କାର୍-ବାଇକ୍ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ
ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ...
ଚାଷୀଙ୍କ ଚିନ୍ତା ବଢାଇଲା ଝଡ଼ବର୍ଷା, ଅନ୍ଧାରରେ ବରଗଡ଼
ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲାରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ଅନୁଭୂତ ହୋଇଛି। ଜିଲାର ଅତାବିରା, ବରଗଡ଼, ବରପାଲି ଆଦି ଅଞ୍ଚଳରେ ଝଡ଼ବର୍ଷା ହୋଇଛି। ଝଡବର୍ଷା ଯୋଗୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସରବରାହ...
ଗୁଜରାଟରେ ମହିଳା ଶ୍ରମିକଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ମା’
ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲା ବରପାଲିରୁ ଗୁଜରାଟ ରାଜକୋଟକୁ ସ୍ବାମୀଙ୍କ ସହିତ କାମ ଅନ୍ବେଷଣରେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଲିମପଡ଼ା ନିବାସୀ...
ପଦ୍ମପୁର ସେବା ସମବାୟ ସମିତି: ୧୧୪୧ ସଭ୍ୟଙ୍କ ମଧ୍ୟରୁ ୧୬୯ ଭୋଟ ଦେଇପାରିବେ
ପଦ୍ମପୁର,୨୧।୫(ଡି.ଏନ୍.ଏ): ରାଜ୍ୟ ସରକାରଙ୍କ ନିଷ୍ପତ୍ତିକ୍ରମେ ଜୁନ ୧୯ ଓ ୨୬ ତାରିଖରେ ରାଜ୍ୟରେ ସମବାୟ ସମିତି ନିର୍ବାଚନ ହେବ। ଏହି କ୍ରମରେ ଜୁନ୍ ୨୬ରେ ପଦ୍ମପୁର ସେବା ସମବାୟ ସମିତିର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଭୋଟର ତାଲିକା ପ୍ରକାଶ...
ଥାନାରେ ବିବାହ କଲେ ପ୍ରେମୀଯୁଗଳ
ବରଗଡ଼ ଅଫିସ୍,୨୦।୫: ବରଗଡ଼ ସଦର ଥାନାରେ ଗୁରୁବାର ଏକ ପ୍ରେମ ବିବାହ ସମ୍ପନ୍ନ ହୋଇଛି। ବରଗଡ଼ ବ୍ଲକ ଅଧୀନ ରୁହୁନିଆଁ ଗ୍ରାମର ହରିହର ଭୋଇ ଏବଂ ଖୁଣ୍ଟପାଲି ଗ୍ରାମର ଉର୍ମିତା ପ୍ରଧାନ ଫୁଲମାଳ ଦେଇ ପରସ୍ପରକୁ ଜୀବନ ସାଥୀ ଭାବେ...
କୁଆପଥର ମାଡ଼ରେ ଧାନ ନଷ୍ଟ, ଅନ୍ଧାରରେ ଝାରବନ୍ଧ
ଝାରବନ୍ଧ,୧୫।୫(ଡି.ଏନ୍.ଏ): କାଳବୈଶାଖୀ ପ୍ରଭାବରେ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଏହାର ପ୍ରଭାବରେ ଚାଷୀଙ୍କ ଅମଳକ୍ଷମ ଧାନ ନଷ୍ଟ ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଗଛ, ଡ଼ାଳ,...
ବରଗଡ଼ ଗସ୍ତରେ ମୁଖ୍ୟ ଶାସନ ସଚିବ, ଉଠାଜଳସେଚନ ପ୍ରକଳ୍ପ କଲେ ତଦାରଖ
ବରଗଡ଼ ଅଫିସ,୧୫।୫: ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରବିବାର ବରଗଡ଼ ଗସ୍ତରେ ଆସିଛନ୍ତି । ସେ ଏଠାକୁ ଆସିବା ବାଟରେ ହୀରକୁଦ ଜଳଭଣ୍ଡାର ଜିରୋ ପଏଣ୍ଟକୁ ଯାଇ ଗଙ୍ଗାଧର ମେହେର ମେଗା ଉଠା ଜଳସେଚନ...
