ବରଗଡ଼

ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ପରିବାର

ବରଗଡ଼ ଅଫିସ୍‌,୨୭।୩- ପରିବାରରେ କାହାକୁ କରୋନା ଭାଇରସ୍‌ ସଂକ୍ରମଣ କରି ନାହିଁ । କେହି ପରିବାର ସଦସ୍ୟ ରାଜ୍ୟ କିମ୍ବା ଦେଶ ଫେରନ୍ତା ନୁହଁନ୍ତି । ତଥାପି ଗତ ୨୨ତାରିଖରୁ ପରିବାର ସବୁ ସଦସ୍ୟ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ଏଭଳି…

ବିବାହ ଭୋଜିରୁ ବାପାପୁଅଙ୍କୁ ଉଠାଇନେଲା ପୋଲିସ

ଭଟଲି,୨୭। ୩(ଡି.ଏନ.ଏ.): କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଘରୁ ନ ବାହାରିବା ସହିତ କୌଣସି ପ୍ରକାର ଭୋଜି ମହୋତ୍ସବ ନ କରିବା ପାଇଁ କଟକଣା ଜାରି କରାଯାଇଛି । ଏହି କଟକଣାକୁ ନ ମାନିଲେ ଦଣ୍ଡବିଧାନର ବ୍ୟବସ୍ଥା…

ଭୋକିଲା ପେଟକୁ ମୁଠାଏ ଅନ୍ନ

ବରଗଡ଼ ଅଫିସ୍‌,୨୭।୩- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏହି କଟକଣା ଲାଗୁ ହେବା ପରେ ସାଧାରଣ ଜନତାଙ୍କଠାରୁ ଅସହାୟଙ୍କ ସମସ୍ୟା ବଢ଼ି ଯାଇଛି। ଖାଇବାକୁ ନ ପାଇ ଅସହାୟ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ମାସର ଦରମା ଦେଲେ ବରଗଡ଼ ବିଧାୟକ

ବରଗଡ଼ ଅଫିସ,୨୬।୩: କରୋନା ମୁକାବିଲା ଲାଗି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଗୁରୁବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ମାସର ଦରମା ପ୍ରଦାନ କରିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଛନ୍ତି । ଏ ବାବଦକୁ ବିଧାୟକ ଆଚାର୍ଯ୍ୟ…

ଲକ୍‌ଡାଉନ୍‌ ଯୋଗୁ ଭୋକ ଉପାସରେ ଅସହାୟ: ଖାଦ୍ୟ ବିତରଣ କଲା ବରଗଡ଼ ପୋଲିସ

ବରଗଡ଼ ଅଫିସ,୨୬।୩- ଘାତକ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ଏଭଳି ସ୍ଥିତିରେ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିବା ଲୋକଙ୍କୁ ଭୋକ ଉପାସରେ ରହିବାକୁ ପଡୁଛି। ଏହାକୁ ହୃଦୟଙ୍ଗମ କରି ଗୁରୁବାର…

ଲକ୍‌ଡାଉନ୍‌ ଯୋଗୁ ମହଙ୍ଗା ମାଡ଼: ପିଆଜ ନୁହେଁ ଏବେ କନ୍ଦାଉଛି ଆଳୁ

ବିଜେପୁର,୨୬।୩(ଡି.ଏନ୍‌.ଏ.): କରୋନା ଯୋଗୁ ସାରା ରାଜ୍ୟ ଲକ୍‌ଡାଉନ୍‌। ହେଲେ ପରିବା, ରାସନ, ମାଛ, ମାଂସ ଦୋକାନ ଖୋଲା ରହିଛି। ହେଲେ ଏହାର ଫାଇଦା ନେବାକୁ ଅସାଧୁ ବେପାରୀ କୁତ୍ରିମ ଅଭାବ ସୁଷ୍ଟି କରୁଛନ୍ତି। ଫଳରେ ଏବେ ପିଆଜ ଅପେକ୍ଷା ଆଳୁ ଲୋକଙ୍କୁ…

