ମାରଣାତ୍ସ ଦେଖାଇ ଲୁଟିନେଲେ ୯୨ ହଜାର ଟଙ୍କା, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ,୯।୩(ଡି. ଏନ. ଏ.): ଦେବଗଡ ଥାନା ଅନ୍ତର୍ଗତ ଚିକିଣି ଘାଟି ନିକଟରେ ମାରଣାତ୍ସ ଦେଖାଇ ୨ଜଣ ଯୁବକଙ୍କଠାରୁ ୯୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ଦେବଗଡ ଆଦର୍ଶ ଥାନାରେ ଗୁରୁବାର ଅଭିଯୋଗ ହୋଇଛି। ଖବର ମୁତାବକ, ସମ୍ବଲପୁର ସହରର ରଞ୍ଜନ ପାଢ଼ୀ ଓ ସମ୍ବଲପୁର ଜିଲା ଖରସନମାଲ ବିଦ୍ୟାଧର ଖମାରି ମେଡିସିନ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ସେମାନେ ଦ୍ବିପହର ସମୟରେ ରିଆମାଳ ବ୍ଲକ ଅନ୍ତର୍ଗତ ରେଙ୍ଗାଲବେଡାରୁ ମେଡିସିନ ଦୋକାନରୁ ଅର୍ଥ ସଂଗ୍ରହ କରି ଦେବଗଡ ଅଭିମୁଖେ ଫେରୁଥିବାବେଳେ ଚିକିଣି ଘାଟି ନିକଟରେ ୨ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ପଲସର ବାଇକ୍‌ରେ ଆସି ସେମାନଙ୍କୁ ମାରଣାତ୍ସ ଦେଖାଇ ଭୟଭୀତ କରି ୯୨ ହଜାର ଟଙ୍କା ଲୁଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏ ନେଇ ରଞ୍ଜନ ଓ ବିଦ୍ୟାଧର ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମାଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଫେରାଇ ଆଣିବାକୁ ତାମିଲନାଡୁରୁ ପ୍ରବାସୀଙ୍କ ନିବେଦନ

ବାମରା,୯।୫,(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ଲରିଆପାଲି ପଞ୍ଚାୟତ ନୂଆଡ଼ିହି ଗ୍ରାମର ଲିଲିମା କୁଜୁର ଓ ଜମନକିରା ବ୍ଲକ ଟିକଲିପଡା ପଞ୍ଚାୟତ ବରହାମୁଣ୍ଡି ଗ୍ରାମର ଶୁକ୍ରା...

ଲାଇକ୍‌, ଭିଉଜ୍‌ ଜିଣୁଛି ଜୟପୁର ବିଧାୟକଙ୍କ ଗୀତ

ଜୟପୁର,୨୭ା୧୦(ନି.ପ୍ର.): ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ବାହିନୀପତି ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ମଞ୍ଚରେ...

ଷ୍ଟାଣ୍ଡିଂ କମିଟିର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟ ସମୀକ୍ଷା

ଭଦ୍ରକ ଅଫିସ,୨୯।୧୨- ବିଧାନସଭା ଷ୍ଟାଣ୍ଡିଂ କମିଟି ଶନିବାର ଭଦ୍ରକ ଜିଲାରେ ବିଦ୍ୟୁତ୍‌ ବିଭାଗ ଅଧୀନରେ ହେଉଥିବା ଉନ୍ନତିମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ଫେରିଛି। ଏହି...

ଝାଡ଼କୁସୁମି ଗ୍ରାମରେ ପାନୀୟ ଜଳ ସମସ୍ୟା: ୨୬ନଂ ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ, କଳାହାଣ୍ଡି-ନବରଙ୍ଗପୁରକୁ ଯାତାୟାତ ଠପ୍‌

ପାପଡ଼ାହାଣ୍ଡି,୧୬।୫(ଡି.ଏନ୍‌.ଏ.): ପାନୀୟ ଜଳ ସମସ୍ୟା ନେଇ ଗୁରୁବାର ପାପଡ଼ାହାଣ୍ଡି ବ୍ଲକ ଝାଡ଼କୁସୁମି ଗ୍ରାମବାସୀ ୨୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ କଳାହାଣ୍ଡିଠାରୁ ନବରଙ୍ଗପୁର ଜିଲାକୁ...

ଥରୁଛି କନ୍ଧମାଳ: ଫୁଲବାଣୀରେ ୪, ଦାରିଙ୍ଗିବାଡିରେ ୫ ଡିଗ୍ରୀ ତଳକୁ ଖସିଲା ପାରଦ

ଫୁଲବାଣୀ ଅଫିସ, ୨୩ା୧୨: କନ୍ଧମାଳ ଜିଲାରେ ଶୀତର ପ୍ରକୋପ ହଠାତ୍‌ ବଢ଼ିଯାଇଛି । ବିଗତ ତିନି ଦିନ ହେବ ଜିଲାରେ ତାପମାତ୍ରା କମିବାରେ ଲାଗିଛି ।...

ଗଞ୍ଜାମର ୫.୮୩ ଲକ୍ଷ ନେଲେଣି ପ୍ରଥମ ଡୋଜ ଟିକା

ଛତ୍ରପୁର,୨୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକା ନେବାକୁ ଲୋକଙ୍କ ଆଗ୍ରହ ବଢିଛି। ଜିଲାରେ ଶୁକ୍ରବାର...

ମାଓବାଦୀ ଦମନ ଲାଗି ଏରିଏଲ ସର୍ଭେ

ଫୁଲବାଣୀ ଅଫିସ, ୨୮ା୧୦: କନ୍ଧମାଳ ଜିଲାରେ କିଛି ଦିନ ହେଲା ମାଓବାଦୀମାନେ ହିଂସ୍ର ହୋଇ ଉଠିଛନ୍ତି। ସେମାନଙ୍କୁ ଦମନ କରିବା ଲାଗି ପୋଲିସ ତପତ୍ର ହୋଇଉଠିଛି...

କୁରାଳର ଉନ୍ନୟନ କାର୍ଯ୍ୟରେ ସ୍ବଚ୍ଛତା ରହୁନି

ନୟାଗଡ଼ ଅଫିସ/ଓଡ଼ଗାଁ ,୨୭।୩(ସ୍ବ.ପ୍ର.)ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ସ୍କୁଲ ପାର୍ଶ୍ୱ କେଳାସାହି ବାରିପଟ ରାସ୍ତାରେ ଥିବା ଏକ ଖାତ ପୋତିବା ପାଇଁ...

Advertisement
Archives

Model This Week