ଭାରତୀୟ ହକି ଖେଳାଳିଙ୍କୁ ଦିଆଯିବ ସମ୍ବଲପୁରୀ ହକି ଷ୍ଟୋଲ
ବରଗଡ଼ ଅଫିସ୍,୧୪।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ସହ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳକୁ ୧୬ ତାରିଖରେ ଏକ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ। ଏହି ସମାରୋହରେ ହକି ଖେଳାଳିଙ୍କୁ ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ…
୯୦.୨୭ କୋଟି ବ୍ୟୟରେ ନିର୍ମାଣ ହେବ ବରଗଡ଼ କ୍ୟାନସର ହସ୍ପିଟାଲ
ବରଗଡ଼ ଅଫିସ୍,୧୨।୮: ବରଗଡ଼ରେ କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିଛି । ୧ଲକ୍ଷ ୩୬ ହଜାର ୫୦୮.୭୯ ବର୍ଗଫୁଟରେ ଉକ୍ତ କ୍ୟାନସର କେୟାର ସେଣ୍ଟର ୫ ମହଲା ବିଶିଷ୍ଟ ହେବ। ଏନେଇ ୯୦କୋଟି ୨୭ଲକ୍ଷ ଟଙ୍କା…
ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସମ୍ପାଦକ
ବରଗଡ଼ ଅଫିସ,୯ା୮: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ସମ୍ପାଦକ ଘନଶ୍ୟାମ ସାହୁଙ୍କ ବାସଭବନରେ ସୋମବାର ସକାଳୁ ଭିଜିଲାନ୍ସ ଚଢ଼ାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଇସିଲେଟ ଥାନା କଲଙ୍ଗାପାଲି ଗ୍ରାମରେ…
ମନ୍ଦିରକୁ ଭକ୍ତ ନେଇପାରିବେ ନାହିଁ ପୂଜା ସାମଗ୍ରୀ
ବରଗଡ଼ ଅଫିସ୍,୪।୮: ବରଗଡ଼ ଜିଲାରେ ଗୁରୁବାରଠାରୁ ମନ୍ଦିର, ଚର୍ଚ୍ଚ, ମସଜିଦ ଆଦି ଧାର୍ମିକ ଅନୁଷ୍ଠାନ କୋଭିଡ୍ କଟକଣା ମଧ୍ୟରେ ଖୋଲିବ । ବୁଧବାର ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ, ଧାର୍ମିକ ଅନୁଷ୍ଠାନ ଖୋଲିବା ପୂର୍ବରୁ…
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଚକ୍ଷୁ ସହାୟକଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ
ପଦ୍ମପୁର,୪।୮(ଡି.ଏନ.ଏ.)- ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚକ୍ଷୁ ସହାୟକଭାବେ କାର୍ଯ୍ୟରତ କିଶୋର ପ୍ରଧାନଙ୍କ ବାସଭବନରେ ବୁଧବାର ସକାଳୁ ଭିଜିଲାନ୍ସ ଚଢାଉ ଚାଲିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମେଲଛାମୁଣ୍ଡା ଥାନା ଟାଲ ଗ୍ରାମରେ ରହିଥିବା ତାଙ୍କ ପୈତୃକ ବାସଭବନ…
ରାସ୍ତାରେ ଧାନ ରୋଇଲେ
ବରଗଡ଼ ଅଫିସ୍,୨।୮: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ଶୋଚନୀୟ ହୋଇପଡ଼ିଛି । ଫଳରେ ରାସ୍ତାରେ ଯାତାୟାତ ହୋଇପାରୁ ନାହିଁ। ରାସ୍ତା ମରାମତି ନେଇ ବାରମ୍ବାର ଦାବି ସତ୍ତ୍ବେ କିଛି ପଦକ୍ଷେପ ନିଆଯାଉ ନାହିଁ।…
ଗାଁକୁ ଗଲାନି ଆମ୍ବୁଲାନ୍ସ: ରୋଗୀଙ୍କୁ ଷ୍ଟ୍ରେଚରରେ ବୋହିଲେ କର୍ମଚାରୀ
ବରଗଡ଼ ଅଫିସ,୧।୮: ବରଗଡ଼ ବ୍ଲକ ତୋରା ପଞ୍ଚାୟତ ଅନ୍ତର୍ଗତ ବଡ଼ଟିକ୍ରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଛି । ଫଳରେ ଗ୍ରାମବାସୀଙ୍କୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ରବିବାର ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ…
ବ୍ରିଜ୍ ଉପରେ ପଡ଼ିଛି ରକ୍ତାକ୍ତ ମୃତଦେହ
ବରଗଡ଼ ଅଫିସ,୨୯ା୭: ବରଗଡ଼ ଟାଉନ ଥାନା ଅନ୍ତର୍ଗତ କୁରୁଆଁ ବ୍ରିଜ ଉପରେ ଗୁରୁବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ତେବେ ସେ ଭେଡେନ ଥାନା ଥୁଆପାଲି ଅଞ୍ଚଳର ମୂଳ ବାସିନ୍ଦା ଏବଂ…
ଚକାଜାମ କଲା ମୋଟର ଚାଳକ ସଂଘ: ବରଗଡ଼ ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ
ବରଗଡ଼ ଅଫିସ,୨୭।୭: ମୋଟର ଚାଳକ(ଡ୍ରାଇଭର)ଙ୍କ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଛନ୍ତି । ଏଭଳି ଅଭିଯୋଗ କରି ୯ଦଫା ଦାବି ନେଇ ମଙ୍ଗଳବାର ଓଡ଼ିଶା ମୋଟର ଚାଳକ ସଂଘ, ବରଗଡ଼ ଜିଲା କମିଟି ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି।…
ନୂଆ ଘରୋଇ ବସଷ୍ଟାଣ୍ଡରୁ ଗଡ଼ିଲା ବସ୍
ବରଗଡ଼ ଅଫିସ,୨୦।୭: ବରଗଡ଼ ନୂଆ ଘରୋଇ ବସଷ୍ଟାଣ୍ଡରୁ ବସ୍ ଚଳାଚଳ ଶୁଭାରମ୍ଭ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ସମାରୋହରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ, ଏସ୍ପି ରାହୁଲ ଜୈନଙ୍କ…
ଗାଡ଼ିରେ ପ୍ରେସ୍ ଲେଖି ଚାଲାଣ କରୁଥିଲେ ଗଞ୍ଜେଇ
ବରଗଡ଼ ଅଫିସ୍,୧୭।୭: ସୋନପୁରରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୨ଟି ଗଞ୍ଜେଇ ବୋଝେଇ କାର୍କୁ ବରଗଡ଼ ଜିଲା ସୋହେଲା ପୋଲିସ ଜବତ କରିଛି। ଜବତ ଗଞ୍ଜେଇର ପରିମାଣ ୨୩୩ କି.ଗ୍ରା ହେବ। ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ…
ଶବ ସଂରକ୍ଷଣ ଗୃହରେ ଫ୍ରିଜର ଅଚଳ, ପୋଲିସ ହଟହଟା
ବରଗଡ଼ ଅଫିସ୍,୧୪।୭: ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ରହିଥିବା ଶବ ସଂରକ୍ଷଣ ଗୃହର ଫ୍ରିଜର ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି । ଏହାକୁ ମରାମତି କରାଯାଇ ନ ଥିବା ଯୋଗୁ ଏଠାରେ ମୃତଦେହ ସଂରକ୍ଷିତ ରଖାଯାଇ ପାରୁନାହିଁ। ଫଳରେ…

