ଭଦ୍ରକ

ବଳାତ୍କାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଧାରଣା

ଚାନ୍ଦବାଲି,୨୪।୭ (କିଶାନ ପାତ୍ର)-ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଉକ୍ତ ଗାଁର ଜଣେ ଯୁବକ ବଳାତ୍କାର କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ବର୍ଷେ ପରେ ମଧ୍ୟ ପୀଡ଼ିତା ନାବାଳିକାଙ୍କୁ ନ୍ୟାୟ ନ ମିଳବାରୁ ସୋମବାର ତାଙ୍କ ପରିବାର…

ସ୍ତ୍ରୀ, ପୁଅଙ୍କ ତଣ୍ଟିଚିପି ହତ୍ୟାକଲେ ସ୍ବାମୀ

ଭଦ୍ରକ,୨୪ା୭(ସନାତନ ରାଉତ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଠାରେ ଜଣେ ମଦ୍ୟପ ସ୍ବାମୀ ସ୍ତ୍ରୀ ଓ ପୁଅର ତଣ୍ଟି ଚିପି ହତ୍ୟା କରିଛନ୍ତି। ସୂଚନାନୁଯାୟୀ, କୁଶଗଡ଼ିଆଠାରେ ବନ୍ତ ଥାନା ଦୋଳପଦୀ ଗ୍ରାମର ଉମେଶ ନାୟକ ଏକ ଭଡ଼ାଘରେ…

ଫେରାର ମ୍ୟାନେଜର ପୁରୀରୁ ଗିରଫ

ବାସୁଦେବପୁର,୨୨।୭ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁରରେ କାର୍ଯ୍ୟ କରୁଥିବା ଭିକ୍ଟର ଫାଇନାନ୍ସ ନାମକ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜର କମ୍ପାନୀର ପ୍ରାୟ ୫.୨୪ ଲକ୍ଷ ଟଙ୍କା ନେଇ ଗତ ଜୁନ୍‌ ୧୪ରୁ ଫେରାର ଥିଲେ। ଫେରାର…

ଖରିଫ୍‌ ଧାନକିଣା ପଞ୍ଜୀକରଣ ଆରମ୍ଭ

ଭଦ୍ରକ,୨୧।୭(ସନାତନ ରାଉତ): ଭଦ୍ରକ ଜିଲାରେ ୨୦୨୩-୨୪ ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ୧୬ ପଞ୍ଜୀକରଣର ଶେଷ ତାରିଖ ରଖାଯାଇଛି। ଜିଲାରେ ୯୭ଟି ପାକ୍ସ ଓ ୫୪ ମହିଳା ଗୋଷ୍ଠୀ ଜରିଆରେ…

ରାଜଧାନୀରୁ ଚୋରି ହୋଇଥିବା ସ୍କୁଟି ଚାନ୍ଦବାଲିରୁ ମିଳିଲା

ଚାନ୍ଦବାଲି,୨୧।୭(କିଶାନ ପାତ୍ର): ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରୁ ମାସେ ତଳେ ଚୋରି ହୋଇଥିବା ଏକ ସ୍କୁଟିକୁ ଚାନ୍ଦବାଲି ପୋଲିସ ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୨୧୯/୨୩) ରୁଜୁ କରି ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଦୁଇ…

ଖେଳୁଥିବା ବେଳେ ପୋଖରୀରେ ପଡ଼ିଗଲେ ଶିଶୁପୁତ୍ର

ଚାନ୍ଦବାଲି,୨୧।୭(କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଭୂଇଁବୃତି ଗାଁରେ ଏକ ଅଘଟଣ ଘଟିଛି। ପୋଖରୀରେ ପଡ଼ି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଉଛନ୍ତି ଗାଁର ତପନ ସେଠୀଙ୍କ ପୁଅ ସୌମ୍ୟରଞ୍ଜନ(୩)। ମିଳିଥିବା ସୂଚନା ମୁତାବକ, ଶିଶୁଟି…

