ବରଗଡ଼

ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି

ବରଗଡ଼,୨୨ା୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ବରଗଡ଼ ଟ୍ରଷ୍ଟଫଣ୍ଡ୍‌ କଲେଜରେ ଯୁକ୍ତତିନି ବିଜ୍ଞାନର ଦ୍ୱିତୀୟବର୍ଷ ଛାତ୍ରଭାବେ ରହିଛନ୍ତି।…

ଅଜଣା ଗାଡ଼ି ନେଲା ପରିବା ବିକାଳୀଙ୍କ ଜୀବନ

ବରଗଡ଼,୨୧।(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ନିକଟରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ବରଡ଼ୋଲ ଗ୍ରାମର ସରୋଜ ମାଝୀ(୪୬)। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କର…

୩ ଦଫା ଦାବିରେ ଚାଷୀଙ୍କ ବିକ୍ଷୋଭ: ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣ ବନ୍ଦ ହେଉ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଏବଂ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ଧାନର ଅଭାବୀ ବିକ୍ରି, କଟନୀଛଟନୀଠାରୁ ଆରମ୍ଭ କରି ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଏହି କ୍ରମରେ ଶୁକ୍ରବାର ଜିଲାର ଭଟଲିରେ ଚାଷୀ…

ବରଗଡ଼ରେ ମାଟ୍ରିକ ପରୀକ୍ଷା: ପ୍ରଥମ ଦିନରେ ୨୫୧ ପରୀକ୍ଷାର୍ଥୀ ଅନୁପସ୍ଥିତ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଶୁକ୍ରବାରରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ମାତୃଭାଷା ବିଷୟରେ ପରୀକ୍ଷା ରହିଥିଲା। ତେବେ ଏହି ପରୀକ୍ଷାର ପ୍ରଥମ ଦିବସରେ ବରଗଡ଼ ଜିଲାରେ ୨୫୧ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ।…

ଆଜିଠୁ ମାଟ୍ରିକ ପରୀକ୍ଷା: ବଢ଼ିଛି ପରୀକ୍ଷା କେନ୍ଦ୍ର, କମିଛନ୍ତି ପରୀକ୍ଷାର୍ଥୀ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଶୁକ୍ରବାର ଆରମ୍ଭ ହେବ। ମାର୍ଚ୍ଚ ୬ତାରିଖ ଯାଏ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ୩୦ମିନିଟ୍‌ ଯାଏ ଗୋଟିଏ ସିଟିଂ ପରୀକ୍ଷା…

ସରିଲା ରେଡ ଡ୍ରପ୍‌ ଅଲଟ୍ରା ମାରାଥନ ଅଭିଯାନ: ୫୧ଦିନରେ ୨୭୭୨ ୟୁନିଟ ରକ୍ତ ସଂଗ୍ରହ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ଚାଲିଥିବା ରେଡ ଡ୍ରପ୍‌ ଅଲଟ୍ରା ମାରାଥନ ଅଭିଯାନ ଗୁରୁବାର ଶେଷ ହୋଇଛି। ଦୀର୍ଘ ୫୧ ଧରି ଚାଲିଥିବା ଏହି ଅଭିଯାନରେ ମୋଟ ୨୭୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ବରଗଡ଼…

ଓଭରହେଡ୍‌ ଟ୍ୟାଙ୍କ ବସିଛି, ହେଲେ ଲୋକଙ୍କୁ ମିଳୁନି ପାଣି

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ପାନୀୟଜଳ ଯୋଗାଣ ପାଇଁ ୧୦ହଜାର ଲିଟର ପାଣି ସଂରକ୍ଷିତ କ୍ଷମତା ସମ୍ପନ୍ନ ଓଭରହେଡ୍‌ ଟ୍ୟାଙ୍କ ବସିଛି। ପମ୍ପ ହାଉସ୍‌ ବି ରହିଥିବାବେଳେ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ୍‌ପୋଷ୍ଟ ମଧ୍ୟ ସ୍ଥାପିତ ହୋଇଥିଲା। କିନ୍ତୁ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା…

