ଢେଙ୍କାନାଳ

ଭତ୍ତା ଚିନ୍ତାରେ ଭତ୍ତାଧାରୀ

ଭୁବନ, ୧୬।୫(ଡି.ଏନ.ଏ.)  କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି। ପ୍ରତିକାରମୂଳକ ପଦକ୍ଷେପ ସ୍ବରୂପ ଧନଜୀବନ ସୁରକ୍ଷାକୁ ଅଗ୍ରାଧିକାର ଦେଉଛନ୍ତି ରାଜ୍ୟ ସରକାର। ପଞ୍ଚାୟତ, ଏନ୍‌ଏସି କାର୍ଯ୍ୟାଳୟରେ ଗହଳି ଏଡ଼ାଇବା ଏବଂ ଭତ୍ତା ବଣ୍ଟନରେ ସ୍ବଚ୍ଛତା ରକ୍ଷା ଲାଗି ଚଳିତ…

ଆଖି ବୁଜିଲା ‘ହିରୋ’

ଢେଙ୍କାନାଳ ଅଫିସ,୧୪।୫ କରୋନା ମହାମାରୀ ସମୟରେ ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରୁ ଆସିଛି ଦୁଃଖଦ ଖବର। ଏଠାକାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ରହୁଥିବା ଅଣ୍ଡିରା ହାତୀ ହିରୋର ହଠାତ୍‌ ମୃତ୍ୟୁ ଘଟିଛି। ପେଟରେ ଟ୍ୟୁମର, ବ୍ରେନ୍‌ ହାମରେଜ୍‌ କିମ୍ବା…

ମଶାଣିରେ ଫିଙ୍ଗିଦେଲେ ମୃତଦେହ

କାମାକ୍ଷାନଗର, ୧୧।୫(ଡି.ଏନ.ଏ.) କରୋନା କବଳିତ ପୃଥିବୀରେ ସଙ୍କଟରେ ପଡ଼ିଛି ମଣିଷପଣିଆ। ଭୂତାଣୁ ଭୟ ଏମିତି ଘାରିଛି ଯେ, ମରିବା ପରେ କେହି ପାଖ ମାଡୁନାହାନ୍ତି। ଶେଷକୃତ୍ୟ କରିବା ଦାୟିତ୍ୱରେ ଥିବା କର୍ମଚାରୀ ମଧ୍ୟ ମୃତଦେହକୁ ସମ୍ମାନ ଦେଉନାହାନ୍ତି। ଏଭଳି ଏକ ଘଟଣା…

ଅଛୁଆଁ ହେଲେ କରୋନା ରୋଗୀ

ଢେଙ୍କାନାଳ ଅଫିସ,୮।୫: କରୋନା ସଂକ୍ରମିତ ବୋଲି କେହି ପାଖ ମାଡ଼ିଲେନି। ଜୀବନ ଭୟରେ ଲୁଚିଲେ କୋଭିଡ୍‌ ଯୋଦ୍ଧା। ବହୁକଷ୍ଟରେ ହସ୍ପିଟାଲ ଯାଏ ଆସିଥିଲେ ହେଁ ଶଯ୍ୟା ପର୍ଯ୍ୟନ୍ତ ନେବାକୁ ପହଞ୍ଚତ୍ଲାନି କାହାରି ସହାୟତାର ହାତ। ଫଳରେ ଛଟପଟ ହୋଇ ଚାଲିଗଲା ଜଣେ…

ଆଦର୍ଶ ସାଜିଛି ଅଙ୍ଗନଓ୍ବାଡି

ଢେଙ୍କାନାଳ ଅଫିସ, ୭।୫ ପରିଷ୍କାର ପରିଚ୍ଛନ୍ନ ବାତାବରଣ। ନୂଆ ରଙ୍ଗରେ ଝଲସୁଛି କୋଠା। ଅଙ୍କା ଯାଇଛି ଭଳିକି ଭଳି ରଙ୍ଗବେରଙ୍ଗ ଚିତ୍ର। ବାହାର ପରିବେଶଠୁ ଆହୁରି ଚମତ୍କାର ଭିତରର ଦୃଶ୍ୟ। ପଡ଼ିଛି ରଙ୍ଗିନ ପ୍ଲାଷ୍ଟିକ୍‌ ଚେୟାର, ଟେବୁଲ। କୁନି ପିଲାମାନେ ଯେପରି…

ହୋଟେଲ ବ୍ୟବସାୟୀ ହଟହଟା

ଭୁବନ, ୬।୫:  ବର୍ଷେ କାଳ ସହିଥିଲେ କରୋନା କଷଣ। ବନ୍ଦ ହୋଇଯାଇଥିଲା ବ୍ୟବସାୟ। ହାତରୁ ଗଣିଥିଲେ ଘରଭଡ଼ା, କାରିଗରଙ୍କ ମଜୁରି, ବିଦ୍ୟୁତ୍‌ ବିଲ୍‌। କଟକଣା କୋହଳ ପରେ ଧାରକରଜ କରି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବା ବେଳେ ଦାଉ ସାଧିଛି…

