ବୌଦ୍ଧ

ଆଇଡି ବିସ୍ଫୋରଣରେ ୩ ଯବାନ ଗୁରୁତର

ବୌଦ୍ଧ,୫।୧(ଅଜିତ ବାରିକ): ବୌଦ୍ଧ ଜିଲା ମନମୁଣ୍ଡା ଥାନା ବାତେପଙ୍ଗା ଜଙ୍ଗଲରେ ଶୁକ୍ରବାର ଆଇଡି ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ଜଣ ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କ ସର୍ଚ୍ଚ ଅପରେଶନ ବେଳେ ଏହି ବିସ୍ଫୋରଣ ଘଟିଥିବା ବୌଦ୍ଧ ଏସ୍‌ପି ସୂଚନା ଦେଇଛନ୍ତି। ଗୁରୁତର ଯବାନଙ୍କୁ…

ଅଯୋଗ୍ୟ ଘୋଷିତ ହେଲେ ଖୁଣ୍ଟିଗୋରା ସରପଞ୍ଚ, ଜାଣନ୍ତୁ କେଉଁ କାରଣ ପାଇଁ…

ଘଣ୍ଟାପଡ଼ା,୨୨।୧୨: (ପ୍ରଭାତ କୁମାର ସାହୁ)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ଖୁଣ୍ଟିଗୋରା ପଞ୍ଚାୟତ ସରପଞ୍ଚ ନିର୍ବାଚନ ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି । କୋର୍ଟ ରାୟରେ ବିଜୟୀ ସରପଞ୍ଚ ସୁନୀତା ମାଝିଙ୍କୁ ଅଯୋଗ୍ୟ ଘୋଷଣା କରିବା…

ନେଚର ପାର୍କ ଡମରଗାଡ଼ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

ବୌଦ୍ଧ,୧୮ା୧୨(ଅଜିତ କୁମାର ବାରିକ): ସଂସ୍କୃତି ସଂପନ୍ନ ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରାଜିରେ ଭରପୁର। ଜିଲାରେ ପର୍ଯ୍ୟଟନ ଶିଳ୍ପ ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବନ ବିଭାଗ ପକ୍ଷରୁ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇ ଐତିହାସିକ ଡମରଗାଡ଼ଠାରେ ଜିଲାର…

ଲ୍ୟାଣ୍ଡମାଇନ ନଷ୍ଟ କଲେ ବମ୍‌ ସ୍କ୍ବାଡ୍‌

ବୌଦ୍ଧ/କଣ୍ଟାମାଳ,୧୬ା୧୨(ଅଜିତ କୁମାର ବାରିକ/ ଆଦିତେଶ୍ୱର ମିଶ୍ର): ବୌଦ୍ଧ ଜିଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ନଳିକୁପା ଗାଁ ନିକଟ ସୁବର୍ଣ୍ଣଗିରି ଓ ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସ୍‌ଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ କାହାର କିଛି କ୍ଷତି ହୋଇ…

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ। ଖବର ଲେଖାହେବା ପର୍ଯ୍ୟନ୍ତ ୫୦କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି। ଚଢ଼ାଉ…

ବୌଦ୍ଧରେ ମାଓବାଦୀ ପୁଣି ସକ୍ରିୟ

ବୌଦ୍ଧ,୨୨ ।୧୧(ଅଜିତ କୁମାର ବାରିକ ): ଗତ କିଛିଦିନର ବ୍ୟବଧାନ ପରେ ବୌଦ୍ଧ ଜିଲାରେ ମାଓବାଦୀଙ୍କ ଉପସ୍ଥିତି ଥିବା ଜଣାପଡ଼ିଛି। ମାଓବାଦୀ ଜିଲାରେ ଥିବା ନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସୂଚନା ଦେଇଛନ୍ତି। ପ୍ରକାଶ…

ନାରାୟଣପ୍ରସାଦରେ ହାତୀ ଉପଦ୍ରବ

ଘଣ୍ଟାପଡା,୧୩।୧୧(ପ୍ରଭାତ କୁମାର ସାହୁ): କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତରେ ଜଙ୍ଗଲି ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗୋଟିଏ ସପ୍ତାହ ହେବ ଅଞ୍ଚଳରେ ହାତୀପଲ ବୁଲାବୁଲି କରୁଥିବାବେଳେ ଲୋକଙ୍କ ଫସଲ ନଷ୍ଟ କରୁଥିବା ଜଣାପଡିଛି। ନାରାୟଣପ୍ରସାଦ ମୌଜାରେ ଥିବା ସିଲେଇମାଳ ଗ୍ରାମର କଲତା…

ବୌଦ୍ଧରେ ଖୋଲିଲା ପ୍ରଥମ ନେଚର ପାର୍କ

ବୌଦ୍ଧ,୧୦।୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରେ ଭରପୁର। ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ନେବାକୁ ଜିଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଥିବା ବେଳେ ଗୁରୁବାର ଜିଲାରେ ପ୍ରଥମ ନେଚର ପାର୍କର ଶୁଭାରମ୍ଭ ହୋଇଛି। ଜିଲାର ବୌଦ୍ଧ ବ୍ଲକର ଡମରଗାଡ…

ବଲାସିଙ୍ଗା ଗ୍ରାମରେ ହାତୀ: ଭୟରେ ଗ୍ରାମବାସୀ

ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ସହର ନିକଟସ୍ଥ ବଲାସିଙ୍ଗା ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ହାତୀ ଗ୍ରାମ ମଧ୍ୟକୁ ପଶି ଆସିଥିବା ଜଣାପଡିଛି । ମହାନଦୀ ପାର ହୋଇ ତିନି ଗୋଟି ହାତୀ ବୌଦ୍ଧ ଆଡକୁ ଚାଲି ଆସିଥିବା ବେଳେ ଗୋଟିଏ…

ଭଙ୍ଗା ଘରେ ଚାଲିଛି ସେବା ସମବାୟ ସମିତି

ତଳଗାଁ,୧୬ା୧୦(କୁନା ବେହେରା): ରାଜ୍ୟ ସରକାର କୃଷକମାନଙ୍କ ଉନ୍ନତି ସକାଶେ ସେବା ସମବାୟ ସମିତି ଜରିଆରେ ବିଭିନ୍ନ ଯୋଜନା କରି ଆସୁଥିବା ବେଳେ ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ହରଭଙ୍ଗାଠାରେ ଥିବା ସେବା ସମବାୟ ସମିତି ନାହି ନାହିଁରେ ଚାଲିଥିବା ଦେଖିବାକୁ ମିଳିଛି।…

୫ ଦିନ ହେଲା ଯାଉନାହାନ୍ତି ହାତୀପଲ

ଘଣ୍ଟାପଡ଼ା,୨୯ା୯(ପ୍ରଭାତ କୁମାର ସାହୁ): ଜଙ୍ଗଲ ଯିବାକୁ ନା ଧରୁନାହାନ୍ତି ହାତୀପଲ। ରାତିରେ ଚାଷୀଙ୍କ ଜମିରୁ ଫସଲ ଖାଇ ସକାଳୁ ପୁଣି ନଦୀ ତଟରେ ରହୁଛନ୍ତି। ଏହାକୁ ନେଇ ବୌଦ୍ଧ ଜିଲା କଣ୍ଟମାଳ ରେଞ୍ଜ ଅଧୀନ ଘଣ୍ଟାପଡ଼ା ଓ କଣ୍ଟାମାଳ ସେକ୍ସନର ତେଲ…

ବୌଦ୍ଧ ଜିଲାରେ ବଢୁଛି ବେଆଇନ ମଦ କାରବାର

ବୌଦ୍ଧ,୨୩ା୯(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ବେଆଇନ ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଜିଲାରେ ବର୍ତ୍ତମାନ ୧୪ ଗୋଟି ବିଦେଶୀ ମଦ ଦୋକାନ ଚାଲୁଥିବା ବେଳେ ୨୯ ଗୋଟି ଦେଶୀମଦ ଭାଟି ଚାଲୁଛି। ଏତେ ସଂଖ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?