାଶାୟୀ

ଢେଙ୍କାନାଳ ଅଫିସ, ୧୫।୯ – କଙ୍କାଳସାର ଶରୀର। ଗଣି ହୋଇଯାଉଛି ପଞ୍ଜରା। ଦେହସାରା ଗଭୀର କ୍ଷତ। ଉଠି ବସିବାକୁ ବଳ ନାହିଁ। ନିସ୍ତେଜ ହୋଇ ବିଛଣାରେ ପଡ଼ିରହିଛନ୍ତି। ଆଖି ପୂରାଇ ଦେଖିଲେ ଯେ କେହି ବି ସହଜରେ ଠଉରାଇ ପାରିବ କଅଁଳ…

ବ୍ରାହ୍ମଣୀରୁ ମୃତଦେହ ଉଦ୍ଧାର ଘଟଣା: କେହି ଦେଇପାରିଲେନି ପ୍ରମାଣ

ଭୁବନ, ୧୫।୯(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ଭୁବନ ଥାନା ଓଢ଼ଣା-ମାଳପୁରା ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଶୁକ୍ରବାର ମିଳିଥିବା ଗଳିତ ମୃତଦେହକୁ ନେଇ ଅଡୁଆ ବଢ଼ିବାରେ ଲାଗିଛି। ଶନିବାର ଦିନତମାମ କସରତ ସତ୍ତ୍ୱେ ମୃତଦେହ ଚିହ୍ନଟ ହୋଇପାରିନାହିଁ। ମୃତଦେହର ୨…

ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାବି: ଦିନସାରା ଏନ୍‌ଜେନ୍‌ କର୍ମଚାରୀ ଅଟକ

ଭାପୁର, ୧୫।୯(ଡି.ଏନ୍‌.ଏ.) – ଉଜ୍ଜ୍ୱଳା ବଲ୍‌ବ ପ୍ରଦାନ, ବିପିଏଲ୍‌ ପରିବାରକୁ ବିଦ୍ୟୁତ୍‌ ସଂଯୋଗ ଦାବିରେ ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୋବିନ୍ଦପ୍ରସାଦ ଗ୍ରାମର ଶତାଧିକ ମହିଳା ଶନିବାର ଦିନତମାମ ଏନ୍‌ଜେନ୍‌ କର୍ମଚାରୀଙ୍କୁ ଅଟକ ରଖିଥିଲେ। ୭ଦିନ ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆଯିବ…

କୋଇଲା ଟ୍ରକ ଜବତ, ଡ୍ରାଇଭର ଗିରଫ

ଭୁବନ, ୧୪।୯(ଡି.ଏନ.ଏ.)-କୋଇଲା ଚୋରା ଚାଲାଣ ବେଳେ ଭୁବନ ପୋଲିସ ଏକ ଟ୍ରକ୍‌କୁ ଜବତ କରିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ଟ୍ରକ୍‌ର ନମ୍ବର ନକଲି ବୋଲି ଜଣାପଡ଼ିଛି। ଚାଳକ ଢେଙ୍କାନାଳ ସଦର ଥାନା ବାରଦା ଗ୍ରାମର ଗଜେନ୍ଦ୍ର ବରାଳ (୨୯)ଙ୍କୁ ପୋଲିସ ଗିରଫ…

ଅଭିଭାବକ ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ

ଭୁବନ, ୧୪।୯(ଡି.ଏନ.ଏ.)- ଅଭିଭାବକ ହେଉଛନ୍ତି ଛାତ୍ରୀଛାତ୍ରଙ୍କ ବିକାଶର ମୂଳଦୁଆ। ଶିକ୍ଷାର ଅଭିବୃଦ୍ଧିରେ ପିଲାମାନଙ୍କ ଯେତିକି ଭୂମିକା ତା’ଠାରୁ ଢେର ବେଶି ମା’ବାପାଙ୍କର। ଶିକ୍ଷାର୍ଥୀ, ଅଭିଭାବକ ଏବଂ ଅଧ୍ୟାପକଙ୍କ ମିଳିତ ପ୍ରଚେଷ୍ଟାରେ ଶିକ୍ଷାନୁଷ୍ଠାନର ଗୌରବ ବଢ଼ିବ ବୋଲି କହିଛନ୍ତି ଭୁବନସ୍ଥିତ ବାଜି ରାଉତ…

ଅସୁସ୍ଥ ଶାବକକୁ ଛାଡ଼ି ପଳାଇଲା ମା’ ହାତୀ: ଉଦ୍ଧାର ପରେ ବନବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ

ପରଜଙ୍ଗ,୧୪।୯(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବାଇଗିଣିଆ ଗ୍ରାମ ଦଳିତ ବସ୍ତି ପାଖ ପଡିଆରୁ ଶନିବାର ଗ୍ରାମବାସୀ ଏକ ଅଣ୍ଡିରା ହାତୀ ଶାବକକୁ ଉଦ୍ଧାର କରିଛନ୍ତି। ଶାବକଟିର ବୟସ ପ୍ରାୟ ଏକ ମାସ ହେବ ବୋଲି…