ପୌର ପ୍ରଶାସନ ପ୍ରସ୍ତୁତ

ଢେଙ୍କାନାଳ ଅଫିସ, ୫।୫ – ଡରାଉଛି କରୋନାର ଦ୍ୱିତୀୟ ଲହର। ବଢୁଥିବା ଦ୍ରୁତ ସଂକ୍ରମଣ ରୋକିବା ଲାଗି ଲକ୍‌ଡାଉନ୍‌କୁ ଅସ୍ତ୍ର ଭାବେ ପ୍ରୟୋଗ କରିଛନ୍ତି ରାଜ୍ୟ ସରକାର। ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ୧୪ଦିନିଆ ତାଲାବନ୍ଦକୁ ବୁଦ୍ଧିଜୀବୀବର୍ଗ…

ଅମାନିଆଙ୍କ ପାଇଁ ଆତଙ୍କ

କାମାକ୍ଷାନଗର, ୫।୫(ଡି.ଏନ.ଏ.) – କରୋନାର ଦ୍ୱିତୀୟ ଲହରକୁ ପ୍ରତିହତ କରିବାକୁ ଜୋର୍‌ସୋରରେ ଉଦ୍ୟମ ଚଳାଇଛନ୍ତି ସରକାର। ସାରା ରାଜ୍ୟରେ ମେ ୫ରୁ ୧୪ ଦିନିଆ ଲକ୍‌ଡାଉନ୍‌ କରାଯିବାକୁ ନିଷ୍ପତ୍ତି ହୋଇସାରିଛି। ହେଲେ ସଙ୍କଟ ସମୟରେ ଅମାନିଆଙ୍କ ଗତିବିଧି ସଂକ୍ରମଣ ପ୍ରତିରୋଧ କରିବା…

ବିକାଶରେ ଲାଗିଛି ଅଙ୍କୁଶ

ଭୁବନ, ୩୦।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୬ମାସ ହେଲା ମୁରବିବିହୀନ ହୋଇପଡ଼ିଛି। ଏଠାରେ କାର୍ଯ୍ୟ କରୁଥିବା ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କ କରୋନାରେ ମୃତ୍ୟୁ ଘଟିବା ପରେ ୨୦୨୦ ଅକ୍ଟୋବର ୨୫ରୁ ଏହି ପଦବୀ ଖାଲିପଡ଼ିଛି। ତହସିଲଦାର ନିର୍ବାହୀ…

ନୂଆ ରୂପନେବ ନୂଆପୋଖରୀ

ଢେଙ୍କାନାଳ ଅଫିସ, ୨୮।୪ – ନୂଆରୂପ ନେବ ଢେଙ୍କାନାଳ ପୌରାଞ୍ଚଳର ପୁରାତନ ନୂଆପୋଖରୀ (ଭାଗୀରଥି ସାଗର)। ଏହାର ଉନ୍ନତୀକରଣ ଲାଗି ପୌରସଂସ୍ଥା ପକ୍ଷରୁ ସରକାରଙ୍କୁ ୪ କୋଟି ୭୨ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଅନୁମୋଦିତ ହେଲେ କାର୍ଯ୍ୟ ଆରମ୍ଭ ହେବ।…

ମେଡିକାଲ କର୍ମଚାରୀଙ୍କ ଘରୁ ଚୋରି, ଶୋଇଥିବା ବେଳେ ବୁଲିଲା କଳାକନା

ହିନ୍ଦୋଳ,୨୭।୪: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ ନଗେନ୍ଦ୍ର ନାୟକଙ୍କ ଘରୁ ସୋମବାର ବିଳମ୍ବିତ ରାତ୍ରିରେ ଏକ ଲୁଟ୍‌ ହୋଇଛି l ଲୁଟେରାମାନେ ମାନେ ୩ଟି ସୁନା ହାର, ରୁପା ପାଉଁଜି ଏବଂ…

ମହିଳା ସରପଞ୍ଚଙ୍କୁ ମାଡ଼ : ଭିଡିଓ ଭାଇରାଲ

ପରଜଙ୍ଗ,୨୭।୬(ଡି.ଏନ୍‌.ଏ.): ସର୍ବ ସାଧାରଣରେ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି । ଏପରି ଘଟଣା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତରେ। ଗତ ବର୍ଷ କୋଭିଡ୍‌ ସମୟରେ ରନ୍ଧା ଖାଦ୍ୟ ଲୋକମାନଙ୍କୁ ଦିଆଯାଇଥିଲା। ଏହାର ଫାଇଲ ନ ଦେବାରୁ ଏମିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri