ସିଟି ହସ୍ପିଟାଲ: ସମସ୍ତଙ୍କ ସ୍ବାବ୍ ରିପୋର୍ଟ ନେଗେଟିଭ
କଟକ ଅଫିସ,୨୮।୫: ସିଟି ହସ୍ପିଟାଲର ଜଣେ ଶିଶୁରୋଗ ବିଶେଷଜ୍ଞ କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦ ଜଣ କର୍ମଚାରୀଙ୍କ ସ୍ବାବ୍ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ବୁଧବାର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଜିଲା ମୁଖ୍ୟ…
ଲୁଟେରା ସୟିଦ, ସଦାମ ଗିରଫ
କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍ ଅବସରରେ ଅଳଙ୍କାର ଦୋକାନରୁ ଲୁଟ୍…
ବାଲି ଫିଲିଂକୁ ନେଇ ବଢୁଛି ଅସନ୍ତୋଷ
କଟକ ଅଫିସ,୨୮।୫: ବରଫି ପାଇଁ ଜିଲା ପ୍ରଶାସନ ପକ୍ଷରୁ ମାତାମଠ ମଣାଣିରେ ବାଲି ଫିଲିଂ କାର୍ଯ୍ୟକୁ ବିରୋଧ କରିଛନ୍ତି କଟକର ତେଲୁଗୁ ସମ୍ପ୍ରଦାୟ। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ତେଲୁଗୁ ସମ୍ପ୍ରଦାୟର କେହି ମୃତ୍ୟୁ ହେଲେ ସତ୍କାର ପାଇଁ…
ନନ୍ଦନକାନନ ଖୋଲିବା ନେଇ ଅନିଶ୍ଚିତତା
ନରାଜ, ୨୮।୫ (ଡି.ଏନ୍.ଏ.): କରୋନା ଓ ଲକ୍ଡାଉନ୍ ପାଇଁ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା, ୨୦୧୯ ଫନୀ ପରେ ଏବେ ଏସିଆ ମହାଦେଶର ଏହି ସର୍ବବୃହତ୍ ଚିଡ଼ିଆଖାନା ଉପରେ କରୋନା ମାଡ଼ ପଡ଼ିଛି। ମାର୍ଚ୍ଚ ୧୫ରୁ ନନ୍ଦନକାନନରେ…
ସଙ୍ଗରୋଧ କେନ୍ଦ୍ରରେ ଭୀଷଣ ଅବ୍ୟବସ୍ଥା: ଭାଜପାର ଦାବିପତ୍ର
କଟକ ଅଫିସ,୨୭ା୫: କଟକ ଜିଲାରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରର ସ୍ଥିତି ସାଂଘାତିକ। ସେଠାରେ ନାନା ଅବ୍ୟବସ୍ଥା ଥିବା ଅଭିଯୋଗ କରି ଭାଜପା ପକ୍ଷରୁ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ବୁଧବାର ଦାବିପତ୍ର ଦିଆଯାଇଛି। ଦଳର ଅଭିଯୋଗ ହେଉଛି, ଜିଲାରେ ୬୧୨ଟି ଅସ୍ଥାୟୀ…
ଜୁଲାଇ ୨୪ ସୁଦ୍ଧା ସରିବ ସବୁ ପରୀକ୍ଷା
କଟକ ଅଫିସ,୨୭ା୫: ରେଭେନ୍ଶା ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷା ଜୁଲାଇ ୨୪ ସୁଦ୍ଧା ସରିବ। ଜୁନ୍ ୧୭ ପରେ ବିଶ୍ୱବିଦ୍ୟାଳୟ ଖୋଲିଲେ ବାକି ଥିବା ସମସ୍ତ ପରୀକ୍ଷା ସାରିବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଲକ୍ଡାଉନ୍ ପୂର୍ବରୁ କିଛି ବିଭାଗରେ ଇଣ୍ଟରନାଲ…
କୁଖ୍ୟାତ ଲୁଟେରା ସୟିଦ, ସଦାମ ଗିରଫ
କଟକ ଅଫିସ,୨୭ା୫: ସହରର ଦୁଇ କୁଖ୍ୟାତ ଲୁଟେରାଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ଏହି ଦୁଇ ଜଣ ହେଲେ ଓଡ଼ିଆ ବଜାରର ସୟିଦ ଖାନ (୩୬) ଓ ଚାନ୍ଦିନୀଚୌକ ଅଞ୍ଚଳର ସୟିଦ ସଦାମ (୨୪)। ଇଦ୍ ଅବସରରେ ଅଳଙ୍କାର…
ମାଗୁରା ନୌକାବିହାର ପରିଦର୍ଶନ କଲେ ପର୍ଯ୍ୟଟନ ମନ୍ତ୍ରୀ
ଚୌଦ୍ୱାର,୨୭।୫(ଡି.ଏନ.ଏ)-ଚୌଦ୍ୱାର ବିରୂପା ନିକଟରେ ନିର୍ମାଣ ଚାଲିଥିବା ମାଗୁରା ନୌକାବିହାର କମ୍ପ୍ଲେକ୍ସକୁ ବୁଧବାର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରିଦର୍ଶନ କରିଛନ୍ତି। ଏଥିସହିତ ଏହି କମ୍ପ୍ଲେକ୍ସର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର କଟକ ବିଧାୟକ ସୌବିକ ବିଶ୍ୱାଳ ଓ…
କଟକରେ ଖୋଲିଲା ପାର୍କ
କଟକ ଅଫିସ,୨୭।୫: କଟକରେ ଖୋଲିଲା ପାର୍କ। ଏ ନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ସକାଳ ୭ଟାରୁ ୧୦ଟା ଓ ଅପରାହ୍ନ ୪ଟାରୁ ୬ଟା ଯାଏ ପାର୍କ ଖୋଲା ରହିବ। ତେବେ ପାର୍କରେ ମାସ୍କ ପିନ୍ଧିବା…
ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ରେଞ୍ଜର
କଟକ ଅଫିସ,୨୭।୫: ବେଆଇନ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜର ମନମୋହନ ସ୍ବାଇଁଙ୍କୁ ମଙ୍ଗଳବାର ସକାଳେ ଧରିଛି ଭିଜିଲାନ୍ସ। ସେ ଏକ ବୋଲେରୋ (ଓଡି୦୨ ଏପି ୪୨୮୮)ରେ ଛେଣ୍ଡିପଦାରୁ ଭୁବନେଶ୍ୱର ଆସୁଥିଲେ। ମହାନଦୀର ମୁଣ୍ଡଳୀ ବ୍ରିଜ୍…
ପ୍ରବାସୀଙ୍କୁ ସହାୟତା ବେଳେ ରୋକିଲା ପୋଲିସ: ଡିଜିପିଙ୍କୁ ଦାବିପତ୍ର
କଟକ ଅଫିସ,୨୬।୫: କଟକ ଦେଇ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜରାସ୍ତାରେ ଖାଦ୍ୟ ପାନୀୟ ବାଣ୍ଟୁଥିଲା ଏସ୍ୟୁସିଆଇ (ସି) ଓ ଏହାର ଛାତ୍ର ସଙ୍ଗଠନ ଏଆଇଡିଏସ୍ଓ। କିନ୍ତୁ ଏହାକୁ ପୋଲିସ ବନ୍ଦ କରିଦେଇଛି। ସୋମବାର ସକାଳ ସାଢ଼େ ୧୦ଟା ବେଳେ…
କରୋନା ଯୋଦ୍ଧା ସମ୍ମାନିତ
ଚୌଦ୍ୱାର,୨୬ା୫(ଡି.ଏନ୍.ଏ.): କରୋନା ଯୋଗୁ ସମଗ୍ର ରାଜ୍ୟରେ ଲକ୍ଡାଉନ ଜାରି ରହିଥିବା ବେଳେ କିଛି ଦିନ ସଟ୍ଡାଉନ ମଧ୍ୟ ଥିଲା। ଏହି ସମୟରେ କଟକ ଜିଲା ଚୌଦ୍ୱାର ସହରବାସୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଡା. ରବିନ୍ଦ୍ର କୁମାର ମହାପାତ୍ରଙ୍କୁ ଓଡ଼ିଶା ବାପ୍ଟିଷ୍ଟ…

