କଟକ

ନିର୍ଗୁଣ୍ଡି ଷ୍ଟେଶନରେ ଓହ୍ଲାଇଲେ ୭୯୩ ପ୍ରବାସୀ

ଚୌଦ୍ୱାର,୧୬ା୫ (ଡି.ଏନ.ଏ): ହାଇଦ୍ରାବାଦ୍‌ରୁ ପ୍ରବାସୀଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ୍‌ ଟ୍ରେନ ଆସି ଶୁକ୍ରବାର ରାତି ୯ଟାରେ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେଶନରେ ପହଞ୍ଚିଛି। ଏହି ଟ୍ରେନଟି ଦିନ ୧ଟାରେ ନିର୍ଗୁଣ୍ଡିରେ ପହଞ୍ଚିବ ବୋଲି ପୂର୍ବରୁ ପ୍ରଶାସନ କହିଥିଲା। ମାତ୍ର କୌଣସି କାରଣରୁ…

୩ ବର୍ଷରୁ ଊର୍ଦ୍ଧ୍ୱ ହେବ ଲୋଭୋଲ୍‌ଟେଜ୍‌ ସମସ୍ୟା: ସିଙ୍ଗଲ ଫେଜ୍‌ ଲାଇନକୁ ୩ ଫେଜ୍‌ କରିବା ଦାବିରେ ସେସୁ ଅଫିସ ଘେରାଉ

ଚୌଦାର,୧୫।୫(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସେସୁ ଅଫିସକୁ ଓଟିଏମ୍‌ କଲୋନି ୧୧ନଂ. ୱାର୍ଡ ବାସିନ୍ଦା ଶୁକ୍ରବାର ଘେରାଉ କରିଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ଦିନଧରି ଲୋଭୋଲ୍‌ଟେଜ ସମସ୍ୟା ଲାଗି ରହିଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ…

ଜେଲରୁ ମୁକୁଳିଲେଣି ୭୨୫୫ କଏଦୀ

କଟକ ଅଫିସ୍‌,୧୫।୫: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ୍‌ରୁ କଏଦୀଙ୍କୁ ମୁକୁଳାଇବା ନେଇ ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟ ବିଚାରପତି ତଥା ଓଡ଼ିଶା ଆଇନ୍‌ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା,…

ହାଇକୋର୍ଟରେ ପ୍ରବାସୀଙ୍କ ପଞ୍ଜୀକରଣ ମାମଲା: ଆଧାର କାର୍ଡ ଜରୁରୀ ନୁହେଁ

କଟକ ଅଫିସ୍‌,୧୫।୫: ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରିବା ପାଇଁ ପ୍ରବାସୀଙ୍କୁ ସରକାରଙ୍କ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ୁଛି। ତେବେ ଏହି ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଅନ୍ୟ ପରିଚୟପତ୍ର ଜରିଆରେ ମଧ୍ୟ ପଞ୍ଜୀକରଣ କରାଯାଇପାରିବ ବୋଲି ରାଜ୍ୟ ସରକାରଙ୍କ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ନିଆଳି,୧୩।୫(ଡି.ଏନ୍‌.ଏ.): କଟକ ଜିଲା ନିଆଳି ବ୍ଲକ ଅନ୍ତର୍ଗତ ଦେବୀ-କନ୍ଦଳ ଦିପାଞ୍ଚଳ ଅଗ୍ରଣୀ ସନ୍‌ସାଇନ ୟୁଥ କ୍ଲବ ଆନୂକଲ୍ୟରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। କରୋନା ମହାମାରୀ କବଳରୁ ଜନ ସମାଜକୁ ରକ୍ଷା କରୁଥିବା ଯୋଦ୍ଧା ଭାବେ ତହସିଲଦାର ବିଦ୍ୟାଧର ପତି, ବ୍ଲକ…

୧୦ବର୍ଷ ପରେ ବି ସ୍ବାସ୍ଥ୍ୟକେନ୍ଦ୍ର ଅଧାପନ୍ତରିଆ

କଟକସଦର,୧୩ା୫(ଡି.ଏନ.ଏ): କରୋନା ପାଇଁ ସ୍ବାସ୍ଥ୍ୟ ବିଭାଗର ପାରାମେଡିକାଲ ଷ୍ଟାଫ ଗ୍ରାମାଞ୍ଚଳରେ ବେଶ ସକ୍ରିୟ ରହିଛନ୍ତି। ହେଲେ କଟକସଦର ବ୍ଳକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ବମ୍ବୁରୀ ସ୍ବାସ୍ଥ୍ୟକେନ୍ଦ୍ର ଗୃହଟି ୧୦ବର୍ଷ ହେବ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଯଦ୍ୱାରା ଏଠାକୁ ଆସୁଥିବା ସ୍ବାସ୍ଥ୍ୟକର୍ମୀମାନେ ନାନା…

ଟୁଇନ୍‌ସିଟିରେ ଗଡ଼ିଲା ବସ୍‌: ୩୦ ଟଙ୍କା ଭଡ଼ାଦେଇ ରାଜଧାନୀକୁ ଆସିଲେ ୨୦ ସରକାରୀ କର୍ମଚାରୀ

ଭୁବନେଶ୍ୱର/କଟକ ଅଫିସ, ୧୩।୫(ବ୍ୟୁରୋ): କଟକରୁ ଭୁବନେଶରକୁ ଗଡିଲା ସରକାରୀ ବସ୍‌ । ବୁଧବାର ୨୦ଜଣ ସରକାରୀ କର୍ମଚାରୀଙ୍କୁ ନେଇ ଗୋଟିଏ ବସ୍‌ କଟକରୁ ଭୁବନେଶର ଯାତ୍ରାକରିଛି । ବସ୍‌ଟି ସିଡିଏ ସେକ୍ଟର-୯ ଛକରୁ ବାହାରି ସତୀଚୌରା, ବାଦାମବାଡ଼ି ଦେଇ ଯାତ୍ରାକରିଛି। ଏହି…

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଜଣେ ଅନ୍ତେବାସୀଙ୍କ ଅସ୍ବାଭାବିକ ଆଚରଣ, କର୍ମଚାରୀ ରାତି ଅନିଦ୍ରା

କଣ୍ଟାପଡ଼ା,୧୩ା୫(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡ଼ା ପଞ୍ଚାୟତର କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ମଙ୍ଗଳବାରଠାରୁ ରହିଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ପାଇଁ ଉକ୍ତ କେନ୍ଦ୍ର ଦାୟିତ୍ୱରେ ରହିଥିବା କର୍ମଚାରୀମାନଙ୍କୁ ରାତି ଅନିଦ୍ରା ହେବାକୁ ପଡ଼ିଛି। ଫଳରେ ବୁଧବାର ସକାଳୁ ଉକ୍ତ ଅନ୍ତେବାସୀଙ୍କ ସମ୍ପର୍କରେ କଣ୍ଟାପଡ଼ା ସରପଞ୍ଚ…

କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି ସମ୍ପ୍ରତି ରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି। ମାତ୍ର ତୃତୀୟ ପର୍ଯ୍ୟାୟରେ କିଛି କଟକଣା କୋହଳ…

ଚୌଦ୍ୱାରରେ ଚିନ୍ତା ବଢାଇଛନ୍ତି ରାଜ୍ୟ ଫେରନ୍ତା

ଚୌଦ୍ୱାର,୧୨।୫(ଡି.ଏନ.ଏ.)-କରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ ଘୋଷଣା ହୋଇଛି। ଏପରିସ୍ଥିତିରେ ପଞ୍ଜିକୃତ ଓ ଅଣ ପଞ୍ଜିକୃତ ଶ୍ରମିକମାନେ ବହୁ ସଂଖ୍ୟାରେ ଘର ବାହୁଡ଼ା ହେଉଛନ୍ତି। ପ୍ରତିଦିନ ଶହ ଶହ ଶ୍ରମିକ ୫୫ ନଂ.ଜାତୀୟ ରାଜପଥର ଚୌଦ୍ୱାର ସହର ମଧ୍ୟ ଦେଇ…

ତିଗିରିଆରୁ ଚିହ୍ନଟ କରୋନା ପଜିଟିଭିଙ୍କ ଲିଙ୍କ୍‌ ଠାବକଲା ନନ୍ଦନକାନନ ପୋଲିସ

ବାରଙ୍ଗ,୧୨।୫(ଡି.ଏନ୍‌.ଏ.): କଟକ ଜିଲା ତିଗିରିଆର ଜଣେ ୩୭ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୩ ତାରିଖରେ ସେ ସୁରଟରୁ ଫେରି ପୁରୀରେ ପହଞ୍ଚିଥିଲେ। ସେଠାରୁ ଭୁବନେଶ୍ୱର ଆସିବାପରେ ୨ ସମ୍ପର୍କୀୟ ତାଙ୍କୁ ବାଇକ୍‌ରେ ନେଇ ତିଗିରିଆରେ ଛାଡିଥିଲେ।…

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁନ୍‌ ୨୨ ସୁଦ୍ଧା ରଥ ନିର୍ମାଣ କାମ ଶେଷ କର

କଟକ ଅଫିସ,୧୨।୫: ଆସନ୍ତା ଜୁନ୍‌ ୨୨ସୁଦ୍ଧା ରଥ ନିର୍ମାଣ କାମ ସାରିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଜନସ୍ବାର୍ଥ ମାମଲାର ବିଚାର କରି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଏବଂ ଜଷ୍ଟିସ ଏସ୍‌କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?