ବଲାଙ୍ଗୀର

ପୋଲ ଉପରୁ ତେଲ୍‌ ନଦୀକୁ ଖସିିଲା କୋଇଲା ବୋଝେଇ ଟ୍ରକ୍‌

ବଲାଙ୍ଗୀର ଅଫିସ, ୭।୧୦: ବଲାଙ୍ଗୀର ଜିଲା ତୁଷୁରା ନିକଟରେ ରବିବାର ରାତିରେ ତେଲ୍‌ନଦୀ ପୋଲ ଉପରୁ ନଦୀ ଭିତରକୁ ଏକ ଟ୍ରକ୍‌ ତଳକୁ ଖସି ପଡିଛି। ଗୁଡ୍‌ଭେଲା ଆଡୁ ତୁଷୁରା ପଟକୁ ଆସୁଥିବା ଏକ କୋଇଲା ବୋଝେଇ ୧୦ ଚକିଆ ଟ୍ରକ…

ବସ୍‌ ଧକ୍କାରେ ଅଟୋ ଚୂର୍‌ମାର: ୨ମୃତ

ବଲାଙ୍ଗୀର ଅଫିସ,୭।୧୦ :ବଲାଙ୍ଗୀର ସଦର ବ୍ଲକ ଦାଉପାଲି ଛକରେ ରବିବାର ଅପରାହ୍ନରେ ବସ୍‌ ଧକ୍କାରେ ଏକ ଅଟୋ ଚୁରମାର ହୋଇଯାଇଛି। ଅଟୋରେ ଥିବା ଡଙ୍ଗାଘାଟର ରଞ୍ଜିତ ସାହୁ (୩୬) ଓ ତୁଷୁରାବାହାଲର ତୁଳାରାମ ସାହୁ(୨୬)ଙ୍କ ମୃତ୍ୟୁ ଘଟିଛି। ଉଭୟେ ଏକ ଅଟୋ…

ଏସ୍‌ଓଜିର କୋମ୍ବିଂ ଅପରେଶନ୍‌: ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ

ଖପ୍ରାଖୋଲ, ୫।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ରେ ଶନିବାର ସକାଳେ ଏସ୍‌ଓଜିର କୋମ୍ବିଂ ଅପରେଶନ୍‌ ବେଳେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ପୋଲିସ ପକ୍ଷରୁ ବ୍ୟାପକ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରେ…

ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ

ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍‌ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍‌ଓଜି ପୋଲିସ ମାଓବାଦୀ କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ…

ମୋବାଇଲ ଚୋରି ର଼୍ୟାକେଟ୍‌: ୪ ଗିରଫ

ମୁରିବାହାଲ, ୩।୧୦ (ଡି.ଏନ.ଏ.): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ପୋଲିସ ମୋବାଇଲ ଲୁଟ ର଼୍ୟାକେଟର ୪ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି। ଲୁଟ୍‌ ସମ୍ପର୍କରେ ପଚରାଉଚରା ପରେ ଗୁରୁବାର ଅପରାହ୍ନରେ ୪…

କମେଣ୍ଟ ମାରୁଥିବା ଯୁବକଙ୍କୁ କାବୁ କରି ପୋଲିସ ଜିମାଦେବା ଘଟଣା: ଶର୍ମିଷ୍ଠାଙ୍କୁ ସମ୍ମାନିତ କଲେ ଏସ୍‌ପି

ବଲାଙ୍ଗୀର ଅଫିସ, ୨ା୧୦-ହାଇସ୍କୁଲରେ ପଢୁଥିବା ଦୁଇ ସାନ ଭଉଣୀ ଓ ତାଙ୍କ ସହାପାଠିନୀଙ୍କୁ ବାରମ୍ବାର କମେଣ୍ଟ ମାରି ହଇରାଣ କରୁଥିବା ଜଣେ ଉଦ୍ଧତ ଯୁବକଙ୍କୁ ବିଚ୍‌ ରାସ୍ତାରେ କାବୁ କରି ଟାଉନ୍‌ ଥାନାରେ ଜିମା ଦେଇଥିଲେ ସାହସୀ ଯୁକ୍ତତିନି କଲେଜ ଛାତ୍ରୀ…

ଖପ୍ରାଖୋଲରେ ବ୍ୟାପୁଛି ଝାଡାବାନ୍ତି

ଖପ୍ରଖୋଲ, ୩୦ା୯ (ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ସଦର ମହକୁମାରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ା ଶନିବାର ଆଠ ଜଣ ଆକ୍ରାନ୍ତ ହୋଇଥିବାବେଳେ ସୋମବାର ଏହି ସଂଖ୍ୟା ୧୩ରେ ପହଞ୍ଚିଛି ା ଦୂଷିତ ପାଣି ଯୋଗୁଁ ଏଭଳି…

ବଲାଙ୍ଗୀର ଜିଲାରେ ବ୍ୟାପୁଛି ଚକଡା

ବଲାଙ୍ଗୀର ଅଫିସ, ୨୭ା୯-ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଚକଡା ଉପଦ୍ରବ ବା ଗୁଣ୍ଡିପୋକ (ବିପିଏଚ୍‌) ରୋଗ ଆରମ୍ଭ ହୋଇଛି ା ମାତ୍ର କିଛିଦିନ ମଧ୍ୟରେ ଅତ୍ୟନ୍ତ ଭୟାନକ ଭାବେ ଗୁଣ୍ଡିପୋକ ବହୁ ଏକର ଧାନ ଫସଲକୁ ସଂକ୍ରମଣ କରିଥିତ୍ବା ଜଣାପଡିଛି ା…

ହସ୍ପିଟାଲ, ଆର୍‌ଟିଓ ଅଫିସରୁ ୧୦ ଦଲାଲ ଅଟକ

ବଲାଙ୍ଗୀର ଅଫିସ,୨୬।୯: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ ଏବଂ ଆରଟିଓ ଅଫିସରୁ ଗୁରୁବାର ୧୦ ଦଲାଲଙ୍କୁ ପୋଲିସ ଅଟକ ରଖିଛି । ପୂର୍ବାହ୍ନରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍‌ପି ମାଡକର ସନ୍ଦୀପ ସମ୍ପଦ ହଠାତ୍‌ ପରିଦର୍ଶନରେ ଯାଇଥିଲେ।…

ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ

ବଲାଙ୍ଗୀର ଅଫିସ, ୨୫ା୯: ବଲାଙ୍ଗୀର ଜିଲା ପୁଇଁତଲା ଥାନା ପୋଲିସ ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରାଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଦୁଇ ଲୁଟେରା ହେଲେ ଲୋଇସିଂହା ଥାନା ସାଲେଭଟା ଗଁ।ର ନରେନ୍ଦ୍ର ସୁନା ଓରଫ୍‌ ନରେନ୍‌…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାଟଣାଗଡ଼,୨୪।୯(ଡି.ଏନ୍‌.ଏ.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପାଟଣାଗଡ଼ର ସ୍ଥାୟୀ ବାସିନ୍ଦା କିଶୋରଙ୍କ ନିଜ ଘର, ଭାଇଙ୍କ ଘର…

ସାତ୍‌ସପନ ହେଇଛେ ଉଚ ଚିକିଛା

ଗୁଡ଼ଭେଲା,୨୩ା୯ (ଡି.ଏନ୍‌.ଏ.)- ରୂପେଲି ଠିକ୍‌ ହେଇଯିବା, ନିଜେ ନିଜର କାମ୍‌ବୁତା କରିପାରବା। ଉନିଆ ଛୁଆକର ସଂଗେ ମିଶି ଖେଲବା। ପରିବାର ଲୁକ୍‌କର ଇ ସବୁ ସପନ୍‌ ଏହେଦେ ସପନ୍‌ ହେଇ ରହିଯାଇଛେ। ଟଁକା ପଏସା ଅଭାବୁ ପରିବାର ଲୋକ୍‌ ରୂପେଲିର ଉଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?