ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ନିଆରା ଢଙ୍ଗରେ ପାଳନ କଲେ ସମ୍ବଲପୁରୀ ଦିବସ
ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ଶୁକ୍ରବାର ସ୍ଥାନୀୟ ରାଣା ପ୍ରତାପ ସ୍କୁଲରେ ସମ୍ବଲପୁରୀ ଦିନଭାବେ ପାଳନ କରାଯାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ପାଦିକା ଛାତ୍ରୀ ଶାଳିନୀ…
ଚାଷୀ ପଞ୍ଜୀକରଣ ନୂଆନୀତିକୁ ବିରୋଧ, ରାସ୍ତାକୁ ଓହ୍ଲାଇଲେ ଚାଷୀ
ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ସରକାରଙ୍କ ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଲାଗି ରହିଛି। ଏହି ବ୍ୟବସ୍ଥାରେ ପଞ୍ଜୀକରଣ କରି ନ ପାରି ପ୍ରାୟ ୯୦ ଭାଗ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବାରୁ ବଞ୍ଚିତ…
ସରକାରଙ୍କ ନୂଆନୀତିକୁ ବିରୋଧ, ଆଜି ଆନ୍ଦୋଳନ
ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ଖରିଫ ଧାନବିକ୍ରି ପାଇଁ ଏଥର ରାଜ୍ୟ ସରକାର ନୂଆନୀତି ଆଣିଛନ୍ତି। ସରକାରଙ୍କ ଏହି ନୀତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ପଟେ ଏହି ନୀତି ବିରୋଧରେ ରାଜ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ତେଜି ଉଠିଥିବାବେଳେ ଅନ୍ୟପଟେ ପଞ୍ଜୀକରଣରୁ ମଧ୍ୟ…
ସ୍କୁଲରେ ଶିକ୍ଷକ ଅଭାବ: ୫ରୁ ତାଲା ବନ୍ଦ ଆନ୍ଦୋଳନ ଚେତାବନୀ
ଅତାବିରା, ୩୧ା୭(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଖଇରପାଲିସ୍ଥିତ ସରକାରୀ ୟୁଜିଏମ୍ଇ ସ୍କୁଲରେ ଶିକ୍ଷକ ଅଭାବରୁ ପାଠପଢ଼ାରେ ବ୍ୟାଘାତ ହେଉଥିବା ଅଭିଭାବକ ଅଭିଯୋଗ କରିଛନ୍ତି l ଏହାକୁ ନେଇ ବୁଧବାର ସ୍କୁଲ କମିଟି ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ…
ଉଚ୍ଛେଦ ସମୟରେ ପୋଲିସ-ଜନତା ମୁହାଁମୁହିଁ
ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରସ୍ଥିତ ଲମ୍ବା ବିଲଡିଂ ଛକରୁ ଭଟଲି ରୋଡ୍ ଛକ ରାସ୍ତାପାର୍ଶ୍ୱରେ ବୁଧବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ବିନା ଲିଖିତ ନୋଟିସ୍ରେ ପ୍ରଶାସନ ପକ୍ଷରୁ ବୋଲଡୋଜର ଲଗାଇ ଉଚ୍ଛେଦ କରାଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ…
ଖଇରପାଲି-ନୂଆଁ ଖଇରପାଲି ରାସ୍ତା ଶୋଚନୀୟ
ଅତାବିରା,୩୦ା୭(ଯୁଧିଷ୍ଠିର ମହାପାତ୍ର):ସରକାର ଗମନାଗମନ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସଡ଼କ ପଥ ନିର୍ମାଣ କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପକ୍କା ରାସ୍ତା ନିର୍ମାଣ କରୁଛନ୍ତି। ହେଲେ ସମ୍ପୃକ୍ତ ରାସ୍ତାଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇଯାଉଛି। ଫଳରେ ଜନ…
ଦର୍ଶକଙ୍କ ହୃଦୟ ଜିଣିଲା ବର୍ଜ୍ୟବସ୍ତୁରୁ ନିର୍ମିତ ସୂକ୍ଷ୍ମ କାରୁକାର୍ଯ୍ୟ
ବରଗଡ଼,୨୮।୭(ପ୍ରେମାନନ୍ଦ ଖମାରୀ): ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ବରଗଡ଼ ସହରରେ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରକୃତିପ୍ରେମ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଗାନ୍ଧିଛକ ନିକଟ କଲ୍ୟାଣ ମଣ୍ଡପରେ ଏକ ପ୍ରଦର୍ଶନୀ ହୋଇଥିଲା। ଏହି ପ୍ରଦର୍ଶନୀରେ ଅଦରକାରୀ କାଠ ତଥା…
ପରିବା କିଆରୀକୁ ନେଇ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର: ମିଳିଳା ଏମିତି ଦଣ୍ଡ
ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ବରଗଡ଼ ପକ୍ସୋ ଜଜ୍ ଏହି ମାମଲାର ବିଚାର କରି ଅଭିଯୁକ୍ତ କୁନୁ ଓରଫ୍ ସମୀର ସେଠଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା…
ଧାନବିକ୍ରି ପଞ୍ଜୀକରଣରେ ନୂଆନୀତି, ମୁହଁ ଫେରାଉଛନ୍ତି ଚାଷୀ
ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଭାଜପା ସରକାର ଶାସନକୁ ଆସିବା ପରେ ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ, ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ଇନପୁଟ୍ ଆସିଷ୍ଟାଣ୍ଟ ପ୍ରଦାନ କରୁଛି। ଏଥିରେ ଚାଷୀମାନେ ଖୁସି ପ୍ରକଟ କରିଛନ୍ତି। କିନ୍ତୁ ଧାନବିକ୍ରିରେ ଯେଭଳି ଗୋଟିଏ ପରେ ଗୋଟିଏ କଟକଣା…
ସଂଗ୍ରାମୀ ସ୍ମୃତିବନରେ କାରଗିଲ ବିଜୟ ଦିବସ
ବରଗଡ,୨୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ନିକଟ ସଂଗ୍ରାମୀ ସ୍ମୃତିବନରେ ଶନିବାର କାରଗିଲ ବିଜୟ ଦିବସ ଓ ସଂଗ୍ରାମୀ ସ୍ମୃତିବନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାପିତ ସଂଗ୍ରାମୀ ସ୍ମୃତିବନରେ…
ବରଗଡ଼ ପୋଲିସର ବଡ଼ ଆକ୍ସନ: ୧୯୭୦ ବୋତଲ କଫ ସିରପ ସହ ନିଶାବଟିକା ଜବତ, ୩ଜଣଙ୍କୁ ବାନ୍ଧିଲା…
ବରଗଡ଼, ୨୬।୭(ପ୍ରେମାନନ୍ଦ ଖମାରୀ) – ବରଗଡ଼ ପୋଲିସ ନିଶା କାରବାର ଧରପଗଡ଼ ଅଭିଯାନକୁ ଜୋରଦାର କରିଛି। ଶନିବାର ସକାଳେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ଼ ସହରରୁ ୧୯୭୦ ବୋତଲ କଫ ସିରପ ଏବଂ ୧ହଜାର ନିଶା ବଟିକା ଜବତ କରିଛି।…
ବର୍ଷାରେ ବଜାର କାଦୁଅ ପଚପଚ: ହନ୍ତସନ୍ତ ବୁଣାକାର-ବ୍ୟବସାୟୀ
ପଦ୍ମପୁର,୨୬।୭(ପ୍ରଦୀପ୍ତ ଦାଶ): ଆଜିକାଲି ସାରା ରାଜ୍ୟରେ ଲଘୁଚାପଜନିତ ବର୍ଷା ହେଉଛି। ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁ ପଦ୍ମପୁରରୁ ମାତ୍ର ୨ କି.ମି ହେବ ମହୁଳପାଲି ସମ୍ବଲପୁରୀ କପଡା ବଜାର ବେହାଳ ହୋଇପଡ଼ିଛି। ଏହି ବଜାରକୁ…

