ଭଦ୍ରକ

ଚୋରାମଦ କାରବାର ବନ୍ଦ ପ୍ରତିବାଦ: ରାସ୍ତାରେ ଶୋଇଲେ ମହିଳା

ବାସୁଦେବପୁର,୧।୯(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ-ଚୁଡାମଣି ରାସ୍ତା ରବିବାର ଗ୍ରାମବାସୀଙ୍କ ପକ୍ଷରୁ ଅବରୋଧ କରାଯାଇଛି। ଚୋରାମଦ କାରବାର ବନ୍ଦ ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଛି। ଇରମ ଗ୍ରାମର ଜୟନ୍ତୀ ଦାସ ନାମକ ଜଣେ ମହିଳା ରାସ୍ତାରେ ଶୋଇ ଏହାକୁ ବିରୋଧ…

ପୂଜାରେ ବାଣ୍ଟିବେ ସଚେତନତା ବାର୍ତ୍ତା

ଆରଡ଼ି, ୧।୯ (ଡି.ଏନ.ଏ.)- ସୋମବାର ବିଦ୍ୟାଦାତା ବିଘ୍ନବିନାଶକ ଗଜାନନଙ୍କ ପୂଜା। ଏଥିପାଇଁ ଗଁାଠୁ ସହର ସବୁଠି ଚାଲିଛି ପ୍ରସ୍ତୁତି। କାରିଗରମାନେ ଗଜାନନଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେବାରେ ଲାଗିପଡ଼ିଛନ୍ତି। ଭଦ୍ରକ ଜିଲାର ଆରଡ଼ି ନିକଟସ୍ଥ ଦୋହରାପାଟଣା ଗଁାରେ ୨୫ ବର୍ଷ ଧରି…

ନୟନଯୋରିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବଳାତ୍କାର ପରେ ହତ୍ୟା ଅଭିଯୋଗ

ପଦ୍ମପୁର/ତିହିଡ଼ି, ୩୧।୮ (ଡି.ଏନ.ଏ.) : ଭଦ୍ରକ ଜିଲା ନାୟକାଣିଡିହୀ ଥାନା ବାଲିମେଦ ପଞ୍ଚାୟତ ଅଧୀନ ପାଇକସାହି ନିକଟସ୍ଥ ନୟନଯୋରିରୁ ଶୁକ୍ରବାର ସକାଳେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତା ଯୁବତୀଙ୍କ ପରିଚୟ ମିଳିଛି। ସେ ତିହିଡ଼ି ଥାନା ରାଜନଗର…

ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି ସୂଚନା ଫଳକ

ପଦ୍ମପୁର, ୩୧।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାରେ ଲଗାଯାଇଥିବା ସୂଚନା ଫଳକ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଉଛି। ପୂର୍ତ୍ତ ବିଭାଗ ଅଧୀନରେ ଥିବା ଏହି ୧୮ କି.ମି. ରାସ୍ତାର ଏବେ ପୁନଃନିର୍ମାଣ ଓ ମରାମତି ଚାଲିଛି।…

ପୋଖରୀ, ନାଳ ପାଣି ଭରସା

ପଦ୍ମପୁର, ୩୧।୮(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସାନକୃଷ୍ଣପୁର ପଞ୍ଚାୟତ ତେନ୍ତୁଳି ଆଡିଆ ଗ୍ରାମ ଲୋକଙ୍କୁ ଏବେ ଭରସା ପୋଖରୀ ଓ ନାଳ ପାଣି। ୮ ମାସ ଧରି ଗଁାରେ ଥିବା ସରକାରୀ ନଳକୂପରୁ ଲୁଣାପାଣି ବାହାରୁଛି। ଫଳରେ ଏଠାରେ ବସବାସ…

ରାସ୍ତାକଡ଼ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ପଦ୍ମପୁର, ୩୦।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁର-ବିରସ ରାସ୍ତାପାର୍ଶ୍ୱ ପାଇକ ସାହି ଛକ ନିକଟ ନାଳରୁ ଶୁକ୍ରବାର ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ପରିଚୟ ଜଣାପଡ଼ି ନାହିଁ। ଯୁବତୀ ସାଲଓ୍ବାର ପଞ୍ଜାବୀ ପିନ୍ଧିଥିବା ବେଳେ…

ସରପଞ୍ଚ, ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ ଅଫିସ,୩୦।୮: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ସରପଞ୍ଚ ଓ ସେବା ସମବାୟ ସମିତିର ସମ୍ପାଦକଙ୍କ ଘରେ ଶୁକ୍ରବାର ସକାଳୁ ବାଲେଶ୍ୱର ଭିଜିଲାନ୍ସର ଏକ ଟିମ୍‌ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି। ସଙ୍ଗୀତା ଖଣ୍ଡେଇ ତେସିଙ୍ଗା…

ଟୁଇଟ୍‌ ପରେ ଚାଉଳ ମିଳିବା ପ୍ରସଙ୍ଗ: ଭଗବାନପୁରରେ ସ୍ବତନ୍ତ୍ର ଟିମ୍‌ର ତଦନ୍ତ

ଭଦ୍ରକ ଅଫିସ, ୩୦।୮- ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଞ୍ଚାୟତ ଅନହରପୁର ଗଁାରେ ପାଞ୍ଚାଳୀ ଜେନା ନାମ୍ନୀ ଜଣେ ରାଶନକାର୍ଡ ହିତାଧିକାରୀ ଦୀର୍ଘମାସ ଧରି ସାମଗ୍ରୀ ପାଉ ନ ଥିଲେ। ସେହି ଗଁାର ସନ୍ତୋଷ ମହାପାତ୍ର ନାମକ ଜଣେ…

ପୋଖରୀରୁ ମିଳିଲା ନିଖୋଜ ଛାତ୍ରଙ୍କ ମୃତଦେହ

ତିହିଡ଼ି, ୨୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ସନ୍ଥପୁରା ଗ୍ରାମର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଗୁରୁବାର ପୋଖରୀରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ର ହେଲେ ମିନାହାକ କାଦ୍ରି। ସେ ବୁଧବାର ସନ୍ଧ୍ୟାଠାରୁ…

ତିହିଡ଼ିରେ ଜେଏମ୍‌ଏଫ୍‌ସି କୋର୍ଟ ପ୍ରତିଷ୍ଠା ଦାବି: ଓକିଲ ସଂଘର ଧାରଣା

ତିହିଡି,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହଡ଼ି ଓକିଲ ସଂଘ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ତିହିଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି। ତିହିଡିରେ ସିଭିଲ୍‌ ଜଜ୍‌ ଜୁନିୟର ଡିଭିଜନ(ଜେଏମ୍‌ଏଫ୍‌ସି) କୋର୍ଟ ପ୍ରତିଷ୍ଠା ଦାବିରେ ଏହି ପଦକ୍ଷେପ ନିିଆଯାଇଛି। ସଂଘର ସଭାପତି ସୂର୍ଯ୍ୟ ମିଶ୍ର,…

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, ଅପମୃତ୍ୟୁ ମାମଲା ରୁଜୁ କଲା ତିହିଡ଼ି ପୋଲିସ

ତିହିଡି,୨୯।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ବିଦ୍ୟାଧରପୁର ଗ୍ରାମର ଜଣେ ଯୁବକ ଗୁରୁବାର ସକାଳେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁଶାନ୍ତ ବେହେରା(୨୫)। ମାନସିକ ବିକୃତି ଯୋଗୁ ସେ ଆତ୍ମହତ୍ୟା କରିଥିବା ତାଙ୍କ ପରିବାରଲୋକେ…

ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ ଅଫିସ,୨୯।୮: ଭଦ୍ରକ ଟାଉନ ପୋଲିସ ଗୁରୁବାର ବାଇପାସ୍‌ ଛକ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ଦୁଇ ହାତରେ ସାଲାଇନ ଦିଆଯାଉଥିବା ଭେନ ପ୍ଲାଗ ଲାଗିଥିବାରୁ ସେ ମେଡିକାଲରୁ ପଳାଇ ଆସିଥିବା ବେଳେ ରାସ୍ତାରେ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?