ବାଲେଶ୍ୱର

ପେଟ୍ରୋଲପମ୍ପରେ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରି ଲୁଟିନେଲେ ଟଙ୍କା: କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହ

ବାଲେଶ୍ୱର ଅଫିସ, ୨୫।୮: ବାଲେଶ୍ବର ଜିଲା ଚାନ୍ଦିପୁର ରାସ୍ତାରେ ଥିବା ଏକ ପେଟ୍ରୋଲପମ୍ପରେ ସୋମବାର ରାତିରେ ୩ ଦୁର୍ବୃତ୍ତ ପଶି ମ୍ୟାନେଜରଙ୍କୁ ଆକ୍ରମଣ କରିଛନ୍ତି। ଏହା ସହ ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣାରେ ପେଟ୍ରୋଲପମ୍ପର କର୍ମଚାରୀଙ୍କ ସମ୍ପୃକ୍ତିଥିବା ସନ୍ଦେହ…

ବାଲେଶ୍ୱର ଉନ୍ନତି ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ରୋଡ୍‌ମ୍ୟାପ୍‌: ୫୦କୋଟି ବ୍ୟୟରେ ହେବ ଅନ୍ତଃରାଷ୍ଟ୍ରୀୟ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ, ୨୪।୮-ବାଲେଶ୍ୱର ଜିଲାବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେତେକ କୁଟୀରଶିଳ୍ପ, ମାଛଚାଷ, ସହରର ଉନ୍ନତୀକରଣ, ଉନ୍ନତ ସ୍ବାସ୍ଥ୍ୟସେବା ଭଳି ବିଭିନ୍ନ ଦିଗକୁ ନେଇ ରୋଡ଼ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ଏନେଇ ସେ…

ବସ୍ତାରେ ହାତୀ ଉପଦ୍ରବ: ଘଉଡ଼ାଇବାକୁ ଯାଇ ବନବିଭାଗ ନାକେଦମ୍‌

ବସ୍ତା,୨୨ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଳକ ପତ୍ରଝଡ଼ା ପଞ୍ଚାୟତରେ ହାତୀ ଉପଦ୍ରବ ଯୋଗୁ ଗ୍ରାମବାସୀ ଭୟଭୀତ ହୋଇଥିବା ଜଣାପଡ଼ିଛି। କିଛି ମାସ ଧରି ବାଲେଶ୍ୱର-ମୟୂରଭଞ୍ଜ ଜିଲା ସୀମାନ୍ତ ରାସଗୋବିନ୍ଦପୁର ବ୍ଲକରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀମାନେ ଦିନରେ ବଣ ଭିତରେ ରହୁଥିବାବେଳେ…

ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ ପ୍ରବେଶ: ଚାଷୀ ଆତଙ୍କିତ

ବାଲିଆପାଳ,୨୨।୮(ସ୍ବ.ପ୍ର)- ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ନଦୀରେ ଶନିବାର ପ୍ରଥମ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ତଳିଆ ଅଞ୍ଚଳର ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅପରାହ୍ନ ୩ଟାରେ ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲା। ସେଠାରେ ବିପଦ…

ଜଳକା ନଦୀ ବନ୍ଧରେ ୨୦ ଫୁଟ ଘାଇ

ବସ୍ତା,୨୧ା୮(ଡି.ଏନ.ଏ) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ପତ୍ରଝଡ଼ା ପଞ୍ଚାୟତର ସରଡ଼ିହା ନିକଟରେ ଶୁକ୍ରବାର ଜଳକା ନଦୀବନ୍ଧରେ ୨୦ ଫୁଟର ଘାଇ ହୋଇଛି। ଫଳରେ ବନ୍ୟାଜଳ ମାଡ଼ି ବ୍ୟାପକ ଫସଲ କ୍ଷତି ହେବା ସହିତ ଜମିରେ ବାଲିଚର ପଡ଼ିଯାଇଛି। ମହାତ୍ମାଗାନ୍ଧି…

ବିର୍ଲା ଟାୟାର୍ସ ସମ୍ମୁଖରେ ଧାରଣା ଦେଲେ ଶ୍ରମିକଙ୍କ ପରିବାର

ବାଲେଶ୍ୱର ଅଫିସ, ୨୧।୮-ବକେୟା ଦରମା ଏବଂ ନିୟମିତ କାମ ଦାବିରେ ବାଲେଶ୍ୱର ଜିଲା ରେମୁଣା ଶିଳ୍ପାଞ୍ଚଳ ଥାନା ଅଧୀନ ସରସ୍ବତୀପୁରସ୍ଥିତ ବିର୍ଲା ଟାୟାର୍ସ ଫାଟକ ସମ୍ମୁଖରେ ୧୫୦୦ ଶ୍ରମିକଙ୍କ ପରିବାର ଲୋକେ ଗତ ୧୮ ତାରିଖ ରାତିରୁ ଧାରଣାରେ ବସିଛନ୍ତି। ଦୀର୍ଘଦିନ…

ବୁଢ଼ାବଳଙ୍ଗରେ ବନ୍ୟା ଜଳ: ଜଳକା, ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତି

ବାଲେଶ୍ୱର ଅଫିସ,୨୦ା୮: ଦୁଇଦିନ ଧରି ଲଗାଣ ଏବଂ ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ ବୁଢାବଳଙ୍ଗ ନଦୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ସଦର ବ୍ଲକ ପରିଖି ପଞ୍ଚାୟତର ୯ ନଂ. ଓ୍ବାର୍ଡ ନନ୍ଦଚକ (ଜଙ୍ଗଲ ଘେରି) ସମ୍ପୂର୍ଣ୍ଣ…

ଦୁଇ ଗାଁ ଜଳବନ୍ଦୀ

ବାଲିଆପାଳ, ୨୦।୮(ସ୍ବ.ପ୍ର)- ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଜଳବନ୍ଦୀ ହୋଇ ଲୋକମାନେ ଜୀବନଯାପନ କରୁଛନ୍ତି। ଘରୁ ପଦାକୁ ବାହାରିଲେ ଆଣ୍ଠୁଏ ଜଳରେ ଯିବାକୁ ପଡୁଛି ତ’ କେଉଁଠି ପ୍ରଧାନମନ୍ତ୍ରୀ ସଡ଼କ ଉପରେ ଆଣ୍ଠୁଏରୁ ଅଧିକ ଜଳରେ ପାରି…

ସମୁଦ୍ରରେ ଇଲିଶି ତଲାସି

ଭୋଗରଇ, ୨୦।୮(ଡି.ଏନ.ଏ.)-ଶ୍ରାବଣ ଶେଷ ହୋଇ ଭାଦ୍ରବ ହେଲାଣି। ତଥାପି ଜାଲରେ ଧରାପଡୁନି ଆଶାନୁରୂପ ଇଲିଶି। ମୌସୁମୀର ଅନିୟମିତତା ଯୋଗୁ ଚଳିତବର୍ଷ ଟ୍ରଲର ମାଲିକ ଓ ମତ୍ସ୍ୟଜୀବୀମାନେ ଆଶା ଆଶଙ୍କାରେ ରହିଛନ୍ତି। ତଥାପି ମତ୍ସ୍ୟଜୀବୀମାନେ ଆଶା ଛାଡ଼ିନାହାନ୍ତି। ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ,…

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ: ଜାଣନ୍ତୁ କିଏ ହେଲେ ବାଲେଶ୍ୱର ଜିଲାର ଟପ୍ପର

ବାଲେଶ୍ୱର ଅଫିସ,୧୯।୮: ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ବାଲେଶ୍ୱର ଜିଲାର ୬୫.୯୪ ପ୍ରତିଶତ ପାସହାର ରହିଛି। ତେବେ ସୋର ମହାବିଦ୍ୟାଳୟର ଛାତ୍ର ଆଶୁତୋଷ ମହାନ୍ତି ଜିଲାରେ ସର୍ବାଧିକ ୫୪୨ ନଂ. ରଖି ଟପ୍ପର ହୋଇଛନ୍ତି। ଚଳିତ ବର୍ଷ…

ବ୍ରାଉନସୁଗାର ର଼୍ୟାକେଟ୍‌ରେ ଏମ୍‌ବିଏ ଛାତ୍ର

ଭୁବନେଶ୍ୱର, (ବ୍ୟୁରୋ)/ ବାଲେଶ୍ୱର ଅଫିସ, ୧୯।୮: ବ୍ରାଉନସୁଗାର କାରବାର କରୁଥିବା ଜଣେ ଏମ୍‌ବିଏ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ସୋମବାର ରାତିରେ ବାଲେଶ୍ୱର ବସ୍‌ଷ୍ଟାଣ୍ଡରୁ ଗିରଫ କରିଛି। ତାଙ୍କ ନିକଟରୁ ୧ କେଜି ୩୨୦ ଗ୍ରାମର ବ୍ରାଉନସୁଗାର…

ମାଛଧରିବା ବେଳେ ଆକାଶରୁ ଜାଲରେ ପଡ଼ିଲା ଯନ୍ତ୍ରଚାଳିତ ରକେଟ୍‌

ବାହାନଗା,୧୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ରେମୁଣା ବ୍ଲକ ଗୋପାଳପୁର ଫାଣ୍ଡି ଅଧୀନସ୍ଥ ତାଳପଦା ଗ୍ରାମର ମତ୍ସ୍ୟଜୀବୀଙ୍କ ଜାଲରେ ଏକ ଯନ୍ତ୍ରଚାଳିତ ରକେଟ୍‌ ପଡ଼ିଥିବା ଜଣାପଡ଼ିଛି। ସୋମବାର ସକାଳେ ତାଳପଦା ଗ୍ରାମର ରଘୁନାଥ ଦାସ ଯନ୍ତ୍ରଚାଳିତ ଭୂଟୁଭୂଟି (ଡଙ୍ଗା) ସହ ଅନ୍ୟ ୭ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?