ଝିଅ ବାହାଘର ଚାଲିଥିବା ବେଳେ ମା’ଙ୍କୁ ହତ୍ୟା
ବରଗଡ଼ ଅଫିସ,୧୩ା୫: ବରଗଡ଼ ଜିଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଝିଅ ବାହାଘର ଚାଲିଥିବା ସମୟରେ ମା’ଙ୍କୁ ନିର୍ମମ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର...
ବିବାଦୀୟ ହୋଇପଡିଛି ଆରଡି ରାସ୍ତା ନିର୍ମାଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ସରଣ୍ଡା, ୧୨।୫(ଡିଏନଏ):ବରଗଡ ଜିଲା ଅତାବିରା ବ୍ଲକ ସରଣ୍ଡା ମନ୍ଦିର ଛକ ୫୩ ନମ୍ବର ଜାତୀୟ ରାଜପଥରୁ ଜାଙ୍ଗେଡ଼ ଆରଡ଼ି ରାସ୍ତା ଭାୟା ଲରାସରା ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି l ଏହି ରାସ୍ତାର ଟୁପାପଡା ଗ୍ରାମରେ ଯେଉଁ ପୁରୁଣା ଜମିରେ...
୪୪ କଫ୍ଶିରପ୍ ଜବତ, ଜଣେ ଗିରଫ
ଜମନକିରା,୧୧ା୫(ଡି.ଏନ୍.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ କୁଲୁଣ୍ଡି ଛକରୁ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ମଙ୍ଗଳବାର ୪୪ ଟି କଫ୍ଶିରପ୍ ଜବତ କରିବା ସହ ଜଣକୁ ପୋଲିସ ଗିରଫ କରିଛି। ସୂଚନାନୁଯାୟୀ, ଜମନକିରା ଥାନା ଗୌଡ଼ପାଲି...
ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ବରଗଛ ଡାଳ; ଚାଲିଗଲା ନାବାଳିକାଙ୍କ ଜୀବନ
ବରପାଲି, ୧୦।୫(ଡି.ଏନ୍.ଏ.): ବରଗଛ ଡାଳ ମୁଣ୍ଡରେ ପଡି ଯିବାରୁ ବରଗଡ଼ ଜିଲା ଭଟିଗାଁ ଗ୍ରାମରେ ମଙ୍ଗଳବାର ଜଣେ ନାବାଳିକାର ମୃତ୍ୟୁ ଘଟିଛି । ମୃତ ନାବାଳିକା ହେଲେ ଉକ୍ତ ଗ୍ରାମର ସୁଶୀଲ ଭୁଏଙ୍କ ଝିଅ ସୋନାଲି ଭୁଏ(୧୫)। ସକାଳ ପ୍ରାୟ...
ଜେଲରେ କଏଦୀଙ୍କ ଆତ୍ମହତ୍ୟା, ହାତରେ ଲେଖିଛନ୍ତି ଲଭ ୟୁ ମଞ୍ଜୁ
ସୋହେଲା,୧୦।୫((ଡି.ଏନ୍.ଏ.): ବରଗଡ଼ ଜିଲା ସୋହେଲା ସବ୍ଜେଲରେ ମଙ୍ଗଳବାର ଭୋର୍ ସାଢେ ୪ଟା ବେଳେ ଜଣେ ବିଚାରାଧୀନ କଏଦୀ ଗଳାରେ ଗାମୁଛା ଭିଡି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ମେଲଛାମୁଣ୍ଡା ଥାନା ଅଧୀନ ପେଟୁପାଲି ଗ୍ରାମର ମନମୋହନ ରାଉତିଆ(୨୬) । ମୃତକ...
Archives


