ବିନା ବେଦୀ, ମନ୍ତ୍ର ପାଠରେ ଆଦର୍ଶ ବିବାହ
ଭଦ୍ରକ ଅଫିସ,୧୭ା୭-ଭଦ୍ରକ ସହରର ଗାନ୍ଧୀପଡ଼ିଆସ୍ଥିତ ସୀତାରାମ କଲ୍ୟାଣମଣ୍ଡପରେ ବୁଧବାର ଏକ ଆଦର୍ଶ ବିବାହ ଅନୁଷ୍ଠିିତ ହୋଇଯାଇଛି। ଏହି ବାହାଘରରେ ନା ଥିଲା ଯୌତୁକ ନେଣଦେଣ, ନା ଥିଲା ଜାତକ ମେଳାପ, ଶୁଭି ନ ଥିଲା ବ୍ରାହ୍ମଣଙ୍କ ମନ୍ତ୍ରପାଠ। କନ୍ୟା ଓ ବର…
ଅବରୋଧ ଯୋଗୁ ନିଷ୍କାସିତ ହୋଇପାରୁନି ଜଳ -ଶହେ ଏକର ଜମି ପଡ଼ିଆ ପଡ଼ିବା ଆଶଙ୍କା
ବନ୍ତ,୧୭।୭(ଡି.ଏନ୍.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ ଛୟାଳସିଂହ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧୀନ ଶାଳକଣିଆ,ବାଙ୍ଗୋରପଦୀ, ସଖିପାଟଣା ମୌଜାର ସରକାରୀ ଚକ ରାସ୍ତା ଓ ସରକାରଙ୍କ ଦ୍ୱାରା ଚିହ୍ନିତ ଜଳସେଚନ ନାଳକୁ କେତେକ ଚାଷୀ ଅବରୋଧ କରିଛନ୍ତି। ଫଳରେ ଚାଷଜମିରୁ ବାଙ୍ଗୋରପଦୀ ମାଇନର…
୧୪ ଦିନ ପାଇଁ ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ବନ୍ଦ
ଭଦ୍ରକ ଅଫିସ, ୧୬ା୭- ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ଆଗାମୀ ୧୪ ଦିନ ପାଇଁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। କରୋନା ସଂକ୍ରମଣ ବଢ଼ୁଥିବା କାରଣରୁ ପୌରପାଳିକା ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ୧୪ ଦିନ ମଧ୍ୟରେ କାର୍ଯ୍ୟାଳୟ ସାନିଟାଇଜେଶନ୍…
ଧାମନଗର ଏନ୍ଏସି ୩ ଦିନ ଶଟ୍ଡାଉନ୍, ଜାଣନ୍ତୁ ଏସବୁ ସେବା ଚାଲୁ ରହିବ
ଧାମନଗର,୧୬ା୭(ଡି.ଏନ୍.ଏ.): କରୋନା ସଂକ୍ରମଣ ରୋକିବାକୁ ଧାମନଗର ଏନ୍ଏସିକୁ ୩ ଦିନ ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲାପାଳ ଏପରି ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ସକାଳ ୫ଟାରୁ ଏହି ଶଟ୍ଡାଉନ୍ ଆରମ୍ଭ…
ଭଦ୍ରକ ଜିଲାରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ
ଭଦ୍ରକ ଅଫିସ,୧୬।୭: ଭଦ୍ରକ ଜିଲାରେ ଗୁରୁବାର ପୁଣି ୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟଙ୍କ ମଧ୍ୟରୁ ୬ଜଣ କ୍ୱାରାଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ ଭଦ୍ରକ ଜିଲାପାଳ ଟୁଇଟ କରି ସୂଚନା…
୬ ହୋଟେଲ ସିଲ୍ କଲା ପ୍ରଶାସନ
ବାସୁଦେବପୁର,୧୬ା୭(ଡି.ଏନ୍.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ କୋଭିଡ୍-୧୯ ଆଇନର ଉଲ୍ଲଂଘନ କରି ଚାଲିଥିବା ୬ଟି ହୋଟେଲକୁ ବୁଧବାର ପ୍ରଶାସନ ସିଲ୍ କରିଛି। ଏହି ହୋଟେଲଗୁଡ଼ିକରେ ଲୋକଙ୍କୁ ବସାଇ ଖାଇବାକୁ ଦିଆଯାଉଥିବା ସହିତ ସାମାଜିକ ଦୂରତା ରକ୍ଷା କରାଯାଉ ନ ଥିବା ପ୍ରଶାସନର…
