୧୯ବର୍ଷ ହେଲା ତଣ୍ଡ ଗଣୁଛନ୍ତି ହିତାଧିକାରୀ
କଟକ ଅଫିସ,୨୭ା୭: ମର୍କତନଗର ସେକ୍ଟର-୧୩ରେ ଜମି କିଣିଥିବା ହିତାଧିକାରୀ ଏବେ ବି ତଣ୍ଡ ଗଣୁଛନ୍ତି। ଜମି କିଣିବାକୁ ଇତିମଧ୍ୟରେ ୧୯ବର୍ଷ ପୂରଣ ହେଲାଣି। ବର୍ଗଫୁଟ ୫୦ପଇସା ହିସାବରେ ହିତାଧିକାରୀମାନେ ନିଜସ୍ବ ଜମିର ମାପକୁ ନେଇ ୧୯ବର୍ଷ ଧରି ଗ୍ରାଉଣ୍ଡ ରେଣ୍ଟ ଦେଉଛନ୍ତି।…
ଅନ୍ଧାରରେ ୭୦ ବିପିଏଲ ପରିବାର
ବାରଙ୍ଗ,୨୭ା୭(ଡି.ଏନ୍.ଏ.): ବାରଙ୍ଗ ବ୍ଲକର ଭୁବନପୁର ଗ୍ରାମବାସୀ ଦୀର୍ଘଦିନ ହେବ ଠିକଭାବେ ବିଦ୍ୟୁତ ସେବା ପାଉନାହାନ୍ତିି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସମାଧାନ ହେଉ ନ ଥିବା ଅଭିିଯୋଗ ହୋଇଛି। ଏହି ପ୍ରତିବାଦରେ ଗ୍ରାମବାସୀ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ…
ପଲିଥିନ୍ ବଣ୍ଟନରେ ଅନିୟମିତତା : ତହସିଲ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ
ନିଶ୍ଚିନ୍ତକୋଇଲି,୨୦ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଶାନ୍ତପୁର ପଞ୍ଚାୟତରେ ଫନି ବାତ୍ୟା କ୍ଷତିଗ୍ରସ୍ତକୁ ପଲିଥିନ୍ ବଣ୍ଟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ। ସୂଚନାଥାଉ କି, ଗତ ବୁଧବାର ଦୁଇ ରାଜସ୍ବ ନିରୀକ୍ଷକଙ୍କ ଉପସ୍ଥିତିରେ…
କାଜିହାଟ ମଦ୍ରାସାରେ ଇଦ୍ ପାଳିତ: ୧୫ ହଜାର ମୁସଲମାନଙ୍କ ସମୂହ ନମାଜ ପାଠ
ନିଶ୍ଚିନ୍ତକୋଇଲି,୫।୬(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନ ବିଭିନ୍ନ ମଦ୍ରାସା ଓ ମସ୍ଜିଦରେ ଇଦ୍ ପାଳିତ ହୋଇଛି। ଜୟରାମପୁର ପଞ୍ଚାୟତ କାଜିହାଟ ମଦ୍ରାସାରେ ୧୫ ହଜାର ମୁସଲମାନ ସମୂହ ନମାଜ ପାଠ କରିଛନ୍ତି। ପରେ ଏକ ମିଳନ ହୋଇଥିଲା। ଏଠାରେ ହିନ୍ଦୁ…