ଓଲଟିଲା ଟୁରିଷ୍ଟ ବସ୍‌

ଭଦ୍ରକ,୨୦ା୭(ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଛତାବରପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଏକ ଟୁରିଷ୍ଟ ବସ୍‌ ଓଲଟି ୨ ଜଣ ଗୁରୁତର ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଭଣ୍ଡାରିପୋଖରୀ…

ମେଳଣଡିହ ଗ୍ରାମ ରାସ୍ତାରେ ଘାଇ

ଧାମନଗର,୧୯।୭ (ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷାରେ ବହୁ ରାସ୍ତାଘାଟ ପ୍ରଭାବିତ ହୋଇଛି। ଗତ ଶନିବାର ପ୍ରବଳ ବର୍ଷା ଯୋଗୁ ଭଗବାନପୁର ପଞ୍ଚାୟତର ପଳିକିରି ମେଳଣଡିହ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାରେ ଏକ…

ଏନ୍‌ଏଚ୍‌-୧୬ର ଆରଡ଼ିଛକ ଓଭରବ୍ରିଜରେ ବିରାଟ ଗର୍ତ୍ତ

ଭଦ୍ରକ, ୧୯।୭ (ସନାତନ ରାଉତ): ୧୬ ନଂ. ଜାତୀୟ ରାଜପଥର ଯାଜପୁର ଜିଲା ରସୁଲପୁରଠାରେ ମଙ୍ଗଳବାର ଓଭରବ୍ରିଜ୍‌ ଦବି ଯାଇଥିବା ବେଳେ ଭଦ୍ରକର ଆରଡ଼ିଛକ ଓଭରବ୍ରିଜ୍‌ରେ ଏକ ବିରାଟ ଗର୍ତ୍ତ ନଜରକୁ ଆସିଛି। ଖବର ପାଇବା ପରେ ଜାତୀୟ ରାଜପଥର ପ୍ରକଳ୍ପ…

ଆଖଣ୍ଡଳମଣି ପୀଠରେ ଅସମ୍ଭାଳ ଭିଡ଼:ବ୍ୟାରିକେଡ୍‌ ଭାଙ୍ଗି ଧସ୍ତାଧସ୍ତିରେ ୩ ଆହତ

ଆରଡ଼ି, ୧୭।୭ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ସୋମବାର କାଉଡ଼ିଆମାନେ ଶ୍ରାବଣୀ ମହାଦେବଙ୍କ ମସ୍ତକରେ ଜଳଲାଗି କରିଛନ୍ତି। ରବିବାର ପୀଠରେ କାଉଡ଼ିଆଙ୍କ ଅସମ୍ଭବ ଭିଡ଼କୁ ଲକ୍ଷ୍ୟ କରି ଅପରାହ୍ନ ୪ଟାରୁ ଜଳଲାଗି କାର୍ଯ୍ୟ ଆରମ୍ଭ ହୋଇଥିଲା।…

ଯୋଗ୍ୟ ହୋଇ ବି ମିଳିଲାନି ଆବାସ

ତିହିଡି,୧୭।୭(ସଞ୍ଜିତ ବଳ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ଘର ଯୋଗାଇ ଦିଆଯିବା ସହ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଥମ କିସ୍ତି ଟଙ୍କା ମଧ୍ୟ ମିଳିସାରିଛି। ଅଯୋଗ୍ୟମାନେ ଘର ହାତେଇ ନେଉଥିବା ବେଳେ ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ହୋଇଥିବା ଅଭିଯୋଗ ହେଉଛି। ପ୍ରଧାନମନ୍ତ୍ରୀ…

ଭୁଶୁଡ଼ିଲା ନିର୍ମାଣାଧୀନ ପାର୍କର ପାଚେରି

ବାସୁଦେବପୁର, ୧୭।୭ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୧ ନଂ. ୱାର୍ଡ ବଂଶୀପାଟଣା ଗ୍ରାମରେ ମୁଖ୍ୟମନ୍ତ୍ରୀ କର୍ମତପତ୍ର ଅଭିଯାନ ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷରେ ନିର୍ମାଣାଧୀନ ଏକ ପାର୍କର ଉତ୍ତରପାଖ ପାଚେରି ଶନିବାର ବର୍ଷାରେ ଭୁଶୁଡ଼ି ପଡ଼ିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri