କଟକ ସହରରେ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ପୁଣି ୯ ପଜିଟିଭ୍ ଚିହ୍ନଟ
କଟକ ଅଫିସ,୧୨ା୭: ରବିବାର କଟକ ସହରରୁ ଆଉ ୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ୮ ଜଣ ଇନ୍ଷ୍ଟିଚ୍ୟୁଶନାଲ୍ କ୍ୱାରାଣ୍ଟାଇନରେ ଥିବା ବେଳେ ଜଣେ ହୋମ୍ କ୍ୱାରାଣ୍ଟାଇନ୍ ଥାଇ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ହେଲେ…
୪୦ ବର୍ଷ ଧରି ସମାନ ସ୍ଥିତି: ଅସରାଏ ବର୍ଷାରେ ଘରେ ପଶୁଛି ପାଣି; ସ୍ଥାୟୀ ସମାଧାନ ଦାବି
ଚୌଦାର,୧୨।୭(ଡି.ଏନ୍.ଏ.): ମାସେ ନୁହେଁ କି ବର୍ଷେ ନୁହେଁ। ଆଜକୁ ୪୦ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ବାସଗୃହ କରି ରହିଛନ୍ତି ଲୋକେ । ହେଲେ ଅସରାଏ ବର୍ଷା ହେଲେ ଘରୁ ବାହାରିବା ସମ୍ଭବ ହୋଇପାରୁନାହିଁ। ପାଣି ନ ଶୁଖିଲା ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରୁନାହିଁ…
କଟକରୁ ହଟିବ ଶଟ୍ଡାଉନ୍
କଟକ ଅଫିସ,୧୨।୭- କଟକ ସହରରୁ ସୋମବାରଠାରୁ ଶଟ୍ଡାଉନ୍ ହଟିବ। କଟକ ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ପୂର୍ବପରି ଶନିବାର ଏବଂ ରବିବାର ଶଟ୍ଡାଉନ୍ ଜାରି ରହିବ। ଶଟ୍ଡାଉନ୍ ହଟିବା ପରେ ଏବେ ସକାଳ ୫ରୁ ସନ୍ଧ୍ୟା ୬ଟା…
କୋଚିଂ ବନ୍ଦ, ବେରୋଜଗାର ଯୁବପିଢ଼ି
କଟକ ଅଫିସ,୧୨।୭: କରୋନା ଯୋଗୁ ଶିକ୍ଷାକ୍ଷେତ୍ର ଭୀଷଣ ପ୍ରଭାବିତ ହୋଇଛି। ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପୂର୍ବ ବର୍ଷର ପରୀକ୍ଷା ହୋଇପାରି ନାହିଁ କିମ୍ବା ନୂତନ ଶିକ୍ଷାବର୍ଷର ପାଠପଢ଼ା ଆରମ୍ଭ ହେବା ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି। ଏଭଳି…
ଚୌଦ୍ୱାର ପୌରାଞ୍ଚଳର ସମସ୍ତ ନମୁନା ନେଗେଟିଭ୍
ଚୌଦ୍ୱାର,୧୧ା୭(ଡି.ଏନ୍.ଏ.): ଚୌଦ୍ୱାର ପୌର ଅଧିବାସୀଙ୍କ ପାଇଁ ଆଶ୍ୱସ୍ତି ଖବର ଆସିଛି। ଗତ ୮ ତାରିଖରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୌରପାଳିକାର ସଙ୍ଗରୋଧ କେନ୍ଦ୍ର ଓ ହୋମ୍ କ୍ୱାରାଣ୍ଟାଇନ୍ରେ ଥିବା ୧୮ ଜଣଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ଶନିବାର ସମସ୍ତ ନମୁନା…
କଟକରେ କରୋନା କାୟା: ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ
କଟକ ଅଫିସ,୧୧।୭: କଟକ ସହରରେ ଶନିବାର ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍, ୫ ହୋମ୍ କ୍ୱାରାଣ୍ଟାଇନ୍ , ଜଣେ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ…
ଜଗତ୍ସିଂହପୁରବାସୀଙ୍କୁ ଟୁଇନ୍ ସିଟି ମନା
ଭୁବନେଶ୍ୱର, ୧୧।୭(ବ୍ୟୁରୋ): କଟକ ଓ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିସ୍ଥିତିରେ ଜଗତ୍ସିଂହପୁରବାସୀଙ୍କୁ ଟୁଇନ୍ସିଟି କଟକ, ଭୁବନେଶ୍ୱର ଯିବାକୁ ବାରଣ କରାଯାଇଛି। ଏ ନେଇ ଜଗତ୍ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଶନିବାର ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି।…
ପ୍ଲାଜମା ଥେରାପିର ହବ୍ ହେବ ଏସ୍ସିବି
ଭୁବନେଶ୍ୱର, ୧୦।୭(ବ୍ୟୁରୋ)- କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟରେ ଖୁବ୍ଶୀଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, କିମ୍ସ, ଏସଏମ ହସ୍ପିଟାଲ ଏବଂ ଅଶ୍ୱିନୀ ହସ୍ପିଟାଲ ଆଦି ୪ଟି ହସ୍ପିଟାଲରେ ପ୍ଲାଜମା ଥେରାପିର ବ୍ୟବସ୍ଥା କରାଯିବ।…
କଟକରେ ମାଡ଼ିଲାଣି କରୋନା: ଆଜି ଚିହ୍ନଟ ହେଲେ ୧୬ ନୂଆ ପଜିଟିଭ୍
କଟକ ଅଫିସ,୧୦।୭: କଟକ ସହରରେ ଶନିବାର ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ଇନ୍ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍ରୁ ୧୩ଜଣ, ପେଡ୍ କ୍ୱାରାଣ୍ଟାଇନ୍ରୁ ଜଣେ, ଲୋକାଲ କଣ୍ଟାକ୍ଟ କେସ୍ ୨ ରହିଛି। ଏନେଇ ସିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।…
ମାଓବାଦୀ ଅପରେଶନ: ୫ ଜିଲାକୁ ମିଳିବନି ଅନୁଦାନ
କଟକ ଅଫିସ,୧୦ା୭: ରାଜ୍ୟର ୫ଟି ଜିଲାରେ ମାଓବାଦୀ ଦମନ ପାଇଁ ଆଉ ସ୍ବତନ୍ତ୍ର ସରକାରୀ ଅନୁଦାନ ମିଳିବ ନାହିଁ। ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଏ ନେଇ ସୂଚନା ଦେଇଛନ୍ତି। ଟୁଇଟ୍ରେ ପ୍ରକାଶ କରିଛନ୍ତି, ଯେ, ବାମପନ୍ଥୀ ଉଗ୍ରବାଦ (LWE)…
ଚୌଦ୍ୱାର ଜେଲ୍ର ୮ କଏଦୀଙ୍କୁ କରୋନା
ଚୌଦ୍ୱାର,୧୦ା୭(ଡି.ଏନ୍.ଏ.): କଟକ ଚୌଦ୍ୱାର ଜେଲ୍ର ୮ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରେ ୩ ଜଣ ବିଚାରାଧୀନ କଏଦୀ ଥିବା ବେଳେ ଆଉ ୫ କଏଦୀ ଅଛନ୍ତି। ଚୌଦ୍ୱାର ଜେଲ୍ରୁ କଏଦୀମାନଙ୍କ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ…
ଓଡ଼ିଆ ବୈଜ୍ଞାନିକଙ୍କ ବିରଳ ଉଦ୍ଭାବନ: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି
କଟକ ଅଫିସ,୧୦।୭: ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ଜୈବଶକ୍ତି। ଏକସଙ୍ଗେ ସୃଷ୍ଟି ହେଉଛି ବାୟୋ- ଅଏଲ, ବାୟୋ-ଚାର ଓ ପାଇରୋ ଗ୍ୟାସ୍। ଗୋଟିଏ ପଦ୍ଧତିରେ ୩ଟି ଜୈବଶକ୍ତି ସୃଷ୍ଟି କରିବାର ବିରଳ ରେକର୍ଡ ରଚିଛି ଗୁଜରାଟସ୍ଥିତ ସର୍ଦ୍ଦାର ପଟେଲ ନବୀକରଣୀୟ ଶକ୍ତି ଗବେଷଣା…

