ଘର ପାଖରେ ଟିକାକରଣ ମାମଲା: ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ
କଟକ ଅଫିସ, ୨୯ା୭: ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଘର ପାଖରେ ଟିକା ପ୍ରଦାନ ନେଇ ସବିଶେଷ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୩୧ ସୁଦ୍ଧା କେତେଜଣ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ…
ପୁଣି ଘୁଞ୍ଚିଲା ବର୍ଷା-ଅନୁଭବଙ୍କ ବିବାଦ ମାମଲାର ଶୁଣାଣି
କଟକ ଅଫିସ,୨୮ା୭: ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ହୋଇପାରୁନି। ତାରିଖ ପରେ ତାରିଖ ଗଡ଼ି ଚାଲିଛି। ମାତ୍ର କୌଣସି ନିଷ୍କର୍ସ ବାହାରିପାରୁନି। ଗୋଟିଏ ପଟେ ଅନୁଭବ ବର୍ଷାଙ୍କ…
ହାଇକୋର୍ଟରେ ପହଞ୍ଚିଲା ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
କଟକ ଅଫିସ, ୨୭।୭: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ଏଯାଏ ପୋଲିସ କାହାକୁ ଗିରଫ କରି ନାହିଁ। ତେବେ ସୌମ୍ୟଙ୍କ ମୃତ୍ୟୁ ତଦନ୍ତ ପ୍ରକ୍ରିୟାକୁ ନେଇ…
ଉନ୍ନତୀକରଣ ଚାଲିଛି, ଚତୁଃପାର୍ଶ୍ୱକୁ ନଜର ନାହିଁ
ନିଶ୍ଚିନ୍ତକୋଇଲି,୨୫ା୭(ସ୍ବ.ପ୍ର.): କଟକ ଜିଲାର ଅନ୍ୟତମ ପ୍ରମୁଖ ହାଟ ନିଶ୍ଚିନ୍ତକୋଇଲିରେ ଅବସ୍ଥିତ। ଏହି ହାଟକୁ କଟକ, କେନ୍ଦ୍ରାପଡା, ଜଗତ୍ସିଂହପୁର ଓ ଯାଜପୁର ଜିଲାର ଚାଷୀ ଓ ବ୍ୟବସାୟୀମାନେ ଆସି ବ୍ୟବସାୟ କରିଥାନ୍ତି। ଉକ୍ତ ହାଟକୁ ଅତ୍ୟାଧୁନିକ ରୂପ ଦେବା ପାଇଁ ଏବେ ୪୦…
ଟୋକିଓ ଅଲିମ୍ପିକ୍ସରେ ପ୍ରଦର୍ଶିତ ହେବ ଓଡ଼ିଶା ଚିତ୍ରଶିଳ୍ପୀଙ୍କ ଚିତ୍ରକଳା
କଟକ ଅଫିସ, ୨୪।୭: ଚଳିତବର୍ଷ ଟୋକିଓ ଅଲିମ୍ପିକ୍ସରେ ଓଡ଼ିଶା ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନ ହେବ। ଏ ନେଇ ଇଣ୍ଡିଆନ କଣ୍ଟେମ୍ପୋରାରୀ ଆର୍ଟିଷ୍ଟ ଆସୋସିଏସନ ପକ୍ଷରୁ ଆନ୍ତର୍ଜାତିକ ଭର୍ଚୁଆଲ ଚିତ୍ରକଳା ପ୍ରଦର୍ଶନୀ ‘ଅଲିମ୍ପିଆ’ ମାଧ୍ୟମରେ ଟୋକିଓର ମେମୋରିଆଲ ହଲରେ ଚିତ୍ରଗୁଡିକର ଭିଡିଓ ପ୍ରଦର୍ଶନ…
ଶାଖା କେନାଲର ଗାର୍ଡୱାଲ ଭୁଶୁଡ଼ିଲା
ମାହାଙ୍ଗା,୨୪।୭(ସ୍ବ.ପ୍ର.): ମାହାଙ୍ଗା ବ୍ଲକ ଦେଇ ଯାଇଥିବା ୮ ଏଫ୍ ଶାଖା କେନାଲର ୨୦ ଫୁଟ ଲମ୍ବ ବିଶିଷ୍ଟ ଗାର୍ଡୱାଲ ଶୁକ୍ରବାର ଅପରାହ୍ନରେ ଭୁଶୁଡି ପଡ଼ିଛି। କେନ୍ଦୁପାଟଣା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଅଧୀନରେ ଏହି କେନାଲ ରହିଛିି। ରକ୍ଷଣାବେକ୍ଷଣ ଅଭାବରୁ…
କାରଖାନା କର୍ତ୍ତୃପକ୍ଷ ଭୁଲିଗଲେ ଦାୟିତ୍ୱବୋଧତା
ଟାଙ୍ଗୀ(କଟକ) ୨୪।୭(ଡି.ଏନ୍.ଏ.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଉଚ୍ଚପଦା ପଞ୍ଚାୟତ ମଣିଆ ଗ୍ରାମରେ ଆରଏସ୍ବି ଟ୍ରାନ୍ସମିଶନ ଲିଃ ନାମକ କାରଖାନା ପରିଚାଳନା କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ସ୍ଥାନୀୟ ଗ୍ରାମବାସୀଙ୍କୁ ଅସନ୍ତୁଷ୍ଟ କରିଛି। ଏ ନେଇ ଗ୍ରାମର ସାମାଜିକ କର୍ମୀ ମନୋଜ ଖିଲାର ମୁଖ୍ୟମନ୍ତ୍ରୀ,…
ସିଡୀ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ
କଟକ ଅଫିସ,୨୪।୭: କଟକ ନକଲି ଔଷଧ କାରବାରର ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ଜେନା ଓ କର୍ମଚାରୀ ସତ୍ୟପ୍ରକାଶ ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣିବେଳେ ହାଇକୋର୍ଟ କେସ୍ ଡାଏରୀ (ସିଡୀ) ଦାଖଲ ପାଇଁ କ୍ରାଇମବ୍ରାଞ୍ଚର ଏସ୍ଟିଏଫକୁ ନିର୍ଦ୍ଦେଶ…
ଚିଠିରେ ବିଦ୍ୟାଭାରତୀଙ୍କୁ ସୌମ୍ୟଙ୍କ ଆକୁଳ ନିବେଦନ: ତୁମ ପାଦ ତଳେ ମୋତେ ଟିକେ ଜାଗା ଦିଅ
କଟକ,୨୩ା୭: ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ତୁମର ଚାକର ହୋଇ ରହିବି ପଛେ ମୋତେ ତୁମ ପାଦ ତଳେ ଟିକେ ଜାଗା ଦିଅ। ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୧୧ ଦିନ ବିତିବାକୁ ବସିଥିବା…
୧୨୮ ଘର ଭଙ୍ଗାହେଲା
କଟକ ଅଫିସ,୨୩।୭: ଏସ୍ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବା ପାଇଁ ଏହାର ଚତୁଃପାର୍ଶ୍ୱରୁ କଟକ ମହାନଗର ନିଗମ(ସିଏମ୍ସି) ପକ୍ଷରୁ ଜବରଦଖଲ ଉଚ୍ଛେଦ ଜାରି ରହିଛି। କିଛିଦିନର ବ୍ୟବଧାନ ପରେ ଗୁରୁବାର ଏସ୍ସିବି କ୍ୟାମ୍ପସ, ମାଲଗୋଦାମ ବେହେରାସାହି, ହାଡିଆପଠା ଓ ସିଲଭର ସିଟି ବୋଟ୍…
ଦେବୀନଦୀରେ ୨ କୁମ୍ଭୀର, ଲୋକେ ଆତଙ୍କିତ
କଣ୍ଟାପଡା, ୨୧ା୭(ଡି.ଏନ୍.ଏ.): ଗୋବିନ୍ଦପୁର ଥାନା ନିକଟ ଦେବୀନଦୀରେ ବୁଧବାର ଦୁଇଟି କୁମ୍ଭୀର ଦେଖବାକୁ ମିଳିଥିଲା। ସକାଳେ ୬ରୁ ୭ଫୁଟ ଲମ୍ବର ଏକ କୁମ୍ଭୀର ଓ ଅପରାହ୍ନରେ ୧୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ଅନ୍ୟଏକ କୁମ୍ଭୀରକୁ ଲୋକେ ଦେଖିଥିଲେ। କୂମ୍ଭୀର ଦୁଇଟି ଦେବୀନଦୀର…
ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ
ନିଶ୍ଚିନ୍ତକୋଇଲି, ୨୨ା୭ (ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ରାତିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ନିଶ୍ଚିନ୍ତକୋଇଲି ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ତାଙ୍କୁ ଆକ୍ରମଣ ଉଦ୍ୟମ…
Archives


