ଢେଙ୍କାନାଳ

୫ ଓ୍ବାର୍ଡ କଂଗ୍ରେସ ଶୂନ୍ୟ

ଭୁବନ, ୧୦ା୩(ଡି.ଏନ୍‌.ଏ.): ଭୁବନ ଏନ୍‌ଏସିରେ ନାମାଙ୍କନ ପତ୍ର ଯାଞ୍ଚ ପରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ପୂର୍ବରୁ ୧୦ନଂ. ଓ୍ବାର୍ଡରେ ଦଳ ପ୍ରାର୍ଥୀ ଦେଇ ନ ଥିବାବେଳେ ଯାଞ୍ଚ ପ୍ରକ୍ରିୟାରେ ୪ ଜଣ ଦଳୀୟ କାଉନ୍‌ସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ…

ବେଆଇନ ବାଲିଚାଲାଣ: ୧୧ ଗିରଫ

ପରଜଙ୍ଗ, ୧୦ା୩ (ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ବ୍ରିଜ୍‌ ନିକଟ ବାଲିଘାଟରେ ମଙ୍ଗଳବାର ସନ୍ଧ୍ୟାରେ ତହସିଲଦାର ଖଗେଶ୍ବର ପାତ୍ର ଏବଂ ଥାନାଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସଦଳବଳ ଅତର୍କିତ ଚଢ଼ାଉ କରି ୮ ଭାରିଯାନ ସମେତ ୨ ଚେନ୍‌…

ସର୍ବସାଧାରଣରେ ହେବନି ହୋଲି

ଢେଙ୍କାନାଳ ଅଫିସ, ୯।୩: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ଓସ୍‌ଓ୍ବାନ୍‌ ହଲ୍‌ରେ ସୋମବାର ଅପରାହ୍ନରେ ଜିଲାପାଳ ସରୋଜ କୁମାର ସେଠୀ ଜିଲାର କୋଭିଡ୍‌ସ୍ଥିତି, ପୌର ନିର୍ବାଚନ ଏବଂ ୫-ଟି ବ୍ୟବସ୍ଥାରେ ହେଉଥିବା ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। କରୋନା ସଂକ୍ରମଣ ସମ୍ପୂର୍ଣ୍ଣ…

କୁକୁର ସହ ଶିଶୁକନ୍ୟାଙ୍କ ବିବାହ

ଢେଙ୍କାନାଳ ଅଫିସ, ୯।୩: ସାରା ବିଶ୍ୱରେ ମଙ୍ଗଳବାର ପାଳିତ ହୋଇଛି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାଙ୍କ ଯଶଗାନ କରୁଛନ୍ତି ସଭିଏଁ। ବାଲ୍ୟବିବାହ ରୋକିବା, ମହିଳା ବିରୋଧୀ ନିର୍ଯାତନା ବିରୋଧରେ ସ୍ବର ଉଠାଇବାକୁ ସଭାସମିତି କରି ସଚେତନ କରାଯାଉଛି। ହେଲେ ଢେଙ୍କାନାଳ ଜିଲାର…

କାଉନ୍‌ସିଲର ପଦବୀରେ ୩୦ ନାମାଙ୍କନ

କାମାକ୍ଷାନଗର, ୮ା୩ (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ପୌର ନିର୍ବାଚନ ଲାଗି ସୋମବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ନଗରପାଳ ପଦବୀ ଲାଗି ବିଜେଡିର ଧର୍ମାନନ୍ଦ ପରିଡ଼ା, ଭାଜପାର ରଣଜିତ୍‌ ସାହୁ, କଂଗ୍ରେସର ସନ୍ତୋଷ ମହାରଣା ଏବଂ ସ୍ବାଧୀନ ପ୍ରାର୍ଥୀ…

୭ ଓ୍ବାର୍ଡ କଂଗ୍ରେସ ଶୂନ୍ୟ

ଢେଙ୍କାନାଳ ଅଫିସ, ୮ା୩ ଢେଙ୍କାନାଳ ପୌର ପରିଷଦ ନିର୍ବାଚନରେ ହାତ ଟେକିଦେଲା କଂଗ୍ରେସ। ୨୦୧୩ରେ ମ୍ୟୁନିସିପାଲିଟିର ମୋଟ ୨୩ ଓ୍ବାର୍ଡ ମଧ୍ୟରୁ ୧୧ ଆସନରେ ବିଜୟୀ ହୋଇ ସର୍ବବୃହତ୍‌ ଦଳ ପାଲଟିଥିବା ବେଳେ ଚଳିତ ନିର୍ବାଚନରେ କଂଗ୍ରେସକୁ ପ୍ରାର୍ଥୀ ମିଳିଲେ ନାହିଁ।…

ଦିନକରେ ପଡ଼ିଲା ୨୮ ନାମାଙ୍କନ

ଢେଙ୍କାନାଳ ଅଫିସ, ୭।୩ – ଢେଙ୍କାନାଳ ପୌର ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ୫ମ ଦିନରେ ରବିବାର ୨୮ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। ନାମାଙ୍କନ ଦାଖଲକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସିଥିବାବେଳେ…

୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ

କାମାକ୍ଷାନଗର, ୬।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ରାଜନୀତିର ଅନ୍ୟତମ ପ୍ରମୁଖ କେନ୍ଦ୍ରସ୍ଥଳ କାମାକ୍ଷାନଗର ଏନ୍‌ଏସିର ଅଧ୍ୟକ୍ଷ ପଦବୀ ଲାଗି ଦୀର୍ଘ ୩୦ବର୍ଷ ପରେ ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଶେଷଥର ପାଇଁ ୧୯୯୨ରେ ଭୋଟର ସିଧାସଳଖ ଭୋଟଦେଇ ନଗରପାଳଙ୍କୁ ଚୟନ କରିଥିଲେ।…

ବରଫାବୃତ୍ତ ଅଞ୍ଚଳରେ ୭୨ ଘଣ୍ଟା

ଢେଙ୍କାନାଳ ଅଫିସ, ୬।୩: ଚାରିଆଡ଼େ ବରଫ ହିଁ ବରଫ। ହାଡ଼ଭଙ୍ଗା ଶୀତ ଭିତରେ ଜୀବନ ବଞ୍ଚାଇବା ଲାଗି ସଂଘର୍ଷ। ପାଖରେ ନ ଥିଲା ପର୍ଯ୍ୟାପ୍ତ ଖାଦ୍ୟ କି ମିଳୁ ନ ଥିଲା ମୁନ୍ଦାଏ ପାଣି। ଏଭଳି ପ୍ରତିକୂଳ ସ୍ଥିତିରେ ୟୁକ୍ରେନ୍‌-ରୋମାନିଆ ସୀମାନ୍ତ…

ଶିକ୍ଷାନୁଷ୍ଠାନ ପୃଥକୀକରଣ ପ୍ରସ୍ତୁତି

ଢେଙ୍କାନାଳ ଅଫିସ, ୪।୩ – ଢେଙ୍କାନାଳ ଜିଲାରେ ପ୍ରସ୍ତାବିତ ଶିକ୍ଷାନୁଷ୍ଠାନ ପୃଥକୀକରଣ କାର୍ଯ୍ୟ ଲାଗି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଜିଲା ସଦ୍‌ଭାବନା ଗୃହରେ ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ଆଶାୟୀଙ୍କ ଛାତି ଧଡ଼ଧଡ଼

ଢେଙ୍କାନାଳ ଅଫିସ୍‌, ୩ା୩: ଆସନ ସୀମିତ, କିନ୍ତୁ ଆଶାୟୀ ମାଳମାଳ। କାହାକୁ ଟିକେଟ ମିଳିବ, ଟିକେଟ ନ ମିଳିଲେ ବିକଳ୍ପ କ’ଣ ହେବ, ଟିକେଟ ବଣ୍ଟନ ପରେ ଦଳରେ ବିଦ୍ରୋହ ବଢ଼ିଲେ ତାହାକୁ କିପରି ପ୍ରଶମିତ କରାଯିବ ଏଭଳି ଏକାଧିକ ପ୍ରଶ୍ନର…

ଷ୍ଟାର୍ଟରେ ଥିବା କାର୍‌ରୁ ମିଳିଲା ମୃତଦେହ

ହିନ୍ଦୋଳ,୨।୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ପାର୍ଶ୍ୱ କାଜଲ ଢାବା ନିକଟରୁ ଏକ କାର ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ଏହା ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛିି। ଗତ କାଲିଠାରୁ କାରଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?