ବାଲେଶ୍ୱର

ୟୁନିୟନ ବ୍ୟାଙ୍କ ଡକାୟତି ମାମଲା: ମାଷ୍ଟରମାଇଣ୍ଡଙ୍କୁ ଧରିଲା ପୋଲିସ

ବାଲେଶ୍ୱର,୭।୮(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳରୁ ପୋଲିସ ଡକାୟତି ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କଠାରୁ ୮୫୪ ଗ୍ରାମ ସୁନା...

ସାଳନ୍ଦୀ ନଦୀରେ ଭାସିଗଲେ ଦୁଇ କାଉଡ଼ିଆ

ଖଇରା,୭ା୮(ଉତ୍କଳବନ୍ଧୁ ପଣ୍ଡା): ଅଣିଜସ୍ଥିତ ସିନ୍ଧୁକେଶ୍ବର ଶିବ ମନ୍ଦିରରେ ପାଣି ଢାଳିବାକୁ ସାଳନ୍ଦୀରେ ଗାଧୋଇବାକୁ ଯାଇ ସୋମବାର ୨ କାଉଡ଼ିଆ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଦ୍ବୟ ହେଲେ ଖଇରା ବ୍ଲକ ସାନଜୟୀପୁର ଗ୍ରାମର ରାଜେନ୍ଦ୍ର ସାହୁ (୨୨) ଓ କାଠିଆ...

ଓଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌ ମାମଲା: ଆଉ ୮ ଗିରଫ

ବାଲେଶ୍ୱର,୬।୮(ମାନସ ବିଶ୍ୱାଳ)ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ(ଓଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଜେଇଇ ସିଭିଲ୍‌ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସମ୍ପୃକ୍ତ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୨ଜଣ ଶିକ୍ଷକ ଅଛନ୍ତି। ଏହି ମାମଲାରେ...

ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ

ବାଲିଆପାଳ, ୫।୮(ଗୋପାଳ ଚନ୍ଦ୍ର ସାହୁ): ରାଜ୍ୟରେ ସବୁ ନଦୀରେ ବନ୍ୟା ବିତ୍ପାତ ଆରମ୍ଭ ହୋଇଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ସ୍ଥିର ରହିଥିଲା। ଶୁକ୍ରବାର ପୂର୍ବାହ୍ନରୁ କ୍ରମଶଃ ନଦୀର ଜଳପତ୍ତନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ପ୍ରଥମ...

ଭାରପ୍ରାପ୍ତ ଏଆର୍‌ସିଏସ୍‌ଙ୍କ ବିରୋଧରେ ଧାରଣାରେ ବସିଲେ ଚାଷୀ

ନୀଳଗିରି, ୪ା୮(ସ୍ବ.ପ୍ର.): ନୀଳଗିରି ସମବାୟ ସମିତି ସମୂହର ନୀଳଗିରି ସହକାରୀ ଭାରପ୍ରାପ୍ତ ନିବନ୍ଧକ ଲକ୍ଷ୍ମୀଧର ରାଉତ ବ୍ୟକ୍ତିଗତ ଆକ୍ରୋଶ ରଖି ସମିତି କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ ନେଇ ନୀଳଗିରି ସହକାରୀ ନିବନ୍ଧକ କାର୍ଯ୍ୟାଳୟ ଆଗରେ ୩୦୦ ଶହରୁ...

କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି

ସିମୁଳିଆ,୪ା୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକରେ ପ୍ରବାହିତ କାଂଶବାଂଶ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଚଳିତବର୍ଷ ପ୍ରଥମ ବନ୍ୟା ଆସିଛି। ଫଳରେ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଜମି ରହିଛି। ଖଇରା ଓ...

ମହରମ୍‌ ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ

ସୋର,୩।୮(ଜନ୍ମେଜୟ ମିଶ୍ର)ସୋର ପୌରପାଳିକା ଅଧୀନ ପାରମହଲା ବସ୍ତିରେ ଏଥର ମହରମ୍‌ ପର୍ବ ପାଳନ ବେଳେ ପରିକ୍ରମା କରୁଥିବା ତାଜିଆରେ ଚନ୍ଦ୍ରୟାନ-୩ର ଅବିକଳ ନକଲ ଦେଖିବାକୁ ମିଳିଛି। ଏବେ ଇସ୍ରୋ ପକ୍ଷରୁ ୩ୟ ଥର ପାଇଁ ପଠାଯାଇଥିବା ଚନ୍ଦ୍ରୟାନ-୩ ପୂର୍ବ ନିର୍ଦ୍ଧାରିତ...

