ଭଦ୍ରକ

ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଲା ବୋଲେରୋ: ୧୨ ଗୁରୁତର

ବାସୁଦେବପୁର,୧୭ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜାମୁଝାଡ଼ି ଧାମରା ରାସ୍ତାର ବେତଡ଼ା ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବୋଲେରୋ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ରାସ୍ତାକଡ଼ ନୟନଜୋରୀକୁ ଓଲଟି ପଡ଼ିଛି। ଫଳରେ ଗାଡ଼ିରେ ଥିବା ୩ ଛୋଟ…

ଭଦ୍ରକରେ ପରାକ୍ରମ ଶୋଭାଯାତ୍ରା, ଯୋଗଦେଲେ ଏମ୍‌ପି-ଜିଲାପାଳ

ଭଦ୍ରକ, ୧୫।୫(ସନାତନ ରାଉତ): ପାକିସ୍ତାନ ବିରୋଧରେ ଅପରେଶନ ସିନ୍ଦୂରରେ ସଫଳତା ପରେ ସାରା ଦେଶରେ ପରାକ୍ରମ ଶୋଭଯାତ୍ରା କରାଯାଉଛି l ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ବୁଧବାର ଶୋଭଯାତ୍ରାର ଶୁଭାରମ୍ଭ କରିବା ପରେ ଭଦ୍ରକରେ ଗୁରୁବାର ପୂର୍ବାହ୍ନ ୮ ଟାରେ ସାଇକେଲ ଓ ବାଇକ…

ଜାଲ୍‌ ନୋଟ୍‌ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଭଦ୍ରକ,୧୨ା୫(ସନାତନ ରାଉତ): ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶନିବାର ଜଣଙ୍କୁ ଗିରଫ କରିଥିବା ବେଳେ ରବିବାର ରାତିରେ ଏହି ରାକେଟର ମାଷ୍ଟର ମାଇଣ୍ଡକୁ ଯାଜପୁର ଜିଲା ଦଶରଥପୁର ଥାନା ଛଞ୍ଚିଣା ଗ୍ରାମରୁ ତାଙ୍କ ଘରୁ ଗିରଫ କରିଛି…

ବାଣ ଗୋଦାମରେ ବିସ୍ଫୋରଣ ଘଟଣା: ପୂର୍ବରୁ ଯାଇଥିଲା ୨ ଜୀବନ, ଆଜି ଆଉ ୩ ଆଖି ବୁଜିଲେ

ଭଦ୍ରକ,୧୦ା୫(ସନାତନ ରାଉତ): ଭଦ୍ରକ-ଚାନ୍ଦବାଲି ରାସ୍ତାର ଭଦ୍ରକ ପୌରପାଳିକା ୨୫ ନଂ ଓ୍ବାର୍ଡ ହଳଦୀ ବାଇପାସ ଠାରେ ଗତ ମଙ୍ଗଳବାର ଏକ ବାଣ ଗୋଦାମରେ ଘଟିଥିବା ବିସ୍ଫୋରଣରେ ଘଟଣା ଦିନ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୩ ଗୁରୁତର ମଧ୍ୟରୁ ଶୁକ୍ରବାର…

ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ

ଭଦ୍ରକ,୮।୫ (ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୫ ନଂ. ୱାର୍ଡର ହଳଦୀଡିହ ବାଇପାସ୍‌ଠାରେ ମଙ୍ଗଳବାର ସକାଳେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟଣାର ତଦନ୍ତ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗୋଦାମ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି…

ବାଣ ଦୋକାନରେ ବିସ୍ଫୋରଣ ଘଟି ଲାଗିଲା ନିଆଁ: ୨ ମୃତ, ୭ ଆହତ

ବାସୁଦେବପୁର,୬।୫(କାଲିପଦ ରାୟ): ଭଦ୍ରକ ସଦର ବ୍ଲକ ଅଧୀନ ବାଇପାସ୍‌ ଚାନ୍ଦବାଲି ରାସ୍ତା ହଳଦିଡ଼ିହି ଛକରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। ବାଣ ଦୋକାନରେ ଭୟଙ୍କର ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ରୁ…

କିନ୍ନର ସମାଜ ପାଇଁ ଗୌରବର ବିଷୟ : ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ୯ କିନ୍ନର

ଭଦ୍ରକ, ୩।୫(ସନାତନ ରାଉତ): କିନ୍ନର ସମାଜ ପାଇଁ ଗୌରବଆଣିଲେ ଭଦ୍ରକର ୯ କିନ୍ନର । ସଦ୍ୟ ପ୍ରକାଶ ପାଇଥିବା ମ୍ୟାଟ୍ରିକ ପରୀକ୍ଷାଫଳ ଅନୁସାରେ ଭଦ୍ରକ ଚରମ୍ପା ଅଂଚଳର ୯ ଜଣ କିନ୍ନର ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହା କିନ୍ନର ସମାଜ ପାଇଁ…

ୟୁଟ୍ୟୁବ ଦେଖି ସ୍କୁଟର ତିଆରି କଲେ ମ୍ୟାଟ୍ରିକ ଛାତ୍ର: କହିଲେ ପୁରା ପ୍ରସ୍ତୁତିର କାହାଣୀ

ଭଦ୍ରକ,୩।୫(ସନାତନ ରାଉତ): ୟଟ୍ୟୁବ୍‌ ଦେଖି ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀ ସ୍କୁଟର ନିର୍ମାଣ କରି ବେଶ ଚର୍ଚ୍ଚାରେ । ସେହି ଛାତ୍ର ଜଣକ ହେଉଛନ୍ତି ଭଦ୍ରକ ଜିଲା ଚରମ୍ପା ପଥରଆଡି ଗ୍ରାମର କାର୍ତ୍ତିକ ମହାରଣାଙ୍କ ପୁଅ ବିନୋଦ (୧୬ ବର୍ଷ)। ସେ ଚଳିତ…

ଛାତ୍ରୀଛାତ୍ରଙ୍କ ପୋଷାକରେ ଅନିୟମିତତା: ଧାରଣାରେ ବସିଲା ମହିଳା ମଞ୍ଚ

ଭଦ୍ରକ,୧ା୫(ସନାତନ ରାଉତ): ମୁଖ୍ୟମନ୍ତ୍ରୀ ପୋଷାକ ପରିଧାନ ଯୋଜନାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପୋଷାକ ଅନିୟମିତତା ବିରୋଧରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀ ମହାମଞ୍ଚର ମହିଳାମାନେ। ବିଦ୍ୟାଳୟକୁ ପୋଷାକ ଯୋଗାଇବା ପାଇଁ ମହିଳା…

ଭଦ୍ରକରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ

ଭଦ୍ରକ, ୧।୫(ସନାତନ ରାଉତ)- ଭଦ୍ରକ ଟାଉନ ହଲରେ ଗୁରୁବାର ପୂର୍ବାହ୍ନ ୯ ଟାରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି l ଡିଜିଟାଲ ଯୁଗରେ ମେଶିନ ଦ୍ୱାରା ସବୁ କାମ କରାଯାଉଥିଲେ ମଧ୍ୟ ମେସିନ ଚଳାଇବା ପାଇଁ ମାନବ ସମ୍ବଳର…

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭଦ୍ରକ,୨୭ା୪(ସନାତନ ରାଉତ)- ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ ପିଛା ଛାଡୁନାହଁ। ୩ ଦିନ ତଳେ ଜଣେ ମହିଳା ରୋଗୀଙ୍କ ଲିଫ୍ଟରେ ଚାପି ହୋଇ ମୃତ୍ୟୁ ହେବା ଘଟଣାକୁ ନେଇ ତୁମ୍ବି ତୋଫାନ ଥମି ନ ଥିବା ବେଳେ ରବିବାର ଗେଲପୁରସ୍ଥିତ…

ଆମ୍ବୁଲାନ୍ସରେ ହେଉଥିଲା ଗୋଚାଲାଣ: ୪ ଗୋରୁ ଉଦ୍ଧାର, ଆମ୍ବୁଲାନ୍ସ ଜବତ

ଭଦ୍ରକ,୨୭।୪(ସନାତନ ରାଉତ): ଭଦ୍ରକରେ ଗୋ ଚାଲାଣ ରୋକିବା ପାଇଁ ପୋଲିସ କଡା ପଦକ୍ଷେପ ନେଉଥିବାରୁ ଗୋ ମାଫିଆ ମାନେ ଅଭିନ ଉପାୟରେ କରୁଛନ୍ତି ଗୋଚାଲାଣ ।ରବିବାର ଭୋର ସମୟରେ ଗୋ ଚାଲାଣ ହେଉଥିବା ଏକ ଆମ୍ବୁଲାନ୍ସକୁ ଜବତ କରିଛି ପୁରୁଣାବଜ଼ାର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?