ନକଲି ବିଦେଶୀ ମଦ ଜବତ, ୨ ଗିରଫ
ଭଦ୍ରକ ଅଫିସ, ୨୮।୩: ଭଦ୍ରକ ଜିଲା ରାଣୀତାଲ ଛକ ନିକଟରୁ ଶନିବାର ସକାଳେ ଭଦ୍ରକ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨ ନକଲି ବିଦେଶୀ ମଦ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ରାଣୀତାଲର ଦିଲ୍ଲୀପ ମଲିକ ଓ ଅଶୋକ…
ବର୍ଷକର ଦରମା ଦେଲେ ୨ ସମିତିସଭ୍ୟ
ଭଣ୍ଡାରିପୋଖରୀ, ୨୮ା୩(ଡି.ଏନ.ଏ.)-ସମଗ୍ର ବିଶ୍ୱରେ କରୋନା କାୟା ବିସ୍ତାର କରି ଚାଲିଛି। ଏଭଳି ସ୍ଥିତିରେ ସହାୟତାର ହାତ ବଢାଇଛନ୍ତି ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତ ସମିତିସଭ୍ୟ ପ୍ରାଣୀତକାନ୍ତ ସାମଲ ଏବଂ ବଇଁଆବନାପୁର ପଞ୍ଚାୟତ ସମିତିସଭ୍ୟା ସ୍ମିତାରେଖା ରାଉତ। ଶୁକ୍ରବାର ସେମାନେ ତାଙ୍କର ବର୍ଷକର…
ଲକ୍ଡାଉନ୍ ସମୟରେ ନମାଜ ପାଠ ବନ୍ଦ କଲା ପ୍ରଶାସନ: ଭାଙ୍ଗିଲା ଲୋକ ଗହଳି
ଧାମନଗର,୨୭।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ପ୍ରଶାସନ ପକ୍ଷରୁ ଗୋଡ଼ିପୋଖରୀ ମସ୍ଜିଦରେ ନମାଜ ପାଠ ବନ୍ଦ କରାଯାଇଛି। ଲକ୍ଡାଉନ୍ ସମୟରେ ଲୋକେ ନମାଜ ପାଠ କରୁଥିବାବେଳେ ମାଜିଷ୍ଟ୍ରେଟ ଲଗନଜିତ ବେହେରା, ଧୁଷୁରୀ ଥାନା ଆଇଆଇସି ପ୍ରଫୁଲ ସିଂ ପହଞ୍ଚି ଲୋକ ଗହଳି…
ଲକ୍ଡାଉନ୍ ସମୟରେ ଆଗୁଆ ୪ ମାସର ଭତ୍ତା ପାଇ ହିତାଧିକାରୀ ଖୁସି
ଆରଡି,୨୭।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତରେ ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଶୁକ୍ରବାର ପଞ୍ଚାୟତର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ଦାସ, ନୋଡାଲ ଅଫିସର ଇ. ପ୍ରଭାତ ବେହେରା ଘରଘର ବୁଲି ହିତାଧିକାରୀଙ୍କୁ ୪…
ତୀର୍ଥ ଫେରନ୍ତା ୬ ଜଣ ବୟସ୍କ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
ବନ୍ତ,୨୭।୩(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ତୀର୍ଥରୁ ଫେରିଥିବା ୬ ଜଣ ବୟସ୍କ ତୀର୍ଥଯାତ୍ରୀଙ୍କୁ ଭର୍ତ୍ତି କରାଯାଇଛି । ସମସ୍ତ ଯାତ୍ରୀ ଛୟାଳସିଂ, ଗଣିଜାଙ୍ଗ ଓ ଷେଣ୍ଢତିରା ପଞ୍ଚାୟତର ବୋଲି ଜଣାଯାଇଛି।…
ହିତାଧିକାରୀଙ୍କୁ ଘରେ ଦିଆଗଲା ଭତ୍ତା ଟଙ୍କା
ବନ୍ତ,୨୭।୩(ଡି.ଏନ୍.ଏ.): କରୋନା ଲାଗି ସାରା ଦେଶ ଲକ୍ଡାଉନ୍ ଘୋଷଣା ହୋଇଥିବା ବେଳେ ହିତାଧିକାରୀଙ୍କୁ ଘରେ ଭତ୍ତା ଟଙ୍କା ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଥିଲା । ଏ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟଁ । ପଞ୍ଚାୟତର…
