ସ୍ତ୍ରୀ ନେଲେଥିଲେଋଣ: ସ୍ବାମୀଙ୍କୁ ବାନ୍ଧିଲେ ମହିଳା
ଚାନ୍ଦବାଲି, ୭।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଏନ୍ଏସି ଅଧୀନ କୃଷ୍ଣନଗରରେ ମହିଳାମାନଙ୍କ କଙ୍ଗାରୁକୋର୍ଟ ଦେଖିବାକୁ ମିଳିଛି । ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ କୃଷ୍ଣ ନଗରର ମହିଳା ଗୋଷ୍ଠୀ ଋଣ ନେଇଥିଲେ । ଉକ୍ତ ମହିଳା ଗୋଷ୍ଠୀର ମେମ୍ବର…
୧୨ ଜଣଙ୍କ ନାଁରେ ମାମଲା: କର୍ନାଟକ, ନାୟକାଣିଡିହୀ ପୋଲିସକୁ ଦୁର୍ବ୍ୟବହାର ଘଟଣା
ବାସୁଦେବପୁର, ୩।୭ (ନାରାୟଣ ପ୍ରସାଦ ବାରିକ୍)-କର୍ନାଟକରୁ ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗରେ ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ଅଧୀନ ବିରସ ଗ୍ରାମର ଜଣେ ଯୁବକଙ୍କୁ ଗତ ଜୁନ୍ ୨୯ରେ ପୋଲିସ ଗିରଫ କରିଥିଲା। ୩୦ ତାରିଖରେ ଅଭିଯୁକ୍ତଙ୍କୁ ବାସୁଦେବପୁର…
ବିଜେଡିରେ ମିଶିଲେ ଅନ୍ୟ ଦଳର କର୍ମୀ
ଧାମନଗର, ୩।୭ (ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକର ଦେହୁଡ଼ି ଆନନ୍ଦପୁର ପଞ୍ଚାୟତଠାରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତିଙ୍କ…
ବୈତରଣୀ ନଦୀବନ୍ଧରୁ ଧସିଲା ପଥର ପ୍ୟାକିଂ
ଆରଡ଼ି,୩।୭(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ସାଠିବାଙ୍କୁଡ଼ା ନିକଟରେ ବୈତରଣୀ ନଦୀବନ୍ଧରେ କାମ ଚାଲୁ ରହିଥିବା ବେଳେ ରବିବାର ପ୍ରାୟ ୫୦ ଫୁଟ୍ ପଥରପ୍ୟାକିଂ ନଦୀଗର୍ଭକୁ ଧସିଯାଇଛି। ବର୍ଷା ପୂର୍ବରୁ ନଦୀବନ୍ଧ ଧସିଥିବାରୁ ସ୍ଥାନୀୟ ଅଧିବାସୀ ଭୟଭୀତ…
ସୁନାବେଶ ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଯୁବକ ଗୁରୁତର, ୨ ଆହତ
ବନ୍ତ,୩୦।୬(ହରିନାରାୟଣ ମହାନ୍ତି)-ପୁରୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ ସାରି ଯୁବକମାନେ ଘରକୁ ଫେରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚାରିପୋଖରିଆ ଛକଠାରେ ଶୁକ୍ରବାର ଭୋର ସମୟରେ ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ…
ଏସ୍ପିଙ୍କୁ ଭେଟି ଆତ୍ମାହୂତି ଚେତାବନୀ
ଭଦ୍ରକ,୩୦।୬(ସନାତନ ରାଉତ): ୩ ମାସ ଧରି ତିହିଡ଼ି ଥାନା ହାଟୁଆରୀ ଗ୍ରାମର ଭଗବାନ ଦାସ ଘରେ ନ ଥିବା ବେଳେ ତାଙ୍କ ଅନୁପସ୍ଥିତିରେ ୩ଟି ଥାନାରେ ୫ ମାମଲା ରୁଜୁ କରାଯାଇଥିବା ତାଙ୍କ ସ୍ତ୍ରୀ ଏସ୍ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତିହିଡ଼ି…
ଖାଦ୍ୟରେ ବାହାରିଲା ଝିଟିପିଟି : ୧୪ ଛାତ୍ର ଅସୁସ୍ଥ
ଭଦ୍ରକ,୩୦।୬(ସନାତନ ରାଉତ): ଭଦ୍ରକ ସହରର ମୋଟେଲ ଛକସ୍ଥିତ ଦାମୋଦର ଆଇଆଇଟିର ୧୪ଛାତ୍ର ଅସୁସ୍ଥହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ଚିକିତ୍ସିତ ହୋଇ ବିଳମ୍ବିତ ରାତିରେ ହଷ୍ଟେଲକୁ ଫେରଥିଲେ। ସୂଚନାମୁତାବକ, ଭଦ୍ରକ ସହରର ମୋଟେଲ ଛକଠାରେ ଥିବା ଦାମୋଦର ଆଇଆଇଟିର…
୪ ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ କରାଇ ଦେବାକୁ ଜିଆର୍ଏସ୍ ନେଇଥିଲେ ଲାଞ୍ଚ: ଏବେ ଟଙ୍କା ମାଗିବାରୁ ପଥର ଫୋପାଡି ମାରିଲେ
ଚାନ୍ଦବାଲି,୩୦।୦୬(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଦୋସିଙ୍ଗା ପଞ୍ଚାୟତରେ କାର୍ଯ୍ୟରତ ଜିଆରଏସ୍ ପ୍ରଧାନମନ୍ତ୍ରୀ ଆବାସ କରେଇ ଦେବା ପାଇଁ ଉକ୍ତ ପଞ୍ଚାୟତର ରାଜୁ ଜେନାଙ୍କଠାରୁ ଟଙ୍କା ଲାଞ୍ଚ ନେଇଥିଲେ। ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ରାଜୁଙ୍କୁ…
ମିଳିଲା ଚୋରି ଅଳଙ୍କାର: ବନ୍ଧା ହେଲେ ଅଭିଯୁକ୍ତ
ଭଦ୍ରକ,୨୯।୬(ସନାତନ ରାଉତ ): ଭଦ୍ରକ ପୁରୁଣାବଜାର ଥାନା ଅଧୀନ ନଂଘାମହଲା ଗ୍ରାମରୁ ଗତ ୭ତାରିଖରେ ଚୋରି ହୋଇଥିବା ସୁନା, ରୁପା ଅଳଙ୍କାରକୁ ପୁରୁଣାବଜାର ପୋଲିସ ଜବତ କରିଛି l ଗ୍ରାମର ମୀରଆସିକ ରହେମନଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଏକ…
ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ
ଭଦ୍ରକ,୨୭।୬(ସନାତନ ରାଉତ ): ଅଘୋଷିତ ବିଦ୍ୟୁତ୍ କାଟ ଓ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଭଦ୍ରକ ଟାଟା ପାୱାର ଅଫିସ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଜିଲା ସଭାପତି ଅଶୋକ ଦାଶଙ୍କ ସଭାପତିତ୍ୱରେ ପୂର୍ବତନ ଏମ୍ପି ଅନନ୍ତ ପ୍ରସାଦ ସେଠୀ,…
ବର୍ଷେ ଗଲାନି, ଧସିଲା ନଦୀବନ୍ଧ
ଧାମନଗର,୨୭।୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ମୁସ୍ତଫାପୁର ପଞ୍ଚାୟତର ଗୋବିନ୍ଦାଗଡ଼ିଆଠାରୁ ଦୋବଲ ପଞ୍ଚାୟତର ରାମେଶ୍ୱରପୁର ପର୍ଯ୍ୟନ୍ତ ନିର୍ମିତ ଗେଙ୍ଗୁଟି ନଦୀବନ୍ଧ ଗତବର୍ଷ ମରାମତି ସହ ପ୍ରଶସ୍ତୀକରଣ ହୋଇଥିଲା। ହେଲେ ବର୍ଷା ଗଲାନି, ନଦୀବନ୍ଧ ପାର୍ଶ୍ୱରୁ ମାଟି ଧୋଇବା ଓ…
ମାଛ ଧରିବା ପାଇଁ ପଡ଼ିଥିଲା ଜାଲ : ମିଳିଲା କୁମ୍ଭୀର
ପଦ୍ମପୁର,୨୫।୬(କାଳୀପଦରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାନ ଅଗପୁର ଗ୍ରାମର କଣ୍ଟା ନଦୀରୁ ରବିବାର ସକାଳେ ଏକ ୫ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର କରାଯାଇଛି। ଗ୍ରାମର କିଛି ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ। କୁମ୍ଭୀରଟି…
Archives


