ବଲାଙ୍ଗୀର

ମଣ୍ଡିରେ ଅବ୍ୟବସ୍ଥା ଦେଖି ବିଧାୟକ ଅସନ୍ତୁଷ୍ଟ

ଲୋଇସିଂହା,୧୫।୧୨(ଡି.ଏନ୍‌.ଏ): ଲୋଇସିଂହା ବିଧାୟକ ମୁକେଶ ମହାଲଙ୍ଗ ଗୁରୁବାର ଆଗଲପୁର ଗସ୍ତ କରି ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିଲେ। ଆଗଲପୁର, ଭରସୁଜା, ରୋତ, ବକଟି, ପଟୁଆପାଲି ଓ ମୁରଷୁଣ୍ଢି ପାକ୍ସ ପରିଦର୍ଶନରେ ଯାଇ ସମସ୍ୟା ଉପରେ ସ୍ଥାନୀୟ ଚାଷୀଙ୍କ ସହ ସେ ଆଲୋଚନା…

‘ବିଧାୟକଙ୍କ ଗାଡ଼ିକୁ ବିଜେଡି ନେତା ଅଣ୍ଡାମାଡ଼ କରି ନ ଥିଲେ’

ବଲାଙ୍ଗୀର ଅଫିସ, ୧୫ା୧୨: ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗ ମଙ୍ଗଳବାର ପୁଇଁତଳା ମଣ୍ଡି ପରିଦର୍ଶନରେ ଯିବାବେଳେ ତାଙ୍କ ଗାଡିକୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ବିଜେଡି ଜିଲା ଉପସଭାପତି ତଥା ପୁଇଁତଳା ପାକ୍ସ ସଭାପତି ସୁରେଶ ନାଏକ, ବିଜେଡି ବ୍ଳକ…

ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା: ଏସ୍‌ପି ଅଫିସ ଘେରିଲେ ଭାଜପା କର୍ମୀ

ବଲାଙ୍ଗୀର ଅଫିସ,୧୪ା୧୨: ପୁଇଁତଳା ପ୍ୟାକ୍ସ ପରିଦର୍ଶନରେ ଯିବାବେଳେ ଲୋଇସିଂହା ବିଧାୟକ ଡ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ମଙ୍ଗଳବାର ଅଣ୍ଡାମାଡ଼ ହୋଇଥିଲା। କିଛି ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିବା ସହ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ।…

ଲୋଇସିଂହା ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼

ବଲାଙ୍ଗୀର ଅଫିସ, ୧୪।୧୨: ବଲାଙ୍ଗୀର ଜିଲା ପୁଇଁତଲା ମଣ୍ଡି(ପାକ୍ସ) ପରିଦର୍ଶନରେ ଯିବାବେଳେ ମଙ୍ଗଳବାର ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଛି। କେତେଜଣ ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିବା ସହ ଭାଜପା କର୍ମୀଙ୍କୁ…

କାମରେ ଲାଗୁନି ଶୌଚାଳୟ

ଦେଓଗାଁ,୧୨ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଙ୍ଗାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାମୁଣ୍ଡା ହୋଇସ୍କୁଲ ପରିସରରେ ତିଆରି ହୋଇଥିବା ଶୌଚାଳୟ କାମରେ ଲାଗୁନି। ୨ବର୍ଷ ତଳେ କୋଭିଡ ସମୟରେ ରାଜ୍ୟ ସରକାର ପ୍ରବାସୀଙ୍କୁ ରଖିବା ପାଇଁ ବିଦ୍ୟାଳୟ ପରିସରରେ ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ…

ମଣ୍ଡିରେ ପଡ଼ିଛି ଧାନ, ବର୍ଷା ଆଶଙ୍କାରେ ଚାଷୀ

ଲୋଇସିଂହା,୧୨।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ଲୋଇସିଂହା ଓ ବୁର୍ଡାକୁ ବାଦ୍‌ ଦେଇ ବାକି ପାକ୍ସରେ ଧାନକିଣା ଚାଲିଛି। ବ୍ଲକର ୧୦ ପାକ୍ସରୁ ୮ ପାକ୍ସରୁ ଶନିବାର ସୁଦ୍ଧା ୫ ହଜାର ୪୪୧ କୁଇଣ୍ଟାଲ ୪୬…

