ବରଗଡ଼

ଆଇପିଏଲ୍‌ ବେଟିଂ: ୬ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ୫ ଅଭିଯୁକ୍ତ

ବରଗଡ଼ ଅଫିସ,୩୦।୫: ଆଇପିଏଲ୍‌ କ୍ରିକେଟକୁ ନେଇ ବରଗଡ଼ରେ ବେଟିଂ ଚାଲିଥିବା ଘଟଣାର ସୋମବାର ପର୍ଦ୍ଦାଫାଶ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ...

ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ବରପାଲି,୩୦।୫(ଡି.ଏନ୍‌.ଏ .): ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ହେଲେ କେତେକ ମୁନଫାଖୋର ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏପରି ଏକ ଘଟଣା ଘଟିଛି ବରଗଡ଼ ଜିଲା ବରପାଲି ବ୍ଲକ...

ଆସିଲା ଉପନିର୍ବାଚନ ଫଳାଫଳ: ପ୍ରଫୁଲ୍ଲ, ସୁବ୍ରତ ହେଲେ ସରପଞ୍ଚ

ବରଗଡ଼ ଅଫିସ,୨୮ା୫: ବରଗଡ଼ ଜିଲା ବରଗଡ଼ ବ୍ଲକ ଅଧୀନ ଗୋବିନ୍ଦପୁର ଏବଂ ଭଟଲି ବ୍ଲକ ଅନ୍ତର୍ଗତ କେଲେଣ୍ଡାପାଲି ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଗୋବିନ୍ଦପୁର ପଞ୍ଚାୟତରେ ପ୍ରଫୁଲ୍ଲ ନାଏକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦିପେଶ ପ୍ରଧାନଙ୍କୁ ୮୨୧...

ହୋଟେଲରେ ଲାଗିଲା ନିଆଁ

ବରଗଡ଼ ଅଫିସ,୨୮।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡା ଛକରେ ଥିବା ଏକ ସାଉଥ୍‌ ଇଣ୍ଡିଆନ ହୋଟେଲରେ ଶନିବାର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ହୋଟେଲରେ ଲାଗିଥିବା ଏସି, କୁଲର ଆଦି ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା,...

ଆର୍‌ଡି ରାସ୍ତାରୁ ହଟିବ ଟୋଲଗେଟ୍‌

ବରଗଡ଼ ଅଫିସ,୨୭।୫: ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା-ନନ୍ଦଟିକ୍ରା ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ରାସ୍ତାରେ ଅଶୋକା ବିଲ୍ଡକନ ବସାଇଥିବା ବେଆଇନ ଟୋଲଗେଟ୍‌ ହଟିବ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଟୋଲଗେଟ୍‌କୁ ହଟା ନ ଗଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ବରଗଡ଼ ଜିଲାପାଳ ଅଫିସ ସମ୍ମିଳନୀ...

ମଣ୍ଡିରୁ ଉଠୁନି ଧାନ, ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ବରଗଡ଼ ଅଫିସ,୨୭ା୫: ବରଗଡ଼ ଜିଲାରେ ରବିଋତୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ସପ୍ତାହ ବିତି ଯାଇଛି। ହେଲେ ଧାନ କିଣାବିକାରେ ଅବ୍ୟବସ୍ଥା ଲାଗି ରହିଛି। ଧାନ ମଣ୍ଡିଗୁଡ଼ିକ ମିଲର୍ସଙ୍କ ମର୍ଜିରେ ଚାଲିଛି। କଟ୍‌ନିଛଟ୍‌ନି ନ ହେଲେ ଧାନ ଉଠାଇବାକୁ ସିଧାସଳଖ ମିଲର୍ସଙ୍କ...

ଫସଲ ବୀମା ପ୍ରଦାନରେ ବିଳମ୍ବ, ରାଜପଥକୁ ଓହ୍ଲାଇଲେ ଚାଷୀ

ସୋହେଲା,୨୭ା୫(ଡି.ଏନ୍‌.ଏ.): ମରୁଡ଼ି କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ ହୋଇଛି। ଚାଷୀମାନେ ବୀମା କମ୍ପାନୀ ଏବଂ ପ୍ରଶାସନକୁ ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ତ୍ବେ କିଛି ସୁଫଳ ମିଳି ନାହିଁ। ଏହାର ପ୍ରତିବାଦରେ...

ମାଛ ଧରିବା ବେଳେ ମିଳିଲା ନରକଙ୍କାଳ

ସୋହେଲା,୨୪।୫ (ଡି.ଏନ୍‌.ଏ.): ବରଗଡ଼ ଜିଲା ସୋହେଲା ଥାନା ଅଧୀନ ଗର୍ଭଣା ଗ୍ରାମର ଭଙ୍ଗାକଟା(ପୋଖରୀ)ରେ ମଙ୍ଗଳବାର ମତ୍ସଜୀବୀମାନେ ମାଛ ଧରୁଥିବା ବେଳେ ଏକ ବୁଦା ମୂଳରେ ନରକଙ୍କାଳ ପଡିଥିବାର ଦେଖିବାକୁ ପାଇଥିଲେ। ଏନେଇ ସେମାନେ ସୋହେଲା ଥାନା ପୋଲିସକୁ ଖବର ଦେଇଥିଲେ।...

କାର୍‌-ବାଇକ୍‌ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ

ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ...

ଚାଷୀଙ୍କ ଚିନ୍ତା ବଢାଇଲା ଝଡ଼ବର୍ଷା, ଅନ୍ଧାରରେ ବରଗଡ଼

ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲାରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ଅନୁଭୂତ ହୋଇଛି। ଜିଲାର ଅତାବିରା, ବରଗଡ଼, ବରପାଲି ଆଦି ଅଞ୍ଚଳରେ ଝଡ଼ବର୍ଷା ହୋଇଛି। ଝଡବର୍ଷା ଯୋଗୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ...

ଗୁଜରାଟରେ ମହିଳା ଶ୍ରମିକଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ମା’

ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲା ବରପାଲିରୁ ଗୁଜରାଟ ରାଜକୋଟକୁ ସ୍ବାମୀଙ୍କ ସହିତ କାମ ଅନ୍ବେଷଣରେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଲିମପଡ଼ା ନିବାସୀ...

ପଦ୍ମପୁର ସେବା ସମବାୟ ସମିତି: ୧୧୪୧ ସଭ୍ୟଙ୍କ ମଧ୍ୟରୁ ୧୬୯ ଭୋଟ ଦେଇପାରିବେ

ପଦ୍ମପୁର,୨୧।୫(ଡି.ଏନ୍‌.ଏ): ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜୁନ ୧୯ ଓ ୨୬ ତାରିଖରେ ରାଜ୍ୟରେ ସମବାୟ ସମିତି ନିର୍ବାଚନ ହେବ। ଏହି କ୍ରମରେ ଜୁନ୍‌ ୨୬ରେ ପଦ୍ମପୁର ସେବା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଭୋଟର ତାଲିକା ପ୍ରକାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri