ବାଲେଶ୍ୱର

୨୫ ଦିନ ପରେ ସ୍ବଭାବିକ ହେଉଛି ସ୍ଥିତି: ରହିଲାଣି ଲୋକାଲ ଟ୍ରେନ୍‌ 

ସୋର, ୨୬।୬(ଜନ୍ମେଜୟ ମିଶ୍ର): ବାହାନଗା ଟ୍ରେନ ଦୁର୍ଘଟଣାର ୨୫ ଦିନ ପରେ ଧୀରେ ଧୀରେ ସ୍ଥିତି  ସ୍ବଭାବିକ ହେଉଛି । ଯେଉଁ ଲୋପ ଲାଇନରେ ଛିଡ଼ା ହୋଇଥିବା ଏକ ପଥର ବୋଝେଇ ମାଲବାହିକୁ କରମଣ୍ଡଳ ଧକ୍କା ଦେଇଥିଲା, ସେହି ଦକ୍ଷିଣ କେବିନ…

କାମ ନ ସରୁଣୁ ଧସିଲା ସୁରକ୍ଷା ପାଚେରି

ଖଇରା(ଉତ୍କଳବନ୍ଧୁ ପଣ୍ଡା)/ ଔପଦା(ଧରିତ୍ରୀ ପଣ୍ଡା),୨୬ା୬: ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲଜର ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହୋଇଛି। ବିଶେଷ ଭାବେ ବାଲେଶ୍ବରରୁ ମୟୂରଭଞ୍ଜକୁ ସଂଯୋଗ କରୁଥିବା ଗଣ୍ଡିବେଡ଼-ଔପଦା…

ସହରର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଲେ

ବାଲେଶ୍ୱର(ମାନସ ବିଶ୍ୱାଳ)/ ଭୋଗରାଇ(ପ୍ରଦୀପ ଦାସ)/ ଜଳେଶ୍ୱର(ରବିନାରାୟଣ ପାତ୍ର)/ବସ୍ତା(ହରିଶଙ୍କର ପାଢୀ)/ ବାଲିଆପାଳ(ଗୋପାଳ ଚନ୍ଦ୍ର ସାହୁ)/ଲଙ୍ଗଳେଶ୍ୱର(କମଳାକାନ୍ତ ଦାସ), ୨୪ା୬: ବାଲେଶ୍ୱର ଜିଲା ଗସ୍ତର ଦ୍ୱିତୀୟ ଦିନରେ ଶୁକ୍ରବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ସହରର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ଭୋଗରାଇ, ଜଳେଶ୍ୱର,…

କଂଗ୍ରେସ ନେତାଙ୍କୁ ନଜରବନ୍ଦୀ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ଏମ୍‌ପି

ଖଇରା, ୨୩ା୬(ଉତ୍କଳବନ୍ଧୁ ପଣ୍ଡା): ଗୁରୁବାର ୫-ଟି ସଚିବଙ୍କ ଖଇରା ଗସ୍ତ ଅବସରରେ ଖଇରା ଓ ସିମୁଳିଆ ପୋଲିସ କଂଗ୍ରେସ ନେତାଙ୍କୁ ଆସାମୀ ଭଳି ବ୍ୟବହାର କରିବା ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡାଙ୍କୁ ତାଙ୍କ ବାସଭବନ ଚାରିପଟୁ…

ବାହାନଗା ହାଇସ୍କୁଲ ୫-ଟି ଉପକ୍ରମରେ ହେବ ପୁନଃନିର୍ମାଣ

ଭୁବନେଶ୍ୱର,୨୨ା୬(ସୁନିତ୍‌ ମିଶ୍ର): ବାଲେଶ୍ୱର ଜିଲାର ବାହାନଗା ହାଇସ୍କୁଲର ୫-ଟି ଉପକ୍ରମରେ ପୁନଃନିର୍ମାଣ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ୪୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଅର୍ଥ ମଞ୍ଜୁର କରାଯାଇଛି। ସୂଚନାଯୋଗ୍ୟ, ଗତ…

ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଖଇରା,୨୨ା୬(ଉତ୍କଳବନ୍ଧୁ ପଣ୍ଡା): ରାଣୀତାଲ-କୁପାରୀ ରାସ୍ତାର ଖଇରା ଥାନା ଅଧୀନ ଭୀମନାଥପୁର ଛକ ନିକଟରେ ଗୁରୁବାର ଏକ ବୋଲେରୋ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ରଶ୍ମୀରଞ୍ଜନ ବେହେରା (୩୬)। ଘର ଖଇରା ଥାନା…

ମହିଳା ସ୍ବାବଲମ୍ବୀ ହେଲେ ରାଜ୍ୟର ବିକାଶ ହେବ: ୫ଟି-ସଚିବ

ଖଇରା,୨୨ା୬(ଉତ୍କଳବନ୍ଧୁ ପଣ୍ଡା): ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଗୁରୁବାର ପୂର୍ବାହ୍ନରେ ନିର୍ଦ୍ଧାରିତ ସମୟଠାରୁ ୧୦ ମିନିଟ୍‌ ବିଳମ୍ବରେ ବାଲେଶ୍ବର ଜିଲା ଖଇରା ବ୍ଲକର କୁପାରୀ ହେଲିପ୍ୟାଡ୍‌ରେ ଓହ୍ଲାଇବା ପରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ,ଏସ୍‌ପି ସାଗରିକା ନାଥ ତଥା…

ବାହାନଗା ସ୍କୁଲ୍‌: ଭୂତ ଭୟରେ କମିଲା ଉପସ୍ଥାନ

ବାହାନଗା,୨୨ା୬(ଅରୂପ କୁମାର ଦାସ)ବାହାନଗା ଟ୍ରେନ ଦୁର୍ଘଟଣାକୁ ବୁଧବାର ପୂରିଛି ୧୯ଦିନ। ଉଦ୍ଧାର କାର୍ଯ୍ୟ ଲାଗି ବାହାନଗାବାସୀ ଚାରିଆଡ଼େ ପ୍ରଶଂସା ସାଉଁଟୁଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କୁ ବାହାନଗା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରଖାଯାଇଥିଲା। ସ୍କୁଲ ଶବ ଗୃହ ପାଲଟିଥିବା ହେତୁ…

ପ୍ରତିକୂଳ ଅବସ୍ଥାରେ ସେବା ପାଇଁ ଟିପିଏନ୍‌ଓଡିଏଲ୍‌ ପ୍ରତିବଦ୍ଧ

ବାଲେଶ୍ୱର (ମାନସ ବିଶ୍ୱାଳ), ୨୧।୬: ଗ୍ରୀଷ୍ମରେ ବଢିଛି ବିଦ୍ୟୁତ୍‌ ଚାହିଦା। ପ୍ରତିକୂଳ ଅବସ୍ଥାରେ ନିରବଚ୍ଛିନ୍ନ ଭାବେ ସେବା ଯୋଗାଇବାରେ ଟାଟା ପାୱାର ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଅବହେଳା କରିନାହଁି। ଏହି ସେବାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ଗ୍ରାହକମାନଙ୍କ…

ବାହାନଗାକୁ ରେଳମନ୍ତ୍ରୀଙ୍କ ୨ କୋଟି ଅନୁଦାନ ଘୋଷଣା

ବାହାନଗା (ଅରୂପ ଦାସ)/ବାଲେଶ୍ୱର (ମାନସ ବିଶ୍ୱାଳ), ୨୧।୬: ବାହାନଗାରେ ରେଲଓ୍ବେ ପକ୍ଷରୁ ଜନସାଧାରଣଙ୍କ ନିମନ୍ତେ ମଙ୍ଗଳବାର ଅପରାହ୍ନ ୨ଟାରେ ଆୟୋଜିତ ସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗଦେଇ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୁର୍ଘଟଣା ସମୟରେ ଆପଣମାନେ ଯାହା କରିଛନ୍ତି ତାହା ପ୍ରଂଶସନୀୟ…

ସିଗ୍‌ନାଲ ଜେଇଙ୍କୁ ସାଢ଼େ ୬ ଘଣ୍ଟା ଜେରା

ବାଲେଶ୍ୱର/ଭୁବନେଶ୍ୱର,୨୧।୬(ମାନସ ବିଶ୍ୱାଳ, ଅଭିଜିତ୍‌ ଦାସ): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାରେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ ସିବିଆଇ ନଜରରେ। ସୋମବାର ସନ୍ଧ୍ୟାରେ ସିବିଆଇ ଟିମ୍‌ ଜେଇ ଖାନ୍‌ଙ୍କ ସୋର କମରପୁରସ୍ଥିତ ଭଡ଼ା ଘରକୁ ସିଲ୍‌ କରିଥିଲା। ଏହାର…

ସିଗ୍‌ନାଲ ଜେଇଙ୍କ ପତ୍ତା ମିଳୁନି

ବାହାନଗା/ସୋର, ୨୦ା୬:(ଅରୂପ ଦାସ/ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣାକୁ ୧୯ଦିନ ବିତିଗଲାଣି। ଦୁର୍ଘଟଣାରେ ୨୯୨ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଏହାର ପ୍ରକୃତ କାରଣ ସମ୍ପର୍କରେ ଖୋଳତାଡ ଚଳାଇଛି ସିବିଆଇ। ରେଲଓ୍ବେ ସୋର ସେକ୍ସନର ସିଗ୍‌ନାଲ ଜେଇ (କନିଷ୍ଠ ଯନ୍ତ୍ରୀ) ଅମିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri