ଭଦ୍ରକ

ଧାମନଗର:ଛିଡୁନି ଅଙ୍କକଷା

ଭଦ୍ରକ ଅଫିସ/ ଧାମନଗର,୯।୧୦ (ଡି.ଏନ.ଏ): ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ଏହି ଆସନକୁ ନିଜ ଅକ୍ତିଆରକୁ ନେବାକୁ ପୂରା ଦମ…

ଆଜି ନାମାଙ୍କନର ଦ୍ୱିତୀୟ ଦିନ: ପ୍ରଚାର ମଇଦାନରେ ଦଳୀୟ କର୍ମୀ

ଭଦ୍ରକ ଅଫିସ, ୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନର ଆଜି ଦ୍ୱିତୀୟ ଦିନ ଥିବା ବେଳେ ପ୍ରଥମ ଦିନରେ କେହି ପାର୍ଥିପତ୍ର ଦାଖଲ କରିନାହାନ୍ତି। ତେବେ କୌଣସି ଦଳ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ପ୍ରଚାର…

ଦିବ୍ୟାଙ୍ଗ, ବୟସ୍କ ଭୋଟରଙ୍କ ପାଇଁ ଡାକଭୋଟ ବ୍ୟବସ୍ଥା

ଭଦ୍ରକ ଅଫିସ,୮।୧୦: ଭଦ୍ରକ ଜିଲା ଧାମନଗର ଉପନିର୍ବାଚନ କାର୍ଯ୍ୟ ପରିଚାଳନା ନେଇ ଶୁକ୍ରବାର ଜିଲା ପ୍ରଶାସନ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲାପାଳ ଶାନ୍ତନୁ…

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଅପରାଜିତା

ଆରଡି, ୭।୧୦( ଡି.ଏନ.ଏ.): ଭାଜପା ପ୍ରବକ୍ତା ତଥା ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡଙ୍ଗୀ ଶୁକ୍ରବାର ଭଦ୍ରକ ଜିଲାର ଶୈବପୀଠ ଆରଡିରେ ପହଞ୍ଚିଛନ୍ତି। ଶହଶହ ଭାଜପା କର୍ମୀ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହାପରେ ସେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରି ପୀଠରେ…

ମାଛ ଧରିବା ବେଳେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର

ଚାନ୍ଦବାଲି, ୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡି ଯାଇଛି। ‘ମା ପଦ୍ମାବତୀ’ ନାମକ ଏକ ଟ୍ରଲରରେ ୧୦ଜଣ ଧୀବର ମାଛ…

ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଭିତରେ ପଶିଲା ବର୍ଷାପାଣି

ଭଦ୍ରକ ଅଫିସ,୪।୧୦: ଲଘୁଚାପ ଯୋଗୁ ମଙ୍ଗଳବାର ସକାଳଠାରୁ ବର୍ଷା ଲାଗି ରହିଛି । ଲଘୁଚାପ ବର୍ଷାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ପାଣି ପଶିଯାଇଛି । ଲଗାଣ ବର୍ଷା ପାଇଁ ହଠାତ୍‌ ଡ୍ରେନ୍‌ଗୁଡିକ ବ୍ଲକହେବା ଯୋଗୁ ବର୍ଷାପାଣି ପଶିଥିବା ଜଣାପଡ଼ିଛି।…

ଭଦ୍ରକରେ ବସ୍‌ ଚଳାଚଳ ବନ୍ଦ

ଭଦ୍ରକ ଅଫିସ,୪।୧୦: ବସ୍‌କୁ ଅଟକାଇ ବଟି ଆଦାୟ କରିବା ସହ ଡ୍ରାଇଭର, କଣ୍ଡକ୍ଟରଙ୍କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ମଙ୍ଗଳବାର ଭଦ୍ରକ ଜିଲାରେ ବସ୍‌ ଚଳାଚଳ ବନ୍ଦ ରହିଛି। ଜୋରଜବରଦସ୍ତ ବଟି ଆଦାୟ ହୋଉଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପୋଲିସ କୌଣସି…

ଫୈଜାନ ହେଲେ ନଗର ଯୁବ କଂଗ୍ରେସ ସଭାପତି

ଭଦ୍ରକ ଅଫିସ,୩।୧୦: ଭଦ୍ରକ ବିଧାନସଭା କ୍ଷେତ୍ର ପାଇଁ ନଗର ଯୁବ କଂଗ୍ରେସ ସଭାପତି ଭାବେ ଫୈଜାନ ଅଲ୍ଲୀ ମନୋନୀତ ହୋଇଛନ୍ତି। ଭଦ୍ରକ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସଙ୍କ ସୁପାରିଶ ଓ ରାଜ୍ୟ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ…

ବିଜେଡିରେ ଯୋଗଦେଲେ କଂଗ୍ରେସର ଏନ୍‌ଏସି କାର୍ଯ୍ୟକାରୀ ସଭାପତି

ଚାନ୍ଦବାଲି, ୩।୧୦(ଡି.ଏନ.ଏ.)-ବିଜେଡି ପକ୍ଷରୁ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ଭଦ୍ରକ ଜିଲା ଚାନ୍ଦବାଲି କଂଗ୍ରେସ ଏନ୍‌ଏସିର କାର୍ଯ୍ୟକାରୀ ସଭାପତି ମହମ୍ମଦ ମଞ୍ଜର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା ଓ ଚାନ୍ଦବାଲିି ବିଧାୟକ ଡ. ବ୍ୟୋମକେଶ…

‘ଯୌତୁକ ପାଇଁ ଭଉଣୀଙ୍କୁ ହତ୍ୟା’

ଭଣ୍ଡାରିପୋଖରୀ,୩।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବୟାବନାପୁର ଗ୍ରାମର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ନାମ୍ନୀ ମହିଳା ସୋମବାର ଏକ ଆଫ୍‌ରନ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ଶୋଇବା ଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଅନ୍ୟପକ୍ଷେ ଅଧିକ ଯୌତୁକ ପାଇଁ ତାଙ୍କ ଭଉଣୀଙ୍କୁ…

ମହାଷ୍ଟମୀରେ ମା’ଙ୍କୁ ଆରାଧନା: ପୁଷ୍ପାଞ୍ଜଳି ଦେଇ ବ୍ରତ ଭଙ୍ଗ କଲେ ଶ୍ରଦ୍ଧାଳୁ

ଆରଡ଼ି, ୩।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଓ ଆଖପାଖ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। କରୋନା ପାଇଁ ୨ବର୍ଷ କଟକଣା ମଧ୍ୟରେ ମଣ୍ଡପରେ କେବଳ ପୂଜକ ପୂଜା ସମାପନ କରୁଥିଲେ। ଚଳିତବର୍ଷ ଆଡ଼ମ୍ବରରେ ପୂଜା ପାଳନକୁ ନେଇ ଭକ୍ତଙ୍କ…

ଦଶହରାରେ ଦହିପଖାଳ, ଶାଗଭଜା

ଭଦ୍ରକ ଅଫିସ,୩।୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର। କୋଭିଡ୍‌ ପାଇଁ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନକୁ ନେଇ ସମସ୍ତେ ବେଶ୍‌ ଉତ୍ସାହ ଅଛନ୍ତି। ଭଦ୍ରକ ସହରର ସାଳନ୍ଦୀ ବାଇପାସ୍‌ଠାରେ ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri