ବରଗଡ଼

ଚାଷୀଙ୍କୁ ମିଳିନି ବୀମା କ୍ଷତିପୂରଣ: ଆଜି ରେଳରୋକୋ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳୁ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।…

ଜୟନାରାୟଣଙ୍କ ବୟାନ ପରେ ତେଜିଲା ଆନ୍ଦୋଳନ: ଉତ୍କଳ ବ୍ୟାନର ଜାଳିଲେ କୋଶଲ ସଂଗ୍ରାମୀ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ): କୋଶଲ ପ୍ରସଙ୍ଗରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶନିବାର ବୟାନ ଦେବା ପରେ କୋଶଲ ଆନ୍ଦୋଳନ ପୁଣି ତେଜି ଉଠିଛି। ରବିବାର ସନ୍ଧ୍ୟାରେ କୋଶଲ କ୍ରିୟାନୁଷ୍ଠାନ କମିଟିର ସଂଗ୍ରାମୀମାନେ ବରଗଡ଼ ଗାନ୍ଧିଛକରେ ଉତ୍କଳ ବ୍ୟାନର ପୋଡିବା ସହିତ ସ୍ବତନ୍ତ୍ର…

ଜାତୀୟ ସନ୍ତରଣ ପ୍ରତିଯୋଗୀତାରେ ବରଗଡ଼ର ୨ ଦିବ୍ୟାଙ୍ଗଙ୍କୁ ସ୍ଵର୍ଣ୍ଣ ପଦକ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ) : ସପ୍ତମ ଜାତୀୟ ମାଷ୍ଟର ସନ୍ତରଣ ପ୍ରତିଯୋଗିତାରେ ବରଗଡ଼ର ୨ଦିବ୍ୟାଙ୍ଗ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି । ସେମାନେ ହେଲେ, ବରଗଡ଼ ବ୍ଲକ ଅଡଗାଁ ପଞ୍ଚାୟତ ସହରା଼ପାଲି ଆମ୍ବେଦକର ନଗର ନିବାସୀ ତରଣୀ ସୁନା ଓ ବରଗଡ଼ ବାନ୍ଦୁଟିକ୍ରାର…

‘କଳାକୁ ଉଦ୍‌ଜୀବିତ ରଖିବା ପାଇଁ ଆକାଶବାଣୀର ଉଦ୍ୟମ ଅତୁଳନୀୟ’

ବରଗଡ଼,୯ା୩(ପ୍ରେମାନନ୍ଦ ଖମାରୀ): ଆକାଶବାଣୀର ବିକଳ୍ପ ନାହିଁ, କଳା ଓ କଳାକାରଙ୍କୁ ବଞ୍ଚାଇବା ସହ ସେମାନଙ୍କ କଳାକୁ ଉଦ୍‌ଜୀବିତ ରଖିବା ପାଇଁ ଆକାଶବାଣୀର ଉଦ୍ୟମ ଅତୁଳନୀୟ ବୋଲି ରବିବାର ଆକାଶବାଣୀ ଶ୍ରୋତା ସଂଘର ୩୧ତମ ବାର୍ଷିକ ଉତ୍ସବରେ ବକ୍ତାମାନେ ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ…

ବିପ୍ଲବରେ ପରିଣତ ହୋଇଛି ସୁଭଦ୍ରା ଯୋଜନା: ସ୍ବାସ୍ଥ୍ୟମନ୍ତ୍ରୀ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଶନିବାର ଗଞ୍ଜାମ ଜିଲା ବ୍ରହ୍ମପୁର ସହର ଆମ୍ବପୁଆଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦାନ କରିଛନ୍ତି। ଏଥିରେ ସେ ରାଜ୍ୟର ୧କୋଟି ୬୪ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ବରଗଡ଼…

ମହିଳାମାନେ ସ୍ବାବଲମ୍ବୀ ହେଲେ ଦେଶ ସମୃଦ୍ଧ ହେବ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ)ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ବରଗଡ଼ ରାଣାପ୍ରତାପ ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମହିଳା ଦିବସରେ ସଂସଦର ସଭାନେତ୍ରୀ ଧରିତ୍ରୀ ରାଉତ୍‌ ଏଥିରେ ଅଧ୍ୟକ୍ଷତା କରିଥିଲେ।…

ତୀରନ୍ଦାଜୀ ପ୍ରତିଯୋଗିତାରେ ବରଗଡ଼ର ୨ ଦିବ୍ୟାଙ୍ଗ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ୨ଜଣ ଦିବ୍ୟାଙ୍ଗ ଯୁବ କ୍ରୀଡ଼ାବିତ ତରଣୀ ସୁନା ଓ ସୁମନ୍ତ ପଧାନ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଆୟୋଜିତ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ। ସେଥିପାଇଁ ଶୁକ୍ରବାର ସେମାନେ ଟ୍ରେନ୍‌ ଯୋଗେ ରାଉରକେଲା ଅଭିମୁଖେ ବରଗଡ଼…

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ କୋଶଳୀ ବହି ଉପହାର ଦେଲେ ଜଣାଶୁଣା କବି

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ର ଜଣାଶୁଣା କବି ବିଷ୍ଣୁ ଚରଣ ପ୍ରଧାନ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମୁଖ୍ୟ ମନ୍ତ୍ରୀ ବିଷ୍ଣୁଦେଓ ସାଏଙ୍କୁ ଭେଟି ‘ସତ୍‌ କଥା, ସାନ ଭାଇ ଟା କାଇଁ ଯେ ଦେଇ ନେ ପାରେ, ଆର୍‌ କୋଶଳ ରାଏଜ ଆମର ହକ’…

ରାଜମିସ୍ତ୍ରିଙ୍କ ଝିଅ ଯିବେ ଜାପାନ:ଦେଖାଇବେ ନିଜ ବିଜ୍ଞାନୀ ଯାଦୁ

ବରଗଡ଼,୮।୩(ପ୍ରେମାନନ୍ଦ ଖମାରୀ):ଅନ୍ତର୍ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେବା ପାଇଁ ବରଗଡ଼ ଜିଲାର ୨ଝିଅ ମନୋନୀତ ହୋଇଛନ୍ତି। ସେମାନେ ହେଲେ, ଭଟଲି ବ୍ଲକ କେଶାଇପାଲି ଗ୍ରାମର ଦିବ୍ୟାସା ପ୍ରଧାନ ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମର ଟିକେଶ୍ୱରୀ ଭୁଏ। ବରଗଡ଼ର ଏକ…

ସିଲ୍‌ ହେଲା ବିଶାଳ ମେଗାମାର୍ଟ

ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରରେ ପାର୍କିଂ ଅବ୍ୟବସ୍ଥା ନେଇ ଆକ୍ସନ ମୋଡରେ ବରଗଡ଼ ପୌର ପ୍ରଶାସନ। ଶୁକ୍ରବାର ସାରେ ବରଗଡ ସହର ଭଟଲି ଛକସ୍ଥିତ ବିଶାଳ ମେଗାମାର୍ଟ ନାମକ ଏକ ଶପିଂ ମଲକୁ ପୌର ପ୍ରଶାସନ ସିଲ କରିଛି। ପୌର…

ବରଗଡ଼ରେ ନବର୍ନିମିତ ଥାନା କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼,୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ପରିସରରେ ନବ ନିର୍ମିତ ନୂତନ ଥାନା କାର୍ଯ୍ୟାଳୟ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୂତନ ଥାନା କାର୍ଯ୍ୟାଳୟ…

ଅତାବିରାରେ ସିବିଆଇର ପୁଣି ତନାଘନା: ଗୃହକର୍ତ୍ତା ଫେରିବା ପରେ ଚାଲିଲା ଯାଞ୍ଚ

ବରଗଡ଼, ୭।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରାରେ ଶୁକ୍ରବାର ସିବିଆଇ ପୁଣି ତନାଘନା ଚଲାଇଛି। ଅତାବିରା ଶାନ୍ତିପଡା ନିବାସୀ ଜି. ନରସିଂହ ମୂର୍ତ୍ତିଙ୍କ ବାସଭବନରେ ଏହା ଚାଲିଛି। ଗତ ବୁଧବାର ସିବିଆଇର ୨ଟିମ ଏଠାକୁ ପହଞ୍ଚି ଥିଲେ। କିନ୍ତୁ ସେତେବେଳେ ନରସିଂହ ମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?