ତାମିଲନାଡୁରୁ ବସ୍ରେ ଆସୁଥିଲେ ୩୦ ପ୍ରବାସୀ: ଓଏମ୍ପି ଛକରେ ଓହ୍ଲାଇପଡ଼ିଲେ
କଟକ ଅଫିସ,୧୧ା୫: ତାମିଲନାଡୁର କାଞ୍ଚିପୁରାମରୁ ୩୦ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ୍ କଟକ ଦେଇ ଯାଉଥିଲା। ସୋମବାର ସକାଳେ ବସ୍ରୁ ୧୫ଜଣ ଯାତ୍ରୀ କଟକସ୍ଥିତ ଓଏମ୍ପି ଛକରେ ଓହ୍ଲାଇଛନ୍ତି। ସେମାନେ ସେଠାରୁ ଜଗତସିଂହପୁର ଆଡ଼କୁ ଚାଲିଚାଲି ଯାଇଛନ୍ତି। ତେବେ ସେହି…
ଆଇନଜୀବୀଙ୍କୁ ମିଳିବ ୧୦ ହଜାର ସହାୟତା
କଟକ ଅଫିସ୍,୧୧।୫: କରୋନା ପ୍ରଭାବରେ ରୋଜଗାର ହରାଇଥିବା ଆଇନଜୀବୀଙ୍କୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥତ୍କ ସହାୟତା ମିଳିବ। ଓଡ଼ିଶା ରାଜ୍ୟ ଆଇନ୍ଜୀବୀ ପରିଷଦ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଇଛି। ପରିଷଦ ଦ୍ୱାରା ପ୍ରସ୍ତୁତ ଜରୁରିକାଳୀନ ଆର୍ଥତ୍କ ସହାୟତା ନିୟମ -୨୦୨୦କୁ…
୫ ଫୁଟ୍ର ନାଗ ଉଦ୍ଧାର
ଚୌଦ୍ୱାର,୧୦।୫(ଡି.ଏନ.ଏ.)-ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧ନଂ ୱାର୍ଡ ଗୁପ୍ତେଶର ସାହି ସ୍ଥିତ ସନାତନ ଜେନାଙ୍କ ଘରୁ ରବିବାର ଏକ ୫ଫୁଟର ନାଗସାପ ଉଦ୍ଧାର କରାଯାଇଛି। ସାପଟି ସନାତନଙ୍କ ଅଗଣାରେ ବୁଲୁଥିଲା। ଏହାଦେଖି ସନାତନଙ୍କ ପରିବାର ଲୋକେ ସ୍ନେକ ହେଲ୍ପଲାଇନକୁ ସୂଚନା ଦେଇଥିଲେ। ହେଲ୍ପଲାଇନ…
ଚାଲିଚାଲି ଘରକୁ ଫେରୁଛନ୍ତି ଲୋକେ, ରାସ୍ତାପାର୍ଶ୍ୱ ଗଛମୂଳ ପାଲଟିଛି ଆଶ୍ରୟସ୍ଥଳୀ
ଚୌଦ୍ୱାର,୧୦ା୫(ଡି.ଏନ୍.ଏ.): କରୋନା ପ୍ରଭାବରେ ପ୍ରଭାବିତ ହୋଇଛନ୍ତି ବିଭିନ୍ନ ରାଜ୍ୟରୁ ଆସୁଥିବା ଦିନ ମଜୁରିଆ ଏବଂ ତାଙ୍କ ପରିବାର। ସାରା ରାଜ୍ୟରେ ଚାଲିଥିବା ଲକ୍ଡାଉନ୍ ଯୋଗୁ ଜୀବିକା ହରାଇଛନ୍ତି ଲୋକେ। ଗାଡ଼ିମୋଟର ଚାଲୁ ନ ଥିବାରୁ ଗ୍ରାମ ଅଭିମୁଖେ ପାଦରେ ଚାଲି ଚାଲି…
ଏସ୍ସିବିରେ ଜାରି ରହିବ ଟେଲିମେଡିସିନ ସେବା
କଟକ ଅଫିସ,୧୦।୫: ଲକ୍ଡାଉନ ଶେଷ ହେବା ଯାଏ ଏସ୍ସିବିରେ ରୋଗୀମାନଙ୍କ ନିମନ୍ତେ ଜାରି ରହିବ ଟେଲିମେଡିସିନ ସେବା। ଏବେ ଏଠାକୁ ପହଞ୍ଚତ୍ ପାରୁ ନ ଥିବା ରୋଗୀମାନେ ନିଜ ଅଞ୍ଚଳରେ ଥାଇ ବି ନିର୍ବିଘ୍ନରେ ପାଇପାରିବେ ଡାକ୍ତରୀ ସେବା। କରୋନା ସଂକ୍ରମିତଙ୍କ…
କଟକଣାରେ କିନ୍ନରଙ୍କ କଷ୍ଟମୟ ଜୀବନ: ବେପାର ବାଟ ରୋକିଛି ଲକ୍ଡାଉନ
କଟକ ଅଫିସ,୧୦।୫: ଦେଶରେ କରୋନା ଭୂତାଣୁ ଦିନକୁ ଦିନ କରାଳ ରୂପ ନେବାରେ ଲାଗିଛି। ସଂକ୍ରମଣ ସଂଖ୍ୟା କମୁ ନ ଥିବାରୁ ସରକାର ଲକଡାଉନ ଅବଧି ବଢ଼ାଇ ଦେଇଛନ୍ତି। ଏହାଯୋଗୁ ଦିନମଜୁରିଆ, ଶ୍ରମିକ, ଗରିବଙ୍କ ଅବସ୍ଥା ଜଟିଳ ହୋଇପଡୁଥିବାବେଳେ କିନ୍ନରମାନଙ୍କ ଅବସ୍ଥା…
ଭିଡିଓ କନ୍ଫରେନ୍ସିଂରେ ଶୁଣାଣି ନେଇ ବଦଳିଲା ହାଇକୋର୍ଟଙ୍କ ଗାଇଡ୍ଲାଇନ୍: ‘ଜୁମ୍’ ବଦଳରେ ‘ଜିଟ୍ସି ମିଟ୍’ ଆପ୍ ହେବ ବ୍ୟବହାର
କଟକ ଅଫିସ, ୧୦।୫: କରୋନା ଭୂତାଣୁର ସଂକ୍ରମଣକୁ ଦେଖି ଓଡ଼ିଶା ହାଇକୋର୍ଟ ପକ୍ଷରୁ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଶୁଣାଣିକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଓଡ଼ିଶା ହାଇକୋର୍ଟ ଇ-ଫାଇଲିଂ ଆଣ୍ଡ ଭିଡ଼ିଓ କନ୍ଫରେନ୍ସିଂ ସ୍କିମ୍-୨୦୨୦ କାର୍ଯ୍ୟକାରୀ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭିଡ଼ିଓ କନ୍ଫରେନ୍ସିଂ…
ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ
ଚୌଦ୍ୱାର,୯।୫(ଡି.ଏନ୍.ଏ.): କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ମଣ୍ଡପଡ଼ା ଗ୍ରାମର ଜଣେ ବ୍ୟକ୍ତି ନିଜ ଘର ଆଗରେ ଥିବା ଏକ ପିଜୁଡି ଗଛରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଭବତୁ ସରକାର। ସୂଚନା ମୂତାବକ, ଭବତୁ ବିବାହିତ…
ପୋଲିସଙ୍କୁ ମିଳିବ କରୋନା ସୁରକ୍ଷା ତାଲିମ
କଟକ ଅଫିସ୍, ୯।୫: କରୋନା ଭୂତାଣୁର ଦ୍ରୁତ ସଂକ୍ରମଣ ଯୋଗୁ ରାଜ୍ୟରେ ଭୟର ବାତାବରଣ ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଶୁକ୍ରବାର ରାଜ୍ୟର ସମସ୍ତ ରେଞ୍ଜ…
ମା’ଙ୍କ ପାଇଁ ୪୫୩ କି.ମି. ଯାତ୍ରା
କଟକ ଅଫିସ,୯।୫: ଲକଡାଉନରେ ଅସ୍ତବ୍ୟସ୍ତ ହୋଇଗଲାଣି ଜୀବନ। ମଣିଷ ଏବେ ବନ୍ଦୀ ପ୍ରାୟ। କେଉଁ ଆଡେ ଯାଇପାରୁନି କି କାହା ସୁଖଦୁଃଖରେ ଭାଗିଦାରି ହୋଇପାରୁନି। ଦିନକୁ ଦିନ ଭିନ୍ନ ଭିନ୍ନ ଚିତ୍ର ନଜରକୁ ଆସୁଛି, ଯାହା ଅତ୍ୟନ୍ତ କରୁଣ ଓ ହୃଦୟ…
କରୋନାରୁ ଆରୋଗ୍ୟ ପାଇଁ ଆୟୁର୍ବେଦ ଔଷଧ ବ୍ୟବହାରକୁ ସ୍ବାଗତ
କଟକ ଅଫିସ୍,୯।୫: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ, କେନ୍ଦ୍ର ଆୟୁଷ ବିଭାଗ ମନ୍ତ୍ରୀ ଶ୍ରୀପଦ ନାୟକ ଏବଂ ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ ରାଜେଶ କୋଟେଚାଙ୍କ ଘୋଷଣା ଅନୁଯାୟୀ କରୋନାରୁ ଆରୋଗ୍ୟ ପାଇଁ କେତେକ ଆୟୁର୍ବେଦିକ ଔଷଧକୁ ପରୀକ୍ଷାମୂଳକ ବ୍ୟବହାର…
ସର୍ବୋଦୟ ସେବକ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ପରଲୋକ
କଟକ ଅଫିସ,୯।୫: ସର୍ବୋଦୟ ସେବକ ତଥା ଗାନ୍ଧୀବାଦୀ ପ୍ରତାପ ଚନ୍ଦ୍ର ମିଶ୍ରଙ୍କ ଗୁରୁବାର ବିଳମ୍ବିତ ରାତିରେ ଝାଞ୍ଜିରୀମଙ୍ଗଳାସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୭୪ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ରୋଗରେ ପୀଡ଼ିତ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ…
Archives


