କଟକ

ପ୍ରଶଂସା ସାଉଣ୍ଟୁଛି ଆସାଦ୍‌ଙ୍କ ‘ଆଫିୟାନ୍ସ’

କଟକ ଅଫିସ,୩୦ା୧୧: ଆଜି କଟକ ସହରକୁ ଓଡ଼ିଆ ସଙ୍ଗୀତର ଅନ୍ତୁଡ଼ିଶାଳ ବୋଲି କୁହାଯାଉଛି। ହେଲେ ୮୦ ଦଶକ ପୂର୍ବରୁ ଏଭଳି ଚିତ୍ର ନ ଥିଲା। ସେତେବେଳେ କୋଲକାତା, ମାଡ୍ରାସ ଓ ବମ୍ବେ ସହର ଉପରେ ଓଡ଼ିଶା ସଙ୍ଗୀତ ଜଗତ ଭରସା କରୁଥିଲା।…

୨୮ ହାବିଲଦାରଙ୍କ ପଦୋନ୍ନତି

କଟକ ଅଫିସ, ୨୯।୧୧- ଓଡ଼ିଶା ପୋଲିସରେ କାର୍ଯ୍ୟରତ ୨୮ ଜଣ ହାବିଲଦାରଙ୍କୁ ହାବିଲଦାର ମେଜର ପଦବୀକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ଶୁକ୍ରବାର ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଓଡ଼ିଶା ପୋଲିସର କେନ୍ଦ୍ରୀୟ ମନୋନୟନ…

ବାଇକ୍‌ ଚାଳକଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ଯାତ୍ରାପାର୍ଟି ଟ୍ରକ୍‌: ଜଣେ ଗୁରତର, ୧୫ରୁ ଊର୍ଦ୍ଧ୍ୱ ଆହତ

ଆଠଗଡ଼,୨୯।୧୧(ଡି.ଏନ୍‌.ଏ.): କଟକ ଜିଲା ଆଠଗଡ଼ ଥାନା ଅଧୀନ ପୁରୁଣା କଟକ- ସମ୍ବଲପୁର ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଏକ ଯାତ୍ରାପାର୍ଟି ଟ୍ରକ୍‌ ସମ୍ମୁଖକୁ ବାଇକ୍‌ ଚାଲିଆସିବାରୁ ଭାରସାମ୍ୟ ହରାଇ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଫଳରେ ବାଇକ୍‌ ଚାଳକଙ୍କ ସହ…

ଗୁରୁଡ଼ିଝାଟିଆ ଆଇଆଇସିଙ୍କୁ ମହିଳାଙ୍କ ଠେଲାପେଲା, ଥାନା ସମ୍ମୁଖରେ ଧାରଣା

ଖୁଣ୍ଟୁଣୀ,୨୯।୧୧(ଡି.ଏନ୍‌.ଏ.): ଗୋଚର ଜମି ଉପରେ ପାଚେରୀ ନିର୍ମାଣକୁ ନେଇ ଗୁରୁବାର ଅପରାହ୍ନରେ ଗୁରୁଡ଼ିଝାଟିଆ ଥାନା ବାଳୀ ଗ୍ରାମର ୨ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏଥିରେ ଗୋଟିଏ ପରିବାରର ସ୍ବାମୀସ୍ତ୍ରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଥାନାରେ ଏନେଇ ଉଭୟ ପକ୍ଷରୁ…

ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଯୁବକ ଗୁରୁତର

ସାଲେପୁର,୨୮।୧୧(ଡି.ଏନ୍‌.ଏ.): କଟକ ଜିଲା ସାଲେପୁର ବ୍ଲକ ମାଛୁଆତି ବଜାରରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୁଇଜଣ ଯୁବକ ଗୁରୁତର ହୋଇଛନ୍ତି। ସ୍ଥାନୀୟଲୋକେ ଯୁବକଦ୍ୱୟଙ୍କୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ…

ଏମ୍‌ପି ଅନୁଭବ-ମନୋଜିତ କଳି: ଏସ୍‌ଡିଜେଏମ୍‌ କୋର୍ଟରେ ବୟାନ ରେକର୍ଡ

କଟକ ଅଫିସ,୨୮ା୧୧: କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ଛାତ୍ର ବିଜେଡି ନେତା ମନୋଜିତ ଦାସ ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେନ କେସ୍‌ ଦାଏର କରିଥିଲେ। ଉକ୍ତ ମାମଲାରେ ବୁଧବାର ମନୋଜିତ ସଦର ଏସ୍‌ଡିଜେଏମ୍‌ କୋର୍ଟରେ ଉପସ୍ଥିତ ହୋଇ ତାଙ୍କ ବୟାନ…

