Odisha Elections 2024

ବାଲେଶ୍ୱର

ଘରକୁ ଫେରିବେ ଯାଜପୁରର ୬୨ ଶ୍ରମିକ

ଜଳେଶ୍ୱର, ୧ା୫(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର କ୍ୱାରାଣ୍ଟାଇନ ସେଣ୍ଟରରେ ୩୦ଦିନ ଧରି ରହିଥିବା ଯାଜପୁର ଅଞ୍ଚଳର ୬୨ଶ୍ରମିକ ଆଗାମୀ ଦୁଇ ଦିନ ମଧ୍ୟରେ ଘରକୁ ଫେରିଯିବେ। ଏ ସମ୍ପର୍କରେ ଗୁରୁବାର ବାଲେଶ୍ୱର ଜିଲା ଦାୟିତ୍ୱରେ ଥିବା ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ...

ସୋର ବ୍ଲକରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ୭ ଗ୍ରାମର ମୁଖ୍ୟ ରାସ୍ତା ସିଲ୍‌

ସୋର, ୩୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ତଳନଗର ପଞ୍ଚାୟତର ବେଲସବିରା ଓ ସୁନାରୀ ଗ୍ରାମରେ ବୁଧବାର ୨ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଟକଣା କଡାକଡି କରାଯାଇଛି। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ,...

କରୋନା ପଜିଟିଭ୍‌ ଆସିବା ପରେ ଖଇରା ବ୍ଲକର ୨ ଗ୍ରାମ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଖଇରା,୩୦।୪(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତର କନ୍ଦଡା ଗ୍ରାମର ଜଣେ କଲିକତା ଫେରନ୍ତାଙ୍କ ସ୍ବାବ ପଜିଟିଭ୍‌ ଜଣାପଡଛି। ଏହା ପରେ ବାଲେଶ୍ବର ଉପଜିଲାପାଳ କନ୍ଦଡା ସମେତ ପଡୋଶୀ ମହତୀପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ...

ଖାଦ୍ୟ, ମାସ୍କ ବଣ୍ଟନ

ଖଇରା,୩୦।୪(ଡି.ଏନ.ଏ.)-ଫାଉଣ୍ଡେଶନ ଟ୍ରଷ୍ଟ ଓ ଆର୍ଯ୍ୟାନ ସଙ୍ଗଠନ ତରଫରୁ ବୁଧବାର ଖଇରା ବ୍ଲକର ଡଗରପଡା ପଞ୍ଚାୟତରେ ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି। ଟ୍ରଷ୍ଟ ଅଧ୍ୟକ୍ଷ ମହମ୍ମଦ ଆୟୁବଖାନ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ରନତ୍ାକର ଦଳେଇ, ବିକ୍ରମ କୁଅଁର, ଲକ୍ଷ୍ମଣ ବେହେରା,...

ଜଳେଶ୍ୱର ଆସିବାକୁ ପଞ୍ଜୀକରଣ କଲେ ୫୬୩୮ ଶ୍ରମିକ

ଜଳେଶ୍ୱର, ୩୦ା୪ (ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ୩୫ ପଞ୍ଚାୟତର ପ୍ରାୟ ୨ଲକ୍ଷ ୧୦ହଜାର ଲୋକ ବସବାସ କରନ୍ତି। ଏଥିରୁ ୨୧ହଜାର ବ୍ୟକ୍ତି ଅନ୍ୟ ରାଜ୍ୟରେ ରହି କାର୍ଯ୍ୟ କରୁଥିବା ବେଳେ ୫ହଜାର ବ୍ୟକ୍ତି ଅନ୍ୟ ଜିଲାରେ ରହି କାର୍ଯ୍ୟ...

ବାହାନଗା ଅଟୋ ଆସୋସିଏଶନ ପକ୍ଷରୁ ସହାୟତା

ବାହାନଗା, ୩୦ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଦରମହୁକମା ବଜାରରେ ଥିବା ମା’ ବାସୁଳୀ ଅଟୋ ଆସୋସିଏଶନ ପକ୍ଷରୁ କୋଭିଡ-୧୯ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏହି ଚେକ୍‌ ବାହାନଗା ବ୍ଲକ...

