ଢେଙ୍କାନାଳ

ଢେଙ୍କାନାଳରେ ଲାଗୁ ହେବ ୧୪୪ ଧାରା

ଢେଙ୍କାନାଳ ,୨୪।୧୨: ଢେଙ୍କାନାଳରେ ବଡଦିନ ପାଇଁ ସମ୍ଭାବ୍ୟ ଭିଡ ଆଶଙ୍କାରେ ଜିଲାର ପ୍ରମୁଖ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଲାଗୁ କରାଯିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ତେବେ ଡିସେମ୍ବର ୨୫ ରୁ ଜାନୁୟାରୀ…

ଏସ୍‌ଏଚ୍‌ଜି ସଶକ୍ତୀକରଣ ପାଇଁ ୫୧.୪୪ଲକ୍ଷ

ଢେଙ୍କାନାଳ ଅଫିସ, ୨୩।୧୨: ଭୁବନେଶ୍ୱର ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଭରେନ୍ସରେ ମିଶନ ଶକ୍ତି ଇ-ମାର୍କେଟ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ମିଶନ ଶକ୍ତି ବଜାରର ଶିଳାନ୍ୟାସ କରିଥିବାବେଳେ ପ୍ରତି ଜିଲାରେ ମିଶନ ଶକ୍ତି ବଜାର…

ମାଛଚାଷ କରିବ ସ୍ବାବଲମ୍ବୀ

ଢେଙ୍କାନାଳ ଅଫିସ, ୨୩।୧୨: ଢେଙ୍କାନାଳ ଜିଲାରେ ମାଛଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଯୁବଚାଷୀମାନେ ନିଜସ୍ବ ଉଦ୍ୟମରେ ମାଛ ଫାର୍ମିଂ କରି ପର୍ଯ୍ୟାପ୍ତ ରୋଜଗାର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ଭାରତ ସରକାରଙ୍କ ନ୍ୟାଶନାଲ ଫେଡେରେଶନ ଅଫ୍‌…

ଘରେ ଲାଗିଗଲା ନିଆଁ, ପୋଡ଼ି ହୋଇ ବାପ-ପୁଅ ଗୁରୁତର

ପରଜଙ୍ଗ,୨୨ା୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଖଇରପଶି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ ନିଆଁ ଲାଗି ବାପପୁଅ ଗୁରୁତର ହୋଇଛନ୍ତି। ଗୁରୁତର ଦ୍ୱୟ ହେଲେ ବାପା ଚତୁର୍ଭୁଜ ନାୟକ ଏବଂ ପୁଅ ରାଜେଶ । ତାଙ୍କୁ ଚିକିତ୍ସା ପାଇଁ…

ହେଲାନି ସମାଧାନ, ସ୍ବାମୀ ଗିରଫ

ଢେଙ୍କାନାଳ ଅଫିସ, ୨୨।୧୨ ମନୋମାଳିନ୍ୟ ଦୂରକରି ଦମ୍ପତିଙ୍କୁ ମିଶାଇବାକୁ ୨ଦିନ ଧରି ଯଥାସାଧ୍ୟ ପ୍ରୟାସ କଲା ପୋଲିସ। ହେଲେ ଦ୍ୱନ୍ଦ୍ୱ ଦୂର ହେଲାନି କି ବାହାରିଲାନି ସମାଧାନର ବାଟ। ଫଳରେ ମାଧବୀ ସୁନା ନିର୍ଯାତନା ମାମଲାରେ ଢେଙ୍କାନାଳ ଟାଉନ ଥାନା ପୋଲିସ…

ଛିଣ୍ଡୁନି ଅଡୁଆ, ବଢୁଛି ଚିନ୍ତା

ଢେଙ୍କାନାଳ ଅଫିସ, ୨୨।୧୨ ଅମଳ ହୋଇ ଖଳାରେ ପଡ଼ିଛି ଧାନ। ଝାଳବୁହା ପରିଶ୍ରମର ମୂଲ୍ୟ ପାଇବାକୁ ଜଗିରହିଛନ୍ତି ଚାଷୀ। ଅଥଚ ଢେଙ୍କାନାଳ ଜିଲାରେ ମଣ୍ଡି କେବେ ଖୋଲିବ ଏବଂ କିପରି ଧାନ କିଣାଯିବ ତାହା ସ୍ପଷ୍ଟ ହୋଇପାରୁନାହିଁ। ଏପଟେ ଟୋକନ ଆସି…

ପୁଟ୍ଟିପାଳ ହେବ ଆଦର୍ଶ ଗ୍ରାମ

ଢେଙ୍କାନାଳ ଅଫିସ, ୨୦।୧୨: ଢେଙ୍କାନାଳ ଜିଲାର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ଅପହଞ୍ଚ ପୁଟ୍ଟିପାଳ ହେବ ଆଦର୍ଶ ଗ୍ରାମ। ଅଞ୍ଚଳରେ ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟ ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ହାତପାଆନ୍ତାରେ ମିଳିବ। ଗ୍ରାମବାସୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ…

କିମିଆ କରୁଛି କଣ୍ଢେଇ

ଢେଙ୍କାନାଳ ଅଫିସ, ୨୦।୧୨: ରଙ୍ଗବେରଙ୍ଗ କନାରେ ଢାଙ୍କି ହୋଇ ଆକର୍ଷଣୀୟ ଦେଖାଯାଉଛି ପ୍ଲାଷ୍ଟିକ୍‌ କଣ୍ଢେଇ। ରାସ୍ତାରେ ଯାଉଥିବା ଯାତ୍ରୀମାନେ ଏଭଳି ଚମତ୍କାର କାରିଗରି ଦେଖି ଅଟକି ଯାଉଛନ୍ତି ଘଡ଼ିଏ। ଏଭଳି ଭିନ୍ନ ଧରଣର କଣ୍ଢେଇ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ବାଲେଶ୍ୱରରେ…

ବିପୁଳ ପରିମାଣର ଚୋରା ବନ୍ଧୁକ, ଗୁଳି ଜବତ

ଛେଣ୍ଡିପଦା,୧୯।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁରୁ ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏ ନେଇ ଜଣଙ୍କୁ ଏସ୍‌ଟିଏଫ୍‌ ପକ୍ଷରୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ଅନେକ ଦିନ ହେଲା ଛେଣ୍ଡିପଦା ଅଞ୍ଚଳରେ…

ଏକୁଲରେ ଖୁବ୍‌ଶୀଘ୍ର ବିଏସ୍‌ଏନ୍‌ଏଲ୍‌ ସେବା

କାମାକ୍ଷାନଗର, ୧୯।୧୨(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ କାନ୍ତୋଲ ପଞ୍ଚାୟତର କଳେବର ବଦଳାଇବାକୁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରୟାସ। ଶନିବାର ଜିଲାପାଳ ସରୋଜ କୁମାର ସେଠୀ ପ୍ରଶାସନିକ ଅଧିକାରୀଙ୍କ ସହିତ କୋଟ, ସେକୁଲ, ଏକୁଲ ଏବଂ ପୁଟ୍ଟିପାଳ ଗ୍ରାମରେ…

ଆରମ୍ଭ ପୂର୍ବରୁ ଅବ୍ୟବସ୍ଥା

ଢେଙ୍କାନାଳ ଅଫିସ, ୧୯।୧୨: ବିହନ ବୁଣିବା ବେଳକୁ ବର୍ଷାର ଦେଖାମିଳିଲାନି। କେଣ୍ଡା ବାହାରିବାଠାରୁ ଧାନ ପାଚିବା ଯାଏ ତୁହାକୁ ତୁହା ଲଘୁଚାପଜନିତ ଲଗାଣବର୍ଷା ଏବଂ ଡିସେମ୍ବରରେ ସାମୁଦ୍ରିକ ଝଡ଼ ‘ଜଓ୍ବାଦ’ ଫସଲ ଉପରେ ସାଧିଲା ଦାଉ। ବଡ଼ କଷ୍ଟରେ ପାଣିରୁ ଛାଣି ଫସଲ…

ଝିଅ ଘରକୁ ଯାଇ ଆଉ ଫେରିଲେନି ମା’

ବେତନଟୀ,୧୮।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବେତନଟୀ ବନାଞ୍ଚଳ ଅଧୀନ ଗଡ଼ିଗା ବିଟ୍‌ ହାଉସର ମହୁଲବଣୀ ଜଙ୍ଗଲ ରାସ୍ତାର ଖଡ଼ିକପଦା ଗାଁ ନିକଟରୁ ଶନିବାର ସକାଳୁ ଜଣେ ମହିଳାଙ୍କ ମୃତଦେହ ମିଳିଛି। ସେ ହେଲେ ଖଡ଼ିକପଦା ଗାଁର ସର୍ବେଶ୍ୱର ଦେହୁରୀଙ୍କ ସ୍ତ୍ରୀ ସୁମିତ୍ରା(୪୫)। ମୃତଦେହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri