ଜିଲାରେ ବଢୁଛି ଆରୋଗ୍ୟ ହାର
ଢେଙ୍କାନାଳ ଅଫିସ, ୪।୭ – ଢେଙ୍କାନାଳ ଜିଲାରେ କରୋନା ଆକ୍ରାନ୍ତ କ୍ରମାଗତ ସୁସ୍ଥ ହେବା ପ୍ରଶାସନ ପାଇଁ ଆଶ୍ୱସ୍ତି ଆଣିଛି। ଏପ୍ରିଲ୍ ୯ରେ ଢେଙ୍କାନାଳ ସହରରୁ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ମୋଟ୍ ପଜିଟିଭ୍ ସଂଖ୍ୟା ୮୨ରେ ପହଞ୍ଚତ୍ଛି। ତେବେ…
ରୁପାବଳିଆରେ ହାତୀ ଆତଙ୍କ
ଢେଙ୍କାନାଳ ଅଫିସ, ୪।୭ – କିଛି ଦିନର ବ୍ୟବଧାନ ପରେ ଢେଙ୍କାନାଳ ଜିଲାରେ ପୁଣିଥରେ ହାତୀ ଉପଦ୍ରବ ଆରମ୍ଭ ହୋଇଛି। ଷଡ଼ଙ୍ଗୀ ରେଞ୍ଜ୍ ଯୋରନ୍ଦା ସେକ୍ସନ ଅଧୀନ ରୁପାବଳିଆ ଜଙ୍ଗଲ ତଳି ଅଞ୍ଚଳରେ ୫ଦିନ ହେଲା ଏକ ହାତୀପଲ ଆତଙ୍କ ସୃଷ୍ଟି…
ରତ୍ନବେଦିରେ ମହାପ୍ରଭୁ
ଢେଙ୍କାନାଳ ଅଫିସ, ୩।୭ ଢେଙ୍କାନାଳ ଶ୍ରୀବଳରାମ ମନ୍ଦିରରେ ଗୁରୁବାର ନୀଳାଦ୍ରି ବିଜେ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ରାତି ସାଢ଼େ ୮ଟାରେ ମହାପ୍ରଭୁଙ୍କୁ ଅସ୍ଥାୟୀ ମଣ୍ଡପରୁ ପହଣ୍ଡି କରି ରତ୍ନବେଦିକୁ ନିଆଯାଇଥିଲା। ଯୁବରାଜ ଅମରଜ୍ୟୋତି ସିଂଦେଓ ଠାକୁରଙ୍କ ପହଣ୍ଡି କରିଥିଲେ।…
ସଂକ୍ରମଣ ରୋକିବାକୁ କଠୋର ହେଲା ପ୍ରଶାସନ: ଶନି, ରବି ଢେଙ୍କାନାଳ ଶଟଡାଉନ୍
ଢେଙ୍କାନାଳ ଅଫିସ, ୨।୭-ଢେଙ୍କାନାଳ ଜିଲାରେ କରୋନା ସଂକ୍ରମଣ ଏଡ଼ାଇବାକୁ ସପ୍ତାହନ୍ତ ଶଟ୍ଡାଉନ୍ ଘୋଷଣା କରାଯାଇଛି। ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଏଣିକି ଶନି ଏବଂ ରବି ଦୁଇଦିନ ସମ୍ପୂର୍ଣ୍ଣ ବନ୍ଦ ରହିବ। ଜୁଲାଇ ୩୧ ଯାଏ ଏହି କଟକଣା ବଳବତ୍ତର ରହିବ।…
୧୪ ଶୈବପୀଠରେ ୧୪୪ ଧାରା
ଢେଙ୍କାନାଳ ଅଫିସ, ୨।୭-ଢେଙ୍କାନାଳର ସମସ୍ତ ଶୈବପୀଠରେ କାଉଡ଼ିଆଙ୍କ ଶ୍ରାବଣ ସୋମବାର ଜଳଲାଗିକୁ ନିଷେଧ କରାଯାଇଛି। ଜୁଲାଇ ୫, ୬, ୧୨, ୧୩, ୧୯, ୨୦,୨୬,୨୭, ଏବଂ ଅଗଷ୍ଟ ୨ ଓ ୩ ତାରିଖରେ କଟକଣା ସ୍ବରୂପ ଜିଲାର ପ୍ରମୁଖ ୧୪ ଶୈବପୀଠରେ…
କଳାଧାନକୁ କରୋନା କାଳ
ଭୁବନ, ୩୦।୬ ରୋଗୀଙ୍କ ପାଇଁ ମହୌଷଧୀ କଳାଧାନରୁ ପ୍ରସ୍ତୁତ ଚାଉଳ। ଚାହିଦା ବି କିଛି କମ୍ ନୁହେଁ। ତେଣୁ କିଛିବର୍ଷ ହେଲା ପ୍ରୟୋଗାତ୍ମକ ଭାବେ ରାଜ୍ୟର ଚାଷୀମାନେ ଏହି କିସମର ଧାନ ଚାଷକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ସ୍ବତନ୍ତ୍ର ବଜାର ସୁବିଧା…
ଚିନ୍ତା ବଢ଼ାଇଲେ ଆକ୍ରାନ୍ତ
ଢେଙ୍କାନାଳ ଅଫିସ, ୩୦।୬ କରୋନା ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଢେଙ୍କାନାଳ ଜିଲା ପ୍ରଶାସନର ଚିନ୍ତା ବଢ଼ିଛି। ସମ୍ପୃକ୍ତ କର୍ମଚାରୀଜଣକ ସ୍ବାବ୍ ରିପୋର୍ଟ ଆସିବା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସହରରେ ଥିବା ବିଭିନ୍ନ କ୍ଲିନିକ୍ ବୁଲିଥିଲେ। ରବିବାର…
ସହରରେ ବୁଲିଛନ୍ତି ଆକ୍ରାନ୍ତ ବ୍ୟାଙ୍କ କର୍ମଚାରୀ
ଢେଙ୍କାନାଳ ଅଫିସ,୨୯।୬: କରୋନାରେ ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିବା ରବିବାର ଜଣାପଡିଛି। ଏହାକୁ ନେଇ ସହରବାସୀ ଆଶଙ୍କାରେ ଥିବାବେଳେ ଜିଲା ପ୍ରଶାସନ, ପୌରସଂସ୍ଥା ଓ ସ୍ବାସ୍ଥ୍ୟ ବିଭାଗ…
ହିଂସ୍ର ହେଉଛି ‘ରାକେଶ’
ଢେଙ୍କାନାଳ ଅଫିସ, ୨୮ା୬: ଜଙ୍ଗଲରେ ମୁକ୍ତ ହୋଇ ବୁଲୁଥିଲା ସେ। ହିଂସ୍ର ଆଚରଣ ତାକୁ ବନ୍ଦୀ କରିଦେଲା ଚିଡ଼ିଆଖାନାରେ। ପ୍ରଥମେ ଶିକୁଳିରେ ବନ୍ଧା ହୋଇ ରହିଲା। ଆଉ ଏବେ କ୍ରଲ୍ (ସ୍ବତନ୍ତ୍ର କାଠ ଖୁଆଡ଼)ରେ କାଟୁଛି ବନ୍ଦୀ ଜୀବନ। ହେଲେ କ୍ରଲ୍ର ବାତାବରଣରେ…
ପ୍ରଶିକ୍ଷଣ ପାଇଁ ପ୍ରସ୍ତୁତ ହେଉଛି ବୀରାଶାଳ ଏୟାରଷ୍ଟ୍ରିପ୍
ଢେଙ୍କାନାଳ ଅଫିସ, ୨୮।୬ : ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବୀରାଶାଳ ଏୟାରଷ୍ଟ୍ରିପ୍ ବିମାନ ଦୁର୍ଘଟଣାର ୩ ସପ୍ତାହ ପରେ ବନ୍ଦ ରହିଥିବା ତାଲିମ କାର୍ଯ୍ୟକ୍ରମକୁ ପୁଣିଥରେ ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ଏ ସମ୍ପର୍କରେ ଗଭର୍ନମେଣ୍ଟ ଆଭିଏଶନ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ (ଗତି)…
ହର୍ପିସ ପଞ୍ଝାରେ ହାତୀ
ଢେଙ୍କାନାଳ ଅଫିସ, ୨୭।୬ – ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲରେ ନିର୍ଭୟରେ ବିଚରଣ କରୁଥିବା ହାତୀଙ୍କ ପାଇଁ ଘାତକ ସାଜିଛି ମାରାତ୍ମକ ହର୍ପିସ୍। ବିଶେଷ କରି ହିନ୍ଦୋଳ ରେଞ୍ଜରେ ରହୁଥିବା ହାତୀଙ୍କ ଶରୀରରେ ଏହି ଭୂତାଣ ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି।…
ବଜ୍ରପାତରେ ଜଣେ ମୃତ, ୨ ଗୁରୁତର
ପରଜଙ୍ଗ,୨୬।୬(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମାଣିକମରା ପଞ୍ଚାୟତ ଜକା ଗ୍ରାମର ବିଜୟ ସାହୁଙ୍କ ପ୍ରଥମ ସ୍ତ୍ରୀ ଅଞ୍ଜନା ସାହୁ (୩୯) ଶୁକ୍ରବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଏଥିସହିତ ବିଜୟଙ୍କ ଦ୍ୱିତୀୟ ସ୍ତ୍ରୀ ଦମୟନ୍ତି ସାହୁ ଏବଂ ଉକ୍ତ ଗ୍ରାମର ଉଷା ଦେହୁରୀ…
Archives


