ବରଗଡ଼

ତାମିଲନାଡୁ, ମହାରାଷ୍ଟ୍ରରେ ଫସିଛନ୍ତି ୯୦ ଶ୍ରମିକ

ବରଗଡ଼ ଅଫିସ୍,୫।୪- ଲକ୍ ଡାଉନ୍ ଯୋଗୁଁ ତାମିଲନାଡୁ ଏବଂ ମହାରାଷ୍ଟ୍ରରେ ୯୦ ଜଣ ଶ୍ରମିକ ଫସିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ବରଗଡ଼ ଜିଲା ବିଜେପୁର ବ୍ଳକ ଅନ୍ତର୍ଗତ ବାଦିପାଲି, ସମଲେଇପଦର ଅଞ୍ଚଳର ୫୦ ଜଣ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଅଞ୍ଚଳର…

ସୋହେଲାରେ ବଢ଼ିଲା ଲକ ଡାଉନ କଟକଣା

ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲାରେ ଏଣିକି ଲକ ଡାଉନ କଟକଣାକୁ କଡାକଡ଼ି କରାଯିବାକୁ ନିଷ୍ପତ୍ତି ହୋଇଛି । ଶନିବାର ପଦ୍ମପୁର ଉପଜିଲାପାଳ ତନ୍ମୟ କୁମାର ଦରୁଆନ ଲକ ଡାଉନ ପରିସ୍ଥିତି ନିରୀକ୍ଷଣ କରିବା ପାଇଁ ଏଠାକୁ ଆସିଥିଲେ। ଲୋକେ ବାଇକ ଧରି ବୁଲୁଥିବା…

୩ ଜଣଙ୍କ ରକ୍ତ ନମୁନା ସଂଗ୍ରହ: ୧୮ ଜଣଙ୍କୁ ହୋମ କ୍ୱାରେଣ୍ଟାଇନ

ସୋହେଲା,୪।୪(ଡି.ଏନ.ଏ.)- ବରଗଡ ଜିଲା ସୋହେଲା ଥାନା ଅନ୍ତର୍ଗତ ୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ଦଶ ମାଇଲ ଛକରେ କେତେକ ନିଜାମୁଦ୍ଦିନ ଫେରନ୍ତା ଆସି ରହୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ପଦ୍ମପୁର ଉପ ଜିଲାପାଳ ତନ୍ମୟ ଦରୁଆନଙ୍କ…

ପାଲି ବୁଗବୁଗାରୁ ଆରମ୍ଭ ହେଲା ବିଶୋଧନ

ବରଗଡ଼ ଅଫିସ୍,୪।୪- କରୋନା ଭୂତାଣୁ(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲା ଅତାବିରା ବ୍ଲକ୍ ବୁଗବୁଗା ପଞ୍ଚାୟତ ପକ୍ଷରୁ ବିଶୋଧନ ଅଭିଯାନ ଆରମ୍ଭ ହୋଇଛି। ଉକ୍ତ ପଞ୍ଚାୟତର ପାଲି ବୁଗବୁଗା ଗ୍ରାମରୁ ସ୍ଥାନୀୟ ସରପଞ୍ଚ ପୁଷ୍ପକାନ୍ତୀ ସେଟ୍ ଶନିବାର ଏହି…

କରୋନାକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ, ଗିରଫ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡିଲା ପୋଲିସ

ପାଇକମାଲ, ୪।୪(ଡିଏନଏ)- ସୋସିଆଲ ମିଡ଼ିଆରେ କରୋନାକୁ ନେଇ ଗୁଜବ ସୃଷ୍ଟି କରିବା ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ଜଣେ ଯୁବକ ପ୍ରଶାନ୍ତ କୁମାର ଓରଫ୍ ପ୍ରଶାନ୍ତ ମହାନନ୍ଦଙ୍କୁ ମହଙ୍ଗା ପଡିଛି। ଏ ନେଇ ପୋଲିସ ଏକ ମାମଲା(ନଂ-୪୮/୨୦)…

ପ୍ରବାସୀ ଭାରତୀୟଙ୍କୁ ଗାଁ ଚିନ୍ତା

ବରଗଡ଼ ଅଫିସ୍,୪।୪- ବରଗଡ଼ ଜିଲା ଅତାବିରା ବ୍ଳକ ଅନ୍ତର୍ଗତ ବାବେବିରା ଗ୍ରାମର ପ୍ରଫେସର କ୍ଷୀରସାଗର ନାଏକ କାନାଡ଼ାର ୱାଟର ଲୁ ୟୁନିଭର୍ସିଟିର ଇଲେକ୍ଟ୍ରିକାଲ୍ ଓ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ। ଘାତକ କରୋନା ଭୂତାଣୁ (କୋଭିଡ୍-୧୯) ସଂକ୍ରମଣ ପ୍ରତିହତ ପାଇଁ ଭାରତରେ…

ଭୋକ ଉପାସରେ ବୁଲୁଛନ୍ତି ଅସହାୟ ବୃଦ୍ଧ

ଅତାବିରା,୪।୪(ଡିଏନଏ)- ବରଗଡ଼ ଜିଲା ଗୋଡଭଗା-ତୁରୁମ ରାସ୍ତାର ଉଦେପୁର ଛକରେ ଜଣେ ଅସହାୟ ବୃଦ୍ଧ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। କିଛି କହିପାରୁ ନଥିବା ଯୋଗୁଁ ତାଙ୍କ ପରିଚୟ ମିଳି ପାରି ନ ଥିବାବେଳେ ସେ ଜଣେ ମାନସିକ ରୋଗୀ ହୋଇଥିବେ ବୋଲି…

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ

ସୋହେଲା,୪।୪(ଡି.ଏନ.ଏ.)-ବରଗଡ ଜିଲା ସୋହେଲା ଦୁର୍ଗା ପୂଜା କମିଟିର ମା ଗୌରୀ ଦେବୀ ଟ୍ରଷ୍ଟ ତରଫରୁ ଶନିବାର ପୂର୍ବାହ୍ନରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୧ ଲକ୍ଷ ଟଙ୍କା ଦାନ କରାଯାଇଛି । ସ୍ଥାନୀୟ ଦୁର୍ଗା ମନ୍ଦିର ପରିସରରେ ପଦ୍ମପୁର…

ବରଗଡ଼ରେ ଫସିଛନ୍ତି ଛତିଶଗଡର ୩୦ ଶ୍ରମିକ

ବରଗଡ଼ ଅଫିସ୍,୪।୪- ଘାତକ କରୋନା(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ ହୋଇଛି। ଏଭଳି ପରିସ୍ଥିତିରେ ବରଗଡ଼କୁ କର୍ମ ଅନ୍ବେଷଣରେ ଆସିଥିବା ଛତିଶଗଡ଼ର ୩୦ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ଶିଶୁ ଏବଂ…

ନିଃସହାୟଙ୍କୁ ଖାଦ୍ୟ ବଣ୍ଟନ ରେ ରହୁନି ସାମାଜିକ ଦୂରତ୍ବ

ବିଜେପୁର, ୪।୪(ଡି.ଏନ.ଏ.)ଲକ୍ ଡାଉନ୍ ପାଇଁ ନିଃସହାୟମାନଙ୍କ ଦୁଃଖ ଲାଘବ କରିବାକୁ ସରକାରଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ହେଲେ କେତେକ ସ୍ଥାନରେ ସାମାଜିକ ଦୂରତ୍ବ ରହୁନଥିବା ଅଭିଯୋଗ ହେଉଛି। ବରଗଡ଼ ଜିଲା ବିଜେପୁର ବ୍ଲକ ବୁଡାପାଲି ପଞ୍ଚାୟତରେ ନିଃସହାୟ ଲୋକଙ୍କୁ ଶନିବାର…

ହୋମ୍ କ୍ବାରାଣ୍ଟାଇନ୍ ଉଲଙ୍ଘନ ଅଭିଯୋଗ

ବିଜେପୁର, ୪।୪(ଡି.ଏନ.ଏ.) କରୋନା କଟକଣା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି। କଟକ, ଭୁବନେଶ୍ୱରରେ ଗତକାଲିରୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ରହିଛି। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ବାହାରୁ ଆସୁଥିବା ବ୍ଯକ୍ତି ହୋମ୍ କ୍ବାରାଣ୍ଟାଇନରେ ରହିବାର ନିୟମ…

୨ କର୍କଟ ପୀଡ଼ିତଙ୍କୁ ସହଯୋଗ

ବରଗଡ଼ ଅଫିସ୍‌,୩।୪-ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ ବୁରୋମୁଣ୍ଡା ଏବଂ ଗାଇସିଲେଟ ଅଞ୍ଚଳର ୨ଜଣ କର୍କଟ ପୀଡ଼ିତଙ୍କୁ ସ୍ଥାନୀୟ ଜର୍ଜ ହାଇସ୍କୁଲର ୧୯୯୧ ବ୍ୟାଚ୍‌ ଛାତ୍ରୀଛାତ୍ର ସହଯୋଗର ହାତ ବଢ଼ାଇଛନ୍ତି । ସୂଚନା ଅନୁଯାୟୀ, ବୁରୋମୁଣ୍ଡାର ଚୂଡ଼ାମଣି ପ୍ରଧାନ ଏବଂ ଗାଇସିଲେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?