ବାଇକ ହ୍ୟାଣ୍ଡେଲ୍ରେ ଟାଙ୍ଗି ଥିଲେ ଲକ୍ଷେ ୩୨ ହଜାର ଟଙ୍କା, ଚୋର ନେଇ ପାର୍
ଭଣ୍ଡାରିପୋଖରୀ,୧୪।୭ (ଡି.ଏନ.ଏ): ଭଣ୍ଡାରିପୋଖରୀ ବ୍ଲକ କୃଷି କାର୍ଯ୍ୟଳୟ ନିକଟରେ ଏକ ବଡ ଲୁଟ୍ ହୋଇଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ସମୟରେ ନିର୍ଗୁଣ୍ଡି ପଞ୍ଚାୟତ ଗୁହାଳିଆ ଗ୍ରାମର ଉମାକାନ୍ତ ଖଟୁଆଙ୍କ ବାଇକ ହ୍ୟାଣ୍ଡେଲରେ ଟଙ୍ଗା ଯାଇଥିବା ଏକ ଟଙ୍କା ବ୍ୟାଗ…
ଭଦ୍ରକ-କୋଲକତା ବସ୍ ଚଳାଚଳ ବନ୍ଦ
ଭଦ୍ରକ ଅଫିସ,୧୩।୭-ଭଦ୍ରକରୁ କୋଲକତା କୌଣସି ବସ୍ ଯାଇପାରିବନି କି ଆସିପାରିବନି। କୋଲକତାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଏପରି ପଦକ୍ଷେପ ନେଇଛି ଭଦ୍ରକ ଜିଲାପ୍ରଶାସନ। ଏ ନେଇ ଭଦ୍ରକ ଜିଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି।
ଶିକ୍ଷୟିତ୍ରୀଙ୍କ ଅଶ୍ଳୀଳ ଫଟୋ ଉଠାଇ ଜେଲ୍ ଗଲେ ଶିକ୍ଷକ
ପଦ୍ମପୁର,୧୩ା୭(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଣେ ଶିକ୍ଷୟିତ୍ରୀଙ୍କ ଅଶ୍ଲୀଳ ଫଟୋ ଉଠାଇ ଜେଲ୍ ଯାଇଛନ୍ତି ଜଣେ ଶିକ୍ଷକ। ସୂଚନାଯୋଗ୍ୟ, ସଂପୃକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଫଟୋ ଉଠାଇ ତାଙ୍କ ଶାଶୁଘରକୁ ପଠାଇ ବ୍ଲାକ୍ ମେଲିଂ କରୁଥିଲେ। ଏନେଇ ଅଭିଯୋଗ ହେବା…
ଗର୍ଭବତୀଙ୍କୁ ମରଣାନ୍ତକ ଆକ୍ରମଣ: ଭିଡିଓ ଭାଇରାଲ
ଭଦ୍ରକ ଅଫିସ, ୧୩।୭: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରୋଳି ଶାସନ ଅଞ୍ଚଳରେ ଜଣେ ଗର୍ଭବତୀ ମହିଳାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଛି। ଗ୍ରାମର କିଛି ପଡୋଶୀ ଉକ୍ତ ଗର୍ଭବତୀଙ୍କ ବେକକୁ ବାଉଁଶରେ ଚାପିବା ସହ ତାଙ୍କ ମୁଣ୍ଡକୁ କାଠ ଫାଳିଆରେ…
ଏବେ ବି ଫେରୁଛନ୍ତି ପ୍ରବାସୀ
ଭଦ୍ରକ ଅଫିସ, ୧୩ା୭: ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯୪ ଛୁଇଁଛି। ସରକାରୀ ଭାବେ ଜିଲାରେ ଜଣଙ୍କ ମୃତ୍ୟୁ ଘଟିଥିବା ଘୋଷଣା କରାଯାଇଥିବା ବେଳେ ବେସରକାରୀ ଭାବେ ଏହା ୨ ବୋଲି କୁହାଯାଉଛି। ମୁଖ୍ୟତଃ ଭଦ୍ରକ ଜିଲାକୁ…
ଭଦ୍ରକରେ ୧୧ ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଲା
ଭଦ୍ରକ ଅଫିସ,୧୨ା୭: ରବିବାର ଭଦ୍ରକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଛି। ଚି଼ହ୍ନଟ ସମସ୍ତେ ସଙ୍ଗରୋଧ କେନ୍ଦ୍ରରୁ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା କୁହାଯାଇଛି।
Archives