ଜରୁରୀ ସେବାରେ ନିୟୋଜିତ ପୋଲିସଙ୍କୁ ସମ୍ମାନ: ଉତ୍ପାଦିତ କ୍ଷୀର ପୋଲିସକୁ ପ୍ରଦାନ କଲେ ଗୋପାଳ
ବନ୍ତ,୨୭ା୩(ଡି.ଏନ୍.ଏ.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଜରୁରୀ ସେବାରେ ନିୟୋଜିତ ଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କୁ ହୃଦୟରୁ ସମ୍ମାନ ଜଣାଇଛନ୍ତି ଭଦ୍ରକ ଜିଲା…
ଅତିରିକ୍ତ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଅରୁଣ ମହାପାତ୍ର
ଭଦ୍ରକ ଅଫିସ,୨୭।୩: ରାଜ୍ୟ ସରକାର ୧୯ଟି ଜିଲାରେ ଅଧିକ ଜଣେ ଲେଖାଏ ଅତିରିକ୍ତ ଜିଲାପାଳ (ରାଜସ୍ବ) ପଦବୀ ସୃଷ୍ଟି କରି ନିଯୁକ୍ତି ପ୍ରଦାନ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଥିଲା। ଏହି…
କରୋନା କଟକଣା ଉଲ୍ଲଙ୍ଘନ: ସାପ୍ତାହିକ ହାଟରେ ପ୍ରବଳ ଭିଡ଼
ଆରଡ଼ି,୨୭।୩(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁଠାରେ ଶୁକ୍ରବାର ସକାଳେ ସାପ୍ତାହିକ ହାଟ ବସିଥିଲା। ଏହି ହାଟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲ। ଲୋକେ ସାମାଜିକ ଦୂରତା ବାବଦରେ ଜାଣି ନ ଥିବା କହିଥିବା ବେଳେ କେବଳ କିଛି ବ୍ୟକ୍ତି ମୁହଁରେ…
କରୋନା ଲାଗି ସ୍ଥାନାନ୍ତର ହେଉଛନ୍ତି ଭିକାରି
ଭଦ୍ରକ ଅଫିସ,୨୭।୩: ଭଦ୍ରକ ପୌରପାଳିକା ପକ୍ଷରୁ ରାସ୍ତାପାର୍ଶ୍ୱରେ ଭିକ୍ଷାବୃତ୍ତି କରୁଥିବା ସମସ୍ତ ଭିକାରିଙ୍କୁ ଉଦ୍ଧାର କରାଯାଇ ମଠସାହିସ୍ଥିତ ବିଦ୍ୟାଳୟରେ ରଖାଯାଇଛି। ଭଦ୍ରକ ପୌରପାଳିକା ନିର୍ବାହୀ ଅଧିକାରୀ ମନୋରମା ଭୂୟାଁଙ୍କ ଉପସ୍ଥିତିରେ ସହରର ବନ୍ତ ଛକ ପୋଲ ତଳ ଓ ଆରଡ଼ି ଛକ…
ତେଲଙ୍ଗାନାରେ ଫଶିିଛନ୍ତି ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ
ପଦ୍ମପୁର,୨୭ା୩(ଡି.ଏନ୍.ଏ.)- କରୋନାର ମୁକାବିଲା ଲାଗି ସମଗ୍ର ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା ଘରକୁ ଫେରି ନ ପାରି ଓଡ଼ିଶାର ଭଦ୍ରକ ଜିଲାର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ତେଲଙ୍ଗାନା ରାଜ୍ୟର ମେହବୁବନଗରରେ ଫଶିି ରହିଛନ୍ତି। କାମ ବନ୍ଦ ହୋଇଯାଇଥିବା ବେଳେ ନିତ୍ୟ…
ବାଉଁଶ ବାନ୍ଧି ଗାଁ ରାସ୍ତା ବନ୍ଦ କଲେ ମହିଳା
ଭଦ୍ରକ ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି। ହେଲେ କଟକଣାକୁ ନ ମାନି କେତେକ ଲୋକ ଲକ୍ଡାଉନ ସମୟରେ ବାହାନା ଦେଖାଇ ବାହାରେ ବୁଲାବୁଲି କରୁଛନ୍ତି। ଏଥିରେ ରୋକ ଲଗାଇବା ପାଇଁ…
Archives


