ଏଥର ଭଦ୍ରକରୁ ଚିହ୍ନଟ ପଜିଟିଭ୍ ସ୍ଥାନୀୟ ଅଞ୍ଚଳର
ଭଦ୍ରକ ଅଫିସ,୨୮।୭: ଭଦ୍ରକ ଜିଲାରେ ମଙ୍ଗଳବାର ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୯ ଛୁଇଁଛି। ତେବେ ୨ ଚିହ୍ନଟ ସ୍ଥାନୀୟ ଅଞ୍ଚଳ ବୋଲି ସୂଚନା ମିଳିଛି। ଉଭୟଙ୍କ ମଧ୍ୟରୁ ଜଣେ…
କାଳିଆ ଟଙ୍କା ଫେରାଇବାକୁ ୩,୮୧୪ ହିତାଧିକାରୀଙ୍କୁ ନୋଟିସ୍
ଭଦ୍ରକ ଅଫିସ, ୨୮ା୭-ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ମଧ୍ୟରୁ କାଳିଆ ଯୋଜନା ଏକ ଲୋକାଭିମୁଖୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଯୋଜନା ଭାବେ ବେଶ୍ ଲୋକାଦୃତ ହୋଇଥିଲା। ହେଲେ ଏବେ ଏହି ଯୋଜନାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କଲେଣି।…
ଗ୍ରାମରେ ଦେଖାଦେଲା କରୋନା ଲକ୍ଷଣ : ୭ ଦିନ ଓଡଙ୍ଗ ପଞ୍ଚାୟତ ଶଟ୍ଡାଉନ୍
ବନ୍ତ,୨୭।୭(ଡି.ଏନ୍.ଏ./ସ୍ବ.ପ୍ର) : ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତକୁ ସରପଞ୍ଚ କିଶୋର କିଙ୍କର ପଢ଼ିଆରୀ ସୋମବାର ସକାଳ ୭ଟାରୁ ଆସନ୍ତା ରବିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୭ ଦିନ ଶଟ୍ଡାଉନ୍ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଓଡ଼ଙ୍ଗ ଟି.ଏମ୍.ସିରେ ୨ଟି ପଜିଟିଭ୍…
ମାନିଲେନି ଲକ୍ଡାଉନ୍ ନିୟମ: ଶେଷରେ ଆଖି ବୁଜିଲେ କାଉଡ଼ିଆ
ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍.ଏ.): କରୋନା ଲାଗି ଲକ୍ଡାଉନ୍ ଜାରି ରହିଥିବା ବେଳେ ଚଳିତ ବର୍ଷ କାଉଡ଼ିଆଙ୍କୁ ଶୈବ ପୀଠ ମନା ହୋଇଥିଲା। ଏ ନେଇ ଶ୍ରାବଣ ମାସ ତୃତୀୟ ସୋମବାର ହୋଇଥିଲେ ସୁଦ୍ଧା କୌଣସି ଶୈବ ପୀଠରେ ଭକ୍ତଙ୍କ ଭିଡ଼ ଜମି ନଥିଲା। ତେବେ…
ଜୁନିୟର କଲେଜ ଅଧ୍ୟକ୍ଷଙ୍କ କରୋନାରେ ମୃତ୍ୟୁ: ବାରିକପୁର ବଜାର ଶଟଡାଉନ
ଭଣ୍ଡାରିପୋଖରୀ,୨୭।୭(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାରକୁ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଶଟଡାଉନ ଘୋଷଣା କରାଯାଇଛି। ସ୍ଥାନୀୟ ନିର୍ଗୁଣ୍ଡି ଓ ନଗୁଁଆ ପଞ୍ଚାୟତର ସରପଞ୍ଚ ନମିତା ପାତ୍ର ଓ କମଳ କୁମାର ନନ୍ଦ ମିଳିତ ଭାବେ ବାରିକପୁର ସମେତ…
କୋଭିଡ୍ ନିୟମ ଉଲ୍ଲଂଘନ: ଏକତା ମାର୍କେଟ, ଅପର୍ତିବିନ୍ଧା ଛକର ୬ ଦୋକାନ ସିଲ୍
ଭଦ୍ରକ ଅଫିସ, ୨୭।୭: କୋଭିଡ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ୬ଟି ଦୋକାନକୁ ସିଲ୍ କରାଯାଇଛି। ଏ ନେଇ ଉପଜିଲାପାଳ ପିତାମ୍ବର ସାମଲ ସୂଚନା ଦେଇଛନ୍ତି। ଏକତା ମାର୍କେଟ ଓ ଅପର୍ତିବିନ୍ଧା ଛକରେ ଥିବା…
ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଅଟକ
ଧାମନଗର, ୨୭।୭(ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଉକ୍ତ ଅଞ୍ଚଳର ଜଣେ ଯୁବକ ବଳାତ୍କାର କରିଛନ୍ତି। ଏ ନେଇ ସୋମବାର ସକାଳେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଥାନାରେ…
ଭଦ୍ରକ ପୌରପାଳିକାର ୧୨ଟି ଓ୍ବାର୍ଡ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା
ଭଦ୍ରକ ଅଫିସ,୨୭ା୭: ଭଦ୍ରକ ପୌରପାଳିକାର ୧୧ଟି ଓ୍ବାର୍ଡକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଭାବେ ଘୋଷଣା କରାଯାଇଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ପଦକ୍ଷେପ ନିଆ ଯାଇଥିବା ପୌର ପ୍ରଶାସନ ପକ୍ଷରୁ କୁହାଯାଇଛି। ପୌରପାଳିକାର ୩୦ଟି ଓ୍ବାର୍ଡ ମଧ୍ୟରୁ ୩, ୬, ୭,…
ଭଦ୍ରକରେ ଆଉ ୨୫ କରୋନା ପଜିଟିଭ୍ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୪୭ରେ ପହଞ୍ଚିଲା
ଭଦ୍ରକ ଅଫିସ,୨୭ା୭: ସୋମବାର ଭଦ୍ରକ ଜିଲାରୁ ଆଉ ୨୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ,…
ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଲା
ଭଦ୍ରକ ଅଫିସ,୨୫ା୭: ଭଦ୍ରକ ଜିଲାରେ ରବିବାର ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୨୨ରେ ପହଞ୍ଚିଛି। ଆଜି ଚିହ୍ନଟ ଆକ୍ରାନ୍ତମାନଙ୍କ ମଧ୍ୟରେ ୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୫ ଜଣ ସ୍ଥାନୀୟ…
ପ୍ରବାସୀଙ୍କୁ ୨୦୦୦ ବଦଳରେ ୧୯୦୦ ଦେବା ଅଭିଯୋଗ: ପିଇଓ ନିଲମ୍ବିତ
ପଦ୍ମପୁର,୨୫।୭(ଡି.ଏନ୍.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଶାଶୁଭୁଆସୁଣି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଚିନ୍ମୟୀ ପଣ୍ଡାଙ୍କୁ କୋଭିଡ୍ ଗାଇଡ୍ ଲାଇନ ଉଲ୍ଲଂଘନ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ନିଲମ୍ବନ କରିଛନ୍ତି। ଏ ନେଇ ଚିଠି ନଂ ୩୫୫/୨୪/୭/୨୦ରେ ତାଙ୍କୁ ଚାନ୍ଦବାଲି ବ୍ଲକରେ ରିପୋର୍ଟ…
ଗୋବିନ୍ଦପୁର ପଞ୍ଚାୟତ ୭୨ ଘଣ୍ଟିଆ ଶଟ୍ଡାଉନ
ଧାମନଗର, ୨୫।୭(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଉକ୍ତ ଆକ୍ରାନ୍ତ ଜଣକ ଗାଁର ଅନ୍ୟମାନଙ୍କ ସହ ସଂପର୍କରେ ଆସିଥିବାରୁ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ସରପଞ୍ଚ ଜିଲାପାଳ କ୍ଷମତା ବ୍ୟବହାର…
Archives


