ଘରେ ରୋଷେଇ କରିବା ବେଳେ ଗୁଳି କରି ଦୁର୍ବୃତ୍ତ ଫେରାର, ମହିଳା ଗୁରୁତର
ଦେବଗଡ଼,୧୫।୧୨(ଡି.ଏନ୍.ଏ.): ଦେବଗଡ଼ ଜିଲା ବାରକୋଟ ଥାନା କଦୋଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ରାତିରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳାଜଣଙ୍କ ହେଲେ ରାଜେଶ ମହନ୍ତଙ୍କ ସ୍ତ୍ରୀ ରୁକ୍ମୁଣୀ ମହନ୍ତ (୩୦) । ରୁକ୍ମୁଣୀଙ୍କ…
ବିଦ୍ୟାଳୟରେ ତାଲା ପକାଇ ବାହାରେ ବସିଲେ ପିଲା
ଦେବଗଡ଼,୧୪ା୧୨(ଡି.ଏନ୍.ଏ.): ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଅସନ୍ତୋଷ ବୃଦ୍ଧି ପାଉଛି। ଦେବଗଡ଼ ଜିଲା ରିଆମାଳ ବ୍ଲକ ସିମିଳିତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କଲେ ଅଭିଭାବକ ଓ ଛାତ୍ରୀଛାତ୍ର ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୭୧…
ଦୁଇଟି ଦେଶୀ ବନ୍ଧୁକ ଜବତ: ଜଣେ ଗିରଫ
ଦେବଗଡ଼,୧୪ା୧୨(ଡି.ଏନ୍.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅକ୍ଷରଶିଳା ଗ୍ରାମର ପୁଲସ୍ତି ଧୀବର(୩୫)ଙ୍କୁ ଗିରଫ କରିଛି ପୋଲିସ। ପୁଲସ୍ତି ନିଜ ପାଖରେ ବେଆଇନ ବନ୍ଧୁକ ରଖି ନିୟମିତ ଜନ୍ତୁ ଶିକାର କରୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ପୁଲସ୍ତିଙ୍କ ପାଖରେ ବନ୍ଧୁକ…
ଶଳାଙ୍କୁ ଇଟାରେ ଛେଚି ହତ୍ୟା, ଭିଣୋଇ-ସମ୍ପର୍କୀୟ ମାମୁ କୋର୍ଟ ଚାଲାଣ
ଦେବଗଡ଼,୧୩।୧୨,(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣୀଆମୁଣ୍ଡା ଗ୍ରାମରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଶଳାର ମୃତ୍ୟୁ ଘଟଣାରେ ସୋମବାର ଦେବଗଡ଼ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଦେବଗଡ଼ ଆଦର୍ଶ ଥାନା ପରିସରରେ ଆୟୋଜିତ…
ହାତୀଦାନ୍ତ ବିକ୍ରି ପାଇଁ ଉଦ୍ୟମ, ୨ ତସ୍କରଙ୍କୁ ବାନ୍ଧିଲା ପୋଲିସ
ଦେବଗଡ଼, ୧୩।୧୨(ଡି.ଏନ୍.ଏ.): ହାତୀ ଦାନ୍ତ ଜବତ କରିବା ସହ ଦୁଇ ତସ୍କରଙ୍କୁ ଗିରଫ କରିଛି ରିଆମାଳ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ତିଲେଇବଣି ବ୍ଲକ ଡିମିରିକୁଦା ଗ୍ରାମର ପିଟର ଟିଗା(୪୩) ଏବଂ ବିଲେଇଘଟି ଗ୍ରାମର ଫଗୁଆ ଟ୍ରିଓବାନ୍ସ(୨୭)। ସେମାନଙ୍କଠାରୁ ପ୍ରାୟ…
ପୋଲିସ-ଓକିଲ ମୁହାଁମୁହିଁ
ଦେବଗଡ଼,୧୨ା୧୨(ଡି.ଏନ୍.ଏ.): ଓକିଲଙ୍କ ବିରୋଧରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପ୍ରତ୍ୟାହାର ଦାବିରେ ଦେବଗଡ଼ ଜିଲା ନ୍ୟାୟାଳୟ ସମ୍ମୁଖରେ ସୋମବାର ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଜିଲା ଓକିଲ ସଂଘ ସଭାପତି ସଚିକାନ୍ତ ଦାଶଙ୍କ ନେତୃତ୍ୱରେ ଆଇନଜୀବୀମାନେ ପ୍ରତିବାଦ କରିଥିଲେ। ପଶ୍ଚିମ…
ଭିଣୋଇ, ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଯୁବକଙ୍କ ଜୀବନ ଗଲା
ଦେବଗଡ଼,୧୧ା୧୨(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଉଟୁଣୀଆମୁଣ୍ଡା ଗ୍ରାମରେ ଭିଣୋଇ ଓ ସମ୍ପର୍କୀୟ ମାମୁଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରେ ଦେବଗଡ଼ ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ…
ଘରେ ଗଞ୍ଜେଇ ରଖି କରୁଥିଲେ ବ୍ୟବସାୟ, ବାନ୍ଧିଲା ପୋଲିସ
ଦେବଗଡ଼,୯।୧୨(ଡି.ଏନ୍.ଏ.): ଦେବଗଡ ଜିଲା କୁଣ୍ଢେଇଗୋଳା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧.୧ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ କୁଣ୍ଢେଇଗୋଳା ଗ୍ରାମର କେଶବ ପ୍ରଧାନଙ୍କ ପୁଅ ରୂପେଶ…
ଜନ୍ତୁ ଶିକାର ପାଇଁ ବିଛାଇଥିଲେ ତାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ
ଦେବଗଡ଼,୯।୧୨(ଡି.ଏନ୍.ଏ.): ଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଇଥିଲେ ବିଦ୍ୟୁତ ତାର। ହେଲେ ତାହା ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ହୋଇଥିଲେ। ଏହି ଘଟଣାରେ ଶୁକ୍ରବାର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିିଛି । ଗିରଫଦ୍ୱୟ ହେଲେ ଟାଇଁସର ଗ୍ରାମର ହିମାଂଶୁ…
ଜଙ୍ଗଲରେ ବିଛା ଯାଇଥିଲା ବୋମା: ଚିହ୍ନଟ ପରେ କରାଗଲା ନିଷ୍କ୍ରିୟ
ଦେବଗଡ଼,୯।୧୨(ଡି.ଏନ୍.ଏ.): ଜଙ୍ଗଲରେ ବିଛା ଯାଇଥିଲା ବୋମା। ଗୁରୁବାର ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ବନ କର୍ମଚାରୀମାନେ ବୋମା ଖଞ୍ଜା ଯାଇଥିବା ଦେଖିବାକୁ ପାଇଥିଲେ। ସେମାନେ ସତର୍କତା ଅବଲମ୍ବନ କରି ସେଠାରୁ ଫେରି ଆସିଥିବା ଯୋଗୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ…
ଭେଣ୍ଡିଂ ଜୋନ୍ ନିର୍ମାଣକୁ ବିରୋଧ
ଦେବଗଡ଼,୭ା୧୨(ଡି.ଏନ୍.ଏ.): ସ୍ଥାନୀୟ ଟାଉନ୍ ହଲ୍ ସମ୍ମୁଖରେ ଭେଣ୍ଡିଂ ଜୋନ୍ ନିର୍ମାଣକୁ ବିରୋଧ କରି ବୁଧବାର ପୌରପରିଷଦର କେତେକ କାଉନସିଲର ଏସ୍ପି ପ୍ରମୋଦ କୁମାର ରଥଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଭେଣ୍ଡିଂ ଜୋନ୍ ନିର୍ମାଣ ହେଲେ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତର
ଦେବଗଡ,୭।୧୨(ଡି.ଏନ୍.ଏ.): ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳା ଗୁରୁତରା ଥାନା ଅନ୍ତର୍ଗତ ଟାଇଁସର ଗ୍ରାମରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ା ଜନ୍ତୁ ଶିକାର ପାଇଁ କେତେକ ଦୁର୍ବୃତ୍ତ ଟାଇଁସର ହାଇସ୍କୁଲ ପଛପଟେ ଥିବା…
Archives