ଏସ୍‌ସିବି ମେଡିକାଲରୁ ଡିସ୍‌ଚାର୍ଜ ହେଲେ ଆଶୀର୍ବାଦ

କଟକ ଅଫିସ,୨୮ା୧୧: ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଆଶୀର୍ବାଦ ବେହେରା ବୁଧବାର ଏସ୍‌ସିବି ମେଡିକାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅର୍ଥତତ୍ତ୍ବ(ଏଟି) ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ତାଙ୍କୁ ସେପ୍ଟେମ୍ବର ୧୯ରେ…

ପ୍ରେମିକଙ୍କ ବିବାହ ଅନ୍ୟତ୍ର ଠିକ ହେବାକୁ ନେଇ ପ୍ରେମିକାଙ୍କ ଷଡଯନ୍ତ୍ର: ଘର ନିକଟକୁ ଡାକି କଲେ ଏସିଡ୍‍ ମାଡ

କଟକ ଅଫିସ,୨୭।୧୧- ଜଗତପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ମୁହଁରେ ଏସିଡ୍‌ ପକାଇଛନ୍ତି । ଏଥିରେ ଯୁବକଜଣଙ୍କ ଗୁରୁତର ଆହତ…

ଲାଞ୍ଚ: ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ନିଆଳି,୨୭-୧୧(ଡି.ଏନ୍‌.ଏ.):ନିଆଳି ବ୍ଲକରେ କାର୍ଯ୍ୟ କରୁଥିବା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବିଦୁଲତା ରାଉତ ମଙ୍ଗଳବାର ୩୦ହଜାର ୧୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତିି। ସେ ଏହି ଟଙ୍କା ଝାଡ଼ଖଣ୍ଡର ଠିକାଦାର ମହମ୍ମଦ୍‌ ମୋଜାମିଲ୍‌ ଶେଖ୍‌ଙ୍କଠାରୁ…

ଅନୁସୂଚିତ ଜନଜାତିଙ୍କ ଜମିରେ ନିର୍ମାଣ ମାମଲା: କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୬ା୧୧- ରାଉରକେଲା ହାମିରପୁର ଅଞ୍ଚଳର ସୁବୋଧ କୁଲୁଙ୍କ ଜମି ଉପରେ ରାଉରକେଲା ମ୍ୟୁନିସିପାଲିଟିର ଚାଲିଥିବା ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଖଣ୍ଡପୀଠ ଉକ୍ତ ମାମଲାରେ ରାଜ୍ୟ ସରକାରଙ୍କ…

ଆଶୀର୍ବାଦଙ୍କୁ ମିଳିଲା ଜାମିନ

କଟକ ଅଫିସ, ୨୬।୧୧: ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ମଙ୍ଗଳବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ଦେଢ଼ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ତାଙ୍କର ପାସ୍‌ପୋର୍ଟକୁ ସରେଣ୍ଡର କରିବାକୁ କୋର୍ଟ ନିର୍ଦ୍ଦେଶ…

ମାହାଙ୍ଗାରେ ଫନୀ କେଳେଙ୍କାରୀ ଜଣଙ୍କ ଆକାଉଣ୍ଟକୁ ଦୁଇଥର ୯୫ହଜାର

କଟକ ଅଫିସ/ମାହାଙ୍ଗା(ସ୍ବପ୍ର), ୨୬ା୧୧: କଟକ ଜିଲାରେ ଆବାସ ଦୁର୍ନୀତିକୁ ନେଇ ହୋହଲ୍ଲା ଚାଲିଥିବାବେଳେ ଏବେ ଫନୀ ସହାୟତାକୁ ନେଇ ବଡ଼ଧରଣର ଦୁର୍ନୀତି ମାହାଙ୍ଗା ତହସିଲରେ ଘଟିଛି। ଜଣେ ହିତାଧିକାରୀଙ୍କ ଆକାଉଣ୍ଟକୁ ଫନୀ ଘରଭଙ୍ଗା ସହାୟତା ବାବଦରେ ଦୁଇଥର ୯୫ହଜାର ଲେଖାଏ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?