କଟକ

ଭାଜପା ଆସିଲେ ଚୌଦ୍ୱାରରେ ଶିଳ୍ପ ଖୋଲିବ: ମନମୋହନ

ମଙ୍ଗୁଳି-ଜଗତପୁର,୧୨ା୨(ମାନସ ସାମଲ):ଚୌଦାର-କଟକ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ନଖରା ପଞ୍ଚାୟତସ୍ଥିତ ହାଟପଡ଼ିଆରେ ମିଶ୍ରଣ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି। ଶାଳଗଁା ସରପଞ୍ଚ ପବିତ୍ର ଉପାଧ୍ୟାୟଙ୍କ ନେତୃତ୍ୱରେ ନୁଣ୍ଟିଗିରି ଛକ ନିକଟରେ ୩୦୦୦ରୁ ଊର୍ଦ୍ଧ୍ୱ ଯୁବକ ଏକତ୍ରିତ ହୋଇ ଭାଜପା ରାଜ୍ୟ ସଭାପତି…

ପୋଲିସ ପରିଚୟରେ ଲୁଟି ନେଇଥିଲେ ଅଳଙ୍କାର

କଟକ,୧୨ା୨(କାର୍ତ୍ତିକ ସାହୁ):ପୋଲିସ ପରିଚୟ ଦେଇ ଲୁଟ୍‌ କରିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶ ପ୍ରୟାଗରାଜ ଜିଲା ସରେଇଁ ମାମରାଜ ଥାନା ଅଞ୍ଚଳର ରୋହିତ ପାଣ୍ଡେ ଓ ଭବେଶ…

ରୋଗୀ ବେଶରେ ଆସି ଧରିଲା ପୋଲିସ 

କଟକ,୧୧ା୨(କାର୍ତ୍ତିକ ସାହୁ): ରୋଗୀ ବେଶରେ ପୋଲିସ ଆସିଲେ। ଘରୋଇ ମେଡିକାଲକୁ ରୋଗୀ ନେବାକୁ ସୁଯୋଗ ଖୋଜୁଥିବା ଦଲାଲଙ୍କୁ ଧରିଲେ। ପୋଲିସ ଏଭଳି ଚକମା ଦେଖାଇବ ସେମାନେ ଭାବିବାକୁ ସୁଯୋଗ ବି ପାଇଲେ ନାହିଁ। କମିଶନରେଟ ପୋଲିସର ଏଭଳି ଏକ ଘଟଣା ବେଶ…

ଏସ୍‌ସିବି ମେଡିକାଲରୁ ଗିରଫ ହେଲେ ଆଉ ୩ ଦଲାଲ

କଟକ,୧୧ା୨: ଏସ୍‌ସିବି ମେଡିକାଲରୁ ରବିବାର ଆଉ ୩ ଦଲାଲ ଗିରଫ ହୋଇଛନ୍ତି।ମଙ୍ଗଳାବାଗ ଥାନା ପୋଲିସ ଘରୋଇ ମେଡିକାଲକୁ ରୋଗୀ ପଠାଇବା ଅଭିଯୋଗରେ ଏହି ୩ ଦଲାଲଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଏହି ଅଭିଯୁକ୍ତମାନେ ଏସ୍‌ସିବିରେ ଠିକା କର୍ମଚାରୀ ଭାବେ କାମ କରନ୍ତି।…

ହିନ୍ଦୀ ଶିକ୍ଷକ ନିଯୁକ୍ତିରେ ଲାଗିଲା ରହିତାଦେଶ: ହାଇକୋର୍ଟଙ୍କ ବିନା ଅନୁମତିରେ ପ୍ରକାଶ କରାଯିବ ନାହିଁ ଚୁଡାନ୍ତ ମେଧା ତାଲିକା

କଟକ,୧୦୯ା୨ (କାର୍ତ୍ତିକ ସାହୁ) ସର୍ଭିସ ସିଲେକସନ୍‌ ବୋର୍ଡ ଦ୍ୱାରା ଚାଲିଥିବା ହିନ୍ଦୀ ଶିକ୍ଷକ ନିଯୁକ୍ତି ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଲଗାଇଛନ୍ତି। ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଏ ସଂକ୍ରାନ୍ତୀୟ ମାମଲାର ଶୁକ୍ରବାର ଶୁଣାଣି କରି ଅଦାଲତଙ୍କ ବିନା ଅନୁମତିରେ ଚୁଡାନ୍ତ…

ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଉପରେ ରହିତାଦେଶ ଲଗାଇଲେ ହାଇକୋର୍ଟ,  ଜାଣନ୍ତୁ ନିଯୁକ୍ତି  ଲାଗି କାହିଁକି କରାଯାଇଥିଲା ଚ୍ୟାଲେଞ୍ଜ

କଟକ,୯ା୨(କାର୍ତ୍ତିକ ସାହୁ): ରାଜ୍ୟ ସରକାରଙ୍କ ପଦାର୍ଥ ବିଜ୍ଞାନ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିର୍ଦ୍ଧାରିତ ସର୍ବନିମ୍ନ ଯୋଗ୍ୟତା ମାନଦଣ୍ଡ ଉଲ୍ଲଂଘନ ନେଇ ରୁଜୁ ମାମଲାରେ ହାଇକୋର୍ଟ ଶୁକ୍ରବାର ରହିତାଦେଶ ଜାରି କରିଛନ୍ତି। ହାଇକୋର୍ଟର…

ଲିଙ୍ଗ ନିରୂପଣ ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ

କଟକ,୯ା୨(ଶିଳ୍ପା ପ୍ରିୟଦର୍ଶିନୀ): ବେଆଇନ ଲିଙ୍ଗ ନିରପୂଣ ଅଭିଯୋଗରେ କଟକର ଫ୍ରେଣ୍ଡ୍‌ସ କଲୋନୀସ୍ଥିତ ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କ ଘରେ ଶୁକ୍ରବାର ଚଢ଼ାଉ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଉକ୍ତ ଚଢ଼ାଉରେ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ପ୍ରଶାନ୍ତ ସାମଲ, ସଦର…

ବରିଷ୍ଠ ନେତୃବୃନ୍ଦଙ୍କ ବିନା ଗଗନଙ୍କ ଶକ୍ତି ପ୍ରଦର୍ଶନ

କଟକ, ୯ା୨(ଶିଳ୍ପା ପ୍ରିୟଦର୍ଶିନୀ):ସାଧାରଣ ନିର୍ବାଚନ ଲାଗି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଭାଜପାର ଆଶାୟୀଙ୍କ ନାମ ସାମ୍ନାକୁ ଆସି ନ ଥିବାବେଳେ କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୨୬ନଂ. ଓ୍ବାର୍ଡର କର୍ପୋରେଟର ତଥା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଗଗନ ଓଝା ଗୁରୁବାର ଜନସମ୍ପର୍କ ପଦଯାତ୍ରା…

ସିଏନ୍‌ବିଟିରେ ପ୍ରବେଶ ଶୁଳ୍କ ନ ଦେବାକୁ ମାଲିକ ସଂଘର ନିଷ୍ପତ୍ତି

କଟକ,୮ା୨(କାର୍ତ୍ତିକ ସାହୁ): କଟକ ଘରୋଇ ବସ୍‌ ମାଲିକ ସଂଘ ଏବଂ ମୋଟର ଯାନ କର୍ମଚାରୀ ସଂଘ ମଧ୍ୟରେ ବିବାଦ ଘଟି ସିଏନ୍‌ବିଟିରେ ପ୍ରବେଶ ଶୁଳ୍କ ନ ଦେବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଏନେଇ ସଂଘ ପକ୍ଷରୁ ସିଏନ୍‌ବିଟି କର୍ତ୍ତୃପକ୍ଷଙ୍କୁ ଅବଗତ…

ଏସ୍‌ସିବି ପରିସରରେ ଜେରକ୍ସ ସୁବିଧା ନାହିଁ

କଟକ,୮ା୨(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲ ପରିସରରେ ଜେରକ୍ସ ସୁବିଧା ନ ଥିବା ରୋଗୀ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଫଳରେ ଜେରକ୍ସ କରିବା ପାଇଁ ସେମାନଙ୍କୁ ମେଡିକାଲ ବାହାରକୁ ଯିବାକୁ ପଡୁଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ମେଡିକାଲ କର୍ତ୍ତୃପକ୍ଷ…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

କଟକ,୭ା୨ (କାର୍ତ୍ତିକ ସାହୁ) ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରକଳ୍ପ ଚୟନ ଓ ସେଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ପଞ୍ଚାୟତର ନିର୍ବାଚିତ ଲୋକପ୍ରତିନିଧିଙ୍କର ସହଭାଗିତା ରହିବା ଉଚିତ ବୋଲି ମତ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାର ତୃଣମୂଳ ସ୍ତରର…

ଜାଣନ୍ତୁ କିଏ ହେଲେ ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

କଟକ,୭।୨: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ବୁଧବାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?