ରାସ୍ତାରେ ପାଣି, ଭାରରେ ବୁହା ହେଲେ ପ୍ରସୂତି

ଔପଦା,୩।୮(ଧରିତ୍ରୀ ପଣ୍ଡା)ବାଲେଶ୍ୱର ଜିଲାର ଔପଦା ବ୍ଲକର ରାଇରମଚନ୍ଦ୍ରପୁର ପଞ୍ଚାୟତର ପାହାଡ଼ ପାଦଦେଶରେ ଅବସ୍ଥିତ ଆଦିବାସୀ ଅଞ୍ଚଳ ରାଜସ୍ବ ଗ୍ରାମ ମହିଷାଡାଳିର କୁରାଢ଼ୀବସା ସାହିକୁ ରାସ୍ତା ନ ଥିବାରୁ ଜଣେ ଆଦିବାସୀ ଗର୍ଭବତୀ ପ୍ରସବ ପରେ ଘରକୁ ଭାରରେ ବୁହା ହେଉଥିବା...

୩ ଗାଁର ୨୫୦ ଘର, ୫ଶହ ଏକର ଚାଷଜମି ନିଶ୍ଚିହ୍ନ ହେବା ଆଶଙ୍କା

ବାଲିଆପାଳ, ୩୧।୭(ଗୋପାଳ ଚନ୍ଦ୍ର ସାହୁ):ସୁବର୍ଣ୍ଣରେଖା ନଦୀ ଅବବାହିକାର ବାଲି ଓ ମାଟି ଏବେ ଚୋରାଚାଲାଣକାରୀଙ୍କ କବ୍‌ଜାରେ। କେଉଁଠି ଡଙ୍ଗାରେ ତ କେଉଁଠି ଜେସିବି ଲଗାଇ ହଜାର ହଜାର ଟ୍ରିପ୍‌ ବାଲି, ମାଟି ଖୋଳି ନେଉଛନ୍ତି। ନଦୀ ଅବବାହିକାରେ କୃତ୍ରିମ ନଦୀ...

୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ୱର,୩୦ା୭(ମାନସ ବିଶ୍ୱାଳ)ବହୁ ଚର୍ଚ୍ଚିତ ଜେଇ ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ପ୍ରଥମ ଥର ପାଇଁ ଆକ୍ସନ ମୋଡ୍‌କୁ ଆସିଛି ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (ଓଏସ୍‌ଏସ୍‌ସି)। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି, ଯେଉଁଥିରେ ମୁଖ୍ୟ...

ଓଏସଏସ୍‌ସି ପ୍ରଶ୍ନପ୍ରତ୍ର ଡିଲ୍‌ ମାମଲା: ଓଏସଏସ୍‌ସି ପରୀକ୍ଷାରୁ ଜୀବନବ୍ୟାପୀ ବାରଣ

ବାଲେଶ୍ୱର,୨୯।୭(ମାନସ ବିଶ୍ୱାଳ) ଓଏସଏସ୍‌ସି ପ୍ରଶ୍ନପ୍ରତ୍ର ଡିଲ୍‌ ମାମଲାରେ ବାଲେଶ୍ବର ପୋଲିସ ରିପୋର୍ଟ ପରେ ଓଏସଏସ୍‌ସିି ଆଉ ପାଦେ ଆଗେଇଛି । ସୂଚନା ଅନୁସାରେ, ୫୫ ପରୀକ୍ଷାର୍ଥୀଙ୍କୁ ଓଏସଏସ୍‌ସି କାରଣଦର୍ଶାଅ ନୋଟିସ ଜାରି କରିଛି। ଓଏସଏସ୍‌ସି ପରୀକ୍ଷାରୁ ଜୀବନବ୍ୟାପୀ ବାରଣ ନେଇ...

ଗୋଡ଼ାଇ କାମୁଡିଲା ଶିଆଳ: ୩ ଶିଶୁ ସମେତ ୧୦ ଆହତ

ଖଇରା (ଉତ୍କଳବନ୍ଧୁ ପଣ୍ଡା)/ସୋର (ଜନ୍ମେଜୟ ମିଶ୍ର),୨୯।୭: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡାଲଙ୍ଗ ଗ୍ରାମରେ ଶୁକ୍ରବାର ଏକ ଶିଆଳ ଆତଙ୍କ ଖେଳାଇଛି। ୩ଜଣ ଶିଶୁ ସମେତ ୧୦ଜଣଙ୍କୁ ଶିଆଳ କାମୁଡି ଖଣ୍ଡିଆଖାବରା କରିପକାଇଛି। ପରେ ଗ୍ରାମର ପୋଷା କୁକୁରଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri