ବରଗଡ଼

ରକ୍ତଦାନ କରି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ବରଗଡ଼ ଅଫିସ୍‌,୩୦।୩- ବରଗଡ଼ ବ୍ଲକ ଖଣ୍ଡହଥା ଗ୍ରାମର ଶହୀଦ୍‌ ରଞ୍ଜନ ଦାଶଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଛି। ନିଷ୍ଠା ପରିବାର ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ଏବଂ ଶହୀଦଙ୍କ ପରିବାର ଲୋକେ ଶହୀଦ୍‌ ସ୍ମାରକୀପୀଠକୁ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ…

ଛତିଶଗଡ଼ ସୀମାନ୍ତ ରାସ୍ତାକୁ ସିଲ୍‌ କଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୩୦।୩-କରୋନା ସଂକ୍ରମଣକୁ ପ୍ରତିହତ ଉଦ୍ଦେଶ୍ୟରେ ସାମାଜିକ ଦୂରତା ବଜାୟ ରଖିବାରେ ଜନ ଚେତନା ବଢ଼ିବାରେ ଲାଗିଛି । ଏହି କ୍ରମରେ ବାହ୍ୟ ଅଞ୍ଚଳରୁ ନିଜ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକରେ ପ୍ରବେଶ ଅବରୋଧ କରୁଛନ୍ତି । ସୋମବାର ବରଗଡ଼…

ବାହାର ଲୋକଙ୍କୁ ସରଣ୍ଡା ମନା: ୩ଟି ରାସ୍ତା ସିଲ୍‌କଲେ ଗ୍ରାମବାସୀ

ସରଣ୍ଡା,୩୦।୩(ଡି.ଏନ୍‌.ଏ.): କରୋନା(କୋଭିଡ-୧୯) ସଂକ୍ରମଣକୁ ରୋକିବା ପାଇଁ ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳି ପଞ୍ଚାୟତ ବରଗଡ଼ ଜିଲା ସରଣ୍ଡା ଗ୍ରାମବାସୀ ସୋମବାରଠାରୁ ଗ୍ରାମକୁ ସଂଯୋଗ କରୁଥିବା ୩ଟି ପ୍ରବେଶପଥକୁ ବନ୍ଦ କରିଛନ୍ତି। ସରଣ୍ଡା ସମେତ କଟାପାଲି, ଚକୁଳି ଗ୍ରାମବାସୀ ମଧ୍ୟ…

ଆମ୍ବଗଛ ମୂଳେ ୪ ପରିବାର

ବରଗଡ଼ ଅଫିସ୍‌,୨୯।୩-ଠାକୁରାଣୀ(ସରମଙ୍ଗଳା)ଙ୍କୁ ଧରି ସପରିବାର ଗାଁ ଗହଳିକୁ ଯାଇ ଦୁଇ ପଇସା ରୋଜଗାର କରନ୍ତି । ସେଥିରୁ ସେମାନଙ୍କ ପରିବାର ଗୁଜୁରାଣ ମେଣ୍ଟିଥାଏ । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ରୋଜଗାର ତ ଦୂରର କଥା, ଗ୍ରାମଠାରୁ ବହୁଦୂର ପଦ୍ମପୁର ଉପଖଣ୍ଡ…

ସାଇକେଲରେ ଘରକୁ ଫେରିଲେ ବାହାର ରାଜ୍ୟ ଟ୍ରକ୍‌ ଚାଳକ

ବରଗଡ଼ ଅଫିସ୍‌,୨୯।୩-ମାଲ୍‌ ପରିବହନ କାମ ପାଇଁ ବରଗଡ଼ ସହର ଉପକଣ୍ଠ ସିମେଣ୍ଟ କାରଖାନାକୁ ଆସିଥିବା ବାହ୍ୟ ରାଜ୍ୟର କେତେକ ଟ୍ରକ୍‌ ଚାଳକ ହଇରାଣ ହୋଇଛନ୍ତି। ଲକ୍‌ ଡାଉନ୍‌ ପରେ ନୂଆ ସାଇକେଲ କିଣି ସେଥିରେ ନିଜ ଗ୍ରାମକୁ ଫେରଛନ୍ତି। କାରଖାନା କର୍ତ୍ତୃପକ୍ଷଙ୍କଠାରୁ…

ଦୁର୍ଗା ମନ୍ଦିରକୁ ସିଲ୍‌ କରିଦେଲା ପ୍ରଶାସନ

ସରଣ୍ଡା,୨୯।୩(ଡି.ଏନ.ଏ)-ବରଗଡ଼ ଜିଲା ଅତାବିରାରେ ରହିଥିବା ଦୁର୍ଗା ମନ୍ଦିରକୁ ଶନିବାର ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ସେଠାକୁ ପ୍ରବେଶ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀମାନେ ସେଠାକୁ ପହଞ୍ଚି ସିଲ୍‌ କରିଥିଲେ। କରୋନା…

ରାସ୍ତାରେ ଢାଲିଦେଲେ ଟମାଟର୍‌

ବରଗଡ଼ ଅଫିସ୍‌,୨୯।୩- ଘାତକ କରୋନା ଭୂତାଣୁ(କୋଭିଡ୍‌-୧୯) ସଂକ୍ରମଣକୁ ପ୍ରତିହତ ପାଇଁ ହୋଇଥିବା ଲକ୍‌ ଡାଉନ୍‌ କଟକଣାର ପ୍ରଭାବ ପରିବା ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି । ଚାଷୀମାନେ ନିଜ କିଆରୀରୁ ଅମଳ ପରିବା ବିକ୍ରି ପାଇଁ ବଜାରକୁ ଯାଇପାରୁ ନଥିବାବେଳେ ବାହାରୁ…

କରୋନା ଲାଗି ବୈରଖପାଲି ଗାଁ ରାସ୍ତା ସିଲ୍‌ କଲେ ଓ୍ବାର୍ଡସଭ୍ୟ

ବିଜେପୁର,୨୯।୩(ଡି.ଏନ୍‌.ଏ.): କରୋନା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଛି। ଏହାର ମୁକାବିଲା ଲାଗି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ଗାଁ ରାସ୍ତାକୁ ଓ୍ବାର୍ଡସଭ୍ୟଗଣ ରବିବାର ସିଲ୍‌ କରି ଦେଇଛନ୍ତି। ଉକ୍ତ ଗ୍ରାମର…

କରୋନା ପ୍ରତିହତ ପାଇଁ ଗାଁର ପ୍ରବେଶ ପଥକୁ ବନ୍ଦ କଲେ ଯୁବଗୋଷ୍ଠୀ

ବିଜେପୁର, ୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାମାଜିକ ଦୂରତା ନିହାତି ଆବଶ୍ୟକ। ଏହାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ଗାଁଠୁ ସହର ସବୁଠି ଖାଁ ଖାଁ। ଜରୁରୀ କାମ ନ…

ପ୍ରବେଶପଥ ବନ୍ଦ କରିଦେଲେ ଗ୍ରାମବାସୀ

ବରଗଡ଼ ଅଫିସ୍‌,୨୭।୩-ଘାତକ କରୋନା ଭୂତାଣୁ(କୋଭିଡ୍‌-୧୯)ଏବେ ସାରାବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁ ସଂକ୍ରମଣ ଗୋଟିଏ ଦେଶରୁ ଅନ୍ୟଦେଶକୁ ବ୍ୟାପୁଥିବାବେଳେ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହି ଭୂତାଣୁକୁ ଦମନ କରିବା ପାଇଁ…

କରୋନା ସଚେତନତା କଲେ ମହିଳା

ବରଗଡ଼ ଅଫିସ,୨୭।୩: ବରଗଡ଼ ପୌର ପରିଷଦ ଅଧୀନ ଓ୍ବର୍ଡ ନଂ.୧୬ ବ୍ରହ୍ମଚାରୀରେ ସ୍ଥାନୀୟ ଏସ୍‌ଏଚଜି ମହିଳାମାନେ କରୋନା ପ୍ରତିହତ ପାଇଁ ସଚେତନ କରିଛନ୍ତି । ପୂର୍ବତନ କାଉନସିଲର ଦେବାନନ୍ଦ ସାହୁଙ୍କ ତତ୍ତ୍ବାବଧାନରେ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳାମାନେ ଘରକୁ ଘର…

କରୋନା କଟକଣାରେ ସାମାଜିକ ଦୂରତା: ବିଜେପୁରରେ ଘରକୁ ଘର ବଣ୍ଟା ଯାଉଛି ଭତ୍ତା

ବିଜେପୁର,୨୭।୩(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଗତ ମଙ୍ଗଳବାର ମଧ୍ୟ ରାତ୍ରରୁ ସମସ୍ତ ଜିଲା ଲକ୍‌ଡାଉନ୍‌ କରାଯାଇଛି।ଏହି ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସାମାଜିକ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?