ପୋଖରୀରେ ଓଲଟିଲା ମିନିବସ୍‌: ଡ୍ରାଇଭରଙ୍କ ସମେତ ୧୩ ଆହତ

ପରଜଙ୍ଗ, ୧୪।୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥର ପରଜଙ୍ଗ ଗଁ। ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମିନିବସ୍‌ (ନଂ. ଓଡ଼ି ୩୫ ବି ୩୪୨୬) ଭାରସାମ୍ୟ ହରାଇ ଖଣ୍ଡିଆବନ୍ଧ ପୋଖରୀକୁ ଓଲଟିପଡ଼ିଛି। ଏଥିରେ ଡ୍ରାଇଭରଙ୍କ ସମେତ ୧୩ଜଣ ଯାତ୍ରୀ…

ବ୍ରାହ୍ମଣୀରୁ ଉଦ୍ଧାର ମୃତଦେହକୁ ନେଇ ବିବାଦ: ଗୋଟିଏ ମୃତଦେହ, ଦୁଇ ଦାବିଦାର

ଭୁବନ/ପରଜଙ୍ଗ, ୧୪ା୯(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ଥାନା ଓଢ଼ଣା-ମାଳପୁରା ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀରୁ ଶୁକ୍ରବାର ଉଦ୍ଧାର ହୋଇଥିବା ଏକ ମୃତଦେହକୁ ନେଇ ଦେଖାଦେଇଛି ବିବାଦ। ଉକ୍ତ ମୃତଦେହ ପରଜଙ୍ଗ ଥାନା କୁନ୍ଦନଦେଈପୁର ଡଙ୍ଗାବୁଡ଼ି ଘଟଣାର ନିଖୋଜ ସୁଶାନ୍ତ…

୧୫ରୁ ନେପାଳରେ ଅନ୍ତର୍ଜାତୀୟ ପ୍ରବାସୀ ଓଡ଼ିଆ ସମାବେଶ: ଓଡ଼ିଶାରୁ ଯାତ୍ରାକଲେ ୨୦ ଜଣିଆ ଦଳ

ଢେଙ୍କାନାଳ ଅଫିସ, ୧୪ା୯ – ନେପାଳର ଆଧ୍ୟାତ୍ମିକ ସହର କାଠମାଣ୍ଡୁରେ ସେପ୍ଟେମ୍ବର ୧୫ରୁ ୩ଦିନ ଧରି ଆୟୋଜିତ ହେଉଛି ଅନ୍ତର୍ଜାତୀୟ ପ୍ରବାସୀ ଓଡ଼ିଆ ସମାବେଶ। ବିଶ୍ୱ ଓଡ଼ିଶା ନେପାଳ ମୈତ୍ରୀ ପରିଷଦ ଏବଂ ବିଶ୍ୱ ଓଡ଼ିଶା ଶ୍ରମ ପରିଷଦର ମିଳିତ ଆନୁକୂଲ୍ୟରେ…

ସାପୁଆରେ ହେବ ସେତୁ

ଢେଙ୍କାନାଳ ଅଫିସ, ୧୪।୯ – ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ରଥିଆପାଳ ଗ୍ରାମ ନିକଟରେ ପ୍ରବାହିତ ସାପୁଆ ନଦୀରେ ବିଜୁ ସେତୁ ଯୋଜନାରେ ଖୁବ୍‌ ଶୀଘ୍ର ବ୍ରିଜ୍‌ ନିର୍ମାଣ କରାଯିବ। ଏଥିଲାଗି ୫କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିବାବେଳେ ଗ୍ରାମ୍ୟ ନିର୍ମାଣ…

ଉଚ୍ଛେଦ ପ୍ରକ୍ରିୟା ୩ୟ ଦିନରେ : ଥଇଥାନ ପାଇଁ ଦାବି

ବଇଣ୍ଡା,୧୩।୯(ଡି.ଏନ.ଏ.)-୫୫ ନଂ. ଜାତୀୟ ରାଜପଥ ରାସ୍ତା ସମ୍ପ୍ରସାରଣ ପାଇଁ ବୁଧବାରଠାରୁ କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟା ଶୁକ୍ରବାର ଶେଷ ହୋଇଛି। ବଳକା ଥିବା ୧୭ ଜଣ କ୍ଷତିଗ୍ରସ୍ତ ପ୍ରଜାଙ୍କ ଦୋକାନ ଘର, ବାସଗୃହ ସହ ସରକାରୀ ରାଜସ୍ବ…

ହାତୀ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ: ସୁରକ୍ଷା, କ୍ଷତିପୂରଣ ଦାବି

ଢେଙ୍କାନାଳ ଅଫିସ, ୧୩।୯-ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଛନ୍ତି ପରଜଙ୍ଗ ବ୍ଲକବାସୀ। ଦୀର୍ଘ ୪ବର୍ଷ ହେଲା ଅଞ୍ଚଳରେ ହାତୀପଲ ଫସଲ ନଷ୍ଟ କରି ଚାଲିଛନ୍ତି। ଏଥିରେ ବ୍ୟାପକ ଧନଜୀବନ ହାନି ହେଲାଣି। ଏହାର ପ୍ରତିକାର ଏବଂ ଉପଦ୍ରୁତ ଅଞ୍ଚଳବାସୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?