ବିଭିନ୍ନ ସ୍ଥାନରେ ଫୁଟିଲା ପାରିଜାତ

ବାଲେଶ୍ୱର ଅଫିସ,୩୦।୪- ବାଲେଶ୍ୱର ଜିଲା ଟାଉନ ଥାନା ଅଧୀନ ଗୋପାଳଗାଁସ୍ଥିତ ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କ ପୁଷ୍ପ ଉଦ୍ୟାନରେ ପାରିଜାତ ଫୁଲ ଫୁଟିଛି। ସହଦେବଖୁଣ୍ଟା ମଡ଼େଲ ଥାନା ବାଲିଆ ଅଞ୍ଚଳର ଆଇନଜୀବୀ ଶାନ୍ତନୁ ରାଉତଙ୍କ ବାଡ଼ିରେ ଓ ଇମାମୀ ଜଗନ୍ନାଥ ମନ୍ଦିର...

ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଦାନ

ବାହାନଗା, ୩୦ା୪(ଡି.ଏନ.ଏ.)-ବାହାନଗା ବ୍ଲକର ସମସ୍ତ ଶିକ୍ଷକ ସଂଘ ପକ୍ଷରୁ କୋଭିଡି-୧୯ର ସଫଳ ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ଅର୍ଥ ଦାନ କରିଛନ୍ତି । ବ୍ଲକର ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଶିକ୍ଷାସହାୟକ ସଂଘର ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନେ କିଛି କିଛି...

ଦେଶୀମଦ ସହ ଗାଡ଼ି ଜବତ

ବାଲେଶ୍ୱର ଅଫିସ, ୨୯।୪: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ରସାଳପୁର ରାସ୍ତାରେ ଅବକାରୀ ବିଭାଗର ଜିଲା ଭ୍ରାମ୍ୟମାଣ ଟିମ୍‌ ଦ୍ୱାରା ବୁଧବାର ଚଢ଼ାଉ କରାଯାଇ ୯ଶହ ଲିଟର ଦେଶୀ ମଦ ସହ ଏକ ଟାଟା ଏସିଇ ଗାଡ଼ି (ନଂ....

ଗରସଙ୍ଗ, ଗଣ୍ଡିବେଡରେ ସ୍ବାବ ସଂଗ୍ରହ

ଖଇରା, ୨୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ଗରସଙ୍ଗ ପଞ୍ଚାୟତ ରାମଚନ୍ଦ୍ର ହାଇସ୍କୁଲ ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗଣ୍ଡିବେଡ ହାଇସ୍କୁଲରେ ଚାଲିଥିବା ଅସ୍ଥାୟୀ କ୍ୱାରାଣ୍ଟାଇନ କେନ୍ଦ୍ରରୁ ସ୍ବାବ ନମୁନା ସଂଗ୍ରହ କରାଯାଇଛି। ସୋମବାର ଗରସଙ୍ଗରୁ ୨୦ଜଣଙ୍କ ନିକଟରୁ ମେଡିକାଲ ଟିମ୍‌...

୫୦ଜଣଙ୍କ ସ୍ବାବ ସଂଗ୍ରହ

ସୋର,୨୯ା୪(ଡି.ଏନ୍‌.ଏ.)-ସୋର ମ୍ୟୁନିସିପାଲିଟି ସହ ବିଭିନ୍ନ ପଞ୍ଚାୟତରେ ବାହାରୁ ଆସି କ୍ୱାରାଣ୍ଟାଇନ୍‌ରେ ଥିବା ୩୭୨ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଛି। ମଙ୍ଗଳବାର ମାଣିପୁର ପଞ୍ଚାୟତ ହାଇସ୍କୁଲ ପରିସରରେ ଥିବା ୫୦ଜଣଙ୍କ ସ୍ବାବ ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତତ୍ତ୍ୱାବଧାନରେ ବାଲେଶ୍ୱରରୁ ଆସିଥିବା ସ୍ବତନ୍ତ୍ର ଟିମ୍‌...

ଦିନକର ଦରମା ଦାନ କଲେ ଶିକ୍ଷକ, କର୍ମଚାରୀ

ସୋର,୨୯ା୪(ଡି.ଏନ.ଏ.)-ସୋର ମ୍ୟୁନିସିପାଲଟି ଅନ୍ତର୍ଗତ ଏସ୍‌ଏନ୍‌ ହାଇସ୍କୁଲ ପକ୍ଷରୁ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ଗୋଟିଏ ଦିନର ଦରମା କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଛନ୍ତି। ଏହି ବିଦ୍ୟାଳୟର ୧୯ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri