ପ୍ରକୃତିର ଉପାସନା ଚୁରାଖାଇ ଯାତ୍ରା
ଗୁଡ଼ଭେଲିପଦର, ୩।୧୨(ଡି.ଏନ୍.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍ରା ଅଂଚଲ ଗଠିତ୍। ଇ ଅଂଚଲର ଗୁଟେ ଫାଲେ ମହାନଦୀ ରହିଥିଲାବେଲେ ଉନିଆ ଦୁଇଫାଲେ ବାଘନଦୀ…
ଆମ୍ବଗାଁରେ ଧାନକିଣା ଆରମ୍ଭ
ଘଣ୍ଟାପଡା, ୨।୧୨ (ଡି.ଏନ.ଏ): କଣ୍ଟାମାଳ ବ୍ଲକ ଘଣ୍ଟାପଡା ସେବା ସମବାୟ ସମିତି ଲିଃ ତରଫରୁ ସମ୍ପାଦକ କର୍ଣ୍ଣ ରଣାଙ୍କ ତତ୍ତ୍ବାବଧାନରେ ସୋମବାର ଧାନକିଣା ଆରମ୍ଭ ହୋଇଛି । ପ୍ୟାକ୍ସର ସଭାପତି ସୂର୍ଯ୍ୟ କୁମାର ଦେହୁରୀ ଆନୁଷ୍ଠାନିକ ଭାବେ ଧାନକିଣାର ଶୁଭାରମ୍ଭ କରିଥିଲେ…
ସ୍ଥାନାନ୍ତର ହେଲା ବୌଦ୍ଧ ସବ୍ଜେଲ
ବୌଦ୍ଧ, ୨।୧୨(ସ୍ବ.ପ୍ର): ବୌଦ୍ଧ ସବ୍ଜେଲ୍କୁ ଲାଣ୍ଡିବନ୍ଧକୁ ସ୍ଥାନାନ୍ତର କରାଯାଇଛି। ୧୯୧୭ ମସିହାରେ ବୌଦ୍ଧ ସହରର ପୁରୁଣା ବ୍ଲକ ଛକ ଠାରେ ସବ୍ଜେଲ ନିର୍ମାଣ ହୋଇଥିଲା । ଏହି ସବ ଜେଲରେ ଆଜି ପର୍ଯ୍ୟନ୍ତ ବନ୍ଦୀମାନେ ରହିଆସୁଥିଲେ । କିନ୍ତୁ ନୂତନ କୋଠା…
୩ ଦଫା ଦାବିରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଯାନବାହନ ଚଳାଚଳ ଠପ୍
କଣ୍ଟାମାଳ,୨୯।୧୧(ଡି.ଏନ୍.ଏ.): ୩ ଦଫା ଦାବିରେ ବୌଦ୍ଧ ଜିଲା କଣ୍ଟାମାଳ ୧୨ ଘଣ୍ଟିଆ ବନ୍ଦ ଡାକରା ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ତେଲନଦୀ ଉପରେ କଣ୍ଟାମାଳ-ତରଭା ସେତୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ, କଣ୍ଟାମାଳ ପଞ୍ଚାୟତକୁ ଏନ୍ଏସ୍ସି ମାନ୍ୟତା ଓ କଣ୍ଟାମାଳ ବ୍ଲକକୁ ସବ୍ଡିଭିଜନ…
ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର ବୌଦ୍ଧ
ବୌଦ୍ଧ ଜିଲା ପର୍ଯ୍ୟଟନସ୍ଥଳର ଗନ୍ତାଘର। ଜିଲାରେ ପ୍ରାଚୀନ କୀର୍ତ୍ତିରାଜି ଓ ବୈଭବ ଭରି ରହିଛି । ଐତିହାସିକ କଳାକୃତି ହେଉ ଅବା ପ୍ରାକୃତିକ ସୌନ୍ଦର୍ଯ୍ୟ ବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏଥିସହିତ ରହିଛି ଇକୋ ଟୁରିଜିମର ପର୍ଯ୍ୟାପ୍ତ ସୁଯୋଗ । ବୃଦ୍ଧରୁ…
ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ବୌଦ୍ଧ,୨୨।୧୧(ସ୍ବ.ପ୍ର.): ସମଗ୍ର ଦେଶରେ ଦୁର୍ବଳ ଅର୍ଥନୀତି ଓ ଦରବୃଦ୍ଧି ପ୍ରତିବାଦରେ ବୌଦ୍ଧ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। କଣ୍ଟାମାଳର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ମଧ୍ୟାହ୍ନ ୧୨ଟାରୁ ଜିଲାପାଳଙ୍କ କାର୍ଯ୍ୟାଳୟ…
୭ ବଛର ହେଲା ସପନ୍ ହେଇ ରହିଛେ
କଣ୍ଟାମାଳ, ୮।୧୧ (ଡି.ଏନ୍.ଏ.)-ବୌଦ୍ଧ ଜିଲା କଣ୍ଟାମାଳ-ବଲାଙ୍ଗୀର ତେଲନଦୀ ପୁଲିଆ ତିଆରି ମୂଲ ହେବାର ୭ ବଛର ଉତାରୁ ବି ଅଂଚଲବାସୀକର ସପନ୍ ପୂରା ନାଇଁ ହେଇପାରି। ୮ଟା ସ୍ଳାବ୍ର ଶେଷ ଢଲେଇ, ବାଡ଼ା ଆର ସଂଯୋଗ ରାସ୍ତା ଅଭାବୁ ପୁଲିଆ ଲୁକ୍କର…
ମଉଲିକ୍ ସୁବିଧାରୁ ବଁଚିତ୍ ୨୨ ଆଦିବାସୀ ପରିବାର: ଜିଲାପାଳକୁଁ ଫେରାଦ ହେଲେ ଗାଁବାସୀ
ତଳଗାଁ, ୧।୧୧(ଡି.ଏନ୍.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଁଚେତ୍ ଗୋଛାବାରି ନୂଅଁ।ଗଁ।ରେ ୨୨ ଆଦିବାସୀ ମଲ୍ଲାର କୋହ୍ଳ ପରିବାର ବାସ କରୁଛନ୍। ହେଲେ ଇ ପରିବାରମାନେ ମଉଲିକ ସୁବିଧା ସୁଯୋଗରୁ ବଁଚିତ୍ ଥିବାର ୨୮ ତାରିଖ୍ ହରଭଙ୍ଗା ବ୍ଲରେ ଅନୁଷ୍ଠିତ ଜନଶୁନାନି…
ଅଂଶୁମାନର ଚିକିଛା ଲାଗି କଥା ଦେଲେ ଜିଲାପାଳ
ତଳଗାଁ,୩୦।୧୦(ଡି.ଏନ୍.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅଧୀନ କୁଶଙ୍ଗ ଗଁାର ଅମିତ ଦେହୁରୀକଁର ପୁଓ ଅଂଶୁମାନ ଦେହୁରୀ(୩)। ଜନମ୍ବେଲୁ ତାକର ମୁଡ଼ ଅସୁଆଭାବିକ୍ ଭାବେ ବଢ଼ତେଲ ଯାଉଛେ। ଏନ୍ତାଥି ପରିବାର ଲୋକ୍ ଚିନ୍ତାରେ ପଡ଼ିଯାଇଛନ୍। ଅଭାବ ଅନାଟନରେ ପରିବାର ଲୋକ୍ ଧାରଉଧାର କରି…
୮୯ ବଛ୍ରିଆ ବୁରୁଧ୍ ଭତାରୁ ବଁଚିତ୍
ମନମୁଣ୍ଡା, ୨୪।୧୦ (ଡି.ଏନ.ଏ)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ବିଲାସପୁର ପଁଚେତ୍ ଅଧୀନ ନରସିଂହପୁର ଗଁାର ଗଣ୍ଡା ପଧାନ(୮୯)। ପରିବାର କହେଲେ ମାଏକିନା ଆର ଗୁଟେ ବଲି ଝି’କେ ନେଇ ସଁସାର। ପରିବାରଟା ନିହାତି ଗରିବ। ଦୁଖ୍ ସୁଖ କରି ଗଣ୍ଡା…
ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ, ଛାତ୍ରୀଛାତ୍ର
ଘଣ୍ଟାପଡ଼ା,୨୨।୧୦(ଡି.ଏନ୍.ଏ.): ବୌଦ୍ଧ ଜିଲା ଘଣ୍ଟାପଡ଼ା ସମଲେଶ୍ୱରୀ ହାଇସ୍କୁଲରେ ବିଜ୍ଞାନ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ମଙ୍ଗଳବାର ଅଭିଭାବକ ଏବଂ ଛାତ୍ରୀଛାତ୍ର ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନର୍ଦ୍ଦିଷ୍ଟ କାଳ ଏହା…
ଦାଦନ୍ ଦୁଖ: ଆପ୍ନେ ଆରପାରେ, ପଲିଥିନ୍ ତଲେ ପରିବାର
ପୁରୁଣାକଟକ,୧୭।୧୦(ଡି.ଏନ୍.ଏ.)- ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପଁଚେତ୍ ଅଧୀନ କମଳପୁର ଗଁାର ଭିକୁ ହଂସ(୩୪)। ସେ ବାଙ୍ଗାଲୋରକେ ଦାଦନ୍ ଖଟିଯାଇ ଶୋଭା ଲିମିଟେଡ୍ କମ୍ପାନୀରେ ମାର୍ବଲ ଶ୍ରମିକ ହିସାବେ କାମ୍ କରୁଥିଲାବେଲେ କେହେନ୍ସି କାରନ୍ରୁ ଅଗଷ୍ଟ ୧ ତାରିଖ୍ରେ ତାକର…
Archives