ବୁଲା ଗୋରୁ, କୁକୁରଙ୍କୁ ଆହାର ଯୋଗାଇଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ୍‌,୨୬।୩- ଲକ୍‌ଡାଉନ୍‌ ପରେ ସାଧାରଣ ଜନତାଙ୍କ ଅପେକ୍ଷା ବୁଲା ଗୋରୁ, କୁକୁରଙ୍କ ଆହାର ଚିନ୍ତା ବଢ଼ିଯାଇଛି। ଏହାକୁ ହୃଦୟଙ୍ଗମ କରି ବରଗଡ଼ ସହରର ୭ ସ୍ବେଚ୍ଛାସେବୀ ଯୁବକ ବୁଧବାରରୁ ଘରୁ ପଦାକୁ ବାହାରି ସେମାନଙ୍କ ସାହାଭରସା ପାଲଟିଛନ୍ତି। ଏକ ଅଟୋରେ…

ଲକ୍‌ଡାଉନ୍‌ର ଫାଇଦା ଉଠାଉଛନ୍ତି ବ୍ୟବସାୟୀ: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼

ବରଗଡ଼ ଅଫିସ,୨୫।୩: ମହାମାରୀ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ମଧ୍ୟରାତ୍ରିରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ କଟକଣା ଲାଗୁ କରାଯାଇଛି। ୨୧ଦିନ ପାଇଁ ହୋଇଥିବା ଏହି କଟକଣାରୁ ଫଳ, ତେଜରାତି, ଔଷଧ, ପନିପରିବା, ମାଛ, ମାଂସ, ଅଣ୍ଡା ଆଦି ଅତ୍ୟାବଶ୍ୟକ ସାମଗ୍ରୀ…

କରୋନା ସ୍ଥିତି ସମୀକ୍ଷା, ହାଟବଜାର ପରିଦର୍ଶନ କଲେ ଉପଜିଲାପାଳ

ବିଜେପୁର, ୨୫।୩(ଡି.ଏନ୍‌.ଏ.): କରୋନା ପାଇଁ ଚାରିଆଡ଼େ ଭୟର ବାତାବରଣ ଖେଳିଯାଇଛି। ଏହାକୁ ପ୍ରତିହତ କରିବାର ଏକମାତ୍ର ମାଧ୍ୟମ ହେଲା ଜନଗହଳିରୁ ଦୂରେଇ ରହିବା। ଏହି କ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକରେ ବୁଧବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦର୍‌ଓ୍ବାନ କରୋନା…

ସ୍ବାସ୍ଥ୍ୟକାନ୍ଥରେ କରୋନା ସଚେତନତା: ଆଶା, ଅଙ୍ଗନଓ୍ବାଡି କର୍ମୀ ତତ୍ପର

ବିଜେପୁର, ୨୪।୩(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ବ୍ୟକ୍ତିଗତ ସଚେତନତା ହିଁ ଏହାକୁ ପ୍ରତିରୋଧ କରିପାରିବ। ତେଣୁ ସହରଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହି କ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁ ଗହଳିରେ…

ଡକୁଆ ସାଜିଛେ ସୋସିଆଲ୍‌ ମିଡିଆ

ବିଜେପୁର, ୨୫।୩ (ଡି.ଏନ୍‌.ଏ.)- ସମିଆର ଧାରେ ପଡି ରୀତିନୀତି, ରିକ୍‌ମା ବଦ୍‌ଲିବାରଟା ସୁଆଭାବିକ୍‌ ଆଏ। ସେଦିନ୍‌ କେନ୍‌ତା ଥିଲା, ଆଏଜ୍‌ କେନତା ହେଉଛେ ବଲି ବିସ୍‌ମାତ୍‌ ହେବାରଟା ଠିକ୍‌ ନୁହେ। ଆଏଜ୍‌କାଲି ବି କାମ୍‌ବୁତା ଭିତ୍‌ରେ ପୁରାତନ୍‌ କାଲର୍‌ ଛାପ୍‌ କେତେ…

ଚାଇନା ପାର୍ସଲକୁ ନେଇ ଲୋକେ ଆତଙ୍କିତ

ବିନିକା,୨୪।୩(ଡି.ଏନ୍‌.ଏ.)-କରୋନା ଭାଇରସ୍‌ ନେଇ ବିଶ୍ୱବାସୀ ଆତଙ୍କିତ ଥିବା ବେଳେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ସୁବର୍ଣ୍ଣପୁର ଜିଲାର ବିନିକା ଉପ ଡାକଘରକୁ ଚାଇନାରୁ ଏକ ପାର୍ସଲ ଆସିଛି। ଏହା ଜଣାପଡିବା ପରେ ଏହାକୁ ନେଇ ଚର୍ଚ୍ଚା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?