ଟ୍ରାଫିକ୍‌ ନିୟମ ମାନିଲେ ମିଳିବ ଏମିତି ଉପହାର

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ଥାନା ପୋଲିସ ପକ୍ଷରୁ ମଙ୍ଗଳବାର ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଥାନାରୁ ବାହାରି ଏସ୍‌ପି ଅଫିସ ଛକ ଦେଇ ଗାନ୍ଧୀଛକରେ ପହଞ୍ଚିଥିଲା। ଶୋଭାଯାତ୍ରାରେ ସ୍ଥାନୀୟ ଟାଉନ ଥାନା…

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ ଧାନ ବିକ୍ରିବଟାକୁ ନେଇ ଚାଷୀମାନେ ବହୁବିଧ ସମସ୍ୟାରେ ଛନ୍ଦି ହୋଇଛନ୍ତି। ଜିଲାର ପଦ୍ମପୁର ଉପଖଣ୍ଡରେ…

ବ୍ୟବସାୟୀଙ୍କୁ ଜିଏସ୍‌ଟି ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ: କାର୍ଯ୍ୟାନୁଷ୍ଠାନ ଦାବିକଲା ସିଏଆଇଟି

ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହରର ବ୍ୟବସାୟୀଙ୍କ ସଞ୍ଜୟ ଅଗ୍ରୱାଲଙ୍କ ବାସଭବନରେ ସିଜିଏସ୍‌ଟି ଏବଂ ଏସ୍‌ଜିଏସ୍‌ଟିର ଏକ ଟିମ୍‌ ଅତର୍କିତ ଚଢ଼ାଉ କରି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଏ ନେଇ ସୋମବାର କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଟିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ କେନ୍ଦ୍ର…

ଗ୍ରୀଷ୍ମ ନ ଆସୁଣୁ ପାନୀୟ ଜଳ ସଂକଟ, କଷ୍ଟ ଏଡ଼ାଇବାକୁ…

ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ): ଗ୍ରୀଷ୍ମ ଆସି ନାହିଁ। ଏବେ ବସନ୍ତ ଋତୁ ଚାଲିଛି। ହେଲେ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇଛି। ବରଗଡ଼ ଜିଲା ସଦର ମହକୁମାଠାରୁ ଅନତିଦୂର ଗୋବିନ୍ଦପୁର ପଞ୍ଚାୟତ ବଗେଇବିରା ଗ୍ରାମରେ ଅନୁରୂପ ସ୍ଥିତି ଉପୁଜିଛି।…

ସରଣ୍ଡାର ଡାକ୍ତରଙ୍କୁ ମଧୁମେହରେ ଫେଲୋଶିପ୍‌ ସମ୍ମାନ

ସରଣ୍ଡା/ସୋହେଲା,୧୬।୨(ଯୁଧିଷ୍ଠିର ମହାପାତ୍ର/ଅଶ୍ୱିନି ପାତ୍ର): ବରଗଡ଼ ଜିଲା ସରଣ୍ଡା ଗ୍ରାମର ଯୁବ ଡାକ୍ତର ମେଘନାଦ ମେହେରଙ୍କୁ ଅହମଦାବାଦଠାରେ ମଧୁମେହରେ ଫେଲୋଶିପ ସମ୍ମାନରେ ସମ୍ମାନିତ କରାଯାଇଛି। ମଧୁମେହ ଭାରତର ବାର୍ଷିକ ସମ୍ମିଳନୀରେ ପଦ୍ମଶ୍ରୀ ଡା. ଭି .ମୋହନ ମେଘନାଦଙ୍କୁ ସମ୍ମାନିତ କରିଛନ୍ତି। ଗୁରୁବାର ଅହମଦାବାଦରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?