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଚାଷୀ

ଦେଓଗାଁ,୯ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକର ବିଭିନ୍ନ ପାକ୍ସରେ ନା ନା ଅବ୍ୟବସ୍ଥା ମଧ୍ୟରେ ଧାନ କିଣା ଚାଲିଛି। ମିଲର୍ସ, ଧାନ ବେପାରୀ ତଥା ପାକ୍ସରେ ମଧୁଚନ୍ଦ୍ରିକାରେ ଆରମ୍ଭ ହୋଇଛି ଧାନ କିଣା। ଫଳରେ ପ୍ରକୃତ ଚାଷୀ ଏବେ ସରକାରୀ ଧାର୍ଯ୍ୟ…

ଭିଜିଲାନ୍ସ ଜାଲରେ ଟିଟଲାଗଡ଼ ରେଞ୍ଜର

ବଲାଙ୍ଗୀର ଅଫିସ,୮।୧୨: ଭିଜିଲାନ୍ସ ଜାଲରେ ରେଞ୍ଜର। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲା ଟିଟିଲାଗଡ ଜଙ୍ଗଲ ବିଭାଗର ରେଞ୍ଜର ଶିବପ୍ରସାଦ ନାଏକଙ୍କ ବାସଭବନରେ ଗୁରୁବାର ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସମ୍ବଲପୁର…

ଆଇଆଇସି ଗିରଫ: ମାମଲାରୁ ନାଁ କାଟିବାକୁ ନେଉଥିଲେ ୨୫ହଜାର ଟଙ୍କା

ବଲାଙ୍ଗୀର ଅଫିସ, ୫ା୧୨:ଏକ ମାମଲାରୁ ନଁା କାଟିଦେବାକୁ ଲାଞ୍ଚ ନେବାବେଳେ ରବିବାର ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଆଇଆଇସି ଆଲୋକ କୁମାର ବେହେରା। ଅଫିସ୍‌ ଚାମ୍ବରରେ ଅଜିତ ଘଡେଇ ନାମକ ବ୍ୟକ୍ତିଙ୍କଠାରୁ ସେ ଉକ୍ତ ଟଙ୍କା ନେଉଥିବାବେଳେ…

ଅମରି ଲଟାରେ ପରିପୂର୍ଣ୍ଣ ମସିଣା ଡ୍ୟାମ

ଲାଠୋର,୩ା୧୨(ଡ଼ି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଆଝର ପଞ୍ଚାୟତ ଅଧୀନ ମସିଣା ଗ୍ରାମରେ ରହିଥିବା ଡ୍ୟାମ(ବନ୍ଧ) ବର୍ତ୍ତମାନ ମାଟି ଢିପ ଏବଂ ଅମରି ଲଟାରେ ପରିପୂର୍ଣ୍ଣ ହୋଇରହିଛି। ଦୀର୍ଘ ବର୍ଷ ହେଲା ପଙ୍କ ଉଦ୍ଧାର ହୋଇ ନ ଥିବା ଯୋଗୁ ଗ୍ରାମ…

ଫେଲ ମାରିଛି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା

ଦେଓଗାଁ,୨ା୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଦେଓଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ତ୍ତମାନ ନାନା ଅବ୍ୟବସ୍ଥା ଘେରରେ ଚାଲିଛି। ଆବଶ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ଅଭାବ ଯୋଗୁଁ ୨୪ଘଣ୍ଟିଆ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି ଜନସାଧାରଣ। ଅନ୍ୟପକ୍ଷେ ଶିଶୁ ଓ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ନ…

ଦାଦନ ଯାଉନାହାନ୍ତି ୨୦ଶ୍ରମିକ ପରିବାର

ଲାଠୋର,୨ା୧୨(ଡି.ଏନ.ଏ.): ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ କରୁଛୁ। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଖୁସିରେ ପରିବାର ଚଳାଉଛୁ। ନିଜ ଭିଟାମାଟିରେ କାମ କରି ଜୀଇଁବାର ଯେଉଁ ଆନନ୍ଦ ତାହା ବାହାର ରାଜ୍ୟକୁ ଦାଦନ ଖଟି ଯାଇ ମିିଳବନି। ସମ୍ମାନ ନଷ୍ଟ, ଶାରୀରିକ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri