ବାଲେଶ୍ୱର

୧୦ବର୍ଷ ବିତିଗଲାଣି, ସରୁନି କେନାଲ ପୋଲ

ଖଇରା,୧୮ା୩(ଡି.ଏନ.ଏ.): ଜଳସେଚନ ବିଭାଗର ବିଦ୍ୟାଧରପୁର ଡିଭିଜନ ଖଇରା ସବଡିଭିଜନ ଅନ୍ତର୍ଗତ ସାରକୋଣା-ଭଞ୍ଜପଦା ମଝିରେ ଅନ୍ୟୁନ ୧୦ବର୍ଷ ତଳେ ଆରମ୍ଭ ହୋଇଥିବା ପୋଲ ଏ ପର୍ଯ୍ୟନ୍ତ ସରିପାରିନି। ଫଳରେ ୨୦ଖଣ୍ଡ ଗ୍ରାମର ଲୋକେ ୧୦ବର୍ଷ ଧରି ଡାଇଭର୍ସନରେ ଯାତାୟାତ କରୁଛନ୍ତି ।...

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍‌ କଲେ ଏମ୍‌ପି

ବାଲେଶ୍ୱର ଅଫିସ,୧୮।୩: ବାଲେଶ୍ୱର ଜିଲା ରେମୁଣା ଗୋଲେଇ ନିକଟରେ ଦୀର୍ଘଦିନ ଧରି ନୂତନ ଭାବେ ନିର୍ମାଣ ହୋଇଥିବା ଏମସ୍‌ ସାଟେଲାଇଟ୍‌ ସେଣ୍ଟରର ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ଉଦ୍‌ଘାଟନ ପାଇଁ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ...

୧୯ରେ ବାରୁଣୀ ସ୍ନାନ: ସ୍ଥିତି ଅନୁଧ୍ୟାନ କଲେ ଜିଲା ପରିଷଦ ଅଧ୍ୟକ୍ଷ

ବାଲେଶ୍ୱର ଅଫିସ, ୧୭।୩: ବାଲେଶ୍ୱର ସଦର ବ୍ଲକ କଷାଫଳ ପଞ୍ଚାୟତ ନିକଟସ୍ଥ ସମୁଦ୍ର ତଟରେ ଆସନ୍ତା ୧୯ତାରିଖରେ ବାରୁଣୀ ସ୍ନାନ ଅନୁଷ୍ଠିତ ହେବ। ବାରୁଣୀ ସ୍ନାନ ଆମ ଓଡ଼ିଆ ସଂସ୍କୃତିରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। କଷାଫଳ ପଞ୍ଚାୟତ...

୧୬୮ ଛାତ୍ରୀଛାତ୍ରଙ୍କୁ ଜ୍ୟୋତି ଶିକ୍ଷାବୃତ୍ତି

ବାଲେଶ୍ୱର ଅଫିସ,୧୭।୩: ବାଲେଶ୍ୱର ଜିଲା ବାଲିଆପାଳସ୍ଥିତ ବାଲିଆପାଳ କଲେଜ ଅଫ୍‌ ଫିଜିକାଲ୍‌ ଏଜୁକେଶନ ପରିସରରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ପକ୍ଷରୁ ଦୁଇ ଦିନିଆ ଗୋଷ୍ଠୀ ସମ୍ପର୍କ କାର୍ଯ୍ୟକ୍ରମ ‘ଅସ୍ମିତା’ ଗୁରୁବାର ଆରମ୍ଭ ହୋଇଛି। ଏହି ଅବସରରେ ସୁବର୍ଣ୍ଣରେଖା ବନ୍ଦର...

ରାସ୍ତାରୁ ବାଡ଼ ହଟାଇଲେ ତହସିଲଦାର

ଖଇରା,୧୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ତୁଡିଗଡିଆ-ଆନନ୍ଦପୁର ଭାୟା ମାଖନପୁର ରାସ୍ତାକୁ ମେଦିନପୁର ଗ୍ରାମ ନିକଟ ଦେଇ ଯାଇଥିବା ରାସ୍ତାକୁ ଜଣେ ବ୍ୟକ୍ତି ନିଜର ବୋଲି ଦାବି କରି ୨ପାର୍ଶ୍ୱରେ ବାଡ ବସାଇ...

ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରଭାବ: ଅଭାବ ପଡିଲାଣି ପେଟ୍ରୋଲ

ବାଲେଶ୍ୱର ଅଫିସ ୧୬।୩: ଓଡ଼ିଶା ଡ୍ରାଇଭର ମହାସଂଘ ବନ୍ଦ ଡାକରାକୁ ସମ୍ମାନ ଜଣାଇ ଗୁରୁବାର ମଧ୍ୟ ପୁରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ତାର ପ୍ରଭାବ ଏବେ ବିଭିନ୍ନ ପେଟ୍ରୋଲ ଟ୍ୟାଙ୍କରେ ଦେଖିବାକୁ ମିଳିଛି। ଟାଙ୍କିରେ...

ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା: ଚିକିତ୍ସା ଅଭାବରୁ ଶିଶୁପୁତ୍ର ମୃତ୍ୟୁ ଅଭିଯୋଗ

ବାଲେଶ୍ବର ଅଫିସ ୧୫।୩: ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ବୁଧବାର ସକାଳେ ଉତ୍ତେଜନା ଦେଖିବାକୁ ମିଳିଛି। ଚିକିତ୍ସାର ଅବହେଳା ଯୋଗୁ ୭ମାସର ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ନେଇ ପରିବାରଲୋକେ ଅଭିଯୋଗ ଆଣିଛନ୍ତ। ସୂଚନାଯୋଗ୍ୟ, ବାଲେଶ୍ବର ବସ୍ତା ଅଞ୍ଚଳର...

୩ ମାସରେ ୧୨୮୯ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା ଅଫିସ,୧୫।୩: ଶିମିଳିପାଳ ଅଭୟାରଣ୍ୟରେ ମାସ ମାସ ଧରି ନିଅଁା ଜଳିବା ଦ୍ୱାରା ଜିଲାବାସୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ମଙ୍ଗଳବାର ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ମିଳିଥିବା ସାଟେଲାଇଟ୍‌ ତଥ୍ୟ ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର...

ପାଣି ପାଇଁ ୬୦ ପରିବାର ହନ୍ତସନ୍ତ

ରୂପସା, ୧୫।୩: ଗ୍ରୀଷ୍ମ ଋତୁ ଆରମ୍ଭ ନ ହେଉଣୁ ଦେଖାଗଲାଣି ଜଳକଷ୍ଟ। ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ଅଧିକାଂଶ ନଳକୂପ ଅଚଳ ହୋଇପଡୁଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

ପିଲାକୁ ଧରି ସ୍ତ୍ରୀ ପ୍ରେମିକ ସହ ଫେରାର

ଜଳେଶ୍ୱର, ୧୫ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ଚିକିତ୍ସା ଲାଗି ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ନିଜ ପିଲାଙ୍କୁ ସାଙ୍ଗରେ ନେଇ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିବା ଚର୍ଚ୍ଚାର...

ପଛଚକା ତଳେ ଲୁଚିଥିଲେ, ଚଢ଼ିଗଲା ଟ୍ରାକ୍ଟର

ବାହାନଗା,୧୪ା୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ବେଗୁନିଆ ଗ୍ରାମରେ ଘର ସାମ୍ନାରେ ଛିଡା ହୋଇଥିବା ଟ୍ରାକ୍ଟର ଚକତଳେ ଚାପି ହୋଇ ଟ୍ରାକ୍ଟର ମାଲିକଙ୍କ ୩ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ସୋମବାର ରମେଶ ଚନ୍ଦ୍ର ବେହେରାଙ୍କ...

ବାଲେଶ୍ୱରରୁ ଚାନ୍ଦିପୁର ଚାଲିଲା ‘କ୍ରୁଜ୍‌’

ବାଲେଶ୍ୱର ଅଫିସ, ୧୪।୩: ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀର ବାଲିଘାଟ ନିକଟରେ ଏକ ସୁସଜ୍ଜିତ ଓ ବିଳାସପୂର୍ଣ୍ଣ ଲଞ୍ଚ ‘କ୍ରୁଜ୍‌’ର ଶୁଭ ଉଦ୍‌ଘାଟନ ହୋଇଛି। ଏହି ଲଞ୍ଚ ପ୍ରତିଦିନ ଅପରାହ୍ନ ୪ଟାରେ ବାଲିଘାଟଠାରୁ ଚାନ୍ଦିପୁର ପର୍ଯ୍ୟନ୍ତ ଯାତ୍ରା କରିବ। ପର୍ଯ୍ୟଟକଙ୍କ ନଦୀ...

Advertisement
Archives

Model This Week

Why Dharitri