ମର୍ନିଙ୍ଗ ୱାକ୍ରେ ଯାଉଥିଲେ ରେଖା, ପିଟିଦେଲା ଗାଡ଼ି: ଆଉ ତା’ପରେ…
ପାଇକମାଳ,୨।୧୦(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ଥାନା, ଡୁଙ୍ଗୁରିପାଲି ଗ୍ରାମର ଜନୈକ ବାଳିକା ଗୁରୁବାର ଭୋରରୁ ମର୍ନିଙ୍ଗ ୱାକରେ ବିଜୁ ଏକ୍ସପ୍ରେସ୍ ୱେରେ ଯାଉଥିବାବେଳେ ଏକ ଅଜଣା ଗାଡ଼ି ଧକ୍କାରେ ବାଳିକା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ମୃତକ ହେଲେ ଡୁଙ୍ଗୁରିପାଲି ଗ୍ରାମର…
ସ୍କୁଟି ଉପରେ ମାଡ଼ିଗଲା ହାଇଓ୍ବା, ଚାଲିଗଲା ୨ ଜୀବନ
ବରଗଡ଼,୨୮ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗୁରୁଦ୍ୱାର ଛକରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଶିଶୁ ଆହତ ହୋଇଥିବା ସୂଚନା ମିଳିଛି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ଏକ…
ବରଗଡ଼ର ଗୌରବ:OPSC ପ୍ରଥମ ପ୍ରୟାସରେ ସଫଳତା ପାଇଲେ ଅଭିଳାଷ
ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ)- ଓଡିଶା ଲୋକସେବା ଆୟୋଗ (ଓପିଏସସି) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ବରଗଡ଼ର ଅଭିଳାଷ ଦାଶ ସଫଳ ହୋଇଛନ୍ତି । ସେ ତାଙ୍କ ପ୍ରଥମ ପ୍ରୟାସରେ ସଫଳ ତାଲିକାର ୧୮୮ ସ୍ଥାନରେ ରହି ଏହି ସଫଳତା ଆଣିଛନ୍ତି ।…
ବରଗଡ଼ ପାଇଁ ଗୌରବ: OPSCରେ ପ୍ରିୟଙ୍କା ଓ ସୌରଭ ସଫଳତା, ଛୁଟୁଛି…
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍ସି)ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍) ପରୀକ୍ଷାରେ ବରଗଡ଼ ସହରର ୨ଜଣ ପ୍ରିୟଙ୍କା ସାହୁ ଏବଂ ସୌରଭ ମିତ୍ତଲ କୃତିତ୍ୱ ଅର୍ଜନ କରି ଜିଲା ପାଇଁ ଗୌରବ ଆଣିଛନ୍ତି । ସ୍ଥାନୀୟ ବାନ୍ଦୁଟିକ୍ରା ବାସିନ୍ଦା…
ମା’ ସମଲେଶ୍ବରୀଙ୍କ କାତ୍ୟାୟନୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ)- ଶାରଦୀୟ ପୂଜନୋତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶରୀ ଶନିବାର କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ,…
ମା’ ସମଲେଶ୍ବରୀଙ୍କ ସ୍କନ୍ଧମାତା ବେଶ, ଦର୍ଶନ ପାଇଁ ଭକ୍ତଙ୍କ ସମାଗମ
ବରଗଡ଼,୨୬।୯(ପ୍ରେମାନନ୍ଦ ଖମାରୀ)- ଶାରଦୀୟ ପୂଜା ଉତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ୱରୀ ଶୁକ୍ରବାର ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ,…
ବିଗୁଡୁଛି ଆଇନ ଶୃଙ୍ଖଳା: ସ୍ବେଚ୍ଛାସେବୀଙ୍କୁ ସଂଘବଦ୍ଧ ଆକ୍ରମଣ
ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ନିଶା କାରବାରରୁ ଅପରାଧ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ଗୁରୁବାର ଦିନ ଦ୍ବିପ୍ରହରରେ ଜିଲାର ଜଣେ ଆଗଧାଡିର ସ୍ବେଚ୍ଛାସେବୀ ତଥା ସଂକଳ୍ପ ପରିବାରର ସଭାପତି ବିକାଶ…
ଲଘୁଚାପ ବର୍ଷା, ବରଗଡ଼ରେ ଅବସ୍ଥା ବେହାଲ
ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ମଙ୍ଗଳବାର ରାତିରୁ ବୁଧବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଏହି ଲଘୁଚାପଜନିତ ବର୍ଷାରେ ଜିଲାର ଗାଁଠୁ ସହର ସବୁଆଡେ ଜଳମଗ୍ନ ହୋଇ ପଡିଥିଲା। ଏଥିରେ ଜିଲାର ଗ୍ରାମାଞ୍ଚଳ ସହିତ ସହରାଞ୍ଚଳ ମୁଖ୍ୟତଃ ଅଧିକ ପ୍ରଭାବିତ ହୋଇଥିଲା। ବରଗଡ଼…
କୁଷ୍ମାଣ୍ଡା ବେଶରେ ମା ସମଲେଶ୍ବରୀ, ଦର୍ଶନ ପାଇଁ ଭକ୍ତଙ୍କ ସମାଗମ
ବରଗଡ଼,୨୫।୯(ପ୍ରେମାନନ୍ଦ ଖମାରୀ): ଶାରଦୀୟ ପୂଜାତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶରୀ ଗୁରୁବାର କୁଷ୍ମାଣ୍ଡା ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି। ଭକ୍ତମାନେ ଧୂପ, ଦୀପ, ଫୁଲ…
କଣ୍ଟେନରରେ ଗୋରୁ ଚାଲାଣ: ଖବର ପାଇ ମାଡ଼ି ବସିଲା ପାଇକମାଳ ପୋଲିସ
ପାଇକମାଳ, ୨୪।୯(ବଡ ଶତପଥୀ): ପାଇକମାଳ ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ଚେରେଙ୍ଗା ଝାଞ୍ଜ ନିକଟରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ କରାଯାଇଛି। ତେବେ ଏକ କଣ୍ଟେନରରେ ଗୋରୁ ବୋଝେଇ ହୋଇ ଆସୁଥିବା ଜାଣି ପୋଲିସ ଚଢ଼ାଉ କରିଥିଲା। ଗାଡ଼ିରୁ…
କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଚୋରି: କାର୍ଯ୍ୟାନୁଷ୍ଠାନ ଦାବି କଲା AAP
ବରଗଡ଼,୨୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କ୍ରିଟିକାଲ କେୟାର ବ୍ଲକରୁ ଯନ୍ତ୍ରପାତି ଚୋରି ଘଟଣା ହଇଚଇ ସୃଷ୍ଟି କରିଛି। ପୋଲିସ ଏହାର ଥଳକୂଳ ପାଇ ପାରି ନ ଥିବାବେଳେ ଆମ୍ ଆଦ୍ମୀ ପାର୍ଟି(ଏଏପି) ଏହାର ଉଚ୍ଚସ୍ତରୀୟ ତଦନ୍ତ…
ରାଜ୍ୟର ପ୍ରଥମ କ୍ରିଟିକାଲ କେୟାର ବ୍ଲକରେ ବାହାରୁ ପଡ଼ିଛି ତାଲା, ଭିତରୁ ସବୁ ଯନ୍ତ୍ରପାତି ଗାଏବ, ବର୍ଷେ ନ ପୂରୁଣୁ…
ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ଜିଲାର ଡାକ୍ତରଖାନାଗୁଡିକରେ ଡାକ୍ତର ସମେତ ଅନ୍ୟ ବିଭାଗୀୟ କର୍ମଚାରୀ ପଦବୀ ଖାଲି ପଡିଛି । ସେହିପରି ଜିଲା ମୁଖ୍ୟ ଡାକ୍ତରଖାନାରେ ହାଡଭଙ୍ଗା ରୋଗୀଙ୍କୁ କାର୍ଡବୋର୍ଡ ଚିକିତ୍ସା ଏବଂ ପରିବାର…

