ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ
ଭୋଗରାଇ, ୨୬ା୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଶୁକ୍ରବାର ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ବିକ୍ରି ପାଇଁ ଆସିଥିଲା। ଗଭୀର ସମୁଦ୍ରରୁ ଏକ ଟ୍ରଲରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଥିବା ଏହି ବିରଳ ମାଛକୁ ପେଟୁଆ ମତ୍ସ୍ୟ…
ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ
ଭୋଗରାଇ, ୨୫ା୨(ଡି. ଏନ୍.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଶୁକ୍ରବାର ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ବିକ୍ରି ପାଇଁ ଆସିଥିଲା। ଗଭୀର ସମୁଦ୍ରରୁ ଏକ ଟ୍ରଲରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଥିବା ଏହି ବିରଳ ମାଛକୁ ପେଟୁଆ…
ୟୁକ୍ରେନ୍ରେ ଫସି ରହିଛନ୍ତି ସୋର, ଭଦ୍ରକର ୨ ଛାତ୍ରୀ
ସୋର, ୨୫।୨(ଡି.ଏନ.ଏ.) ୟୁକ୍ରେନ୍ ସହରରେ ବାଲେଶ୍ୱର ଜିଲା ସୋର ଓ ଭଦ୍ରକ ଜିଲା ଭାଟପଡା ଅଞ୍ଚଳର ୨ ମେଡିକାଲ ଛାତ୍ରୀ ଫସି ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ଫଳରେ ସମସ୍ତ ବିମାନକୁ ବାତିଲ କରାଯାଇଥିବାରୁ ସେମାନେ ଘରକୁ ଫେରିବା ଆଶା ମଉଳିଯାଇଛି।…
ଏଟିଏମ୍ ଲୁଟ୍ ପରେ ଜାଳିଦେଲେ
ବାଲେଶ୍ୱର ଅଫିସ,୨୫ା୨: ବାଲେଶ୍ୱର ଜିଲା ବସ୍ତା ଥାନା ରାଜଘାଟର ପବନ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ଏଟିଏମ ଲୁଟ୍ ପରେ ଗୁରୁବାର ରାତିରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଘଟଣାସ୍ଥଳରେ ଗ୍ୟାସ୍ କଟର ପଡ଼ିଛି। ପୋଲିସ ଶୁକ୍ରବାର ସକାଳେ ଘଟଣାସ୍ଥଳରେ ପହଞ୍ଚି…
ପୋଲ ମରାମତିରେ ଅନିୟମିତତା
ଖଇରା, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର-ସୁଣ୍ଢିରା ରାସ୍ତାର ମଝିରେ ନିର୍ମିତ ପକ୍କା ପୋଲର ମରାମତି କାମରେ ବ୍ୟାପକ ଅନିୟମିତତା ହୋଇଥିବା ସ୍ଥାନୀୟ ସୁଣ୍ଢିରା ଗ୍ରାମବାସୀ ଓ ସ୍ଥାନୀୟ ଏମ୍ବି ଡାଇମଣ୍ଡ କ୍ଲବର ପିଲାମାନେ ଅଭିଯୋଗ କରିଛନ୍ତି। ମରାମତିର…
ଆମ୍ବତୁମ୍ବା ଅଞ୍ଚଳରେ ୧୪ ଶିମିଳିପାଳ ହାତୀ
ଜଳେଶ୍ୱର, ୨୪।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ଜଳେଶ୍ୱର ରେଞ୍ଜ ଅଧୀନରେ ଥିବା କର୍ମଚାରୀମାନେ ବାରମ୍ବାର ହାତୀ ଘଉଡ଼ାଉଥିଲେ ମଧ୍ୟ ସେମାନେ ପୁନର୍ବାର ଏହି ଅଞ୍ଚଳକୁ ଫେରିଆସୁଛନ୍ତି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲା ବନକର୍ମଚାରୀଙ୍କ ସମନ୍ବୟ ଅଭାବରୁ ହାତୀଗୁଡ଼ିକ ଏପରି ଚଳପ୍ରଚଳ ହେଉଥିବା ବିଭାଗୀୟ ସୂତ୍ରରୁ…
‘ବାଲେଶ୍ୱର ପୌରପାଳିକା କର୍ପୋରେଶନ ମାନ୍ୟତାରୁ ବଞ୍ଚିତ’
ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜନସାଧାରଣଙ୍କ ବହୁଦିନର ଦାବି ବାଲେଶ୍ୱର ପୌରପାଳିକାକୁ କର୍ପୋରେଶନର ମାନ୍ୟତା ଦେବାକୁ ସରକାର ପ୍ରତ୍ୟାଖାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବାଲେଶ୍ୱର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ ବୁଧବାର ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପାଖାପାଖି ସାଢ଼େ…
ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତକାଣ୍ଡ
ରୂପସା, ୨୩।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଇଡ଼ଦା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ମଙ୍ଗଳବାର ଜଣେ ଫାର୍ମାସିଷ୍ଟ ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଫାର୍ମାସିଷ୍ଟଙ୍କ ଆକ୍ରମଣରେ କରୋନା ଟିକା ନେବାକୁ ଆସିଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ହାତ ଓ…
‘ମୋ ଭୋଟ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟର ଶକ୍ତି’
ବାଲେଶ୍ୱର ଅଫିସ, ୨୨।୨ ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହିତ ଏଥିରେ ମତଦାତାମାନଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ‘ମୋ ଭୋଟ ହିଁ ମୋ ଭବିଷ୍ୟତ-ଗୋଟିଏ ଭୋଟର ଶକ୍ତି’ ବିଷୟ…
ଟାଟା କମ୍ପାନୀ ବସ୍ ୩ଘଣ୍ଟା ଅଟକ
ବାଲିଆପାଳ, ୨୨।୨(ସ୍ବ.ପ୍ର) ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ବନ୍ଦରକୁ ରେଳଲାଇନ୍ ସଂଯୋଗୀକରଣରେ ଜମି ହରାଇଥିବା ପରିବାରର ୩୩ ଯୁବତୀଯୁବକମାନଙ୍କୁ ଟାଟା କମ୍ପାନୀ ପ୍ରଶିକ୍ଷଣ ପାଇଁ ଏକ ବସ୍ ଯୋଗେ ସୋମବାର ବାଲିଆପାଳରୁ ଜାମସେଦପୁର ନେଉଥିବା ବେଳେ ସ୍ଥାନୀୟ ଅଞ୍ଚଳ କେତେଜଣ ଯୁବକ ବସ୍କୁ…
ଭୋଟ କେନ୍ଦ୍ରରେ ଟଳିପଡିଲେ ବୃଦ୍ଧା
ସଜନାଗଡ,୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀ ବରହମପୁର ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନବେଳେ ଏକ ଅଘଟଣ ଘଟିଛି। ଜଣେ ବୃଦ୍ଧା ମଙ୍ଗଳବାର ସକାଳୁ ଭୋଟ କେନ୍ଦ୍ରକୁ ଆସି ଲାଇନ ଛିଡାହୋଇ ଥିବା ବେଳେ ଟଳିପଡିଛନ୍ତି । ମହିଳା…
ମହାମନ୍ତ୍ର ଲେଖି ଇଣ୍ଡିଆ ବୁକ୍ ଅଫ୍ ରେର୍କଡ୍ସରେ ସ୍ଥାନ
ସିମୁଳିଆ, ୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ପଣ୍ଡୁ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ପ୍ରଭାସଚନ୍ଦ୍ର ଗିରି (୬୭) ୩ହଜାର ଘଣ୍ଟାରେ ୬ହଜାର ପୃଷ୍ଠାରେ ୧ଲକ୍ଷ ୯୪ହଜାର ୫୨୪ ଥର ‘ଓଁ ନମୋ ଭଗବତେ ବାସୁଦେବାୟ’ ଲେଖି ‘ଇଣ୍ଡିଆ ବୁକ୍ ଅଫ୍ ରେକଡର୍ସ-୨୦୨୨’ରେ ସ୍ଥାନ…
Archives


